• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

India Protests Germany's Remarks
କେଜ୍ରିୱାଲଙ୍କ ଗିରଫ ପ୍ରସଙ୍ଗ: ଜର୍ମାନୀର ମନ୍ତବ୍ୟ ଉପରେ ଭାରତର କଡ଼ା ଆପତ୍ତି

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ହୋଇଥିବା ଏକ ପ୍ରଶ୍ନରେ ଜର୍ମାନୀ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଥିଲେ ଯେ, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଆମେ ଆଶା କରୁଛୁ ଏହି ମାମଲାରେ ନ୍ୟାୟପାଳିକାର ସ୍ବତନ୍ତ୍ରତତା ଏବଂ ଗଣତାନ୍ତ୍ରିକ ସିଦ୍ଧାନ୍ତ ପ୍ରତି ଧ୍ୟାନ ରଖାଯିବ।

Cash-For-Query Case
ଅଡୁଆରେ ଟିଏମସି ନେତ୍ରୀ ମହୁଆ ମୈତ୍ର; ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ CBI ରେଡ୍

ତେବେ ଦୁବାଇରେ ରହୁଥିବା ବିଜିନେସ୍ ଟାଇକୁନ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ସେ ଅର୍ଥ ବିନିମୟରେ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କୁ କାର୍ଯ୍ୟକାଳ ସରିବାର ଅଳ୍ପ କିଛି ମାସ ପୂର୍ବରୁ ପଦ ହରାଇବାକୁ ପଡ଼ିଛି।

Swami Sundar Gopal Das
ଦାମୀ ଚାକିରି ଛାଡ଼ିଲେ, ସନ୍ୟାସ ନେଲେ IIT ଗୋଲ୍ଡ ମେଡାଲିଷ୍ଟ, ଜାଣନ୍ତୁ କାହିଁକି...

ସେହି IIT ଗୋଲ୍ଡ ମେଡାଲିଷ୍ଟ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସନ୍ଦୀପ କୁମାର ଭଟ୍ଟ । ସନ୍ଦୀପ IIT ଦିଲ୍ଲୀରୁ ଇଞ୍ଜିନିୟରିଂ କରିଥିଲେ । ସେ ୨୦୦୨ ବ୍ୟାଚ୍‌ର ଗୋଲ୍ଡ ମେଡାଲିଷ୍ଟ ଥିଲେ।

Congress MLA
ବିଜେପିରେ ମିଶିଲେ ହିମାଚଳର ୬ ବିପ୍ଲବୀ ବିଧାୟକ, ରାଜ୍ୟସଭା ନିର୍ବାଚନ ବେଳେ କରିଥିଲେ କ୍ରସ୍‌ ଭୋଟିଂ

ହିମାଚଳ ପ୍ରଦେଶର ବିପ୍ଲବୀ ୬ କଂଗ୍ରେସ ବିଧାୟକ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

obscene-acts-with-minor-student
ଦ୍ୱିତୀୟ ଶ୍ରେଣୀର ଛାତ୍ରକୁ ଅସଦାଚରଣ ! କାନ୍ଦି କାନ୍ଦି ଘରେ କହିଲା ମାଡାମ୍ ମୋତେ...

ଦୁଇଦିନ ପୂର୍ବେ ସ୍କୁଲରେ ମଧ୍ୟାହ୍ନ ଭୋଜନରେ କଦଳୀ ଦିଆଯାଇଥିଲା। ଯାହାକି କଳା ପଡ଼ି ଖରାପ ହୋଇଯାଇଥିଲା। ଏନେଇ ପିଲାଟି ଘରକୁ ଆସି ବାପାଙ୍କୁ ଏ ବିଷୟରେ କହିଥିଲା ।

Arvind Kejriwal
କେଜ୍ରିୱାଲଙ୍କୁ ମହାଠକର ମେସେଜ୍, ୱେଲ୍‌କମ୍‌ ଟୁ ତିହାର ଜେଲ...!

ଏହା ପୂର୍ବରୁ ଯେତେବେଳେ ଇଡି BRS ନେତା କେ. କବିତାଙ୍କୁ ଗିରଫ କରିଥିଲା ସେତେବେଳେ ମଧ୍ୟ ସୁକେଶ ଏମିତି ଏକ ମେସେଜ୍ ଦେଇଥିଲା । ଏହା ମାର୍ଚ୍ଚ ୧୧ ତାରିଖର ଘଟଣା ।

MRP
ଖାଉଟି ସୁରକ୍ଷା ଆଇନ୍ କ’ଣ ? କାହିଁକି ଆରମ୍ଭ ହେଲା MRP...

