• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Meftal
ସାବଧାନ !! ଟିକେ ଟିକେ କଥାରେ ପେନକିଲର୍‌ ଖାଉଛନ୍ତି କି ? ହୋଇପାରେ ସାଙ୍ଘାତିକ..

ପେନକିଲର୍ ମେଫଟାଲ ସେବନ ଦ୍ୱାରା ହୋଇପାରେ ରିଆକ୍ସନ । ଏନେଇ କେନ୍ଦ୍ର ସରକାର ଆଲର୍ଟ ଜାରି କରିଛନ୍ତି ।

Waiter Death
ଅଇଁଠା ପ୍ଲେଟ୍‌ ଦେହରେ ବାଜିବାରୁ ୱେଟର୍‌କୁ ପିଟିପିଟି ମାରିଦେଲେ ଅତିଥି

ବାହାଘର ଭୋଜି ହୋଇଛି ରକ୍ତରଞ୍ଜିତ । ଅଇଁଠା ପ୍ଲେଟ ନେଉଥିବା ବେଳେ କିଛି ଅତିଥିଙ୍କ ଦେହରେ ବାଜିବାରୁ ଘଟିଛି ଅଘଟଣ ।

dunki advance booking film sold only 30 tickets in usa
Dunki: ଆରମ୍ଭ ହୋଇଛି ‘ଡଙ୍କି’ର ଆଡଭାନ୍ସ ବୁକିଂ; ନିରାଶ କରୁଛି ପ୍ରଥମ ଦିନ

‘ଡଙ୍କି’ ରିଲିଜ୍ ପାଇଁ ଆଉ କିଛି ଦିନ ବାକି ଅଛି ଏବଂ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ପ୍ରଥମେ ଏହି ଫିଲ୍ମର ଆଡଭାନ୍ସ ବୁକିଂ ବିଦେଶ ବଜାରରେ ଖୋଲିଥିବା ବେଳେ ଏଠାରୁ ମିଳୁଥିବା ପ୍ରତିକ୍ରିୟା ବର୍ତ୍ତମାନ ଉତ୍ସାହଜନକ ନୁହେଁ।

Triptii dimri aka bhabhi-2 of animal break silence on intimate scene
Animal: 'ଆନିମଲ୍'ରେ ରଣବୀରଙ୍କ ସହ ଅନ୍ତରଙ୍ଗ ସିନ୍‌କୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ

ଫିଲ୍ମ ‘ଆନିମଲ୍’ ରଣବୀର କପୁରଙ୍କ କ୍ୟାରିୟରର ସବୁଠାରୁ ସଫଳ ଚଳଚ୍ଚିତ୍ର ହୋଇଯାଇଛି। ଫିଲ୍ମ ପ୍ରତିଦିନ ନୂଆ ରୋଜଗାର ରେକର୍ଡ ସୃଷ୍ଟି କରୁଛି। ତଥାପି ଏହାରି ଭିତରେ ଏଥିରେ ଥିବା ଅନ୍ତରଙ୍ଗ ସିନ୍‌କୁ ନେଇ ଚର୍ଚ୍ଚା ଉଠିଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ନିଜେ ଅଭିନେତ୍ରୀ ତୃପ୍ତି ଡିମରୀ।

Pneumonia Cases
ଦିଲ୍ଲୀ ଏମ୍ସରେ ନିମୋନିଆ ମାମଲା ବୃଦ୍ଧି, ସରକାରଙ୍କ ତରଫରୁ ବିବୃତ୍ତି ଜାରି

ଦିଲ୍ଲୀ ଏମ୍ସରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ନିମୋନିଆରେ ପୀଡ଼ିତ ଅନେକ ଶିଶୁଙ୍କ ରିପୋର୍ଟ ଆସିଥିବା ଜଣା ପଡ଼ିଛି । କିନ୍ତୁ ଏହା ନିକଟରେ ଦେଖା ଦେଇଥିବା ଚାଇନାରେ ସଂକ୍ରମଣ ସହ କୌଣସି ସମ୍ପର୍କ ନାହିଁ ବୋଲି କୁହା ଯାଇଛି ।

Revanth Reddy
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ....ହାଇଦ୍ରାବାଦରେ ଶପଥ ପାଠ କରାଇଲେ ରାଜ୍ୟପାଳ....

