CSIR ଅଧିକାରୀମାନେ କହିଛନ୍ତି ଏମିତି ନିୟମ ଦ୍ୱାରା ଶକ୍ତି ସଞ୍ଚୟ ହେବ । ତେଣୁ ଏହି ପଦକ୍ଷେପ ନିଆଯାଇଛି । ଏହି ଦିନ କର୍ମଚାରୀମାନେ ବିନା ଆଇରନ୍ ଦିଆ ପୋଷାକ ପିନ୍ଧି ଆସିବେ ଅଫିସ ।
ସାଇଡ୍ ଇଫେକ୍ଟ ନେଇ ପ୍ରଶ୍ନ ଉଠିବା ପରେ ବଜାରରୁ ଭାକ୍ସିନ ଫେରାଇ ନେବ ଆଷ୍ଟ୍ରୋଜେନିକା କମ୍ପାନୀ । କୋଭିଡ୍-୧୯ ଭାକ୍ସିନକୁ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି କମ୍ପାନୀ ।
ଅନେକ ପିଲା ଅଛନ୍ତି ଯେଉଁମାନେ ଛୋଟ ଛୋଟ କଥାକୁ ନେଇ କାନ୍ଦିବା ଆରମ୍ଭ କରନ୍ତି। ଯଦି ଆପଣଙ୍କ ପିଲା ମଧ୍ୟ ଏପରି ସସସ୍ୟାକୁ ସାମ୍ନା କରୁଛି ଆଉ ଆପଣ ନିଜର ପିଲାର ଏହି ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ଏବଂ ପିଲାକୁ ଉଭୟ ମାନସିକ ଏବଂ ଭାବନାତ୍ମକ ଭବେ ଦୃଢ କରିବାକୁ ଚାହୁଁଛନ୍ତି, ତେବେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ।
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୮ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଥାଲାସେମିଆ ଏକ ଗୁରୁତର ଜେନେଟିକ୍ ରକ୍ତ ବ୍ୟାଧି ସମସ୍ୟା। ଏହାର ଗୁରୁତର ଅବସ୍ଥାରେ ରୋଗୀକୁ ସାଧାରଣତଃ ଜୀବନସାରା ରକ୍ତଦାନ, ଚିକିତ୍ସା ଏବଂ ପରିଚାଳନା ଆବଶ୍ୟକ ପଡେ। ବଂଶାନୁକ୍ରମିକ ବା ଜେନେଟିକ ରକ୍ତ ବ୍ୟାଧିର ଏକ ସ୍ପେକ୍ଟ୍ରମ ଶରୀରରେ ହେମୋଗ୍ଲୋବିନର ହ୍ରାସ କିମ୍ବା ଅନୁପସ୍ଥିତିକୁ ଥାଲାସେମିଆ ଭାବରେ ଗଣାଯାଏ।
ପ୍ରଥମ ଥର ପାଇଁ ୨୦୦୦ ମସିହାରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ପୁଟିନ୍ । ପରେ ୨୦୦୪, ୨୦୧୨, ୨୦୧୮ରେ ଶପଥ ନେଇଥିଲେ।
ବର୍ତ୍ତମାନ ବିଜେପି ଏବଂ ଜେଜେପିର ମିଳିତ ମେଣ୍ଟ ଭାଙ୍ଗି ସାରିଛି। ଏଥିସହ ସ୍ୱାଧୀନ ବିଧାୟକଙ୍କ ସହାୟତାରେ ସରକାର ଚଳାଉଥିବା ବିଜେପିର ସରକାର ମଧ୍ୟ ଟଳମଳ ସ୍ଥିତିରେ ରହିଛି। ଯେକୌଣସି ମୁହୂର୍ତ୍ତରେ ବି ସରକାର ଭାଙ୍ଗି ଯିବା ଆଶଙ୍କା ରହିଛି।
ସାଧାରଣ ନିର୍ବାଚନର ତୃତୀୟ ଚରଣ ପାଇଁ ପଡ଼ିଲା ଭୋଟ୍। ଇଭିଏମରେ ସିଲ୍ ହେଲା ୧୩ଶହ ୫୧ ପ୍ରାର୍ଥୀଙ୍କ ଭାଗ୍ୟ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରହଲ୍ଲାଦ ଯୋଶୀ, ମନସୁଖ୍ ମାଣ୍ଡଭିୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ବିଭିନ୍ନ ଦଳର ବହୁ ହେଭୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର।
