• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

capture
ନିଖୋଜ ପତ୍ନୀଙ୍କୁ ଖୋଜିବାକୁ ଯାଇ ବନ୍ଧୁଙ୍କ ଫ୍ଲାଟ୍‌ରେ ପହଞ୍ଚିଲେ ସ୍ୱାମୀ, ଦେଖିଲେ...

ପୁଣେ: ନିଖୋଜ ପତ୍ନୀଙ୍କୁ ଖୋଜିବାକୁ ଯାଇ ଜଣେ ବ୍ୟକ୍ତି ବନ୍ଧୁଙ୍କ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ସେ ଯାହା ଦେଖିଲେ ତାଙ୍କୁ ପାଦ ତଳୁ ମାଟି ଖସି ଯାଇଥିଲା। ଉଭୟଙ୍କ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ ବ୍ୟକ୍ତି ଜଣକ। ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏହି ଘଟଣା ଘଟିଛି। ଗୁରୁବାର ସନ୍ଧ୍ୟାରେ ଠାଣେ ଜିଲ୍ଲା ଅମ୍ବରନାଥର ଏକ ଫ୍ଲାଟ୍‌ ଭିତରୁ ଜଣେ ବ୍ୟକ୍ତି ଓ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଉଭୟ […]

  • Thursday, 01 July 2021
junior trump
କରୋନା ସଂକ୍ରମିତ ହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅ ଡୋନାଲ୍‌ଡ ଟ୍ରମ୍ପ ଜୁନିୟର କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ଜୁନିୟର ଟ୍ରମ୍ପଙ୍କ ପ୍ରବକ୍ତା ଶୁକବ୍ରାର ଏହି ସୂଚନା ଦେଇଛନ୍ତି।  ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଟ୍ରମ୍ପ ଜୁନିଅର କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଗତ ସପ୍ତାହ ପ୍ରାରମ୍ଭରେ ଜଣାପଡ଼ିଥିଲା। ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ସେ ନିଜ କ୍ୟାବିନ୍‌ରେ ଆଇସୋଲେସନରେ ରହୁଛନ୍ତି। ତେବେ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ତାଙ୍କ ପାଖରେ ରୋଗର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ତଥାପି […]

  • Thursday, 01 July 2021
bharati singh
ସକାଳୁ ସକାଳୁ କମେଡିଆନ୍‌ ଭାରତୀଙ୍କ ଘରେ ରେଡ୍‌

ମୁମ୍ବାଇ: କମେଡିଆନ୍‌ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ରେଡ୍‌ କରିଛି। ଗତକାଲି ଅନ୍ଧେରୀରୁ ଜଣେ ଡ୍ରଗ୍ସ ବେପାରୀଙ୍କୁ ଏନ୍‌ସିବି ଗିରଫ ପରେ ଜେରା ସମୟରେ ଭାରତୀ ଓ ହର୍ଷଙ୍କ ନାଁ ସାମ୍ନାକୁ ଆସିଥିଲା ବୋଲି ସୂଚନା ମିଳିଛି। ଏହାପରେ ଏନ୍‌ସିବି ଆଜି ସକାଳୁ ସକାଳୁ ଭାରତୀ ଓ ତାଙ୍କସ୍ୱାମୀ ହର୍ଷଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ରେଡ୍‌ କରିଛି। ମ୍ବାଇର ଅନ୍ଧେରୀ, ଲୋଖଣ୍ଡଓ୍ୱାଲା ଏବଂ ଭର୍ସୋଭା […]

  • Thursday, 01 July 2021
kashmir-encounter
ବଡ଼ ଧରଣର ଷଡଯନ୍ତ୍ର ରଚୁଥିଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିଲା ପାକିସ୍ତାନ । ଜାମ୍ମୁ କାଶ୍ମୀରରେ ନାଗ୍ରୋଟାରେ ୪ ଆତଙ୍କବାଦୀ ନିପାତ ହେବା ଓ ଟ୍ରକରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ପରେ ଏହି ଷଡ଼ଯନ୍ତ୍ରର ସୁରାକ ପାଇଛି ଭାରତ। ଏହି ଘଟଣାକୁ ଗୁରୁତର ସହ ବିଚାର କରୁଛନ୍ତି ସରକାର । ଏନେଇ ଆଜି ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନଙ୍କୁ ସମନ କରିଛି ବୈଦେଶିକ ମନ୍ତ୍ରଣାଳୟ । ପାକିସ୍ତାନ ମାଟିରୁ ଭାରତ ବିରୋଧରେ ଚାଲିଥିବା ଆତଙ୍କୀ କାର୍ଯ୍ୟକଳାପ ବନ୍ଦ କରିହବାକୁ […]

