ସବୁ ବାପା-ମାଆ ଚାହାନ୍ତି ସେମାନଙ୍କ ପିଲା ଭଲ ପାଠ ପଢୁ। ଏହା ସତ୍ତ୍ୱେ ଅନେକ ପିଲା ଅଛନ୍ତି ଯେଉଁମାନେ ପାଠ ପଢିବାରେ ଆଗ୍ରହ ଦେଖାନ୍ତି ନାହିଁ। ଏଭଳି କ୍ଷେତ୍ରରେ କେଉଁ ବାପା-ମାଆ ଅବା ଚିନ୍ତାରେ ନ ପଡିବେ। ଆପଣ ଯଦି ଏଭଳି ପିଲାମାନଙ୍କର ବାପା-ମାଆ ତେବେ ଆପଣଙ୍କ ପାଇଁ କିଛି ଟିପ୍ସ।
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୪ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କଞ୍ଚା ଆମ୍ବ ଅନେକ ଔଷଧୀୟ ଗୁଣରେ ଭରପୂର। ଯେଉଁଥିପାଇଁ ଅନେକ ଲୋକ ଗ୍ରୀଷ୍ମ ସମୟରେ କଞ୍ଚା ଆମ୍ବ ଖାଇବାକୁ ପସନ୍ଦ କରନ୍ତି। ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ତେବେ ଆସନ୍ତୁ ଗ୍ରୀଷ୍ମରେ କଞ୍ଚା ଆମ୍ଭ ଖାଇବା ଦ୍ୱାରା ସ୍ୱାସ୍ଥ୍ୟଜନୀତ କେଉଁ ଉପକାର ମିଳେ ଜାଣିବା।
ଜାତୀୟ ରାଜନୀତିକୁ ସରଗରମ କରିଛି କଂଗ୍ରେସର ରାହୁଲ ମୁଭ୍ । ଏଥର ୱାଏନାଡ଼ ସହ ଅମେଠି ନୁହେଁ, ମାଆ ସୋନିଆଙ୍କ ଆସନ ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି ।
ଦେଶର ଲକ୍ଷ ଲକ୍ଷ ଯୁବକ ଭାରତୀୟ ସେନାରେ ଅଧିକାରୀ ହେବାର ସ୍ୱପ୍ନ ଦେଖନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଆଉ ଭାରତୀୟ ସେନାରେ କ୍ୟାପ୍ଟେନ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ।
ଅମେଠୀରୁ ରାହୁଲ ନିର୍ବାଚନ ନଲଢ଼ିବା ପରେ ଏବେ ଏହାକୁ ନେଇ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ।
ଗୋଟିଏ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିବସେନା(ଉଦ୍ଧବ ଠାକରେ) ନେତ୍ରୀ ସୁଷମା ଅନ୍ଧାରେ। ଆଜି ତାଙ୍କୁ ଆଣିବାକୁ ଯାଇଥିବା ହେଲିକପ୍ଟରଟି ଲ୍ୟାଣ୍ଡିଂ ସମୟରେ କ୍ରାସ୍ କରିଯାଇଛି।
ଏହି ହତ୍ୟା ଘଟଣା ଘଟିବା ପରେ ପରେ ସ୍ଥାନୀୟ ଲୋକେ ଗୁରୁତର ବାଳକକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
'ଗଦର ୨'ର ଅପାର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର 'ଲାହୋର ୧୯୪୭'ସହିତ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିବାକୁ ଯାଉଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଏକ ଆକ୍ସନ୍ ଡ୍ରାମା ଫିଲ୍ମ ହେବ। ଏହି ଚଳଚ୍ଚିତ୍ରରେ VFX ବହୁତ କମ୍ ବ୍ୟବହୃତ ହେବ।
ଚେନ୍ନାଇରେ ଥିବା ଦିବଂଗତ ଶ୍ରୀଦେବୀଙ୍କ ଘରେ ବର୍ତ୍ତମାନ ଯିଏ ଚାହିଁବ ସିଏ ରହିପାରିବ। ଭାରତ ଏବଂ ବିଦେଶରୁ ଚେନ୍ନାଇ ଆସୁଥିବା ଯେକେହି ବି ଏହି ବଙ୍ଗଳାରେ ଅତିଥି ଭାବରେ ରହିପାରିବେ। ସେମାନେ ଏଠାରେ ହୋମ୍-ଷ୍ଟେ କରିପାରିବେ।
ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୭୩୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୫,୭୫୦ ଟଙ୍କା ରହିଛି ।
ଖରାଦିନେ ଚର୍ମକୁ କୋମଳ ଏବଂ ସତେଜ ରଖିବା ପାଇଁ ଏହାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ, କିନ୍ତୁ ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଏହାର ଯତ୍ନ ନେବା ଏବଂ ଚର୍ମ ପାଇଁ ପାର୍ଲରରେ ଘଣ୍ଟା ଘଣ୍ଟା ବିତାଇବା ସମ୍ଭବ ନୁହେଁ। ତେବେ ଆସନ୍ତୁ ଜାଣିବା ଖରାଦିନେ ଚର୍ମ ବା ତ୍ୱଚାର କିପରି ଯତ୍ନ ନେବା ଉଚିତ।