Ram Mandir
ଭବ୍ୟ ଢ଼ଙ୍ଗରେ ହେବ ରାମ ମନ୍ଦିର ପ୍ରତିଷ୍ଠା; ଅତିଥି ତାଲିକାରେ ଶିଳ୍ପପତି, କ୍ରିକେଟର୍‌ ଓ ଫିଲ୍ମଷ୍ଟାର

ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି । ଆସନ୍ତା ୨୨ ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ସାରିଛି ।

Telengana CM
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହେବେ ରେବନ୍ତ, ଆଜି ଶପଥ ଗ୍ରହଣ

ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ । ସେ ଗତରାତିରେ ଦିଲ୍ଲୀରୁ ଫେରିଥିବା ବେଳେ, ଆଜି ହାଇଦ୍ରାବାଦର ଲାଲବାହାଦୁର ଷ୍ଟାଡିୟମରେ ତାଙ୍କର ଶପଥ ଗ୍ରହଣ ସମାରୋହ ହେବ ।

Mysterious deaths of terrorists in Pakistan
ଭାରତ ଶତ୍ରୁକୁ ମାରୁଛି କିଏ? ଗଡୁଛି ଜଣକ ପରେ ଜଣେ ମୋଷ୍ଟ ୱାଣ୍ଟେଡର ମୁଣ୍ଡ...

ପାକିସ୍ତାନରେ ଧସୁଛି ଭାରତ ବିରୋଧୀ ଆତଙ୍କୀଙ୍କ ଗଡ଼ ! ଗଡୁଛି ଜଣକ ପରେ ଜଣେ ମୋଷ୍ଟ ୱାଣ୍ଟେଣ୍ଡର ମୁଣ୍ଡ ...କିଏ ନେଉଛି ଜୀବନ, କାହା ନିର୍ଦ୍ଦେଶରେ ହେଉଛି ହତ୍ୟା?

Next CM
ତିନୋଟି ରାଜ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ? ଆଜି ଦିଲ୍ଲୀରେ ବିଜେପି ସଂସଦୀୟ ଦଳ ବୈଠକ

ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ଥିର କରିବାକୁ ଆଜି ଦିଲ୍ଲୀରେ ବସୁଛି ବିଜେପି ସଂସଦୀୟ ଦଳ ବୈଠକ ।

 Sunil Kanugolu
ତେଲେଙ୍ଗାନାରେ କଂଗ୍ରେସର ବିଜୟ ପଛର ମାଷ୍ଟରମାଇଣ୍ଡ୍ ସୁନିଲ କାନୁଗୋଲୁ କିଏ ?

ତେଲେଙ୍ଗାନାରେ ନିର୍ବାଚନ ରଣନୀତିକାର ସୁନିଲ କାନୁଗୋଲୁଙ୍କ ସଂସ୍ଥାକୁ ନିର୍ଣ୍ଣୟ ନେବା ଲାଗି କଂଗ୍ରେସ ସଂପୂର୍ଣ୍ଣ ସ୍ୱତନ୍ତ୍ରତା ଦେଇଥିବା କୁହାଯାଉଛି। ଫଳରେ କାନୁଗୋଲୁଙ୍କ ଟିମ୍ କରିଥିବା ଆଭ୍ୟନ୍ତରୀଣ ସର୍ଭେ ଅନୁସାରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯାଇଥିଲା।

A Unique Love story
ବିବାହ ପାଇଁ ବର୍ଡର କ୍ରସିଂ, ପ୍ରେମ ପାଇଁ ଭାରତ ଆସିଲେ ପାକିସ୍ତାନୀ ମହିଳା

ପାକିସ୍ତାନର ସୀମା ହାଇଦରଙ୍କ ପରେ ଏବେ ଆଉ ଜଣେ ପାକିସ୍ତାନୀ ମହିଳା ନିଜ ମନର ସାଥୀଙ୍କୁ ଖୋଜି ଖୋଜି ଆସି ଭାରତରେ ପହଞ୍ଚିଛନ୍ତି।..

Kim Jong Un
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ଆଖିରେ ଲୁହ, ଜାଣନ୍ତୁ କାହିଁକି କାନ୍ଦିଲେ କିମ୍‌ ଜଙ୍ଗ୍-ଉନ୍‌ ?