୨୦୦୬ ମସିହାରେ ଭାରତ ସରକାର ସମସ୍ତ ଉତ୍ପାଦ ଉପରେ MRP ଲାଗୁ କରିବାକୁ ଏକ ନିୟମ ପ୍ରସ୍ତୁତ କରିଥିଲେ। ଏହା ଅଧୀନରେ, କୌଣସି ଦୋକାନୀ ପ୍ୟାକ୍ ହୋଇଥିବା ସାମଗ୍ରୀ, ପୋଷାକ, ଇଲେକ୍ଟ୍ରୋନିକ୍ ଜିନିଷ କିମ୍ବା ଅନ୍ୟ କୌଣସି ଜିନିଷକୁ MRP ବିନା ବିକ୍ରି କରିପାରିବେ ନାହିଁ।

Russia Attack
ଋଷରେ ଆତଙ୍କୀ ହମଲା: ଆଖିବୁଜିଲେ ୧୧୫, ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା

ମସ୍କୋର ଉତ୍ତର-ପଶ୍ଚିମ କ୍ରସନଗୋରସ୍କ ସହରରେ ଥିବା କ୍ରୋକସ୍‌ ସିଟି ହଲରେ ଏହି ବିସ୍ଫୋରଣ ଘଟିଛି। ଏହି ବଡ଼ ଧରଣର ବିସ୍ଫୋରଣ ଫଳରେ କନସର୍ଟ ହଲରେ ନିଆଁ ଲାଗିଯାଇଥିଲା ।

Sindoor
ବିବାହିତ ମହିଳାମାନେ ମଥାରେ ସିନ୍ଦୁର ନପିନ୍ଧିବା, ସ୍ୱାମୀଙ୍କ ପ୍ରତି ନିଷ୍ଠୁରତା: କୋର୍ଟ

କିଛି ଦିନ ହେବ ମହିଳା ଜଣକ ସ୍ୱାମୀଙ୍କଠାରୁ ଅଲଗା ହୋଇ ଅନ୍ୟ ଏକ ଘରେ ରହୁଛନ୍ତି । ତେଣୁ ସ୍ୱାମୀ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଉ ନ୍ୟାୟ ଭିକ୍ଷା କଲେ । କୋର୍ଟଙ୍କ ସମ୍ମୁଖରେ ନିଜ ବୈବାହିକ ଅଧିକାର ପାଇଁ ଆବେଦନ କଲେ ।

Crime
ସାହସିକତାର ଦେଲେ ପ୍ରମାଣ, ଲୁଟେରା ସହ ଲଢ଼ି ଘରୁ ବାହାର କରିଦେଲେ ମାଆ-ଝିଅ...ଦେଖନ୍ତୁ ଭିଡିଓ

ଚୋର ସହ ଲଢ଼ିଲେ ମାଆ ଓ ଝିଅ । ଲୁଟିବା ଉଦ୍ଦେଶ୍ୟରେ ଆସିଥିବା ଦୁଇଜଣ ସଶସ୍ତ୍ର ଚୋରଙ୍କ ସହ ଲଢ଼ିଥିଲେ ଉଭୟ ମାଆ ଝିଅ ।

Water
ପାଣି ବୋତଲରେ କାହିଁକି ଲେଖାଯାଏ ଏକ୍ସପାଏରି ଡେଟ୍...ଜାଣନ୍ତୁ...

ମାତ୍ର ଆପଣ ଜାଣନ୍ତି କି, ଟ୍ୟାପ୍ ଓ ନଦୀର ପାଣି କେବେ ଖରାପ ହୁଏନି। ଏସବୁର ଏକ୍ସପାଏରି ଡେଟ୍ ନାହିଁ। କାରଣ ଏହା ଜୈବିକ ପଦାର୍ଥ ନୁହେଁ ବରଂ ଏକ ରାସାୟନିକ ଯୌଗିକ ।

Instagram
ଠକିଦେଲା ଇନ୍‌ଷ୍ଟାଗ୍ରାମ ପ୍ରେମ ! ଦୁଷ୍କର୍ମ କରି ଷ୍ଟେସନ୍‌ରେ ଛାଡ଼ିଲା, ଫୋନ୍‌ ନେଇଗଲା...

