• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Spyware Pegasus

Pegasus
ପେଗାସସ୍ କେଳେଙ୍କାରୀ ଅଭିଯୋଗର ତଦନ୍ତ ପାଇଁ ମନ୍ତ୍ରୀସ୍ତରୀୟ ଟିମ୍ ଗଠନ କରିଛି ଇସ୍ରାଏଲ୍

ପେଗାସସ୍ କେଳେଙ୍କାରୀ ଅଭିଯୋଗର ତଦନ୍ତ ପାଇଁ ମନ୍ତ୍ରୀସ୍ତରୀୟ ଟିମ୍ ଗଠନ କରିଛି ଇସ୍ରାଏଲ୍ । ଇସ୍ରାଏଲି କଂପାନୀ NSO ଗ୍ରୁପ୍ ଦ୍ୱାରା ନିର୍ମିତ ପେଗାସସ୍ ସ୍ପାଏଓୟାର ବିଶ୍ୱସ୍ତରରେ ଦୁରୁପଯୋଗ ହୋଇଥିବା ଅଭିଯୋଗ ଉଠିବା ପରେ ଇସ୍ରାଏଲ୍ ସରକାର ଏହି ପଦକ୍ଷେପ ନେଇଛନ୍ତି ।

Pegasus
ଫ୍ରାନ୍ସ ଆରମ୍ଭ କଲା ପେଗାସସ୍ ମାମଲାର ତଦନ୍ତ : ଜାଣନ୍ତୁ ଭାରତର ମତ

ବହୁ ପରିମାଣରେ ହ୍ୟାକିଂ ଏବଂ ଗୁପ୍ତଚର ଅଭିଯୋଗ ହେବା ପରେ ପେଗାସସ୍ ସ୍ପାଏୱେୟାର ପୁଣି ଥରେ ବିବାଦରେ ପଡିଛି। ଏହି ସମୟରେ ପେଗାସସ୍ ସ୍ପାଏୱେର୍ ହ୍ୟାକିଂ ମାମଲାର ତଦନ୍ତ ପାଇଁ ଫ୍ରାନ୍ସ ଏକ କମିଟି ଗଠନ କରିଛି।

Pegasus Politics
ପେଗାସସ୍ - ଏକ ପ୍ରଶ୍ନବାଚୀ

ପେଗାସସ୍‌, ଏହା ଏକ ସ୍ପାଇୱେୟାର । ଏହା ଏମିତି ଏକ ସ୍ପାଇୱେୟାର, ଯାହା ଦ୍ୱାରା ଲୋକମାନଙ୍କର ଫୋନ୍‌ ନମ୍ବର ମାଧ୍ୟମରେ ଫୋନ୍‌ରେ ଥିବା ସମସ୍ତ ତଥ୍ୟ ଚୋରେଇ ନିଆଯାଇପାରିବ ।

PM Narendra Modi
ପେଗାସସ୍ ପ୍ରସଙ୍ଗକୁ ନେଇ ସଂସଦରେ ଆଜି ବି ହଙ୍ଗାମା ଜାରି

ଅଧିବେଶନର ୨ୟ ଦିନରେ ଆଜି ପେଗାସସ୍ ପ୍ରସଙ୍ଗକୁ ନେଇ ହଙ୍ଗାମା ଜାରି ରହିଛି। ହଟ୍ଟଗୋଳକୁ ଦେଖି ଉଭୟ ରାଜ୍ୟ ସଭା ଓ ଲୋକ ସଭାକୁ ଆରମ୍ଭ ହେବାର ମାତ୍ର ୫ ମିନିଟ ପରେ ମୁଲତବି ରଖିବାକୁ ପଡ଼ିଥିଲା। ଲୋକସଭା ୨ଟା ପର୍ଯ୍ୟନ୍ତ ଏବଂ ରାଜ୍ୟ ସଭାକୁ ୧୧ଟା ପର୍ଯ୍ୟନ୍ତ ମୁଲତବି କରାଯାଇଥିଲା।

Ashwini Vaishnaw
ସଂସଦ ଅଧିବେଶନର ଦିନକ ପୂର୍ବରୁ ପେଗାସସ୍‌ ରିପୋର୍ଟ ଆସିବା କେବଳ ସଂଯୋଗ ନୁହେଁ-ଅଶ୍ୱିନୀ

ପେଗାସସ୍‌ ମାମଲା ଏଥର ମୌସୁମୀ ଅଧିବେଶନକୁ ବେଶ ସରଗରମ କରିବ। ମୌସୁମୀ ଅଧିବେଶନର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଏହି ମାମଲା ସାମ୍ନାକୁ ଆସିବା ଏବଂ ଏହାକୁ ନେଇ ହଙ୍ଗାମା କରାଯିବା ଏକ ସଂଯୋଗ ନା ଆଉ କିଛି ?

spyware pegasus
ଭାରତୀୟ ନେତା ଏବଂ ସାମ୍ବାଦିକଙ୍କ ଫୋନ ହ୍ୟାକିଂ କରି ପୁଣି ଚର୍ଚ୍ଚାରେ ସ୍ପାଇଓୟାର ପେଗାସସ୍‌

କେନ୍ଦ୍ର ମନ୍ତ୍ରୀ, ତିନିଜଣ ବିରୋଧୀ ଦଳ ନେତା ଓ କିଛି ବରିଷ୍ଠ ସାମ୍ବାଦିକଙ୍କ ଫୋନ ନମ୍ବର ହ୍ୟାକ୍ କରାଯାଇଛି। ଇଜିରାଏଲ କମ୍ପାନୀ ପକ୍ଷରୁ ଏପରି କରାଯାଇଥିବା ସୂଚନା ମିଳିଛି।