• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Delhi BJP
ନିର୍ବାଚନ ପାଇଁ ଦିଲ୍ଲୀ ବିଜେପିର ରଣନୀତି; ଆଲୋଚନା କଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା...

ଆସନ୍ତା ସାଧାରଣ ନିର୍ବାଚନ ଲାଗି ଦିଲ୍ଲୀ ବିଜେପିର ରଣନୀତି । ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନ ପ୍ରାର୍ଥୀଙ୍କ ସହ ଆଲୋଚନା ଆଲୋଚନା କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Delhi CM Arvind Kejriwal ,
‘କେଜ୍ରିୱାଲ ଦିଲ୍ଲୀ ମଦ ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ, ନୂଆ ନୀତି ତିଆରିରେ ଥିଲା ପ୍ରତ୍ୟକ୍ଷ ସଂପୃକ୍ତ’

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହିଁ ମଦ ନୀତି ଦୁର୍ନୀତିର କିଙ୍ଗପିନ । ଆଜି କୋର୍ଟରେ ହାଜର ପରେ ଇଡି ପକ୍ଷରୁ ଏହି ଦଲିଲ ଦିଆଯାଇଛି ।

Elephant pushes safari vehicle
ପର୍ଯ୍ୟଟକଙ୍କ ଗାଡ଼ିକୁ ଷୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ; ଚିତ୍କାର କଲେ ଲୋକ, ଦେଖନ୍ତୁ ଭିଡ଼ିଓ...

ହାତୀର ଅନେକ ଭିଡ଼ିଓ ଆପଣ ଦେଖିଥିବେ । ଅନେକ ଭିଡିଓ ଭାଇରାଲ୍ ମଧ୍ୟ ହୁଏ । କିନ୍ତୁ ଏହି ଭିଡ଼ିଓ ଦେଖିଲା ଆଶ୍ଚର୍ଯ୍ୟ ହୋଇଯିବେ । 

Arvind Kejriwal
ଇଡି ମୁଖ୍ୟାଳୟରେ ରାତି କାଟିଲେ କେଜ୍ରିୱାଲ; ‘ମିଳିଲାନି ବେଡ୍‌, ଶୋଇଲେ ତଳେ’

ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜାଣନ୍ତୁ କେମିତି କଟିଲା କେଜ୍ରିୱାଲଙ୍କ ପ୍ରଥମ ରାତି...

Want manager job with 220000 salary apply at sail
SAIL Recruitment 2024: ଆପଣ ୨ଲକ୍ଷ ଟଙ୍କା ପରେ ଦରମା ବାଲା ଚାକିରି ଚାହୁଁଛନ୍ତି କି… SAIL ରେ କରନ୍ତୁ ଆବେଦନ

ଅନେକ ଉଚ୍ଚଶିକ୍ଷିତଙ୍କ ଲକ୍ଷ ଭଲ ଚାକିରି ସାଙ୍ଗକୁ ଉଚ୍ଚ ଦରମା। ଆପଣ ଯଦି ଏହି ଲକ୍ଷରେ ଅଛନ୍ତି ତେବେ ସୁଯୋଗ ଆପଣଙ୍କ ହାତରେ। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (SAIL) ଏହି ସୁଯୋଗ ନେଇଆସିଛି।

Electoral bonds data
କେଉଁ କଂପାନୀ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ଦେଇଛି ସବୁଠୁ ଅଧିକ ଅର୍ଥ ? ଜାଣନ୍ତୁ...

ଭାରତୀୟ ନିର୍ବାଚନ କମିଶନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କଲା SBI । କିଏ କେଉଁ ରାଜନୈତିକ ଦଳକୁ କେତେ ଟଙ୍କା ଦେଇଛି ସେ ସମସ୍ତ ତଥ୍ୟ ଦେଲା ଷ୍ଟେଟବ୍ୟାଙ୍କ । 

Some amazing foods to gain weight in just 7 days
Health Tips: ଆପଣଙ୍କ ଶରୀର ଦୁର୍ବଳ ହୋଇଯାଉଛି, ଯାହା ଖାଇଲେ ଦେହରେ ଲାଗୁନି… ମାନନ୍ତୁ ଏହି ଟିପ୍ସ… ହେଇଯିବେ ସୁସ୍ଥ-ଶବଳ

