ଜଣେ ଯୁବକ ଯେଉଁ ମହିଳାଙ୍କୁ ବଡ ଭଉଣୀ ଭାବି ତାଙ୍କ ସହ ରହୁଥିଲେ ବର୍ତ୍ତମାନ ୨୧ବର୍ଷ ପରେ, ସେ ଜାଣିବାକୁ ପାଇଲେ ଯେ ପ୍ରକୃତରେ ସେ ତାଙ୍କ ବଡ଼ ଭଉଣୀ ନୁହଁନ୍ତି, ବରଂ ନିଜ ମାଆ।