• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

spacex
ଇତିହାସ ରଚିଲା SpaceX

ୱାଶିଂଟନ: ଇତିହାସ ରଚିଲା ଆମେରିକାର ସ୍ପେସ୍‌ ଏକ୍ସ ସଂସ୍ଥା। ଆଜି ଫ୍ଲୋରିଡା ସ୍ଥିତ ସ୍ପେସ୍‌ ସେଣ୍ଟରରୁ ୪ ଜଣ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ର ଅଭିମୁଖେ ବାହାରିଛି ଫାଲକନ୍‌ ରକେଟ୍। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିବାକୁ ୨୭ ଘଣ୍ଟା ଲାଗିବ। ଏହି ମହାକାଶ ଯାତ୍ରା ଆମେରିକା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ, ପ୍ରଥମ ଥର ପାଇଁ ଆମେରିକାର କୌଣସି ବେସରକାରୀ ସଂସ୍ଥା ମହାକାଶ ଯାତ୍ରାରେ ସାମିଲ ହୋଇଛି। ମହାକାଶ ଯାତ୍ରା ପାଇଁ ପୂର୍ବରୁ ନାସା […]

  • Thursday, 01 July 2021
delhi-pollution
ଦିଲ୍ଲୀରେ ଆହୁରି ବଢିଲା ବାୟୁ ପ୍ରଦୂଷଣ; ବର୍ଷା ସତ୍ତ୍ୱେ ବି ଥମୁନି

ନୂଆଦିଲ୍ଲୀ: ଦିୱାଲି ପରେ ଦିଲ୍ଲୀ ପ୍ରଦୂଷଣ ଆହୁରି ବଢିଯାଇଛି । ଗତକାଲି ଅଳ୍ପ ବର୍ଷା ହୋଇଥିଲେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି। ବାୟୁର ମାନ ସିଭିୟର କ୍ୟାଟେଗୋରୀ ଅର୍ଥାତ୍ ଅତି ଖରାପ ସ୍ଥିତିରେ ରହିଛି। ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୯୦ ଛୁଇଁଛି ।ପାଣିପାଗ ବିଭାଗ ଆକଳନ କରିଛି ଯେ, ଆଗକୁ ଥଣ୍ଡା ବଢିବ ଏବଂ ପ୍ରଦୂଷଣ ନକମିଲେ ସ୍ଥିତି ସଂଘାତିକ ହୋଇପାରେ। ଏଭଳି ସ୍ଥିତିରେ ଦିଲ୍ଲୀବାସୀ ନିଶ୍ୱାସ ନେବାରେ ଅସୁବିଧା ଭୋଗୁଥିବା କହିଛନ୍ତି ଦିଲ୍ଲୀ ସରକାର। […]

  • Thursday, 01 July 2021
twitter
ଡାଉନ୍ ହେଲା ଟ୍ୱିଟର : ବ୍ୟକ୍ତିଗତ କମ୍ପ୍ୟୁଟରରେ ଠିକରେ କାମ କରୁନାହିଁ ମାଇକ୍ରୋବ୍ଲଗିଂ ସାଇଟ୍

  ନୂଆଦିଲ୍ଲୀ : ଡାଉନ୍ ହେଲା ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର । ପେଜ୍ ଲୋଡ୍ କରିପାରୁ ନାହାନ୍ତି ୟୁଜର । ବିଶ୍ୱର ଅନେକ ଦେଶରୁ ଏପରି ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହାକୁ ନେଇ ଅନେକ ୟୁଜର ଅଭିଯୋଗ ମଧ୍ୟ…

  • Thursday, 01 July 2021
gold
ଡିସେମ୍ବରରେ ଆକାଶ ଛୁଆଁ ହୋଇପାରେ ସୁନା ଦର

ନୂଆଦିଲ୍ଲୀ: ଧନତେରାସ୍‌ ଓ ଦୀପାବଳି ସମୟରେ ସୁନା ଦରରେ କେତେବେଳେ ବୃଦ୍ଧି ତ ଆଉ କେତେବେଳେ ଅଳ୍ପ ହ୍ରାସ ଦେଖିବାକୁ ମିଳିଥିଲା। ଫେଷ୍ଟିଭ୍‌ ସିଜନରେ ସୁନାର ଡିମାଣ୍ଡ ଯେଉଁଭଳି ଭାବରେ ରହିବା ନେଇ ବ୍ୟବସାୟୀମାନେ ଆଶା କରିଥିଲେ, ତାହା ଦେଖିବାକୁ ମିଳିନଥିଲା। ଚଳିତ ବର୍ଷ ଅଗଷ୍ଟରେ ସୁନା ଦର ହ୍ରାସର ପ୍ରଭାବ ଫେଷ୍ଟିଭ୍‌ ସିଜନ୍‌ରେ ଦେଖିବାକୁ ମିଳିଛି। ଆପଣ କମ୍‌ ଦାମରେ ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଏବେ ହେଉଛି ସବୁଠୁ ଭଲ ସମୟ। ଯଦି ଆପଣଙ୍କ […]

