• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Viral Video
ଭିଡିଓ କଲ୍‌ରେ ଅନ୍ତିମ ସଂସ୍କାର ଆଟେଣ୍ଡ କରୁଥିଲେ, କ୍ୟାମେରା ଅନ୍‌ ରଖି ଗାଧୋଇବାକୁ ଚାଲିଗଲେ

ଭିଡିଓ କଲ୍‌ରେ ଥାଇ ସେ ଗାଧୋଇବାକୁ ଚାଲିଗଲେ । ଏହି ସମୟରେ ତାଙ୍କ କ୍ୟାମେରା ମଧ୍ୟ ଅନ୍‌ ରହିଥିଲା ।

Digital Beggar
'ଡିଜିଟାଲ୍ ଭିକାରୀ': ଫୋନ୍ ପେ’ QR କୋଡ୍ ଧରି କରୁଛନ୍ତି ଭିକ୍ଷା ବୃତ୍ତି, ଦେଖନ୍ତୁ ଭିଡ଼ିଓ...

ଫୋନ୍ ପେ’ରେ ଭିକ୍ଷା ବୃତ୍ତି । ଆଶ୍ଚର୍ଯ୍ୟ କଲେ ବି ସତ ! ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । 

Daily wages
ବିଢ଼ବ ଦିନ ମଜୁରିଆଙ୍କ ପାରିଶ୍ରମିକ, ଏଣିକି ନ୍ୟୁନତମ ବେତନ ନୁହେଁ ଜୀବନଯାପନ ବେତନ

ରାଷ୍ଟ୍ରୀୟ ବେତନ ସ୍ତର ସବୁ ରାଜ୍ୟରେ ଲାଗୁ କରିବା ବାଧ୍ୟତାମୂଳକ ହୋଇନାହିଁ, ତେଣୁ କିଛି ରାଜ୍ୟରେ ଦିନକୁ ୧୭୬ ଟଙ୍କାରୁ ବି କମ୍‌ ମଜୁରୀ ଦିଆଯାଉଛି ।

bhel recruitment 2024 apply for engineer and manager posts
BHEL Recruitment: BHELରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ମାସକୁ ଦରମା ୨.୬ ଲକ୍ଷରୁ ଅଧିକ

ଭାରତ ସରକାରଙ୍କ ଅଧିନରେ ଥିବା ବିଭିନ୍ନ କମ୍ପାନୀ ମଧ୍ୟରେ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (BHEL) ଅନ୍ୟତମ। ଏଠାରେ ଚାକିରି କରିବାକୁ ପ୍ରାୟ ଯୁବକ ଆଗ୍ରହୀ। ଆପଣ ଯଦି ସେହି ଆଶାୟୀମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। BHEL ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Cheistha Kochar
ରାସ୍ତା ଦୁର୍ଘଟଣାରେ ଚାଲିଗଲା ଝିଅ, ସ୍ମୃତି ସାଇତିବା ପାଇଁ ପେଜ୍ ତିଆରି କଲେ ବାପା

ଟ୍ରକ ଧକ୍କାରେ ଭାରତୀୟ ଯୁବତୀଙ୍କ ମୃତ୍ୟୁ । ଗତ ସପ୍ତାହରେ ସେଣ୍ଟ୍ରାଲ ଲଣ୍ତନରେ ଏହି ଘଟଣାଟି ଘଟିଥିଲା । ସାଇକେଲ ଚଳାଇ ସେ ନିଜ ଘରକୁ ଫେରୁଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

Fake Notes Seized
ଜେଲ୍‌ରୁ ଶିଖିଲେ ପ୍ରିଣ୍ଟିଂ କୌଶଳ; ଖଲାସ ପରେ ଛାପିଲେ ଜାଲି ନୋଟ୍‌

ଜେଲ୍‌ ଯାଇଥିଲେ ଭଲ ମଣିଷ ହେବେ ବୋଲି। ମିଳିଥିଲା ଧନ୍ଦାମୂଳକ ପ୍ରଶିକ୍ଷଣ। ହେଲେ ତାହାକୁ ଭୁଲ ବାଟରେ ଲଗାଇ ଏବେ ପୁଣି ଜେଲ୍‌ ଗଲେ।

 Water Crisis
କଠୋର ହେଲେ ସରକାର; ପାଣି ନଷ୍ଟ କରି ୨୨ଟି ପରିବାର ଦେଲେ ୫୦୦୦ ଫାଇନ୍‌...

