• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Why enemy countries can't attack Indian waters
Indian Navy Day 2024: ଶତ୍ରୁ ଦେଶ କାହିଁକି ଭାରତୀୟ ଜଳ ସୀମା ଉପରେ ଆକ୍ରମଣ କରିପାରନ୍ତି ନାହିଁ

ପ୍ରତିବର୍ଷ ୪ ଡିସେମ୍ବରରେ ‘ଭାରତୀୟ ନୈସେନା ଦିବସ’ ପାଳନ କରାଯାଏ। ଏହି ଦିନ ଦେଶର ନୌସେନାର ଅଦସ୍ୟ ସାହସ, ସେମାନଙ୍କର ଭୂମିକା ଏବଂ ସଫଳତା ପାଇଁ ଉତ୍ସର୍ଗୀକୃତ। ଏହି ଅବସରରେ ଦେଶର ସୈନିକମାନଙ୍କୁ ସମ୍ମାନ ଦେବା ଜରୁରୀ।

ଓଡିଶାକୁ ପ୍ରାଧାନ୍ୟ
ରାୟଗଡ଼ାରେ ହେବ ନୂଆ ରେଳ ଡିଭିଜନ, ଦକ୍ଷିଣ ତଟରେ ମିଶିବନି ଓଡ଼ିଶାର ଇଞ୍ଚେ ରେଳଲାଇନ୍

ଇଷ୍ଟକୋଷ୍ଟ ରେଳବାଇରେ ନୂଆ ରାୟଗଡ଼ା ଡିଭିଜନ୍ ଗଠନ ହେବ । ଏହି ଡିଭିଜନରେ ମିଶିବ ୱାଲଟିୟର୍ ଡିଭିଜନର ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ରେଳଲାଇନର କିଛି ଅଂଶ । କିନ୍ତୁ ଓଡିଶାରୁ ଇଞ୍ଚେ ବି ବାହାର ରାଜ୍ୟକୁ ଯିବନି । ରେଳ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି ।

Whatsapp to stop working these 35 phones this year
Technology: ଏହିସବୁ ଫୋନ୍‌ରେ କାମ କରିବ ନାହିଁ ହ୍ୱାଟ୍ସଆପ୍; ଆପଣ ଏଥିରେ ନାହାନ୍ତି ତ.., ଦେଖନ୍ତୁ ତାଲିକା

ଆସନ୍ତା ବର୍ଷ ଠାରୁ କେତେକ ଫୋନରେ ହ୍ୱାଟ୍ସଆପ୍ କାମ କରିବ ନାହିଁ। ମେଟା-ମାଲିକାନା ମେସେଜିଂ ଆପ୍ ହ୍ୱାଟ୍ସଆପ୍ iOS 15.1 ରୁ ପୁରୁଣା ସଂସ୍କରଣ ପାଇଁ ସପୋର୍ଟକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛି

Motivational Thoughts
Motivational Thoughts: ମନକୁ ସବୁବେଳେ ଖରାପ ଚିନ୍ତା ଆସୁଛି କି ? ଏମିତି କରନ୍ତୁ, ଆଉ ଆସିବନି...

ନକାରାତ୍ମକ ଚିନ୍ତାକୁ ଯଥାଶୀଘ୍ର ମନରୁ ହଟାଇବା ଉଚିତ୍ । କାରଣ ଯଦି ନକାରାତ୍ମକ ଚିନ୍ତା ଦୀର୍ଘ ସମୟ ଧରି ମନରେ ରହେ ଆପଣଙ୍କର ଭଲ କାମ ମଧ୍ୟ ଖରାପ ହୋଇପାରେ । 

Tarang Plus launching a new category Tarang Plus shorts
Tarang Plus: ‘ତରଙ୍ଗ୍‌ ପ୍ଲସ୍‌’ର ନୂଆ କ୍ୟାଟେଗୋରୀ; ସର୍ଟସ୍ ଫିଲ୍ମର ନେବେ ମଜା

‘ତରଙ୍ଗ୍‌ ପ୍ଲସ୍‌’ରେ ଆଉ ଏକ ନୂଆ କ୍ୟାଟେଗୋରୀ ‘ତରଙ୍ଗ ପ୍ଲସ୍ ସର୍ଟସ୍’ ଲଞ୍ଚ୍‌ ହେବାକୁ ଯାଉଛି। ଏଠାରେ ଲୋକମାନେ ସର୍ଟସ୍ ଫିଲ୍ମର ମଜା ନେଇପାରିବେ। ଜାଣନ୍ତୁ କେବେଠାରୁ ହେବ ଷ୍ଟ୍ରିମିଂ।