  • Thursday, 01 July 2021
punjab
ସର୍ତ୍ତ ରଖି ରେଳରୋକ ଆନ୍ଦୋଳନକୁ ସ୍ଥଗିତ ରଖିଲା ପଞ୍ଜାବ କୃଷକ ସଂଘ

ଅମ୍ରିତସର: ସର୍ତ୍ତ ରଖି ରେଳରୋକ ଆନ୍ଦୋଳନକୁ ସ୍ଥଗିତ ରଖିଲା କେନ୍ଦ୍ର କୃଷି ବିଲ୍‌ ବିରୋଧରେ ଆନ୍ଦୋଳନ କରୁଥିବା ପଞ୍ଜାବ କୃଷକ ସଂଘ। ଯଦି ୧୫ ଦିନ ଭିତରେ କେନ୍ଦ୍ର ସରକାର ତାଙ୍କ ସହିତ କୃଷି ବିଲ୍ ସମ୍ପର୍କରେ ଆଲୋଚନା ନକରନ୍ତି, ତେବେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚାଷୀ ସଂଘ ଧମକ ଦେଇଛି। ଆନ୍ଧୋଳନ ସ୍ଥଗିତ ହେବା ପରେ ଆସନ୍ତାକାଲିଠାରୁ ରାଜ୍ୟରେ ରେଳଚାଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି। ରେଳରୋକକୁ ସ୍ଥଗିତ ରଖି ଆଗାମୀ ୧୫ […]

  • Thursday, 01 July 2021
hanmid-ansari
ରାଷ୍ଟ୍ରବାଦକୁ ନେଇ ପୂର୍ବତନ ଉପରାଷ୍ଟ୍ରପତିଙ୍କ ବିବାଦୀୟ ବୟାନର ଜବାବ ଦେଲେ ଶିୟା ଧର୍ମଗୁରୁ

ନୂଆଦିଲ୍ଲୀ: ଅନେକ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଆକ୍ରମଣାତ୍ମକ ରାଷ୍ଟ୍ରବାଦକୁ ଏକ ରୋଗ ବୋଲି କହିଛନ୍ତି। କଂଗ୍ରେସ ନେତା ଶଶି ଥରୁରଙ୍କ ‘ଦି ବେଟଲ ଅଫ୍‌ ବିଲଙ୍ଗିଙ୍ଗ୍’ ପୁସ୍ତକ ଉନ୍ମୋଚନ ଅବସରରେ ଏପରି କହି ଚର୍ଚ୍ଚାକୁ ଆସିଛନ୍ତି ହମିଦ ଅନ୍‌ସାରୀ।    ପୁସ୍ତକ ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନ ଦେଶ ଏମିତି କିଛି ପ୍ରକଟ […]

  • Thursday, 01 July 2021
bharati-sing
ଶେଷରେ ଗିରଫ ହେଲେ କମେଡି ଷ୍ଟାର୍‌ ଭାରତୀ ସିଂହ

ମୁମ୍ବାଇ: ଶେଷରେ ଗିରଫ ହେଲେ ହିନ୍ଦୀ କମେଡି ତାରକା ଭାରତୀ ସିଂହ। ଏହା ପୂର୍ବରୁ ଡ୍ରଗ୍ସ କାରବାର ମାମଲାରେ ଭାରତୀ ସିଂହ ଓ ତାଙ୍କ ପତି ହର୍ଷ ଲିମ୍ବାଚିଆଙ୍କୁ ଅଫିସ୍‌ ଡକାଇ ପଚାରଉଚରା କରାଯାଇଥିଲା। ପଚରାଉଚରା ବେଳେ ସେ ଡ୍ରଗ୍ସ ନେଉଥିବା ସ୍ୱୀକାର କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତାଙ୍କୁ ଗିରଫ କରିଛି। ହର୍ଷ ଲିମ୍ବାଚିଆଙ୍କୁ ବର୍ତ୍ତମାନ ପଚରଉଚରା ଜାରି ରହିଛି। ତେବେ ଏହା ପୂର୍ବରୁ ଏନ୍‌ସିବି ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ […]