ଯଦି ଆପଣ ଯଦି ପତଳା ଶରୀରକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଜିଠାରୁ ଚିନ୍ତା ଛାଡିଦିଅନ୍ତି। ଆଜିଠାରୁ କିଛି ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ। କ୍ୟାଲ୍‌ସିୟମ୍ ଏବଂ ପ୍ରୋଟିନ୍ ସହିତ ପୋଷକ ତତ୍ତ୍ୱରେ ଭରପୂର ଥିବା କିଛି ଖାଦ୍ୟ ଆପଣଙ୍କ ଶରୀରକୁ କରିଦେବ ପରିବର୍ତ୍ତନ ଆଉ ସ୍ୱାସ୍ଥ୍ୟରେ ଆଣିବ ଉନ୍ନତି।

 ED arresting Delhi CM Arvind Kejriwal
‘ମିଳିଲା କର୍ମର ଫଳ, ଦିନେ ମଦକୁ ବିରୋଧ କରୁଥିଲେ; ଆଜି ସେଇ ମଦ ପାଇଁ ଫସିଲେ’

କେଜ୍ରିୱାଲଙ୍କ ଗିରଫ ନେଇ ବଡ଼ ବୟାନ ଦେଇଛନ୍ତି ସମାଜସେବୀ ଆନ୍ନା ହାଜାରେ । ଆନ୍ନା ହାଜାରେ କହିଛନ୍ତି ଯେ, ସେ ମୋ କଥା ଶୁଣି ନ ଥିବାରୁ ମୁଁ ଦୁଃଖିତ ।

Tridha choudhary shared video in black swimsuit on beach
ସମୁଦ୍ର କୂଳରେ ମନ ମୋହିଲେ ‘ଆଶ୍ରମ’ର ବବିତା ଭାବି; ପ୍ରଶଂସକ କହିଲେ…

‘ଆଶ୍ରମ’ରେ ବବିତାଙ୍କ ଚରିତ୍ରରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ଅଭିନେତ୍ରୀ ତ୍ରିଧା ଚୌଧୁରୀଙ୍କ ଷ୍ଟାଇଲ୍ ଏବଂ ସୌନ୍ଦର୍ଯ୍ୟରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏବେ ସେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛନ୍ତି। ବବିତା ଭାବି ସମୁଦ୍ର କୂଳରେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ନଜର ଆସିଛନ୍ତି।

US surgeons perform first pig-to-human kidney transplant
ଚିକିତ୍ସା ବିଜ୍ଞାନର ଆଉ ଏକ ମାଇଲଷ୍ଟୋନ; ମଣିଷ ଶରୀରରେ ଘୁଷୁରି କିଡନୀର ସଫଳ ପ୍ରତିରୋପଣ

ସ୍ଲାଏମାନ ଦୀର୍ଘବର୍ଷ ଧରି କିଡନୀ ଜନିତ ରୋଗରେ ପୀଡିତ ଅଛନ୍ତି। ଡାୟଲିସିସର ସାତ ବର୍ଷ ପରେ ୨୦୧୮ ରେ ଏହି ଡାକ୍ତରଖାନାରେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା। ମାତ୍ର ପାଞ୍ଚ ବର୍ଷ ପରେ ସେହି କିଡନୀ କାମ କରିବା ବନ୍ଦ ହୋଇଯାଇଥିଲା।

CSK vs RCB
ଆଜିଠୁ ଫଟାଫଟ କ୍ରିକେଟ ଧମାକା; ସାମ୍ନାସାମ୍ନି ହେବେ ବିରାଟ-ଧୋନି

ଆଜିଠୁ ଆଇପିଏଲ୍ ଆରମ୍ଭ ହେଉଥିବା ବେଳେ ଗତକାଲି ଅଚାନକ୍ କ୍ୟାପଟେନ୍ ପଦରୁ ଓହରିଥିଲେ ମହେନ୍ଦ୍ର ସିଂ ଧୋନି। ଆଜି ରାତି ୮ଟାରେ ମ୍ୟାଚ୍ ଆରମ୍ଭ ହେବ।

under-construction bridge collapses in Bihar
ଚାଲିଥିଲା ବ୍ରିଜ ନିର୍ମାଣ, ହଠାତ୍ ମଝିରୁ ଭାଙ୍ଗିଗଲା...ଦେଖନ୍ତୁ ଭିଡିଓ