da
ଖୁସି ଖବର: ଖୁବ୍‌ ଶୀଘ୍ର ବଢିବ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନ ଭୋଗୀଙ୍କ DA

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ପାଇଁ ଖୁସି ଖବର। ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଏମାନଙ୍କର DA (Dearness Allowance)  ବୃଦ୍ଧି କରିବାକୁ ଯାଉଛନ୍ତି। ପ୍ରାୟ ୪ ପ୍ରତିଶତ ଡିଏ ବଢିବାର ସମ୍ଭାବନା ରହିଛି । ଏହି ବର୍ଦ୍ଧିତ ଡିଏ ଆସନ୍ତା ବର୍ଷ ଜୁଲାଇରୁ ଉପଭୋକ୍ତାମାନେ ପାଇବେ ବୋଲି ଜଣାଯାଇଛି। ତେବେ ଏ ନେଇ ଅଧିକାରୀ ସ୍ତରରେ କୌଣସି ଘୋଷଣା କରାଯାଇ ନାହିଁ। ମନି କଣ୍ଟ୍ରୋଲରେ ପ୍ରକାଶିତ ଏକ […]

  • Thursday, 01 July 2021
donald-trump
ପୁଣି ଟ୍ରମ୍ପ କହିଲେ ‘ମୁଁ ନିର୍ବାଚନ ଜିତିଛି‘

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ ଜିତିବା ପରେ ବି ନିଜର ପରାଜୟ ସ୍ୱୀକାର କରୁ ନାହାନ୍ତି ଡୋନାଲ୍ଡ ଟ୍ରମ୍ପ। ପୁଣି ଏକ ଟୁଇଟ କରି ଏହି ବିବାଦକୁ ଆହୁରି ତେଜିଛନ୍ତି। ପୂର୍ବରୁ ଅର୍ଥାତ ରବିବାର ଟ୍ରମ୍ପ ଏକ ଟୁଇଟ କରି ନିଜର ପରାଜୟକୁ ସ୍ୱୀକାର କରି ନେଇଥିଲେ। ହେଲେ ଏବେ ଆଉ ଏକ ଟୁଇଟ କରି ରାଷ୍ଟ୍ରପତି ନିର୍ବାଚନରେ ସେ ଜିତିଛନ୍ତି ବୋଲି ଦାବି କରିଛନ୍ତି। ଏହି ଟୁଇଟ୍‌ରେ ଦାବି କରିଛନ୍ତି-‘I […]

  • Thursday, 01 July 2021
nirits
୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର

ପାଟନା: ବିହାର ମଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର। ରାଜ୍ୟପାଳ ଫାଗୁ ଚୌହାନ୍‌ ନୀତିଶ କୁମାରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ NDA ୧୨୫ ସିଟ୍‌ ହାସଲ କରିବା ପରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ  ହୋଇଛନ୍ତି। ଏହି ଅବସରରେ ପାଟନା ରାଜଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୃହମନ୍ତ୍ରୀ […]

  • Thursday, 01 July 2021
1
ବିବାହ କରିବେ ବେନଜିର ଭୁଟ୍ଟୋଙ୍କ କନ୍ୟା: ନିର୍ବନ୍ଧ ସମାରୋହକୁ ଆସିବା ପାଇଁ ରଖିଲେ ଏମିତି ସର୍ତ୍ତ