  • Thursday, 01 July 2021
masud-ajx=zhar
ନଗ୍ରୋଟା ଏନ୍‌କାଉଣ୍ଟରରେ ମୃତ ୪ ଆତଙ୍କବାଦୀଙ୍କ ପଛରେ ମାଷ୍ଟରମାଇଣ୍ଡ ଥିଲା ଅବଦୁଲ ଅସ୍‌ଗର

ନୂଆଦିଲ୍ଲୀ: ଗୁରବାର ନଗ୍ରୋଟା ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ୪ ଜୈଶ-ଇ-ମୋହମ୍ମଦ ଆତଙ୍କବାଦୀଙ୍କୁ ପଛରେ ଥିଲା ଅବ୍ଦୁଲ୍ ରୌଫ୍‌ ଅସ୍‌ଗର। ସେ ଜୈଶ-ଇ-ମୋହମ୍ମଦ ମୁଖ୍ୟ ମାସୁଦ ଅଜହରର ଭିଣୋଇ ହେଉଛି ଅବ୍ଦୁଲ୍ ରୌଫ୍‌ ଅସ୍‌ଗର। ଏନ୍‌କାଉଣ୍ଟରରେ ମୃତ ୪ ଆତଙ୍କବାଦୀ ପଛରେ ଅସ୍‌ଗର ମାଷ୍ଟରମାଇଣ୍ଡ ଥିଲା ବୋଲି ଜଣାପଡ଼ିଛି। ମୃତ ୪ ଆତଙ୍କବାଦୀଙ୍କ ଠାରୁ ବିପୁଳ  ପରିମାଣାରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଥିବା ବେଳେ ପାକିସ୍ତାନ ନିର୍ମାତ କ୍ୟୁ ମୋବାଇଲ୍‌ ସେଟ୍‌ ମଧ୍ୟ ମିଳିଛି। ତା ସହିତ […]

  • Thursday, 01 July 2021
ion-jone
ଏହି ବିଦେଶୀଙ୍କ ବେଳ ଖରାପ; କରୋନା, ଡେଙ୍ଗୁ ପରେ ମ୍ୟାଲେରିଆ, ଶେଷରେ କାମୁଡ଼ିଲା ନାଗ

ଜୟପୁର: ପ୍ରଥମେ କରୋନା ହେଲା, ପରେ ଡେଙ୍ଗୁ ଓ ମ୍ୟାଲେରିଆ ବି ହେଲା, ଶେଷକୁ କାମୁଡ଼ିଲା ନାଗ। ବିଦେଶରୁ ଭାରତକୁ ଆସି ଏତେ ହନ୍ତସନ୍ତ ହେଲେଣି ବିଦେଶୀ। ଆମେ କହୁଛୁ ବ୍ରଟିଶ ଚାରିଟି ୱାର୍କର ଇଅନ ଜୋନସଙ୍କ କଥା। ଇୟନ ଜୋନସଙ୍କୁ ନାଗ କାମୁଡ଼ିବା ପରେ ତାଙ୍କୁ ରାଜସ୍ଥାନର ଯୋଧପୁର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ମେଡିପ୍ଲସ ହସ୍‌ପିଟାଲ ଡାକ୍ତର ଅଭିଷେକ ଟାଟେରଙ୍କ ସୂଚନା ଅନୁସାରେ ଜୋନସ ସାପ କାମୁଡ଼ିବା ପରେ ଗତ ସପ୍ତାହରେ ହସ୍‌ପିଟାଲକୁ ଆସିଥିଲେ। […]

  • Thursday, 01 July 2021
bharati
ଭାରତୀଙ୍କ ପରେ ଗିରଫ ହେଲେ ସ୍ୱାମୀ ହର୍ଷ

ମୁମ୍ବାଇ(ସୁରେଶ ଦାଶ): ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଗିରଫ‌ କରିଛି। ୧୫ ଘଣ୍ଟାର ଜେରା ପରେ ହର୍ଷଙ୍କୁ ଗିରଫ କରାଯାଇଛି। ୫ ଘଣ୍ଟାର ଜେରା ପରେ ଗତକାଲି ସନ୍ଧ୍ୟାରେ ଏନ୍‌ସିବି ଭାରତୀଙ୍କୁ ଗିରଫ କରିଥିଲା। ଏନ୍‌ସିବି ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍‌ ଓ ପ୍ରଡକ୍ସନ ହାଉସ୍‌ରେ ରେଡ୍‌ କରି ୮୬.୫ ଗ୍ରାମ୍‌ର ଗଞ୍ଜେଇ ଜବତ କରିଥିଲା। ଏହାପରେ ପଚରାଉଚରା ପାଇଁ ଉଭୟଙ୍କୁ ଏନ୍‌ସିବି ଅଫିସ ନିଆଯାଇଥିଲା। ଉଭୟଙ୍କୁ ଆଜି […]

