• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୌର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ ୨୪ ତାରିଖ ଶନିବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ପୂର୍ଣ୍ଣିମା ସନ୍ଧ୍ୟା ୦୬.୦୦ ଗତେ ପ୍ରତିପଦ ।

ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର

ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର

ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ

ଦିବା-୧୦.୩୩ ରୁ ୦୧.୦୯
ରାତ୍ରି- ୦୮.୧୫ ରୁ ୧୦.୪୪
ରାତ୍ରି- ୧୨.୨୪ ରୁ ୦୨.୦୪
ରାତ୍ରି- ୦୨.୫୪ ରୁ ୦୪.୩୩ 

ଅଶୁଭ ସମୟ

ରାହୁକାଳ - ଦିବା ୦୯.୦୭ ରୁ ୧୦.୩୩
କାଳବେଳା- ପ୍ରାତଃ ୦୬.୧୪ ରୁ ୦୭.୪୦ ଓ ଦିବା ୦୪.୧୯ ରୁ ୦୫.୪୬
ବାରବେଳା- ଦିବା ୦୧.୨୬ ରୁ ୦୨.୫୩
କାଳରାତ୍ରି-  ସନ୍ଧ୍ୟା ୦୫.୪୬ ରୁ ୦୭.୧୯ ଓ ନିଶାନ୍ତ ୦୪.୪୦  ରୁ ୦୬.୧୩