• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ganeshamoorthy
ଅଭାବନୀୟ ଘଟଣା: ମିଳିଲାନି ଟିକେଟ୍‌, ଜୀବନ ହାରିଲେ ସାଂସଦ...

ପରଲୋକରେ ଏମ୍‌ଡିଏମ୍‌କେ ସାଂସଦ । ଟିକେଟ ନ ମିଳିବାକୁ ତିନି ଦିନ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଚିକିତ୍ସାଧିନ ଅବସ୍ଥାର ଆଜି ତାଙ୍କର ମୃତ୍ୟୁ ହୋଇଛି ।

Gold Price Today
Gold Price Today 28th March 2024: ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୭,୩୧୦ ଟଙ୍କା ହୋଇଛି।

Beat Grandmother
Watch: ନିଷ୍ଠୁର ନାତୁଣୀ ବୋହୂ: ଭଲ ନ ରାନ୍ଧିବାରୁ ବୃଦ୍ଧ ଜେଜେମା’କୁ ନିସ୍ତୁକ ମାଡ଼...

ନୃଶଂସ ନାତିର ଅକଥନୀୟ ନିର୍ଯାତନା । ନିଷ୍ଠୁର ଭାବେ ମାଡ଼ ମାରିଲା ନାତୁଣୀ ବୋହୂ । ଭଲ ନ ରାନ୍ଧିବାରୁ ବୃଦ୍ଧ ଜେଜେମା’କୁ ନିସ୍ତୁକ ମାଡ଼ ମାରିଛନ୍ତି । 

infertility
ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ...ଏଠାରେ ନିଲାମ ହେଉଥିବା ଲେମ୍ୱୁ ଖାଇଲେ ହେଉଛି ସନ୍ତାନ ପ୍ରାପ୍ତି !

ପ୍ରତିବର୍ଷ ଭିଲୁପୁରାମର ଥିରୁଭାନ୍ନାଲୁର ଗାଁର ଦୁଇଟି ପାହାଡର ମିଳନସ୍ଥଳରେ ଥିବା ଏକ ଛୋଟ ମନ୍ଦିରରେ ପ୍ରଭୁ ମୁରୁଗାଙ୍କର ପାଙ୍ଗୁନି ଉଥିରାମ ମହୋତ୍ସବ ପାଳନ କରାଯାଏ। ଏଥିରେ ଶତାଧିକ ସନ୍ତାନହୀନ ଦମ୍ପତି ପ୍ରଭୁ ମୁରୁଗାଙ୍କୁ ପ୍ରାର୍ଥନା କରିବା ସହ ପୂଜାର୍ଚ୍ଚନା କରନ୍ତି।

politician sleeping on pile of cash stirs row
ଟଙ୍କା ବିଡ଼ା ଉପରେ ଶୋଇଲେ ନେତା; ଭାଇରାଲ ହେଲା ଫଟୋ...

୫୦୦ ଟଙ୍କିଆ ନୋଟ ଗଦିରେ ଶୋଇଲେ ଆସାମ ନେତା । ଆସାମ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବେରାଲ(UPPL)ର ଜଣେ ନିଲମ୍ବିତ ନେତା ଖଟ ଉପରେ ନୋଟ ବିଛାଇ ଶୋଇଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

What is helicopter parenting and why is it bad for kids
Helicopter Parenting: ଆପଣ ପିଲାଙ୍କୁ ଦିନ-ରାତି ଜଗୁଛନ୍ତି କି… ହୋଇପାରେ ମାନସିକ ସମସ୍ୟା

ଅନେକ ବାପାମାଆ ଭାବନ୍ତି ଯେ ପିଲାଙ୍କୁ ଦିନ-ରାତି ନଜର ରଖିବା ଏକ ଭଲ ଅଭ୍ୟାସ। କିନ୍ତୁ ଏହା ବେଳେବେଳେ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ପିଲାମାନଙ୍କୁ ଅତ୍ୟଧିକ ମନିଟରିଂ ଏବଂ ନିୟନ୍ତ୍ରଣ କରିବାର ଅଭ୍ୟାସକୁ ଓଭର୍‌ ପ୍ୟାରେଣ୍ଟିଂ ବୋଲି କୁହାଯାଏ।

Arvind Kejriwal
ଆଜି ସରୁଛି କେଜରିୱାଲଙ୍କ ଇଡି ରିମାଣ୍ଡ; ଏଣ୍ଟ୍ରି କରିବ ସିବିଆଇ!