  • Thursday, 01 July 2021
mohan
୩ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ନଭେମ୍ବର ୨୪ରୁ ୩ ଦିନ ପାଇଁ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ପୂର୍ବ କ୍ଷେତ୍ର ବୈଠକରେ ଯୋଗଦେବେ। ଭାଗବତ ୨୪ ତାରିଖରେ ଆସି ଭୁବନେଶ୍ୱରରେ ପହଞ୍ଚିବେ। ୨୫ ଓ ୨୬ ତାରିଖରେ ସେ ବୈଠକରେ ଅଂଶଗ୍ରହଣ କରିବେ। ତାଙ୍କ ସହ ସଂଘର ସରକାର୍ଯ୍ୟବାହ ସୁରେଶ ଭୟାଜୀ ଯୋଶୀ ମଧ୍ୟ ଆସୁଛନ୍ତି। ତେରାପନ୍ଥ ଭବନରେ ହେବାକୁ ଥିବା […]

  • Thursday, 01 July 2021
petrol diesel price hiked
ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନ ପାଇଁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଦର ଲିଟର ପ୍ରତି ୮ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପ୍ରତି ୧୯ ପଇସା ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଦର ୮୧ଟଙ୍କା ୪୬ ପଇସା ଥିବାବେଳେ ଡିଜେଲ ଦର ୭୧ଟଙ୍କା ୦୭ ପଇସା ରହିଛି। ଗତ ୩ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପ୍ରତି ୪୦ ପଇସା ବୃଦ୍ଧି ପାଇ […]

  • Thursday, 01 July 2021
covaxin
କୋଭାକ୍ସିନ୍ ନେଇ ବଢୁଛି ଆଶା

ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟୀକା କୋଭାକ୍ସିନ୍ ନେଇ ଆଶା ବଢୁଛି।  ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କରୋନା ଟୀକା କୋଭାକ୍ସିନ୍ ୬୦ ପ୍ରତିଶତ ଫଳପ୍ରଦ ହୋଇଛି। ଏହା ଆସନ୍ତାବର୍ଷ ଏପ୍ରିଲ ମାସରେ ବଜାରରେ ଉପଲବ୍ଧ ହେବା ନେଇ ସମ୍ଭାବନା ରହିଛି।  ଭାରତ ବାୟୋଟେକ୍‌ର ଅଧିକାରୀ ସାଇ ଡି. ପ୍ରସାଦ ଏକ ଜାତୀୟ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଥିବା ନେଇ ଖବର ପ୍ରକାଶ ପାଇଛି। ଭାରତ ବାୟୋଟେକ୍ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ୍ ଉପରେ ଗବେଷଣା ଜାରି […]

  • Thursday, 01 July 2021
11
ଏହି ରାଜ୍ୟରେ ପୁଣି ହୋଇପାରେ ଲକ୍‌ଡାଉନ୍‌

ମୁମ୍ୱାଇ: ପାର୍ବଣ ଋତୁରେ ମହାରାଷ୍ଟ୍ରରେ ହୋଇଥିବା ଜନ ଗହଳି କାରଣରୁ ଧିରେ ଧିରେ ରାଜ୍ୟରେ କରୋନା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଦିନକୁଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ପୁନର୍ବାର ଲକ୍‌ଡାଉନ୍‌ ଲାଗୁ କରାଯାଇପାରେ ବୋଲି ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର କହିଛନ୍ତି। ସେ କହିଛନ୍ତି ଯେ ଦୀପାବଳି ସମୟରେ ଲୋକଙ୍କ ଗହଳି ରହିଥିଲା। ଏହା ସହିତ ଗଣେଶ ଚତୁର୍ଥୀରେ ମଧ୍ୟ ବହୁତ ଭିଡ଼ ଦେଖିବାକୁ ମିଳିଥିଲା। ଯାହାଫଳରେ କରୋନା […]