ବିଶ୍ୱର ବଡ଼ ବଡ଼ ଶକ୍ତିଶାଳୀ ଦେଶକୁ ପାଣି ପିଆଇ ଦେଉଥିବା ଏହି ନିଷ୍ଠୁର ଶାସକ ଆଖିରେ ଏବେ ଲୁହ। ଏହା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ଏବେ କାନ୍ଦୁଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍-ଉନ୍‌।

 Amit Shah blames Nehru for PoK ‘blunder’
‘ନେହରୁଙ୍କ ଭୁଲ୍ ପାଇଁ ସୃଷ୍ଟି ହୋଇଛି POK’: ଅମିତ ଶାହ

ଆଜି ଲୋକସଭାରେ ଗୃହ ମନ୍ତ୍ରୀ ଅମିତ ଶାହ କାଶ୍ମୀର ପ୍ରସଙ୍ଗରେ ନେହରୁଙ୍କର ଦୁଇଟି ଭୁଲ୍ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ନେହରୁଙ୍କର ପ୍ରଥମ ଭୁଲ ଥିଲା ଯେ ସେ ୧୯୪୭ ମସିହାରେ ଯେତେବେଳେ ଆମ ସେନା ବିଜୟୀ ହେଉଥିଲା ସେ ସମୟରେ ନେହରୁ ଅସ୍ତ୍ରବିରତି ଘୋଷଣା କରିଥିଲେ।

BJP MPs Quit Parliament
ଇସ୍ତଫା ଦେଲେ ନିର୍ବାଚନରେ ବିଜୟୀ ୧୦ ବିଜେପି ସାଂସଦ

ବିଧାନସଭା ନିର୍ବାଚନରେ ​​ବିଜେପି ୨୧ଜଣ ସାଂସଦଙ୍କୁ ମୈଦାନକୁ ଓହ୍ଲାଇଥିଲା। ସେଥିମଧ୍ୟରୁ ୧୨ଜଣ ଜିତିଛନ୍ତି ଏବଂ ୯ ଜଣ ସାଂସଦ ହାରିଛନ୍ତି। ତେବେ ନିର୍ବାଚନରେ ​​ଜିତିଥିବା ଅନ୍ୟ ଦୁଇ ସାଂସଦ ବାବା ବାଲକନାଥ ଏବଂ ରେଣୁକା ସିଂ ଆଜି ଇସ୍ତଫା ଦେଇନାହାନ୍ତି।

Sunny Deol
ମାତାଲ୍‌ ହୋଇ ରାସ୍ତାରେ ବୁଲୁଥିଲେ ସନ୍ନି ! ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ...

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସନ୍ନି ଦେଓଲ ନିଶାଶକ୍ତ ଅବସ୍ଥାରେ ମୁମ୍ବାଇ ରାଜରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ସେ ମଦ୍ୟପାନ କରି ରାସ୍ତା ପାର ହେଉଥିବାବେଳେ ଜଣେ ଅଟୋ ଚାଳକ ସନ୍ନିଙ୍କୁ ସମ୍ଭାଳିବା ସହ ତାଙ୍କୁ ଅଟୋରେ ବସାଇଥିଲେ।

Ukrainian Sniper
ୟୁକ୍ରେନ ସ୍ନାଇପରଙ୍କ ବିଶ୍ୱ ରେକର୍ଡ, ୩.୮ କିମି ଦୂରରୁ ଗୁଳି କରି କଲେ ହତ୍ୟା

ଆମେରିକାର ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ ସାକ୍ଷାତକାର ଦେଇ କୋଭାଲସ୍କି କହିଛନ୍ତି, ଋଷ ଜାଣୁ ୟୁକ୍ରେନବାସୀ କ’ଣ କରିପାରନ୍ତି । ଘରେ ବସି ସେମାନେ ଆମକୁ ଡରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି କୋଭାଲସ୍କି ।

New CM In 3 States
୩ ରାଜ୍ୟରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି

ଯାହାଫଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ମୁଖ୍ୟମନ୍ତ୍ରୀ ହେବା ରେସ୍‌ରୁ ଏକ ପ୍ରକାର ଆଉଟ୍ ହୋଇଯାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