ଇସ୍‌ଲାମବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋ ଏବଂ ପୂର୍ବ ରାଷ୍ଟ୍ରପତି ଅସିଫ ଅଲି ଜରଦାରୀଙ୍କ ଝିଅ ବଖ୍‌ତାବର ଭୁଟ୍ଟୋ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନଭେମ୍ବର ୨୭ ତାରିଖ ମହମ୍ମୁଦ ଚୌଧୁରୀଙ୍କ ସହ ତାଙ୍କର ନିର୍ବନ୍ଧ ହେବ। ପାକିସ୍ତାନର ଏକ ଖବରକାଗଜ ‘ଦ ଏକ୍ସପ୍ରେସ’ ଟ୍ରିବ୍ୟୁନ୍‌ର ଏକ ରିପୋର୍ଟ ଅନୁସାରେ ବଖ୍‌ତବାର ଭୁଟ୍ଟୋ ଜରଦାରୀଙ୍କ ଲାଇଫ ପାର୍ଟନର ଆମେରିକାର ପ୍ରଖ୍ୟାତ ବ୍ୟବସାୟୀ ୟୁନୁସ୍‌ ଚୌଧୁରୀଙ୍କ ପୁଅ।  ଆଗାମୀ ୨୭ରେ ଉଭୟଙ୍କ ନିର୍ବନ୍ଧ ହେବ। […]

  • Thursday, 01 July 2021
suicide
ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଦେଇଗଲେ ଏମିତି ତଥ୍ୟ

ବୁଲନ୍ଦଶହର: ଉତ୍ତରପ୍ରଦେଶ ବୁଲନ୍ଦଶହରରେ ଜଣେ ୧୯ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ଅନୁପଶହର ଅଞ୍ଚଳରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍‌ ସୂଚନା ଦେଇଛି। ଆତ୍ମହତ୍ୟା ପାଇଁ ଯୁବତୀ ଜଣକ ୩ଜଣ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି, ଯାହା ସେ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ସମ୍ପୃକ୍ତ ଯୁବତୀଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ୍‌ IPC Section 306(ଆତ୍ମହତ୍ୟା ପାଇଁ ଉସୁକାଇବା) ଆଧାରରେ ଏକ ମାମଲା ରୁଜୁ କରିଛି। ଏହାସହ ଫେରାର ଥିବା […]

  • Thursday, 01 July 2021
kanpur
୬ ବର୍ଷର ଶିଶୁକନ୍ୟାକୁ ହତ୍ୟା କରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାଢିନେଲେ ଦୁର୍ବୃତ୍ତ

କାନପୁର: କାନପୁର ଜିଲ୍ଲାର ଘାଟମପୁର ଅଞ୍ଚଳରେ ଦୀପାବଳି ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଜଣେ ୬ ବର୍ଷ ଶିଶୁକନ୍ୟାକୁ ହତ୍ୟା କରାଯାଇଛି। ହତ୍ୟା ପରେ ଶିଶୁର ଶରୀରରୁ ଲିଭର ଏବଂ ଲଂଗ୍‌ସକୁ କାଢି ନିଆଯାଇଛି। ସବୁଠାରୁ ଦୁଃଖର ବିଷୟ ଯେ, ତନ୍ତ୍ର ସାଧନା ପାଇଁ ଏକ ନୀରିହ ଶିଶୁକୁ ଏପରି ବିଭତ୍ସ ଭାବେ ହତ୍ୟା କରାଯାଇଛି। କାନପୁର ପୋଲିସ ଏହି ଘଟଣାରେ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। କାନପୁର ପୋଲିସ ଅଧିକାରୀଙ୍କ ସୂତ୍ରରୁ […]

  • Thursday, 01 July 2021
fire crackers
ଦୀପାବଳିରେ ବାଣ ଫୁଟି ସାଂସଦଙ୍କ ନାତୁଣୀଙ୍କ ମୃତ୍ୟୁ

ପ୍ରୟାଗରାଜ: ଦୀପାବଳି ଅବସରରେ ବାଣ ଫୁଟାଉଥିବା ବେଳେ ଗୁରୁତର ଆହତ ହୋଇଥିବା ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ୬ ବର୍ଷୀୟ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ଚିକିତ୍ସାଧୀନ ଅବସ୍ଥାରେ କିୟାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। ଘରର ଛାତ ଉପରେ ବାଣ ଫୁଟାଇବା ସମୟରେ ନିଆଁ ଲାଗି ଯିବାରୁ କିୟା ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ […]

  • Thursday, 01 July 2021
obama-1
ପିଲାବେଳେ ମହାଭାରତ, ରାମାୟଣ ପଢୁଥିଲେ ଆମେରିକାର ଏଇ ପୂର୍ବତନ ରାଷ୍ଟ୍ରପତି