  • Thursday, 01 July 2021
tunnel
ସୀମା ନିକଟରୁ ଠାବ ହେଲା ୧୫୦ ମିଟର ଲମ୍ବର ଅଣ୍ଡରଗ୍ରାଉଣ୍ଡ୍‌ ଟନେଲ୍‌

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଜାତୀୟ ସୀମା ନିକଟରୁ ୧୫୦ ମିଟର ଲମ୍ବର ଏକ ଅଣ୍ଡରଗ୍ରାଉଣ୍ଡ୍‌ ଟନେଲ୍‌ ଠାବ ହୋଇଛି। ବିଏସ୍‌ଏଫ୍‌ ଯବାନ ଏହି ଟନେଲ୍‌ ଠାବ କରିଛନ୍ତି। ଏହି ପଥ ଦେଇ ୪ଜଣ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ୨.୫ ମିଟର ପ୍ରସାର ଓ ୨୫ରୁ ୩୦ ମିଟର ଗଭୀର ଥିବା ଏହି ଟନେଲ୍‌ଟି‌ ଇଞ୍ଜିନିୟରଙ୍କ ପୂରା ପ୍ଲାନିଂରେ ନିର୍ମିତ କରାଯାଇଥିବା ଜଣାପଡ଼ିଛି। ଟନେଲ୍‌ ବାହାରେ ରଖା […]

  • Thursday, 01 July 2021
headphone
ହେଡ୍‌ଫୋନ୍‌‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ଚାଲୁଥିଲେ ଦୁଇ ଯୁବକ, ମାଡ଼ି ଆସିଲା ଟ୍ରେନ୍‌

ବୁରହାନ୍‌ପୁର: ହେଡ୍‌ଫୋନ୍‌‌ ଲଗାଇ ରେଲ୍‌ୱେ ଟ୍ରାକ୍‌ ଉପରେ ଚାଲି ଚାଲି ଯାଉଥିଲେ, ପଛରୁ ଆସି ଧକ୍କା ଦେଲା ଟ୍ରେନ୍‌। ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ୨ ଯୁବକଙ୍କ ଜୀବନ। ମଧ୍ୟପ୍ରଦେଶ ବୁରହାନପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍‌ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଉଭୟଙ୍କ ଶରୀର ୫୦ରୁ ୬୦ ଖଣ୍ଡ ହୋଇଯାଇଥିଲା। ମୃତ ୨ ଯୁବକ ବୁରହାନପୁର ବିରୋଦା ଗାଁର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏହି ୨ ଯୁବକ ରେଲ୍‌ୱେ ଟ୍ରାକ୍‌ରେ ଚାଲି […]

  • Thursday, 01 July 2021
grandson
କୋଭିଡରେ ଆଖି ବୁଜିଲେ ମହାତ୍ମାଗାନ୍ଧୀଙ୍କ ଅଣନାତି

ଜୋହାନ୍ସବର୍ଗ: ମହାତ୍ମାଗାନ୍ଧିଙ୍କର ସାଉଥ ଆଫ୍ରିକାନ୍‌ ଅଣନାତି (great-grandson ) ସତୀଶ ଧୁପେଲିଆଙ୍କର ରବିବାର କୋନାରେ ମୃତ୍ୟୁ ଘଟିଛି। ୬୬ ତମ ଜନ୍ମ ଦିନ ପାଳନ କରିବାର ଗତ ତିନି ଦିନ ପରେ ସତୀଶଙ୍କର ମୃତ୍ୟୁ ଜୋହାନ୍ସବର୍ଗର ଏକ ଡାକ୍ତରଖାନାରେ ଘଟିଛି। ଜୋହାନ୍ସବର୍ଗରେ ରହୁଥିବା ସତୀଶଙ୍କ ପରିବାର ଲୋକେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସତୀଶଙ୍କ  ଭଉଣୀ ଉମା ଧୂପେଲିଆ ସୋଶାଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ତାଙ୍କର ଭାଇ ସତୀଶ ଧୂପେଲିଆଙ୍କର କୋଭିଡ-୧୯ରେ ମୃତ୍ୟୁ ଘଟିଛି। ସେ […]