ଜଳ ନଷ୍ଟ କରି ଗଣିଲେ ଟଙ୍କା । ୧୦୦ କି ୨୦୦ ଟଙ୍କା ନୁହେଁ ୨୨ଟି ପରିବାର ଦେଇଛନ୍ତି ଘର ପିଛା ୫୦୦୦ ଟଙ୍କା । 

LIC Kanyadan Policy
LICର ବମ୍ପର ସ୍କିମ୍‌: ଝିଅ ବିବାହର ଚିନ୍ତା ଗଲା; ଜମା କରନ୍ତୁ ୧୨୧ ଟଙ୍କା, ମିଳିବ ୨୭ ଲକ୍ଷ !

LIC Kanyadan Policy: LICର ଖାସ୍ ପଲିସିରେ ପ୍ରତିଦିନ ଆପଣ ଯଦି ୧୨୧ ଟଙ୍କା ଜମା କରନ୍ତି, ତେବେ ୨୫ ବର୍ଷରେ ଆପଣ ୨୭ ଲକ୍ଷ ଟଙ୍କା ପାଇ ପାରିବେ। ଏହି ପଲିସିର ନାଁ କନ୍ୟାଦାନ ଯୋଜନା ରଖାଯାଇଛି ।

Kangana ranaut ready to fight loksabha election as bjp candidate
ଟ୍ୱିଟ୍‌କୁ ନେଇ ଟ୍ରୋଲ୍ ହେଲେ କଙ୍ଗନା; କହୁଥିଲେ ହିମାଚଳ ପ୍ରଦେଶରୁ ଲଢିବେ ନାହିଁ…

ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି କଙ୍ଗନା ରାଣାୱତଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ସ୍ଥାନ ଦେଇଛି। ଅଭିନେତ୍ରୀ ମଧ୍ୟ ଏହା ଚାହୁଁଥିଲେ। ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇ ବିଜେପିରୁ ଟିକେଟ୍‌ ପାଇଥିବାରୁ କଙ୍ଗନା ରାଣାୱତ ଖୁସି ବ୍ୟକ୍ତ କରିଛନ୍ତି। କିନ୍ତୁ ତାଙ୍କର ଏକ ପୁରୁଣା ଟ୍ୱିଟ୍ ପାଇଁ ସୋସିଆଲ୍ ମିଡିଆରେ କିଛି ଲୋକ ତାଙ୍କୁ ଟ୍ରୋଲ୍‌ କରୁଛନ୍ତି।

alcohol
ଡାକ୍ତରଙ୍କ ପାଟିରୁ ବାହାରୁଥିଲା ଭଣଭଣ ମଦ ଗନ୍ଧ; ଉଠାଇନେଲା ପୋଲିସ୍

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚିତ କରାଯାଇଛି।ସ୍ୱାସ୍ଥ୍ୟ ବିଭାଗ ଉପନିର୍ଦ୍ଦେଶକ ଡା କଞ୍ଚନ ୱାନେରେ କହିଛନ୍ତି ଯେ ଚିକିତ୍ସା ସେବା ସହକାରୀ ନିର୍ଦ୍ଦେଶକ ଡାକ୍ତର ପ୍ରମୋଦ ଗାଭାଇଙ୍କ ଅଧୀନରେ ତଦନ୍ତ ଆରମ୍ଭ ହୋଇଛି।

Wedding Card
ନିଆରା ନିମନ୍ତ୍ରଣ ପତ୍ର.. ବର ପିତା କହିଲେ, ଗିଫ୍ଟ ଆଣନି ମୋଦିଙ୍କୁ ଭୋଟ ଦିଅ

ପୁଅର ବିବାହ ଭୋଜିରେ ଅତିଥିଙ୍କୁ ଉପହାର ଆଣିବାକୁ ମନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟ୍‌ ଦେବା ପାଇଁ ଅପିଲ୍‌ କଲେ ବର ପିତା।

Kanguva director siva explains the meaning of kanguva
ନିର୍ମାତା ଫିଲ୍ମର ଟାଇଟଲ୍ କାହିଁକି ରଖିଲେ ‘କଙ୍ଗୁଭା’; କ’ଣ ଏହାର ମାନେ

ନିକଟରେ ‘କଙ୍ଗୁଭା’ର ଟିଜର୍ ରିଲିଜ୍ ହୋଇଥିଲା। ଟିଜରରେ ସୂର୍ଯ୍ୟ ସିଙ୍ଘମ୍ ଏବଂ ‘ଆନିମଲ୍‌’ର ଅବରାର ବା ‘କଙ୍ଗୁଭା’ର ଉଧିରନ୍‌ର ଜବରଦସ୍ତ ଷ୍ଟାଇଲ୍‌ ଦେଖି ଲୋକଙ୍କ ଉତ୍ସାହ ଆହୁରି ବଢିଯାଇଛି। ଫିଲ୍ମର ଟାଇଟଲ୍‌କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଏହାର ମାନେ କ’ଣ? ଫିଲ୍ମର ଟାଇଟଲ ଏମିତି କାହିଁକି ରଖାଗଲା? ଆପଣଙ୍କ ମନରେ ଯଦି ଏଭଳି କିଛି ପ୍ରଶ୍ନ ସୃଷ୍ଟି ହେଉଛି ତେବେ ଏବେ ସ୍ପଷ୍ଟ ହୋଇଯାଆନ୍ତୁ।

 Lunar eclipse on Holi
ହୋଲିରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ; କେମିତି ରହିବ ପ୍ରଭାବ ? କାହା ପାଇଁ ଶୁଭ, କାହା ପାଇଁ ଅଶୁଭ...ଜାଣନ୍ତୁ...