Actress dies at 24 after being swept away by wave
Viral Video: ମହଙ୍ଗା ପଡିଲା ସମୁଦ୍ର କୂଳରେ ଯୋଗ; ଅଭିନେତ୍ରୀଙ୍କୁ ଭିଡିନେଲା ସମୁଦ୍ର; ଦେଖନ୍ତୁ ଏହି ଭୟଙ୍କର ଦୃଶ୍ୟ

ଅଭିନେତ୍ରୀଙ୍କୁ ମହଙ୍ଗା ପଡିଛି ସମୁଦ୍ର କୂଳରେ ଯୋଗ କରିବା। ଏହି ସମୟରେ ହଠାତ ମାଡିଆସିଥିଲା ସମୁଦ୍ରର ଭୟଙ୍କର ଜୁଆର। ଏହି ଜୁଆର ତାଙ୍କୁ ସମୁଦ୍ର ଭିତରକୁ ଭିଡି ନେଇଥିଲା।

Maharashtra Politics
Maharashtra Politics: ସରୁନି ମହାରାଷ୍ଟ୍ର ସସ୍‌ପେନ୍ସ; କିଏ ହେବ ମୁଖ୍ୟମନ୍ତ୍ରୀ, ଏଯାଏ କଳ୍ପନାଜଳ୍ପନା!

ବିଜେପିର ଏକ ପ୍ରତିନିଧି ଦଳ ଶପଥ ଉତ୍ସବ ହେବାକୁ ଥିବା ସଭାସ୍ଥଳକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି । ଏପଟେ ଅସୁସ୍ଥ ଅଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

ବଢିଲା ଚିନ୍ମୟ କୃଷ୍ଣଙ୍କ ଅଡୁଆ
Chinmaya Krishna Das: ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ପାଇଁ ବଢ଼ିଲା ଅଡୁଆ, ମିଳୁନାହାନ୍ତି ଓକିଲ

ପୂଜକ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ପାଇଁ ମିଳୁନାହାନ୍ତି ଓକିଲ । ମାସକ ପରେ ହେବ ପରବର୍ତ୍ତୀ ଶୁଣାଣି । ହିନ୍ଦୁ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାବିରେ କରିଥିଲେ ବିକ୍ଷୋଭ ।

DELHI POLLUTION
Delhi Air Pollution: ଅଣାୟତ୍ତ ଦିଲ୍ଲୀ: କମୁନି ବାୟୁ ପ୍ରଦୂଷଣ...ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ

ବାୟୁ ପ୍ରଦୂଷଣ: ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ। ରାଜନୀତି ନୁହେଁ, ସମାଧାନ ଖୋଜନ୍ତୁ ସରକାର

Indian Railways
Indian Railways: କେବେ ଆରମ୍ଭ ହେଲା ଭାରତୀୟ ରେଳ ସେବା ? କାହିଁକି କୁହାଯାଏ Indian Railways...

ଭାରତୀୟ ରେଳ ହେଉଛି ବିଶ୍ୱରେ ଏପରି ଏକ ନେଟୱାର୍କ, ଯେଉଁଥିରେ ପ୍ରାୟ ୧୫ ଲକ୍ଷ ଲୋକ କାମ କରନ୍ତି, ଯାହା ବିଶ୍ୱରେ ସର୍ବାଧିକ ରୋଜଗାର ଯୋଗାଇଥାଏ । ଦେଶରେ ପ୍ରାୟ ୬୬ ହଜାର କିଲୋମିଟର ବିଶିଷ୍ଟ ରେଳ ନେଟୱାର୍କ ଅଛି, ଏହା ଦୁନିଆର ତିନୋଟି ବୃହତ୍ତମ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ।

How Safe Are Bottled Water
Bottled Water: କେତେ ସୁରକ୍ଷିତ ବୋତଲରେ ସିଲ୍ ହୋଇଥିବା ପାଣି ? ଜୀବନ ପାଇଁ ଆଣିପାରେ ବିପଦ !