ସୁପୌଲର ବକୌରରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠୁ ଲମ୍ବା ସଡ଼କ ବ୍ରିଜ୍ । ଆଜି କାମ ଚାଲିଥିବା ବେଳେ ହଠାତ୍ ବ୍ରିଜଟି ମଝିରୁ ଭାଙ୍ଗିଯାଇଥିଲା।

A five-year-old girl was kidnapped by her uncle for ransom
ମୁକୁଳାଇବା ପାଇଁ ଟଙ୍କା ଯୋଗାଡ଼ କରିପାରିଲେନି ବାପା...ଅପହରଣ ପରେ ମାରି ଫିଙ୍ଗିଦେଲା ଦାଦା

ଗୁରୁବାର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୋଲିସ। ଏହାପରେ ଫାରୁରା ନିକଟରେ ଥିବା ସୋରିଷ କ୍ଷେତରୁ ଶିଶୁଟିର ମୃତଦେହ ମିଳିଥିଲା। ଅପହରଣ ଓ ହତ୍ୟା ନେଇ ପୋଲିସ ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଥିଲା।

Ten easy way how to save your own water
World Water Day 2024: ନିଜ ଘରର ପାଣିକୁ ସଂରକ୍ଷଣ କରିବା ନେଇ ୧୦ଟି ସହଜ ଉପାୟ

ଜଳ ହିଁ ଜୀବନ। ଜଳ ବିହୁନେ ସୃଷ୍ଟି ନାଶ। ଆଜି ସାରା ବିଶ୍ୱ ଜଳ ସଂକଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ଜଳ ସଂରକ୍ଷଣ ଜରୁରୀ ହୋଇପଡିଛି। ଏନେଇ ସମସ୍ତଙ୍କ ଭୂମିକା ଜରୁରୀ। ତେବେ ଆସନ୍ତୁ ନିଜ ଘର ଜଳକୁ ବଞ୍ଚେଇବା ପାଇଁ ୧୦ଟି ସହଜ ଉପାୟ ଜାଣିନେବା।

Panchang Today
Panchang Today 22nd March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Arvind Kejriwal
'ଜେଲ ଭିତରୁ ସରକାର ଚଳାଇବେ କେଜ୍ରିୱାଲ'

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ ହେବା ପରେ, ଏବେ କିଏ ଚଳାଇବ ଦିଲ୍ଲୀ ସରକାର ? କାହା ହାତକୁ ଯିବ କ୍ଷମତାର ମଙ୍ଗ ? ଆପ୍ କହୁଛି ଯେ, ଜେଲ ଭିତରୁ ସରକାର ଚଳାଇବେ କେଜ୍ରିୱାଲ।

Arvind Kejriwal
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କଲା ଇଡି।

Arvind Kejriwal
ଅରବିନ୍ଦ କେଜରିୱାଲଙ୍କ ଘରେ ପଶିଲା ED ଟିମ୍‌

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ହଠାତ୍‌ ସକ୍ରିୟ ହୋଇ ଉଠିଛି ଇଡି। ଆଜି ୱାରେଣ୍ଟ ଧରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚି ଯାଇଛି ଇଡି ଟିମ।

Kuldiha Sanctuary
ଶିକାରୀଙ୍କୁ ଭଡ଼ାରେ ମିଳୁଛି ବନ୍ଧୁକ; ଜଙ୍ଗଲରେ ଚାଲିଛି ବେଧଡ଼କ କାରଖାନା ! 