ହୋଲିରେ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ୨୦୨୪ ମାର୍ଚ୍ଚ ୨୫ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି । ଦୋଳ ପୂର୍ଣ୍ଣିମାରେ ଏହି ଚନ୍ଦ୍ରଗ୍ରହଣ ଲାଗୁଛି ।

Hardik Pandya & Rohit Sharma
ପାଣ୍ତ୍ୟାଙ୍କ ହରକତ୍‌କୁ ନେଇ ଖପ୍ପା ଫ୍ୟାନ୍ସ; କହିଲେ ଏମିତି କଥା..ଦେଖନ୍ତୁ ଭିଡିଓ

ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଲଟନକୁ ମାତ୍ ଦେଇଛି ଟାଇଟନ୍ସ ଟିମ୍। ପାଣ୍ତ୍ୟାଙ୍କ ହରକତ୍‌କୁ ନେଇ ଅସନ୍ତୋଷ ପ୍ରକାଶ କଲେ ଫ୍ୟାନ୍ସ।

MP hospitalised consuming pesticide
ଲୋକସଭା ଆସନ ପାଇଁ ମିଳିଲାନି ଟିକେଟ୍: ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସାଂସଦ

ଏ. ଗଣେଶମୂର୍ତ୍ତି ଏବେ ତାମିଲନାଡ଼ୁର ଇରୋଡ ଲୋକସଭା ଆସନରୁ ଏମ୍‌ପି ଅଛନ୍ତି। ସେ MDMK ଦଳରୁ ଗତଥର ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ । ମାତ୍ର ଆସନ୍ତା ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ।

Viral video a village woman speak English fluently
Viral Video: ଏହି ଗାଉଁଲି ମହିଳାଙ୍କ ଇଂରାଜୀ ଶୁଣି ଲାଜରେ ନଇଁଯିବେ ପ୍ରଫେସର୍

ଭାଇରାଲ୍ ହେଉଛି ଗାଉଁଲି ମହିଳାଙ୍କ ଭିଡିଓ। ଏହି ଭିଡିଓରେ ମୁଣ୍ଡରେ ଓଢଣୀ ଦେଇଥିବା ଏହି ଗ୍ରାମୀଣ ମହିଳା କେବଳ ଇଂରାଜୀ କୁହନ୍ତି ନାହିଁ ବରଂ ଇଂରାଜୀ କିପରି କହିବାକୁ ହୁଏ ତାହା ମଧ୍ୟ ଲୋକଙ୍କୁ ଶିଖାନ୍ତି। କୁହାଯାଉଛି ଯେ ମହିଳା ଜଣକ ମାତ୍ର ଦ୍ୱାଦଶ ପାଶ୍‌ କରିଛନ୍ତି, ଏହା ସତ୍ତ୍ୱେ ସେ ଆଶ୍ଚର୍ଯ୍ୟଜନକ ଭାବରେ ଇଂରାଜୀ କହୁଥିବା ଦେଖାଯାଏ।

Signs that a boy likes you secretly but is hiding
Relationship Tips: ପ୍ରେମର ୫ ସଂକେତ; ଜାଣନ୍ତୁ ପୁଅଟି ଆପଣଙ୍କୁ ଭଲ ପାଉଛି କି ନାହିଁ

ଅନେକ ଅଛନ୍ତି ନିଜ ଭାବନାକୁ ପ୍ରକାଶ କରିପାରନ୍ତି ନାହିଁ। ତେବେ କାହା ପ୍ରତି ନିଜର ଭାବନା ପ୍ରକାଶ କରିବା ସମସ୍ତଙ୍କ ପାଇଁ ସହଜ ନୁହେଁ। ଏପରି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣ କିଛି ନ କହି ବି ଜଣଙ୍କର ମନକୁ ଜାଣିପାରିବେ, ସେ ପ୍ରକୃତରେ କ’ଣ କହିବାକୁ ଯାଉଛି ବୁଝିପାରିବେ। ତେବେ ଆସନ୍ତୁ ସେହି ଟିପ୍ସଗୁଡିକ ଜାଣିବା।