ଆମେ ଯାହାକୁ ଜୀବନ ରକ୍ଷା ପାଇଁ ପିଉଛେ, ସେ ହିଁ ଜୀବନ ପାଇଁ ଆଣିପାରେ ବିପଦ। ବଜାରରେ ମିଳୁଥିବା ପାଣି ବୋତଲକୁ ଏବେ ହାଇ ରିସ୍କ ଫୁଡ୍ କାଟାଗୋରୀଭୁକ୍ତ କରିବା ଲାଗି ନିଷ୍ପତ୍ତି ନେଇଛି FSSAI। 

Student Shoots Himself
Shooter Shot Himself: ସିନିୟର ଆଣିଲେ ଚୋରି ଅଭିଯୋଗ, ସହି ନ ପାରି ନିଜକୁ ଗୁଳି ମାରିଦେଲେ ଛାତ୍ର

ମଧ୍ୟପ୍ରଦେଶ ଶୁଟିଂ ଏକାଡେମୀରୁ ୪୦ହଜାର ଟଙ୍କା ଚୋରି ନେଇ ଜଣେ ସିନିୟର ଅଭିଯୋଗ ଆଣିଥିଲେ। ଛାତ୍ର ଜଣକ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା। ତା ପର ଦିନ ସେ ଅଭ୍ୟାସ ପାଇଁ ଯିବା ପରେ ନିଜକୁ ଗୁଳି କରିଦେଇଥିଲେ।

Karnataka IPS Dies
Karnataka IPS Dies: ଅଧୁରା ରହିଲା IPS ହେବାର ସ୍ୱପ୍ନ; ଡ୍ୟୁଟିରେ ଯୋଗ ଦେବା ପୂର୍ବରୁ ଚାଲିଗଲା ଜୀବନ

ମନରେ ଅସୁମାରୀ ସ୍ୱପ୍ନ ନେଇ ସେ ଫେରୁଥିଲେ। ଟ୍ରେନିଂ ସରିଗଲା ଏବେ ଚାକିରେରେ ଯୋଗ ଦେବେ। ହେଲେ କିଏ ଜାଣିଥିଲା ଏ ଯାତ୍ରା ଥିଲା ଶେଷ ଯାତ୍ରା?

Cyber Slave
Cyber Slave: ଆପଣଙ୍କ ପାଖକୁ ଆସୁଛି କି ଏହିପରି କଲ୍? ତାହେଲେ ହୋଇଯିବେ ସାଇବର୍ ସ୍ଲେଭ୍

ଆପଣଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ସେମାନେ ନେଇଯାଆନ୍ତି ଅନ୍ୟଏକ ଦେଶକୁ, ଯେଉଁଠିକୁ ଆପଣ କେବେ ଯାଇନଥିବେ। ଆଖିରୁ ଅନ୍ଧପୁଟୁଳି ଖୋଲିଲା ବେଳକୁ ଆପଣଙ୍କ ଠିକଣା ବଦଳି ସାରିଥିବ। ପଦାକୁ ବାହାରିଲେ ଆରେଷ୍ଟ ହେବେ। ତା ପରେ ଆପଣ ପାଲଟି ଗଲେ ସ୍ଲେଭ୍ ଚା ଦାସ। ଆଉ ତା ପରେ କଣ ହୁଏ ଶୁଣନ୍ତୁ ସାଇବର ଏକ୍ସପର୍ଟଙ୍କଠାରୁ।

World Disability Day 2024
World Disability Day 2024: ଭିନ୍ନକ୍ଷମମାନେ ପାଉଥିବା ୬ ଅଧିକାର; ବଞ୍ଚିତ ହେଲେ କେସ୍

“ବିଶ୍ୱ ଭିନ୍ନକ୍ଷମ ଦିବସ” ପାଳନର ଉଦ୍ଦେଶ୍ୟ ହେଉଛି ଭିନ୍ନକ୍ଷମଙ୍କ ଅଧିକାର, ସେମାନଙ୍କର ସମସ୍ୟା ଏବଂ ସମାଜରେ ସେମାନଙ୍କର ଅବଦାନ ବିଷୟରେ ସଚେତନତା ବୃଦ୍ଧି କରିବା। ଆସନ୍ତୁ ଜାଣିବା ଏମାନଙ୍କ ପାଇଁ ଥିବା ୬ ଅଧିକାର।

Pushpa 2 Breaks Record
Pushpa 2 Breaks Record: ରିଲିଜ୍ ପୂର୍ବରୁ ରେକର୍ଡ କଲା ପୁଷ୍ପା, ଟିକେଟ୍ ମୂଲ୍ୟରେ ତାବଡତୋଡ୍ ବୃଦ୍ଧି