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇ ଆସିଛନ୍ତି। ଭାରତୀୟ ସଂସ୍କୃତିର ପରିଚୟ ମହାଭାରତ ଓ ରାମାୟଣକୁ ସେ ଖୁବ୍ ପସନ୍ଦ କରନ୍ତି। ଓବାମାଙ୍କର ପିଲାଦିନ ଇଣ୍ଡୋନେସିଆରେ କଟିଥିଲା। ସେଠାରେ ତାଙ୍କର ଅଧିକାଂଶ ସମୟ ରାମାୟଣ ଓ ମହାଭାରତର କାହାଣୀ ଶୁଣିବାରେ କଟୁଥିଲା । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି ? ହେଲେ ସତ। କାରଣ ଏକଥା ଆଉ କେହି ନୁହେଁ, ନିଜେ ଓବାମା ସ୍ୱୀକାର କରିଛନ୍ତି। ନିକଟରେ […]

  • Thursday, 01 July 2021
billal
ବିଶ୍ୱ ପାଇଁ ଆତଙ୍କ ଲାଡେନର ଏଇ ବନ୍ଧୁ, ଭାରତରେ ବି ମେଲାଉଛି କାୟା

ନୂଆଦିଲ୍ଲୀ:କୁଖ୍ୟାତ  ଆତଙ୍କୀ ଓସାମା ବିନ ଲାଡେନ ନିହତ ହେବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ହେଲେ ଏବେ ଲାଡେନର ବନ୍ଧୁ ବିଶ୍ୱ ପାଇଁ ଆଉ ଏକ ବିପଦ ହୋଇ ଉଭା ହୋଇଛି। ଲାଡେନର ଏଇ ବନ୍ଧୁର ନାମ ବିଲାଲ ଫିଲିପ୍ସ (Bilal philips)। ବିଲାଲ ନିଜର କଠୋରପନ୍ଥୀ ଚିନ୍ତାଧାରାରେ ହଜାର ହଜାର ଲୋକଙ୍କୁ ପ୍ରଭାବିତ କରୁଛନ୍ତି ଏବଂ ସେମାନଙ୍କୁ ଆତଙ୍କୀ ସଂଗଠନରେ ଭର୍ତ୍ତି କରାଉଛନ୍ତି। ତେବେ କିଏ ଏହି ବିଲାଲ ଫିଲିପ୍ସ ? କେଉଁଠି ରହୁଛି ? […]

  • Thursday, 01 July 2021
delhi
ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ; ଗିରଫ ହେଲେ ୨ ଆତଙ୍କୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ  ହୋଇଛନ୍ତି।  ଦୁଇ ଗିରଫ ଆତଙ୍କୀ ଜୈଶ୍ ଏ ମହମ୍ମଦର ବୋଲି ଜଣାଯାଇଛି। ଗତକାଲି ରାତିରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବନ୍ଧୁକ ଓ କାଟ୍ରିଜ୍ ଜବତ କରିଛି। ପୋଲିସ ଏମାନଙ୍କୁ ଧରିବା ପରେ ସହରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ଏଡ଼ାଇ ଦିଆଯାଇଥିବା କୁହାଯାଉଛି। ଉଭୟ ଆତଙ୍କବାଦୀଙ୍କୁ ଏବେ ଜେରା କରୁଛି ପୋଲିସ । ସେମାନଙ୍କର ଯୋଜନା କଣ ଥିଲା, କେଉଁଠି […]

  • Thursday, 01 July 2021
mp
ଲଭ୍‌ ଜିହାଦ ବିରୋଧରେ କଡ଼ା ଆଇନ୍‌ ଆଣିବ ମଧ୍ୟପ୍ରଦେଶ

ନୂଆଦିଲ୍ଲୀ: ଲଭ୍ ଜିହାଦ ବିପକ୍ଷରେ କଡ଼ା ଆଇନ୍ ଆଣିବାକୁ ବିଚାର କରୁଛନ୍ତି ମଧ୍ୟପ୍ରଦେଶ ସରକାର। ଏନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି। ନୂଆ ଆଇନ୍‌ରେ ଲଭ୍ ଜିହାଦ ମାମଲା ଜାମିନ ବିହୀନ ହେବ ବୋଲି ବୋଲି ଶ୍ରୀ ମିଶ୍ର କହିଛନ୍ତି। ମଙ୍ଗଳବାର ଏନେଇ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘’ଆମେ ଖୁବ୍‌ଶୀଘ୍ର ରାଜ୍ୟ ବିଧାନସଭାରେ ‘ମଧ୍ୟପ୍ରଦେଶ ଧାର୍ମିକ ସ୍ୱାଧିନତା ବିଲ୍ 2020’ ଆଣିବାକୁ ପ୍ରସ୍ତୁତି କରୁଛୁ। ଏହି ଅଧିନରେ ୫ ବର୍ଷ ଜେଲ୍‌ ଦଣ୍ଡ […]