ତାଙ୍କୁ ତତ୍କାଳ ମୁକ୍ତି ଦେବାକୁ କେଜରିୱାଲ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଏଥିପାଇଁମନା କରିଦେବା ସହ, ଇଡିକୁ ନିଜ ପକ୍ଷ ରଖିବା ପାଇଁ ଏପ୍ରିଲ ୨ ଯାଏଁ ସମୟ ଦେଇଛନ୍ତି।ଏପ୍ରିଲ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Panchang Today
Panchang Today 28th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ବସ୍ତୁ କ୍ରୟ କରନ୍ତୁ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Why different letters mark on tires know meaning of every words
ଟାୟାର୍‌ରେ କାହିଁକି ଲେଖାଥାଏ L ରୁ Y; ଜାଣନ୍ତୁ ଆପଣଙ୍କ ଟାୟାର ବେଗର କ୍ଷମତା

ଆପଣ ଜାଣନ୍ତି କି ଟାୟାରରେ କିଛି ଶବ୍ଦ ଲେଖାଯାଇଥାଏ, ଯାହାର ଏକ ବିଶେଷ ଉଦ୍ଦେଶ୍ୟ ମଧ୍ୟ ରହିଛି। ଏକ ସୁରକ୍ଷିତ ଯାତ୍ରା ପାଇଁ ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଟାୟାରର ଗତିର ରେଟିଂ ଏହାର ବାହାର ପୃଷ୍ଠରେ L ରୁ Y ଅକ୍ଷର ଦ୍ୱାରା ସୂଚିତ ହୋଇଥାଏ।

SRH Vs MI
ମୁମ୍ବାଇକୁ ଧୋଇଲା ହାଇଦ୍ରାବାଦ; ଫିଲ୍ଡରେ ହେଲା ରନ୍‌ ବର୍ଷା..ବେଙ୍ଗାଲୁରୁର ରେକର୍ଡ ବି ଭାଙ୍ଗିଲା..

ହାଇଦ୍ରାବାଦରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଘରୋଇ ଦଳ ମୁମ୍ବାଇ ବିପକ୍ଷରେ ୨୭୭ ରନ୍‌ରୱ ବିଶାଳ ସ୍କୋର୍‌ ଠିଆ କରିଛି। ମୁମ୍ବାଇକୁ ଜିତିବାକୁ ହେଲେ ୨୭୮ ରନ୍‌ର ଟାର୍ଗେଟ ପିଛା କରିବାକୁ ପଡ଼ିବ।

 elon musk made a new plan
ମସ୍କ୍‌ଙ୍କ ବଡ଼ ଘୋଷଣା; ୟୁଟ୍ୟୁବ୍‌ ଓ ନେଟଫ୍ଲିକ୍ସକୁ ଟକ୍କର ଦେବ 'ଏକ୍ସ'...

ୟୁଟ୍ୟୁବ ଓ ନେଟଫ୍ଲିକ୍ସକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି କି ଏଲନ୍ ମସ୍କ୍ । କାରଣ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ 'ଏକ୍ସ' ନିଜ ୟୁଜର୍ସ ମାନଙ୍କ ପାଇଁ ଆଣିବାକୁ ଯାଉଛି ଏକ ନୂଆ ଫିଚର ।

SBI hikes annual maintenance charges
SBI ଗ୍ରାହକଙ୍କୁ ବଡ଼ ଝଟକା; ଡେବିଟ୍ କାର୍ଡ ଚାର୍ଜ ବଢାଇଲା ବ୍ୟାଙ୍କ୍‌...