ଦୁଷ୍କର୍ମ କରିବା ପରେ ତାଙ୍କୁ ପୁଣି ଷ୍ଟେସନ୍‌ରେ ଛାଡ଼ିଥିଲା । ଆଉ ଏକ ଲୋକାଲ ଟ୍ରେନ୍‌ ଟିକେଟ କରି ଧରାଇ ଦେଇଥିଲା ।

IAS officer
ସଂଘର୍ଷ ଆଣିଦେଲା ସଫଳତା; ବାପା ରିକ୍ସାଚାଳକ, ପୁଅ ପ୍ରଥମ ଚେଷ୍ଟାରେ ହେଲେ IAS

ଗୋବିନ୍ଦ ଉଚ୍ଚ ଶିକ୍ଷା ପାଇଁ ଗାଁ ଛାଡି ଦିଲ୍ଲୀ ଆସିଗଲେ। ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ବାପା ମଧ୍ୟ ତାଙ୍କ ପାଠପଢା ପାଇଁ ଜମି ବିକ୍ରି କରିଦେଇଥିଲେ । ରିକ୍ସା ଚଳାଇ ଗୋବିନ୍ଦଙ୍କୁ ଟଙ୍କା ପଠାଉଥିଲେ।

Ambani Family
କିଏ ସମ୍ଭାଳିଛି ରିଲାଏନ୍ସର ଏତେ ବଡ଼ ସାମ୍ରାଜ୍ୟ, କେଉଁ ପଦବୀରେ କିଏ ଅଧିଷ୍ଠିତ; ଜାଣନ୍ତି କି ..

ସ୍ୱର୍ଗତ ଧୀରୁଭାଇ ଅମ୍ବାନୀ ରିଲାଏନ୍ସ କମର୍ସିଆଲ୍ କର୍ପୋରେସନ୍ ପ୍ରତିଷ୍ଠା କରିଥିଲେ । ପରେ ୧୯୮୫ରେ ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡରେ ପରିବର୍ତ୍ତିତ ହୋଇଥିଲା । ଏହି କମ୍ପାନୀ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ ହୋଇଛି ।

WhatsApp New Feature
ହ୍ୱାଟ୍‌ସଆପ୍‌ ଆଣିଲା ଆଉ ଏକ ନୂଆ ଫିଚର, ଯାହା ଚାଟିଂକୁ କରିବ ଆହୁରି ସହଜ

ମେଟା CEO ମାର୍କ ଜୁକରବର୍ଗ ଓ ହ୍ୱାଟ୍ସଆପ୍‌ ମୁଖ୍ୟ ଉଭୟ ନିଜର ହ୍ୱାଟ୍ସଆପ୍‌ ଚ୍ୟାନେଲରେ ଏହି ଘୋଷଣା କରିଛନ୍ତି । ସେମାନେ ଲେଖିଛନ୍ତି ଏହା ନିଶ୍ଚିତ ଭାବେ ଚାଟ୍‌ ପ୍ରକ୍ରିୟାକୁ ସହଜ କରିବ

Bride Firing
ବିବାହ ଉତ୍ସବରେ ବନ୍ଧୁକ ଫୁଟାଇ ଭାଇରାଲ ହେଲେ ରିଭଲଭର ରାଣୀ..!

ଭିଡିଓରେ, ଊତ୍ତର ପ୍ରଦେଶର ଏକ ବିବାହ ଉତ୍ସବରେ ନବବଧୂ ବନ୍ଧୁକ ଚଳାଉଛନ୍ତି । ଥରେ ନୁହେଁ ବାରମ୍ବାର ଆକାଶକୁ ଗୁଳି ଫୁଟାଉଛନ୍ତି । ଭିଡିଓରେ ତାଙ୍କ ବର ମଧ୍ୟ ରହିଛନ୍ତି ।

gold necklace
Gold Price Today 23rd March 2024: ସାମାନ୍ୟ କମିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୮୨୦ ଟଙ୍କା ହୋଇଛି।

BJD-BJP
ବିଜେଡି ଛାଡ଼ିବା ପରେ କ’ଣ କରିବେ ଭର୍ତ୍ତୃହରି ? ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର୍

ବିଜେଡି ଛାଡିବା ପରେ କ’ଣ ହେବ ସାଂସଦ ଭର୍ତ୍ତୃହରି ମହତାବଙ୍କ ପରବର୍ତ୍ତୀ ପଦକ୍ଷେପ ? କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବ ବିଜେପିରେ ମିଶିବେ ବୋଲି କୁହାଯାଉଛି ।

World meteorological day 2024 know career option in field of meteorology
World Meteorological Day 2024: ପାଣିପାଗ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି… କରନ୍ତୁ ଏହି କୋର୍ସ