  • Thursday, 01 July 2021
gold
ଅଭିନବ ଉପାୟରେ ସୁନା ଚାଲାଣ କରୁଥିଲେ; ଦୁବାଇରୁ ଆସି ଧରାପଡ଼ିଲେ ଲକ୍ଷ୍ନୌରେ

ଲକ୍ଷ୍ନୌ: ଅଭିନବ ଉପାୟରେ ହେଉଥିଲା ସୁନା ଚାଲାଣ। ଖୁବ୍‌ ସତର୍କତାର ସହ ସମସ୍ତଙ୍କ ଆଖିରେ ଧୂଳି ଦେଇ ଆଣୁଥିଲେ। କିନ୍ତୁ ଲକ୍ଷ୍ନୌ ଚୌଧୁରୀ ଚରଣ ସିଂ ଏୟାରପୋର୍ଟରେ ଧରାପଡ଼ିଗଲେ। ବିମାନ ବନ୍ଦର ଅଧିକାରୀମାନେ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଜବତ କରିଛନ୍ତି। ସୀମା ଶୁଳ୍କ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ ରିଲିଜ୍‌ରେ କୁହାଯାଇଛି, ଏହି ସୁନା ଦୁବାଇରୁ ଆସୁଥିଲା। ଲକ୍ଷ୍ନୌ ବିମାନବନ୍ଦରରେ FZ 8325 ବିମାନରୁ ଓହ୍ଲାଇଥିଲେ ଚାଲାଣକାରୀ। ପରେ ବିମାନବନ୍ଦର ଅଧିକାରୀମାନେ ତାଙ୍କୁ […]

  • Thursday, 01 July 2021
nabab malik
‘ଭାରତ-ପାକିସ୍ତାନ-ବାଂଲାଦେଶ ମିଶି ଗୋଟିଏ ଦେଶ ହେଉ’

ମୁମ୍ବାଇ: ଯଦି ଭାରତ-ପାକିସ୍ତାନ-ବାଂଲାଦେଶ ମିଶି ଗୋଟିଏ ରାଷ୍ଟ୍ର କରିଦିଆଯାଏ ତେବେ ସେ ଖୁସି ହେବେ। ଭାରତୀୟ ଜନତା ପାର୍ଟି ଯଦି ଏ ଦିଗରେ ପଦକ୍ଷେପ ନିଏ, ତେବେ ସେ ଏହାକୁ ସ୍ୱାଗତ କରିବେ। ଏମିତି ଆହ୍ୱାନ ଦେଇଛନ୍ତି ମହାରାଷ୍ଟ୍ର ସରକାରର ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ନବାବ ମଲିକ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ କରାଚି ପ୍ରସଙ୍ଗର ଜବାବ ରଖି ସେ ଏପରି କହିଛନ୍ତି। ଦେବେନ୍ଦ୍ର ଫଡନାଭିସ କହିଥିଲେ- ‘ଏକ […]

  • Thursday, 01 July 2021
bharti singh
କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଜାମିନ୍‌ ମିଳିଛି। ମୁମ୍ବାଇର ସ୍ୱତନ୍ତ୍ର NDPS କୋର୍ଟ ଉଭୟଙ୍କୁ ଆଜି ଜାମିନ୍‌ ପ୍ରଦାନ କରିଛନ୍ତି। ଉଭୟଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଗିରଫ କରିଥିଲା। ଶନିବାର ଦିନ ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍‌ ଓ ପ୍ରଡକ୍ସନ ହାଉସ୍‌ରେ ରେଡ୍‌ କରିଥିଲା NCB। ଏହି ସମୟରେ ୮୬.୫ ଗ୍ରାମ୍‌ର ଗଞ୍ଜେଇ ଜବତ ହୋଇଥିଲା। ଏହାପରେ ଉଭୟଙ୍କୁ ପଚରାଉଚରା ପାଇଁ ଏନ୍‌ସିବି ଅଫିସ ନିଆଯାଇଥିଲା। ଜେରା ସମୟରେ ଭାରତୀ […]