କୁଳଡିହା ଜଙ୍ଗଲରେ ଭଡ଼ାରେ ମିଳୁଛି ବନ୍ଧୁକ । ଏଥିପାଇଁ ଜଙ୍ଗଲରେ ରହିଛି ଦେଶୀ ବନ୍ଧୁକ କାରଖାନା । ବେଧଡ଼କ ବିକ୍ରି ହେଉଛି, ଭଡ଼ାରେ ବି ମିଳୁଛି ।

Pak Economy Crisis
ପାକିସ୍ତାନର ବଡ଼ ଫଇସଲା, ମାଗଣାରେ କାମ କରିବେ ଲୋକ ପ୍ରତିନିଧି

ଦେଶ ସଙ୍କଟ ଦେଇ ଗତି କରୁଥିବାରୁ ଶେହବାଜ ସରିଫ୍‌ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ନ ନେବାକୁ ନିଷ୍ପତ୍ତି ନେଇଛନ୍ତି।

JEE Exams Preparation
JEE ପରୀକ୍ଷା ପାଇଁ ହଜିଗଲାଣି ନିଦ; ଦିନକୁ ଶୋଉଛନ୍ତି ଏତିକି ଘଣ୍ଟା..ଫଟୋ ଭାଇରାଲ୍‌

JEE ପରୀକ୍ଷାରେ ସଫଳ ହେବା ପାଇଁ ଶୋଇବା ଭୁଲିଗଲେଣି ଛାତ୍ରଛାତ୍ରୀ। ଦିନକୁ ମାତ୍ର ଶୋଉଛନ୍ତି ସାଢ଼େ ୪ ଘଣ୍ଟା। ତେବେ ମିଷ୍ଟର ଆର୍‌ ସି ନାମକ ଜଣେ ଏକ୍ସ ୟୁଜର ନିଜ ସାଙ୍ଗର ପରୀକ୍ଷା ଟାଇମ୍‌ ଟେବୁଲ୍‌କୁ ସେୟାର କରିଛନ୍ତି।

Electoral Bond
ସୁପ୍ରିମକୋର୍ଟଙ୍କ ତାଗିଦ୍‌ ପରେ ଚେତିଲା SBI, ଇଲେକ୍ଟୋରାଲ ବଣ୍ଡ ନେଇ ECIଙ୍କୁ ଦେଲା ସବୁ ତଥ୍ୟ

ଇଲେକ୍ଟୋରାଲ ବଣ୍ଡ ନେଇ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛି SBI।

Rahul Gandhi
ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ବନ୍ଦ; ରାହୁଲ କହିଲେ, ଫ୍ଲାଇଟ୍‌ ଛାଡ଼ନ୍ତୁ, ଟ୍ରେନ୍‌ରେ ଯିବାକୁ ବି ଟଙ୍କା ନାହିଁ

ଦିଲ୍ଲୀରେ ଆୟୋଜିତ ଏକ ପ୍ରେସମିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରମୁଖ ଏନେଇ ବିଜେପି ବିରୋଧରେ ବର୍ଷିଛନ୍ତି।

footwear made from his skin
ଥିଲେ ଦୁର୍ଦ୍ଦାନ୍ତ ଅପରାଧୀ... ରାମାୟଣ ପଢ଼ି ବଦଳିଗଲା ଜୀବନ...ମା’ଙ୍କୁ ଦେଲେ ନିଜ ଚର୍ମରେ ତିଆରି ଚପଲ

ରାମାୟଣ ପଢ଼ିବା ପରେ ଦୁର୍ଦ୍ଦାନ୍ତ ଅପରାଧୀ ରୈନକ ଗୁଜରଙ୍କ ଜୀବନ ବଦଳି ଯାଇଛି ।

Artificial Intelligence
ଆପଣ କେତେ ଦିନ ବଞ୍ଚିବେ? AI କହିଦେବ ମୃତ୍ୟୁ ସମୟ

କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ.. ବର୍ତ୍ତମାନ ପ୍ରାୟ ସବୁ କ୍ଷେତ୍ରରେ ବ୍ୟବହାର ହେଉଛି । AI ରେ ଯେଉଁ ଦେଶ ଯେତେ ଉନ୍ନତ, ସେ ଦେଶ ସେତେ ଶକ୍ତିଶାଳୀ । ବହୁ କାର୍ଯ୍ୟରେ AI ବ୍ୟବହାର କରୁଛି ମଣିଷ ।