Baryl Vanneihsangi
ରେଡିଓ ଜକି ଛାଡ଼ି ଲଢ଼ିଲେ ନିର୍ବାଚନ, ଏବେ ହେଲେ ସର୍ବକନିଷ୍ଠ ବିଧାୟିକା

୩୨ ବର୍ଷିୟା ବରିଲି ଜୋରାମ ପିପୁଲ୍ସ ମୁଭ୍‌ମେଣ୍ଟ ( ଜେପିଏମ୍) ପାର୍ଟିରୁ ନିର୍ବାଚନ ଲଢ଼ୁଥିଲେ। ଆଇଜଲ୍ ସାଉଥ୍-୩ ବିଧାନସଭା ଆସନରୁ ସେ ବିଜୟୀ ହୋଇଛନ୍ତି। ଜଣେ ରେଡିଓ ଜକି ଭାବେ ବରିଲି ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ।

Bihar IPS officer surrenders in case for creating fake WhatsApp profile of judge
ନକଲି ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି ହରଡ଼ଘଣାରେ ଆଇପିଏସ୍ ଅଧିକାରୀ

ଆଦିତ୍ୟ କୁମାର ଏକ ନକଲି ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍‌ରେ ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଫଟୋ ଲଗାଇଥିଲେ। ପରେ ପରେ ଏହି ଆକାଉଣ୍ଟ ଜରିଆରେ ସେ ତାଙ୍କ କାରନାମା ଆରମ୍ଭ କରିଥିଲେ।

Cyclone Michaung triggers water logging in several parts of Chennai
ଚେନ୍ନାଇରେ ବନ୍ୟା ଦୁର୍ଦ୍ଦଶା: ବର୍ଷା, ପବନ କମିବା ପରେ ବି ବଢ଼ୁଛି ମୃତ୍ୟୁ ସଂଖ୍ୟା...

ବର୍ଷା ଓ ପବନ କମିବା ପରେ ବି ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଚେନ୍ନାଇରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।

5 Yr Old Girl Rescued After 9 Hours Who Falls Into Borewell
ବିପଦ ସାଜିଲା ବୋରୱେଲ୍ ଗାତ, ୯ ଘଣ୍ଟା ଯାଏ ଫସି ରହିଲା ୫ ବର୍ଷର ଶିଶୁ...

ବିଳମ୍ବିତ ରାତି ଯାଏ ରେସ୍କ୍ୟୁ ଅପରେସନ ଚାଲିଥିବା ବେଳେ ଶେଷରେ ଦୀର୍ଘ ୯ ଘଣ୍ଟାରୁ ଅଧିକ ସମୟ ପରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି ।

CM Race
ତେଲେଙ୍ଗାନାରେ ରେବାନ୍ତ; ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କିଏ ଧରିବ ମଙ୍ଗ ?

୭ ତାରିଖରେ ତେଲେଙ୍ଗାନାକୁ ମିଳିବ ନୂଆ ସିଏମ୍। ଶକ୍ତିଶାଳୀ ବିଆରଏସକୁ ମାତ୍ ଦେଇ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା କଂଗ୍ରେସର ପୋଷ୍ଟର୍ ବୟ୍ ଅନୁମୁଲା ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ଏକରକମ ନିଶ୍ଚିତ।

Doctors Becames MLA
ତେଲେଙ୍ଗାନା ନିର୍ବାଚନ; ଡାକ୍ତରଖାନାରୁ ବିଧାନସଭାରେ ଏଣ୍ଟ୍ରି ମାରିବେ ୧୫ ଡାକ୍ତର

ତେଲେଙ୍ଗାନା ନିର୍ବାଚନରେ ଲୋକେ ବାଛିଲେ ଡାକ୍ତରୀ ନେତା । ରାଜ୍ୟର ୧୫ ଡାକ୍ତର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି ।

Cyclone Michaung
‘ମିଗଜୋମ୍’ ଦେଖାଇଲା କୋପ; ଉପୁଡିଲା ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟ

ତୋଡ ଦେଖାଇଲା ଭୀଷଣ ବାତ୍ୟା ମିଗଜୋମ୍। ଉପୁଡିଲା ବଡ ବଡ ଗଛ, ବିଦ୍ୟୁତ ଖୁଣ୍ଟ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ଦିନ ପ୍ରାୟ ସାଢେ ୧୨ଟାରେ ଦକ୍ଷିଣ ଆନ୍ଧ୍ରର ବାପଟଲା ଅଂଚଳରେ ବାତ୍ୟା ଲ୍ୟାଣ୍ଡଫଲ କରିଛି।