ପାଣିପାଗ ବିଜ୍ଞାନରେ ବିଶେଷଜ୍ଞ ଥିବା ବୃତ୍ତିଗତମାନଙ୍କୁ ପାଣିପାଗ ବିଜ୍ଞାନୀ, ଜଳବାୟୁ ବିଶେଷଜ୍ଞ ଏବଂ ବାୟୁମଣ୍ଡଳୀୟ ବୈଜ୍ଞାନିକ କୁହାଯାଏ। ଯଦି ଆପଣ ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗ ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା ଜାଣିବାକୁ ଆଗ୍ରହୀ, ତେବେ ଆପଣ ଏହି କ୍ଷେତ୍ରରେ କ୍ୟାରିୟର ମଧ୍ୟ କରିପାରିବେ।

CSK vs RCB
ପ୍ରଥମରୁ ମାଟି କାମୁଡ଼ିଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ, ଟେନ୍ନାଇ ଜିତିଲା ଉଦଘାଟନୀ ମୁକାବିଲା

ଗତକାଲି ଅନୁଷ୍ଠିତ ଉଦଘାଟନୀ ମୁକାବିଲା ଜିତି ନେଇଛି ଚେନ୍ନାଇ । ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ଫଳରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ।

Shaheed Divas 2024 why do we celebrate martyrs day
Shaheed Divas 2024: ଭାରତରେ କାହିଁକି ପାଳିତ ହୁଏ ଦୁଇଟି ‘ଶହୀଦ ଦିବସ’

ପ୍ରତିବର୍ଷ ୨୩ ମାର୍ଚ୍ଚକୁ ‘ଶହୀଦ ଦିବସ’ ଭାବରେ ପାଳନ କରାଯାଏ। ଏହି ଦିନ ଭାରତର ଅଗ୍ରଣୀ ଆନ୍ଦୋଳନକାରୀ ତଥା ବିପ୍ଳବୀମାନଙ୍କ ମଧ୍ୟରୁ ଭଗତ ସିଂହ ଶହୀଦ ହୋଇଥିଲେ। ଶତାବ୍ଦୀ ଶତାବ୍ଦୀ ଧରି ବ୍ରିଟିଶ ଦାସତ୍ୱରୁ ଭାରତକୁ ମୁକ୍ତ କରିବା ପାଇଁ ଅନେକ ପୁଅ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।

Panchang
Panchang Today 23rd March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଶନିବାର । ଚନ୍ଦ୍ର- ସିଂହ ଅହୋରାତ୍ର, ତିଥ- ୧୩ଶୀ ପ୍ରାତଃ ୦୭.୧୭ ଗତେ ୧୪ଶୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

These opposite food combinations is harmful avoid eating together
Health Tips: କେବେ ବି ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟର ମିଶ୍ରଣ; ହଜମ ପ୍ରକ୍ରିୟା ହୋଇପାରେ ଦୁର୍ବଳ

ବିଭିନ୍ନ ଖାଦ୍ୟର ପ୍ରକୃତି ଭିନ୍ନ ହୋଇଥାଏ। କିଛି ଖାଦ୍ୟ ଥଣ୍ଡା ପ୍ରକୃତିର ହୋଇଥିବା ବେଳେ କିଛି ଗରମ ପ୍ରକୃତିର ହୋଇଥାଏ। ଏପରି ପରିସ୍ଥିତିରେ ଥଣ୍ଡା ଏବଂ ଗରମ ଖାଦ୍ୟକୁ ଏକାଠି ଖାଇବା ଲାଭଦାୟକ ନୁହେଁ। ଆୟୁର୍ବେଦ ମତରେ ବିପରୀତ ଖାଦ୍ୟର ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ ଅନେକ ହାନୀକାରକ।

Russia
ଋଷ ସିଟିମଲରେ ଗୁଳିମାଡ଼; ଆତତାୟୀର ଗୁଳିରେ ଆଖି ବୁଜିଲେ ୬୦ ଜଣ

ଋଷ ସିଟି ମଲରେ ଗୁଳିମାଡ । ଭିଡ ଉପରେ ଅନ୍ଧାଧୁନ ଗୁଳି ଚଳାଇବା ସହ ବିସ୍ଫୋରଣ କରିଛନ୍ତି ଆତତାୟୀ । ଏଥିରେ ୬୦ ଜଣ ପ୍ରାଣ ହରାଇଛନ୍ତି । ଶତାଧିକ ଆହତ ହୋଇଛନ୍ତି ।

Arvind Kejriwal
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା ED

ଏହି ମାମଲାରେ ୯ ଥର ସମନ ପାଇବା ସତ୍ତ୍ୱେ ଇଡିରେ ହାଜର ହୋଇନଥିଲେ କେଜ୍ରିୱାଲ। ଫଳରେ ଗତକାଲି ରାତିରେ ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା ଇଡି ।