  • Thursday, 01 July 2021
1
ଦୀର୍ଘ ୮ ବର୍ଷ ପାକିସ୍ତାନ ଜେଲ୍‌ରେ ରହି ଘରକୁ ଫେରିଲେ ୭୦ ବର୍ଷୀୟ ବୃଦ୍ଧ

କାନପୁର: ଜଣେ ୭୦ ବର୍ଷିୟ ବୃଦ୍ଧ ଦୀର୍ଘ ୮ ବର୍ଷରୁ ଅଧିକ ସମୟ ପାକିସ୍ତାନ ଜେଲ୍‌ରେ ରହିବା ପରେ ଏବେ ପରିବାର ପାଖକୁ ଫେରିଛନ୍ତି। ପରିବାରକୁ ପାଖରେ ପାଇ ସେ ଖୁସିରେ କାନ୍ଦି ପକାଇଛନ୍ତି। ସାମ୍‌ସୁଦ୍ଦିନ ନାମକ ଏହି ବ୍ୟକ୍ତି ଘରକୁ ଫେରି ଅତ୍ୟନ୍ତ ଖୁସି ହୋଇଥିବାବେଳେ ଆତ୍ମୀୟଙ୍କୁ ଧରି କାନ୍ଦିଥିବା ଏବଂ ପାକିସ୍ତାନକୁ ଯାଇ ବହୁତ ବଡ଼ ଭୁଲ୍‌ କରିଥିବା କହିଛନ୍ତି। ସାମ୍‌ସୁଦ୍ଦିନ ପାକିସ୍ତାନ ଜେଲ୍‌ରୁ ଖଲାସ ହୋଇ ଗତ ରବିବାର ସକାଳୁ ତାଙ୍କ ଘର କାଙ୍ଘି […]

  • Thursday, 01 July 2021
surat
ରାସ୍ତାରେ ଗଡ଼ୁଥିଲା ଜଳନ୍ତା କାର୍‌

ସୁରଟ: ରାଜରାସ୍ତାରେ ଜଳୁଥିଲା କାର। ଜଳି ଜଳି ଆଗକୁ ଚାଲିଥିଲା। ଯିଏ ଦେଖୁଥିଲା ଭୟରେ ଥରି ଯାଉଥିଲା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟରେ। ବାଣରେ ଭର୍ତ୍ତି ଚଳନ୍ତା କାରରେ ଲାଗି ଯାଇଥିଲା ନିଆଁ।  ନିମିଷକରେ କାରଟି ସଂପୂର୍ଣ୍ଣ ଜଳିଗଲା।  ଗୁଜରାଟର ରାଜକୋଟରେ ଏହି ଜଳନ୍ତା କାରଟି ଗଡୁଥିଲା। ତେବେ କାରରେ ନିଆଁ ଲାଗିଥିବା ବେଳେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ କାରରୁ ଡେଇଁ ପଡିଥିଲେ । ଆଉ ଜଳନ୍ତା ଅବସ୍ଥାରେ କାରଟି ଗଡି ଚାଲିଥିଲା […]

  • Thursday, 01 July 2021
bihar
ବିହାରରେ ବିଭାଗ ବଣ୍ଟନ; କାହାକୁ ମିଳିଲା କେଉଁ ଦାୟିତ୍ୱ ?