ପୂର୍ବରୁ ଶାହରୁଖଙ୍କ ପଠାନ, ୟଶ୍‌ଙ୍କ କେଜିଏଫ୍ ଏବଂ ସନ୍ନି ଦେଓଲଙ୍କ ଗଦ୍ଦର-୨ ନାଁରେ ସବୁଠୁ ଅଧିକ ଆଡଭାନ୍ସ ଟିକେଟ୍ ବୁକିଂ ରେକର୍ଡ ଥିବା ବେଳେ ପୁଷ୍ପା-୨ ଏହି ରେକର୍ଡକୁ ଭାଙ୍ଗିଛି ।

Complaint filed against pushpa 2 star allu arjun
Allu Arjun: ଏମିତି ଶବ୍ଦ କହି ଅଡୁଆରେ ଅଲୁ ଅର୍ଜୁନ; ମାମଲା ଥାନାରେ

ଫିଲ୍ମ 'ପୁଷ୍ପା ୨' ରିଲିଜ ହେବା ପୂର୍ବରୁ ସାଉଥ୍ ସୁପର୍‌ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ବିରୋଧରେ ଅଭିଯୋଗ ଆସିଛି। ନିକଟରେ ମୁମ୍ବାଇରେ ଏକ ପ୍ରମୋସନାଲ ଇଭେଣ୍ଟ୍‌ ସମୟରେ ଅଲୁ ଅର୍ଜୁନ ତାଙ୍କ ପ୍ରଶଂସକଙ୍କୁ 'ଆର୍ମି' ବୋଲି ସମ୍ବୋଧିତ କରିଥିଲେ, ଯେଉଁଥିପାଇଁ ଜଣେ ବ୍ୟକ୍ତିଙ୍କ ଦ୍ୱାରା ମାମଲା ରୁଜୁ ହୋଇଛି।

Potato Traders Threaten Strike
Potato Traders Threaten Strike: ପଶ୍ଚିମବଙ୍ଗରେ ପଚିଲାଣି ଆଳୁ; ଦିଦିଙ୍କ ବିରୋଧରେ ଧର୍ମଘଟକୁ ଓହ୍ଲାଇବ ବ୍ୟବସାୟୀ ସଂଘ

ପଶ୍ଚିମବଙ୍ଗର ଗୋଦାମ ମାନଙ୍କରେ ପ୍ରାୟ ୭ଲକ୍ଷ ମେଟ୍ରିକ ଟନ୍  ଆଳୁ ଗଚ୍ଛିତ ଅଛି । ପଶ୍ଚିମବଙ୍ଗର ଆବଶ୍ୟକତା ପ୍ରାୟ ୫ଲକ୍ଷ ମେଟ୍ରିକ ଟନ୍ ଥିବା ବେଳେ, ବଳକା ଆଳୁ ନଷ୍ଟ ହେବାର ଆଶଙ୍କା ରହିଛି । 

ମୋଦି ଦେଖିବେ ସାବରମତୀ ରିପୋର୍ଟ
PM Modi to watch ‘The Sabarmati Report’: ପ୍ରଧାନମନ୍ତ୍ରୀ ମୋଦି ଦେଖିବେ ‘ସାବରମତୀ ରିପୋର୍ଟ’, ଅପରାହ୍ମ ୪ଟାରେ କରାଯିବ ସ୍ୱତନ୍ତ୍ର ସ୍କ୍ରିନିଂ

ଏହି ଚଳଚ୍ଚିତ୍ର ଗୁଜୁରାଟ ହିଂସା ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ବହୁ ପ୍ରଶଂସା ଲାଭ କରିଛି ଏବଂ କେବଳ ପିଏମ ମୋଦି ନୁହଁନ୍ତି ଅମିତ ଶାହା ମଧ୍ୟ ପ୍ରଶଂସା କରିଛନ୍ତି ।

Should You Eat Curd In Winter
Should You Eat Curd In Winter: ଶୀତଦିନରେ ଦହି ଖାଇବା ଭଲ ନା ଖରାପ ? ଜାଣନ୍ତୁ ଓ ମାନନ୍ତୁ...

ଶୀତଦିନେ ଦହି ଖାଇଲେ ଶରୀର ପାଇଁ କଣ ଫାଇଦା ହୋଇଥାଏ ? ଶୀତଦିନରେ ଦହିରୁ ଦୂରେଇ ରହିବା ଆବଶ୍ୟକ କି ? ଆସନ୍ତୁ ଜାଣିବା ଥଣ୍ତା ଦିନେ ଦହି ଖାଇବା ଦ୍ୱାରା କଣ କଣ ଲାଭ ହୋଇଥାଏ... 