କୋର୍ଟ କେଜ୍ରିଓ୍ୱାଲଙ୍କ ସପକ୍ଷରେ କିଛି କଥା କହିଥିଲେ ମଧ୍ୟ ତାଙ୍କ ଜାମିନ ଆବେଦନ ଉପରେ କିନ୍ତୁ କିଛି ନିଷ୍ପତ୍ତି ଶୁଣାଇ ନାହାନ୍ତି। ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
କେବଳ ବଡ଼ ବଡ଼ ଟ୍ରାଭେଲ ଏଜେନ୍ସି ନୁହନ୍ତି, ଅଟୋ ବାଲା, ଟାକ୍ସିବାଲା ବି ମାଗଣା ଅଫର ରଖିଛନ୍ତି ।
ଜଣେ ସ୍ଥାନୀୟ ବାସିନ୍ଦା ଏହି ଭିଡିଓ କରିଛନ୍ତି। ଯେଉଁଥିରେ ମାଛଗୁଡିକ ଆକାଶରୁ ଖସି ତଳେ ପଡୁଥିବା ଦେଖାଯାଉଛି। ଭିଡିଓ କରୁଥିବା ବ୍ୟକ୍ତି ତଳୁ ମାଛ ଉଠାଇ ଦେଖାଉଛନ୍ତି, ଯାହା ଜୀବିତ ଅଛି। ପ୍ରବଳ ବର୍ଷା ଝଡ ତୋଫାନ ହେବା ପରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି।
ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଶେଖର ସୁମନ ଦଳରେ ଯୋଗ ଦେଇଛନ୍ତି। ଦିନେ କହୁଥିଲେ ସେ ନିଜକୁ ରାଜନୀତିରୁ ଦୂରେଇ ରଖିଛନ୍ତି।
ଭୋଟ ଦେବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯିଏ ବି ଦେଖୁଛି ଏହି ଭିଡିଓକୁ ଟିକେ ଅଟକି ଯାଉଛି । ଆଉ ମନ ଭରିବା ପର୍ଯ୍ୟନ୍ତ ବାରମ୍ବାର ଏହି ଭିଡିଓକୁ ଦେଖୁଛି ।
କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧିନଗର ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଅହମ୍ମଦାବାଦର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ମଧ୍ୟପ୍ରଦେଶ ବିଦିଶାରୁ ବିଜେପି ପ୍ରାର୍ଥୀ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଭୋଟ ଦେଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।
ଭାରତର ଅନେକ ଯୁବବର୍ଗ ପୋଷ୍ଟାଲ୍ ଚାକିରି ପାଇଁ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ଡାକ ସେବାରେ ଚାକିରି କରିବାକୁ ଇଚ୍ଛୁକ ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ ଇଣ୍ଡିଆନ୍ ପୋଷ୍ଟାଲ୍ ପେମେଣ୍ଟ୍ ବ୍ୟାଙ୍କ(IPPB) ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଆସନ୍ତା ମାସରେ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍ । ଏନେଇ ସମସ୍ତ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଇପିଏଲ ସରିବା ପରେ ପରେ ହିଁ ଆରମ୍ଭ ହୋଇଯିବ ଏହି ବିଶ୍ୱକପ୍ ମହାକୁମ୍ଭ । ଅଳ୍ପ କିଛିଦିନ ତଳେ ଭାରତୀୟ ଦଳ ନିଜର ଦଳ ଘୋଷଣା କରିଛି ।