ରାହୁଲ ରାୟଗଡ଼ାରେ ଏକ ବିରାଟ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା । ହେଲିକପ୍ଟର ଯୋଗେ ଦିନ ୧୨ଟାରେ ସେ ରାୟଗଡ଼ାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା ।
ଆଜି ରାୟଗଡା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଜ୍ୟ କଂଗ୍ରେସ ଶିବିରରେ ଉତ୍ସାହ । ଦିନ ୧୨ଟାରେ ହେଲିକେପ୍ଟର ଯୋଗେ ରାୟଗଡାରେ ପହଞ୍ଚିବେ । ଏହାପରେ ଜିଆଇଏସିଆର୍ କଲେଜ ସମ୍ମୁଖ ପଡିଆରେ ସମାବେଶକୁ ସମ୍ବୋଧନ କରିବେ ।
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
୧୯୯୪ ମସିହାରେ ରାଜସ୍ଥାନର ହନୁମାନଗଡ଼ରେ ଜନ୍ମ ଗ୍ରହଣ କରିଥିଲେ ଶ୍ୟାମ ରଙ୍ଗିଲା ।
ଯନ୍ତ୍ରଣା ଅସହ୍ୟ ହେବା ପରେ ପୋଲିସ ତାକୁ ନେଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲା ।
ପୁଅ, ଭାଇ, ସ୍ୱାମୀର ପରିଚୟରୁ ଉପରକୁ ଉଠି ସେ ପିତାର ସମ୍ମାନ ଲାଭ କରେ । ନିଜ ଜୀବନର ଚରମ ସୁଖ ସେ ସନ୍ତାନ ଜନ୍ମ ପରେ ପ୍ରାପ୍ତ କରେ । କିନ୍ତୁ ସେହି ପିତା ଯେତେବେଳେ ନିଜ ସନ୍ତାନ ପାଇଁ କାଳ ପାଲଟେ, ସେତେବେଳେ ସ୍ୱଂୟ ଭଗବାନ ମଧ୍ୟ କ୍ଷମା କରନ୍ତି ନାହିଁ ।
ଏଥିସହ ବର୍ଷା ଓ ଝଡ଼ ତୋଫାନ ପାଇଁ ଅନେକ ବିମାନ ଉଡାଣ ଓ ବସ୍ ସେବାକୁ ମଧ୍ୟ ବାତିଲ କରାଯାଇଛି ।
ଇସ୍ରାଏଲ ବିରୋଧରେ ସାରା ଆମେରିକାରେ ତେଜୁଛି ଅସନ୍ତୋଷ । ବିଭିନ୍ନ ୟୁନିଭର୍ସିଟିରେ ଜୋରଦାର ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ହଜାର ହଜାର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଶହରୁ ଅଧିକ ଗିରଫ ହେଲେଣି ।
ରାଏବରେଲୀ ଓ ଆମେଥିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ ? ରାହୁଲ ଓ ପ୍ରିୟଙ୍କା ଲଢ଼ିବେ କି ? ସସପେନ୍ସ ଉପରୁ ଆଜି ହଟିପାରେ ପରଦା ।
ପ୍ରତିଯୋଗିତାମୂଳକ ବଜାରରେ, ଲୋକମାନେ କ୍ରମାଗତ ଭାବରେ ଭିଡ଼ରୁ ଅଲଗା ହେବା ପାଇଁ ନୂଆ ନୂଆ ଉପାୟ ଖୋଜୁଛନ୍ତି । ବିଭିନ୍ନ ପ୍ରକାର କୌଶଳ ଆପଣେଇ ଭିଡ଼ରୁ ଅଲଗା ହେବାକୁ ଚେଷ୍ଟା କରୁଛନ୍ତି । ଚାକିରି କ୍ଷେତ୍ରରେ ମଧ୍ୟ ଏପରି କାର୍ଯ୍ୟ କମ୍ପାନୀମାନଙ୍କର ମନ କିଣିପାରୁଛି ।
ନିର୍ବାଚନ ଋତୁରେ ଜାରି ରହିଛି ରାଜନୈତିକ ଉଷ୍ମତା । ଏହା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ରାଜକୁମାର ରାହୁଲ ଗାନ୍ଧିଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଞ୍ଚିଛି । ଏ ସବୁ ମଧ୍ୟରେ ନିଆଁରେ ଘିଅ ଢାଳିବା ସଦୃଶ କାର୍ଯ୍ୟ କରିଛନ୍ତି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ୍ ହୁସେନ୍ ।
ଝିଅ ବାହାଘର ପାଇଁ ବାପାଙ୍କ ନିଆରା ଅଫର । ଖୋଜିଦିଅନ୍ତୁ ବର... ମିଳିବ ୩ ଲକ୍ଷ ଟଙ୍କା । ଏପରି ଅଫର ରଖିଛନ୍ତି ଜଣେ ବାପା ।
ବର୍ତ୍ତମାନ ସ୍ଥିତିରେ ଗୋଟିଏ ପଟେ ଜିନ୍ସର ବଜାର ସ୍ଥିର ରହିଥିବା ବେଳେ ଅନ୍ୟପଟେ କଟନ୍ ପ୍ୟାଣ୍ଟର ବି ବଢ଼ିଲାଣି ଚାହିଦା । ଜିନ୍ସ ପ୍ୟାଣ୍ଟ ଷ୍ଟାଇଲରେ ବା ଡିଜାଇନ୍ରେ କଟନ୍ ପ୍ୟାଣ୍ଟ ବି ଉପଲବ୍ଧ ହେଲାଣି । ତେଣୁ ଜିନ୍ସ ଏବଂ କଟନ ପ୍ୟାଣ୍ଟ ମଧ୍ୟରେ ଏବେ କମ୍ପିଟିସନ୍ ଜୋରଦାର ।