  • Thursday, 01 July 2021
13
ଭାରତୀୟ ବଂଶୋଦ୍ଭବଙ୍କୁ ବାଇଡେନ୍‌ ଦେଲେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା ମାଲା ଅଡିଗାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ଏହି ଆମେରିକୀୟ-ଭାରତୀୟ ମହିଳା ମାଲା ଆଗକୁ ଆମେରିକାର ହେବାକୁ ଥିବା ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ଙ୍କର ନୀତି ନିର୍ଦ୍ଦେଶକ ଭାବେ ଦ୍ୱାୟିତ୍ୱ ତୁଲାଇବେ। ଜିଲ୍‌ ଆମେରିକାରେ ଶିକ୍ଷା ଏବଂ କମ୍ୟୁନିଟି ଟିଚିଙ୍ଗ୍‌ ବା ସାମୂହିକ ଶିକ୍ଷାଦାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେଣୁ ଦେଶରେ ଶିକ୍ଷା ନୀତିକୁ ନେଇ ଅନୁଭବୀ […]

  • Thursday, 01 July 2021
modi
କରୋନା ସ୍ଥିତିକୁ ନେଇ ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେବେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ନେଇ ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବରରେ ସଂକ୍ରମଣ ଏବଂ ମୃତ୍ୟ ହାର ବୃଦ୍ଧି ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆଜିର ଭର୍ଚୁଆଲ ବୈଠକରେ ୮ରୁ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇପାରନ୍ତି। କରୋନା ସଂକ୍ରମଣ ବଢ଼ିଲେ କଣ ପଦକ୍ଷେପ ନିଆଯିବ? ମୁକାବିଲା ପାଇଁ କଣ ସବୁ ପ୍ରସ୍ତୁତି ହେବ? କିପରି ଅଧିକରୁ ଅଧିକ ସ୍ୱାସ୍ଥ୍ୟ ସେବାକୁ ମଜବୁତ […]

  • Thursday, 01 July 2021
covia-3
କରୋନା ନେଗେଟିଭ୍ ରିପୋର୍ଟ ନଥିଲେ ୪ ରାଜ୍ୟରୁ ମୁମ୍ବାଇକୁ ନୋ ଏଣ୍ଟ୍ରି

ନୂଆଦିଲ୍ଲୀ: କରୋନା ନେଗେଟିଭ୍ ରିପୋର୍ଟ ନଥିଲେ ୪ ରାଜ୍ୟରୁ ମୁମ୍ବାଇକୁ ନୋ ଏଣ୍ଟ୍ରି । ଏସବୁ ରାଜ୍ୟ ଗୁଡ଼ିକ ହେଲା ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆ। ଅର୍ଥାତ୍ ଏହି ସହୁ ରାଜ୍ୟରୁ ବିମାନରେ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମ ଅତ୍ୟନ୍ତ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ବମ୍ବେ ମହାନଗର ନିଗମ ବା ବିଏମ୍ସି। ଆସନ୍ତା ନଭେମ୍ବର ୨୫ ତାରିଖରୁ ଏହି ନିୟମ ଲାଗୁ ହେବ। ଏସବୁ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ଅତିକମ୍‌ରେ […]

  • Thursday, 01 July 2021
trump
ଶେଷରେ ପରାଜୟ‌ ସ୍ୱୀକାର କଲେ ଟ୍ରମ୍ପ, ଛାଡ଼ିବେ ହ୍ୱାଇଟ ହାଉସ୍‌ !

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଶେଷରେ ହ୍ୱାଇଟ ହାଉସ୍‌ ଛାଡ଼ିବା ପାଇଁ ସଙ୍କେତ ଦେଇଛନ୍ତି। ସରକାରୀ ଏଜେନ୍ସି ପକ୍ଷରୁ ସୋମବାର କୁହାଯାଇଛି, କ୍ଷମତା ହସ୍ତାନ୍ତର ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ସେ ହଟାଇଛନ୍ତି। ଜୋ ବାଇଡେନଙ୍କ ବିଜୟଙ୍କୁ ଧୀରେ ଧୀରେ ସ୍ୱୀକାର କରୁଛନ୍ତି ଟ୍ରମ୍ପ। ଜେନରାଲ ସର୍ବିସ ଆଡମିନିଷ୍ଟ୍ରେଶନକୁ ‘ଯାହା ଆବଶ୍ୟକ ତାହା କରିବା ଉଚିତ୍‌ ବୋଲି କହି ଟ୍ରମ୍ପ ହ୍ୱାଇଟ ହାଉସ୍ ଛାଡିବା ପାଇଁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛନ୍ତି। ଯେଉଁମାନେ ଟ୍ରମ୍ପଙ୍କ ପରାଜୟଙ୍କୁ ସ୍ୱୀକାର […]

  • Thursday, 01 July 2021