ଗତ କିଛିଦିନ ତଳେ ପାଣି ବିନା ହନ୍ତସନ୍ତ ହେଉଥିବା ବେଙ୍ଗାଲୁରୁ ଆଜି ପାଣି ବହୁଳ ପାଲଟିଛି । ପ୍ରବଳ ବର୍ଷା ଫଳରେ ବେଙ୍ଗାଲୁରୁର ରାସ୍ତାଘାଟ ସବୁ ବୁଡ଼ି ଯାଇଛି । ଗତ ସୋମବାର ଦିନ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଥିଲା ।
'ପୁଷ୍ପା: ଦି ରାଇଜ୍'ରେ ଦମଦାର ଭିଲେନ୍' ଏସ୍ପି ଭଂୱର ସିଂହ ଶେଖାୱତ'ର ଭୂମିକା ଫହାଦ୍ ଫାଜିଲଙ୍କୁ ରାତାରାତି ତାରକା କରିଥିଲା। ଫହାଦଙ୍କ ଅଭିନୟ ଫିଲ୍ମକୁ ଅଧିକ ଆକର୍ଷଣୀୟ କରିଥିଲା। କିନ୍ତୁ, ନିକଟରେ ଅଭିନେତା ଏହି ଫିଲ୍ମକୁ ନେଇ ଏମିତି କିଛି କହିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ତେବେ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୩୮୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୩୫୦ ଟଙ୍କା ରହିଛି ।
ତଦନ୍ତ ପରେ ଡିଏନଏ ରିପୋର୍ଟରୁ ଏହା ସ୍ପଷ୍ଟ ହେଲା ଯେ ନାବାଳିକାର ବାପା ହିଁ ପିଲାର ଜନ୍ମକଲା ବାପା। ଏହାପରେ ସେ ଦୋଷୀ ସାବ୍ୟସ୍ତ ହେଲେ । ଜେଲ୍ ଯିବା ସହ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ଦେଲେ।
ସୋସିଆଲ୍ ମିଡିଆରେ ବେଳେବେଳେ ଧର୍ମେନ୍ଦ୍ରଙ୍କର ପୋଷ୍ଟ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥାଏ। ଏମିତି କିଛି ତାଙ୍କର ଶେଷ ଟ୍ୱିଟର ପୋଷ୍ଟରେ ମଧ୍ୟ ହୋଇଛି, ଯାହା ସୁପରଷ୍ଟାର ନିଜେ ଡିଲିଟ୍ କରିଛନ୍ତି। ଏହା କରିବା ପରେ ସେ ତାଙ୍କ ପ୍ରଶଂସକ ଏବଂ ଟ୍ୱିଟର ପରିବାରକୁ ମଧ୍ୟ କ୍ଷମା ମାଗିଛନ୍ତି।
ଚତୁର୍ଥ ଶ୍ରେଣୀର ଛାତ୍ର ବଂଶୀବେନ ମନୀଷଭାଇ ଦୁଇଟି ବିଷୟରେ ଫୁଲ୍ ମାର୍କରୁ ଯଥେଷ୍ଟ ଅଧିକ ନମ୍ୱର ରଖିଥିବା ରେଜଲ୍ଟ ବାହାରିଥିଲା। ସେ ଗୁଜରାଟୀରେ ୨୦୦ ରୁ ୨୧୧ ସ୍କୋର କରିଥିବାବେଳେ ଗଣିତ ସ୍କୋର ୨୦୦ରୁ ୨୧୨ ଲେଖାଯାଇଥିଲା
ଭୋଟ୍ ପାଇଁ ସ୍ପେଶାଲ୍ ଟାଟୁ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ସଚେତନା ସୃଷ୍ଟି ଏହାର ଲକ୍ଷ୍ୟ । ହେଲେ ଉପାୟ ବେଶ୍ ନିଆରା ।
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୭ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଭୋଟ୍ ଦେଇଛନ୍ତି ମୋଦି । ବୁଥକୁ ଚାଲି ଚାଲି ଆସିଥିଲେ ପ୍ରଧାନମନ୍ତ୍ରୀ ।