ପାଟନା: ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନ୍‌ଡିଏ ସରକାର ଗଠନ କରିଛି। ଗତକାଲି ୧୪ ମନ୍ତ୍ରୀ ଶପଥ ନେଇଛନ୍ତି। ଆଜି ସେମାନଙ୍କ ପାଇଁ ବିଭାଗ ବଣ୍ଟନ ହେବ। ନୀତୀଶ ନିଜ ପାଖରେ ଗୃହମନ୍ତ୍ରାଳୟ, ସାଧାରଣ ପ୍ରଶାସନ, ଭିଜିଲାନ୍ସ ବିଭାଗ ରଖିଛନ୍ତି। ଏହିସବୁ ବିଭାଗ ମନ୍ତ୍ରୀମାନଙ୍କୁ ଦିଆଯାଇ ନାହିଁ। ସେହିଭଳି ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କୁ ଅର୍ଥ, ବାଣିଜ୍ୟିକ କର, ପରିବେଶ ଓ ବନ, ବିପର୍ଯ୍ୟୟ ପରିଚାଳନା, ସହର ବିକାଶ ସହିତ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦିଆଯାଇଛି। ସେହିଭଳି […]

  • Thursday, 01 July 2021
delhi
ରାଜଧାନୀରେ ପୁଣି ଅସମ୍ଭାଳ ହେଉଛି କରୋନା ସ୍ଥିତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅସମ୍ଭାଳ ହେଉଛି କରୋନା ସ୍ଥିତି । ଗତ କିଛି ଦିନ ହେବ କରୋନା ଜନିତ ଦୈନିକ ମୃତ୍ୟୁ  ସଂଖ୍ୟା ଶହେ ପାଖାପାଖି ରହୁଛି । ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ସରକାର ଚିନ୍ତାରେ ପଡ଼ିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ହଟସ୍ପଟ୍‌ ଏରିଆ ଗୁଡିକୁ ସଟଡାଉନ କରିବା ପାଇଁ ଯୋଜନା କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଛନ୍ତି ଦିଲ୍ଲୀ ସରକାର। କରୋନା ସ୍ଥିତିରେ ସୁଧାର ଆସିବା ପରେ […]

  • Thursday, 01 July 2021
brisje
ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି। ନାଁ ନ ନେଇ ପାକିସ୍ତାନକୁ ଟାର୍ଗେଟ କରି ମୋଦି କହିଛନ୍ତି, ଆତଙ୍କବାଦ ବିଶ୍ୱ ପାଇଁ ସବୁଠୁ ବଡ଼ ସମସ୍ୟା । ଆତଙ୍କବାଦକୁ ସମର୍ଥନ ଦେଉଥିବା ଦେଶକୁ ଦୋଷୀ ମାନ୍ୟତା ମିଳୁ । ମୋଦି ଆହୁରି କହିଛନ୍ତି, ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି, ସେ ଏଥିପାଇଁ ଉତ୍ତରଦାୟୀ। ସବୁ ରାଷ୍ଟ୍ର ମିଳିତ ଭାବେ ସଂଗଠିତ ଢାଞ୍ଚାରେ ଆତଙ୍କବାଦର ମୁକାବିଲା କରନ୍ତୁ। ଜାତୀୟ ସୁରକ୍ଷା ପରିଷଦରେ ସଂସ୍କାର […]

  • Thursday, 01 July 2021
accident
ଅଟୋ-ଡମ୍ପର ମୁହାଁମୁହିଁ ଧକ୍କା, ଚାଲିଗଲା ୧୦ ଜୀବନ

ବଡୋଦରା:ଗୁଜରାଟ ସ୍ଥିତ ବଡୋଦରା ବାଘେଡିଆ କ୍ରସିଂ ହାଇୱେରେ ବୁଧବାର ସକାଳେ ଏକ ଅଟୋ-ଡମ୍ପର ମୁହାଁମୁହିଁ ଧକ୍କା ଘଟି ୧୧ ଜଣଙ୍କର ମୃତ୍ୟୁ ଘଟିଛି। ୧୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ସମସ୍ତ ଯାତ୍ରୀ ପାୱାଗଡ଼ ଦର୍ଶନ ପାଇଁ ଯାଉଥିଲେ। ମୃତକଙ୍କ ମଧ୍ୟରେ  ଜଣେ ଶିଶୁ ଓ  ୫ ମହିଳା ଅଛନ୍ତି। ଘଟଣାସ୍ଥଳରେ ଅତିରିକ୍ତ ସିପି କଲେକ୍ଟର, ସିଡିଏମ ଏବଂ ଏସ୍‌ଏସ୍‌ଜି ଡାକ୍ତରଖାନା ଚିକିତ୍ସା ଅଧିକ୍ଷକ […]

  • Thursday, 01 July 2021
laxmi-bilas
ବ୍ୟାଙ୍କ୍‌ରେ ଟଙ୍କା ବୁଡ଼ିଯିବା ଭୟରେ ଗ୍ରାହକ ଛାନିଆ, ATM ଆଗରେ ଲମ୍ବା ଲାଇନ୍