୨ କୋଟି ଟଙ୍କାରେ ପଞ୍ଚାୟତ ଅଫିସ୍
Panchayat Bhawan Built By 2 Crore: ସରପଞ୍ଚ ହେବ ତ ଏମିତି, ୨ କୋଟି ଟଙ୍କାରେ ନିର୍ମାଣ କଲେ ହାଇଟେକ୍‌ ପଞ୍ଚାୟତ ଅଫିସ୍‌

ବାରମେର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ସେଡୱା ପଞ୍ଚାୟତ ସମିତିର ଗୁଲେ କି ବେରୀ ଗ୍ରାମ ପଞ୍ଚାୟତ । ଏହି ପଞ୍ଚାୟତର ସରପଞ୍ଚ ୨ କୋଟି ଟଙ୍କା ବ୍ୟୟରେ ଏକ ଭବ୍ୟ ପଞ୍ଚାୟତ ଅଫିସ୍ ନିର୍ମାଣ କରିଛନ୍ତି ।

ଘରେ ଘରେ ପ୍ରାଇଭେଟ୍ ଜେଟ୍‌
Private Jet In Every House: ଏହି ଗାଁରେ ପ୍ରତ୍ୟେକ ଲୋକଙ୍କ ପାଖରେ ଅଛି ପ୍ରାଇଭେଟ୍‌ ଜେଟ୍‌, ଡିନର୍‌ କରିବାକୁ ବି ଯାଆନ୍ତି ପ୍ଲେନ୍‌ରେ....

କାଲିଫର୍ଣ୍ଣିଆର ଏଲ୍‌ ଡୋରାଡୋ କାଉଣ୍ଟରେ ଅବସ୍ଥିତ କ୍ୟାମରନ୍‌ ଏୟାର ପାର୍କ ନାମରେ ଏହି ଗାଁର ନାମକରଣ କରାଯାଇଛି । କ୍ୟାମରନ୍ ଏୟାର ପାର୍କ ୧୯୬୩ ମସିହାରେ ନିର୍ମିତ ହୋଇଥିଲା । ଯେଉଁଠାରେ ସମୁଦାୟ ୧୨୪ଟି ଘର ଅଛି ।

Use Turmeric In Winters
Use Turmeric In Winters: ଶୀତଦିନେ ଖାଆନ୍ତୁ ହଳଦୀରୁ ପ୍ରସ୍ତୁତ ଏହି ଖାଦ୍ୟ; ରହିବନି ଆଉ ଏହି ରୋଗ ! 

ହଳଦୀରେ ଔଷଧୀୟ ଗୁଣ ମିଳିଥାଏ ଏଥିରେ କ୍ୟାଲସିୟମ, ଆଇରନ ସହ ଅନେକ ଭିଟାମିନ ଥାଏ, ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ହଳଦୀରେ ପ୍ରସ୍ତୁତ କେଉଁ ଖାଦ୍ୟ ଖାଇ ହେବ ?  

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ?
Maharashtra Politics: କିଏ ହେବେ 'ମହା' ମୁଖ୍ୟମନ୍ତ୍ରୀ ? ଆଜି ସସ୍‌ପେନ୍ସ ଉପରୁ ହଟିପାରେ ପରଦା

ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଛକାପଞ୍ଝା ଭିତରେ ଗତକାଲି ମୁମ୍ବାଇ ଫେରିଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସେ କହିଛନ୍ତି, ଆଜି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ ।

ଆଇନଷ୍ଟାଇନଙ୍କଠୁ ଅଧିକ ବୁଦ୍ଧିଆ କ୍ରିଶ୍‌
Krish Arora: କିଏ ଏହି କ୍ରିଶ୍‌ ଅରୋଡା, ଯାହାଙ୍କ IQ ଆଇନଷ୍ଟାଇନ ଓ ହକିଂଙ୍କଠୁ ଅଧିକ

ମେନ୍ସା ପକ୍ଷରୁ କାଟେଲ୍ ଥ୍ରୀ-ବି ପଦ୍ଧତିରେ କ୍ରିଶଙ୍କର ବୁଦ୍ଧିମତା ପରୀକ୍ଷା ହୋଇଥିଲା, ଯେଉଁଥିରେ ତାଙ୍କର ଆଇକ୍ୟୁ ୧୬୨ ବୋଲି ଜଣାପଡ଼ିଛି।