ଏସ୍‌ବିଆଇ ଗ୍ରାହକଙ୍କୁ ବଡ଼ ଝଟକା । ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (SBI) କିଛି ଡେବିଟ୍ କାର୍ଡରେ ବାର୍ଷିକ ରକ୍ଷଣାବେକ୍ଷଣ ଚାର୍ଜରେ ବଡ଼ ପରିବର୍ତ୍ତନ କରିଛି ।

RCF Kapurthala invites applications for 550 Rail Coach Factory Apprentice Posts
RRB Recruitment 2024: ଭାରତୀୟ ରେଳବାଇରେ ପୂରଣ ହେବ ୫୦୦ରୁ ଅଧିକ ପଦବୀ

ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଭଲ ସୁଯୋଗ। ରେଳ କୋଚ୍ କାରଖାନା(RCF) କାପୁରଥାଲାର ବିଭିନ୍ନ ଟ୍ରେଡ୍‌ରେ ପଦବୀ ପୂରଣ ହେବ। ଏନେଇ RRB ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକିଲେ...
ହନିମୁନ୍‌ରେ ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକି ଫସିଲେ ସ୍ୱାମୀ; ଏବେ ଦେବେ ୩ ‌କୋଟିର କ୍ଷତିପୂରଣ... 

ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକିବା ପଡ଼ିଲା ମହଙ୍ଗା । ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକି ଦେବେ ୩ କୋଟି ଟଙ୍କା । ଏଭଳି ରୋଚକ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି ।

Aditi Rao Hydari Engagement
ପ୍ରଶଂସକଙ୍କୁ ବଡ ଝଟ୍‌କା; ଗୁପ୍ତରେ ହୋଇଗଲା ଅଦିତି-ସିଦ୍ଧାର୍ଥଙ୍କ ଏନ୍‌ଗେଜ୍‌ମେଣ୍ଟ୍

ଅଦିତି ତାଙ୍କର ଦୀର୍ଘ ଦିନର ପ୍ରେମିକା ସାଉଥ୍ ହୀରୋ ସିଦ୍ଧାର୍ଥଙ୍କୁ ହାଇଦ୍ରାବାଦର ଏକ ମନ୍ଦିରରେ ଏନ୍‌ଗେଜ୍‌ମେଣ୍ଟ୍ କରିଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ଅନେକ ଶୁଭେଚ୍ଛା ଜଣାଉଛନ୍ତି।

gold price today
Gold Price Today 27th March 2024: କଣ ରହିଛି ଆଜିର ସୁନାର ଦର, କିଣିବା ପୂର୍ବରୁ ଜାଣି ନିଅନ୍ତୁ କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୯୩୦ ଟଙ୍କା ହୋଇଛି।

Shahid kapoor opens up on his struggle of his career
ନେପୋଟିଜିମ୍‌କୁ ନେଇ ଶାହୀଦଙ୍କ କଡା ପ୍ରହାର; କହିଲେ କେହି ବିଏମ୍‌ଡବ୍ଲ୍ୟୁ ସହିତ ସଂଘର୍ଷ କରେନି

ଯେତେବେଳେ ବି ଜଣେ ଅଭିନେତାଙ୍କ କ୍ୟାରିୟର ବିଷୟରେ ଆଲୋଚନା ହୁଏ, ଲୋକମାନେ ସର୍ବଦା ଭାବନ୍ତି ଯେ ସେ ତାଙ୍କ ବାପାମାଆଙ୍କ କାରଣରୁ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ, କିନ୍ତୁ ଶାହୀଦ ଏହିସବୁକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରନ୍ତି। ତେବେ ଆସନ୍ତୁ ଜାଣିବା ଅଭିନେତା ଏହାକୁ ନେଇ କ’ଣ କୁହନ୍ତି।

crime-branch
ଶସ୍ତାରେ କାର୍ ଓ ଆଇଫୋନ ଦେବାକୁ କହି ଫସିଲା ନକଲି କ୍ରାଇମବ୍ରାଞ୍ଚ ଅଫିସର

ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା ଏବଂ ପୂର୍ବ ବିନୋଦ ନଗରରୁ ଗିରଫ କରାଯାଇଥିଲା।

Joe Biden
ଭାରତୀୟ କ୍ରୁ ମେମ୍ବରଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି, କହିଲେ ବଞ୍ଚିଲା ଅନେକ ଜୀବନ

ଦୁର୍ଘଟଣା ପୂର୍ବରୁ ଠିକ ସମୟରେ ପ୍ରଶାସନକୁ ସୂଚନା ଦେବା ଯୋଗୁଁ ଫ୍ରାନସିସ୍ ସ୍କଟ୍ ବ୍ରିଜ୍ ଉପରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଫଳରେ ବଡ଼ କ୍ଷତିରୁ ଆମେ ବର୍ତ୍ତି ଯାଇଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