ଭୁବନେଶ୍ୱର: ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ମୋରାଟୋରିୟମରେ ରଖାଯିବା ପରେ ଏହି ବ୍ୟାଙ୍କର ଗ୍ରାହକମାନେ ଛାନିଆ।ସେମାନଙ୍କ ଭୟ ହେଲେ ବ୍ୟାଙ୍କରେ ସେମାନେ ରଖିଥିବା ଜମା ଟଙ୍କା ସୁରକ୍ଷିତ ଅଛି।  ବ୍ୟାଙ୍କ ପୁରାପୁରି ବୁଡ଼ି ଯିବନି ତ। ଗତକାଲି ଏହି ବ୍ୟାଙ୍କକୁ ମୋରାଟୋରିୟମରେ ରଖିବାକୁ ନିଷ୍ପତ୍ତି ପରେ ଆଜି ଏଟିଏମ୍ ଆଗରେ ଗ୍ରାହକଙ୍କ ଭିଡ଼  ଦେଖିବାକୁ ମିଳିଛି। ସେମାନଙ୍କ ଆଶା ହେଉଛି ସେମାନେ ଯେତେ ଟଙ୍କା ବ୍ୟାଙ୍କରେ ସଞ୍ଚିତ ରଖିଛନ୍ତି, ତାହା ହୁଏତ ସଂପୂର୍ଣ୍ଣ ଭାବେ ବୁଡ଼ିଯିବ। ସେପଟେ DBS […]

  • Thursday, 01 July 2021
raw-fish
ମିଡିଆ ସାମ୍ନାରେ କଞ୍ଚା ମାଛ ଖାଇଲେ ବରିଷ୍ଠ ନେତା

ନୂଆଦିଲ୍ଲୀ: ମାଛ ଭଜା ହେଉ ବା ଝୋଳ କିମ୍ବା ମାଛର କଟଲେଟ୍‌…ନାଁ ଶୁଣିଲେ ଆମିଷ ପ୍ରିୟ ବ୍ୟକ୍ତି ଲୋଭ ସମ୍ବରଣ କରିପାରିବେ ନାହିଁ। ହେଲେ ମାଛ ପ୍ରିୟ ବୋଲି ଯଦି କଞ୍ଚାମାଛ ଦିଆଯାଏ ଖାଇବାକୁ… ଶ୍ରୀଲଙ୍କାର ଜଣେ ପୂର୍ବତନ ମତ୍ସ୍ୟସମ୍ପଦ ମନ୍ତ୍ରୀ ଦିଲ୍ଲୀପ ୱେଦାରଚ୍ଚି ଏମିତି କଞ୍ଚା ମାଛ ଖାଉଥିବା ଦେଖିବାକୁ ମିଳିଛି। ମିଡିଆ ସାମ୍ନାରେ କଞ୍ଚାମାଛକୁ କାମୁଡି ଖାଉଛନ୍ତି। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଦିଲ୍ଲୀପ ୱେଦାରଚ୍ଚି ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଶ୍ରୀଲଙ୍କାର […]

  • Thursday, 01 July 2021
sanjay raut
‘JNU ନାମ ନ ବଦଳାଇ ବିବେକାନନ୍ଦଙ୍କ ନାମରେ ବଡ ବିଶ୍ୱବିଦ୍ୟାଳୟ ଖୋଲାଯାଉ’

ମୁମ୍ବାଇ: ଶିବସେନା ସବୁବେଳେ ହିନ୍ଦୁତ୍ୱବାଦୀ ଥିଲା ଏବଂ ରହିବ। ଏ ନେଇ କାହାରି ସାର୍ଟିଫିକେଟକୁ ଆମେ ଅପେକ୍ଷା କରିନାହୁଁ ବୋଲି କହିଛନ୍ତି ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ। ମଙ୍ଗଳବାର ଦାଦର ଶିବାଜୀ ପାର୍କରେ ଶିବସେନା ପ୍ରତିଷ୍ଠାତା ବାଲ ଠାକ୍‌ରେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଦୀର୍ଘବର୍ଷ ଧରି ଥିବା ବିଜେପି-ଶିବସେନା ମେଣ୍ଟ ଗତବର୍ଷ ଭାଙ୍ଗି ଯାଇଛି। ମହରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପି ସହ ଶିବସେନାର ମହା ଭିକାଶ […]

  • Thursday, 01 July 2021