Train fire
ହୋଲି ସ୍ପୋଶାଲ୍ ଟ୍ରେନରେ ଲାଗିଲା ନିଆଁ; ଜୀବନ ବିକଳରେ ଡେଇଁପଡିଲେ ଯାତ୍ରୀ...ଦେଖନ୍ତୁ ଭିଡିଓ

ସୂଚନା ପାଇବା ମାତ୍ରେ ସେଠାରେ ଅଧିକାରୀଙ୍କ ଏକ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ କିଚି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି।

Naxals
ଯବାନଙ୍କ ଗୁଳିରେ ଟଳିଲେ ୬ ନକ୍ସଲ, ଛତିଶଗଡ଼ ବିଜାପୁର ଜଙ୍ଗଲରେ ଏନକାଉଣ୍ଟର

ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ । ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।

Two Held for Firing at Tantrik's Son
କାମ କଲାନି ତନ୍ତ୍ରମନ୍ତ୍ର...ସନ୍ତାନ ନହେବାରୁ ତାନ୍ତ୍ରିକର ପୁଅକୁ ଗୁଳି କରିଦେଲେ

ତାନ୍ତ୍ରିକକୁ ଏହା କହିବା ପରେ ମଧ୍ୟ ସେ ମିଛ ପ୍ରତିଶ୍ରୁତି ଦେଉଥିଲେ। ରାଗରେ ଜର୍ଜରିତ ମହେଶ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା। ତାନ୍ତ୍ରିକର ପୁଅ ଦୀପକ ନାଗର ବାଇକରେ ଯିବାବେଳେ ମହେଶ ଏବଂ ସହଯୋଗୀ ସୋନୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

Drunk Teacher
ମଦ ପିଇ ଆସିଲେ ଶିକ୍ଷକ, ଚପଲ ଫୋପାଡ଼ି ବିଦା କରିଦେଲେ ଛାତ୍ର; ଦେଖନ୍ତୁ ଭିଡିଓ

ମଦ ପାଇଁ ହଟହଟା ହୋଇଛନ୍ତି ଜଣେ ଶିକ୍ଷକ । ସ୍କୁଲକୁ ମଦ ପିଇ ଆସିବାରୁ ଘଉଡ଼ାଇ ଦେଇଛନ୍ତି ପିଲା । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

How to download voter id card online step by step
ଆପଣଙ୍କ ଭୋଟର ID କାର୍ଡ ନାହିଁ କି, ଅନ୍‌ଲାଇନ୍‌ରେ ଡାଉନ୍‌ଲୋଡ୍ କରିବାକୁ ଜାଣନ୍ତୁ ଉପାୟ

୧୮ ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକଙ୍କ ପାଇଁ ଭୋଟର ID କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ। କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ପାଖରେ ଏହି ଡକ୍ୟୁମେଣ୍ଟ୍ ନାହିଁ। କେତେକଙ୍କର ଏହା ହୋଇଥିଲେ ମଧ୍ୟ ହଜିଯାଇଥିବ। ଆପଣଙ୍କ ଯଦି ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଲେଖା ଆପଣଙ୍କ ପାଇଁ।

Dramatic art developed in India; know who is its creator
World Theatre Day 2024: ଭାରତରେ ହୋଇଥିଲା ନାଟ୍ୟ କଳାର ବିକାଶ; ଜାଣନ୍ତୁ କିଏ ଏହାର ପୁରୋଧା

ଯେତେବେଳେ କୌଣସି ସିନେମା ନଥିଲା, ସେତେବେଳେ ନାଟକ ହିଁ ଥିଲା କେବଳ ମନୋରଂଜନର ମାଧ୍ୟମ। ଏବେ ସିନେମାର ପ୍ରଭାବରେ ଏହା ଲୋକଙ୍କ ଠାରୁ ଦୂରେଇ ଦୂରେଇ ଯାଉଛି ସିନା କିନ୍ତୁ ଏହାକୁ ଭଲ ପାଉଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଟି ଏବେ ବି ଭାରତରେ ଅଛନ୍ତି। କୁହାଯାଏ ଯେ ଭାରତରୁ ହିଁ ଏହାର ବିକାଶ ହୋଇଥିଲା।