Mahakal Temple Ujjain
ମହାକାଳ ମନ୍ଦିରରେ ଅଗ୍ନିକାଣ୍ଡ; ଭସ୍ମ ଆଳତି ବେଳେ ଗର୍ଭଗୃହରେ ଲାଗିଲା ନିଆଁ, ୧୩ ଆହତ

ଭସ୍ମ ଆଳତି ବେଳେ ଅବିର ପକାଯିବାରୁ ତତ୍‌କ୍ଷଣାତ ସେଥିରୁ ନିଆଁ ବ୍ୟାପିଥିବା କୁହାଯାଉଛି। ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Yoga mudras for hair growth that reduce hair fall
Yogasana: ଦୈନିକ କରନ୍ତୁ ଏହି ଚାରି ଯୋଗାସନ; ଚୁଟି ଝଡ଼ିବନି କି ପାଚିବନି

ଅନେକ ଲୋକଙ୍କ ଚୁଟି ବହୁତ ଦୁର୍ବଳ, ପତଳା ଏବଂ କମଜୋର ହୋଇଥାଏ। ଏହା ସହିତ ବୟସ ବଢିବା ସହିତ ଚୁଟି ରଙ୍ଗ ମଧ୍ୟ କମିବା ଆରମ୍ଭ କରେ। ଯେଉଁମାନେ ଏଭଳି ସମସ୍ୟାରେ ପୀଡିତ, ସେମାନେ କିଛି ବିଶେଷ ଯୋଗାସନ ଜାଣିବା ଦରକାର, ଯାହାକୁ ଦୈନନ୍ଦିନ କରିବା ଦ୍ୱାରା ଚୁଟି ଝଡିବା ବନ୍ଦ ହେବା ସହିତ ଚୁଟି ମୋଟା ହେବା ଆରମ୍ଭ ହେବ।

Panchang
Panchang Today 25th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଜମି କ୍ରୟ କରନ୍ତୁ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୫ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

 arun govil
୧୧୧ ଜଣଙ୍କ ପ୍ରାର୍ଥୀ ତାଲିକା ଜାରି କଲା BJP... ମିରଟରୁ ଅରୁଣ ଗୋଭିଲ, ମଣ୍ତିରୁ ଲଢିବେ କଙ୍ଗନା

ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ଆଜି ପ୍ରକାଶ ପାଇଥିବା ତାଲିକାରେ ବିଜେପି ୧୧୧ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।  ଓଡ଼ିଶାର ୧୮ ଜଣ ପ୍ରାର୍ଥୀଙ୍କ ନାଁ ମଧ୍ୟ ରହିଛି...

IPL 2024
IPL 2024: LIVE ମ୍ୟାଚ୍‌ରେ ରୋଚକ ଦୃଶ୍ୟ; ଛିଡ଼ିଲା କ୍ୟାମେରା ତାର, ବନ୍ଦ ରହିଲା ଖେଳ...

ଆଇପିଏଲ୍‌ ୨୦୨୪ର ୪ର୍ଥ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ମଧ୍ୟରେ ଜାରି ରହିଛି । କିନ୍ତୁ ମ୍ୟାଚ୍‌ ଆରମ୍ଭରୁ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ପାଖାପାଖି ୭ ମିନିଟ୍‌ ପର୍ଯ୍ୟନ୍ତ ବନ୍ଦ ରହିଥିଲା ମ୍ୟାଚ୍‌ ।

Defense Minister Rajnath Singh
ସୀମାରେ ଯବାନଙ୍କ ସହ ହୋଲି ଖେଳିଲେ ରାଜନାଥ ସିଂ

ସୀମାରେ ଯବାନଙ୍କ ସହ ହୋଲି ଖେଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଲେହ ମିଲିଟାରୀ କ୍ୟାମ୍ପ ଯାଇ ସେଠାରେ ଯବାନଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ରଙ୍ଗ ଲଗାଇଥିଲେ। 

Mobile Blast
ମୋବାଇଲ୍ ଫାଟିବା ପରେ ଜଳିଗଲା ଘର...୪ଭାଇଭଉଣୀ ଜୀବନ୍ତ ଦଗ୍ଧ, ବାପା-ମା’ ଗୁରୁତର

ପ୍ରାଣ ହରାଇଥିବା ୪ଭାଇଭଉଣୀଙ୍କ ବୟସ ୧୦ବର୍ଷରୁ କମ୍। ସେମାନଙ୍କ ମଧ୍ୟରେ ଜଣେ ଶିଶୁ ରହିଛି।

TB Vaccine
ଯକ୍ଷ୍ମା ମୁକ୍ତ ହେବ ଭାରତ: ବୟସ୍କଙ୍କଠାରେ MTBVAC ଟିକାର କ୍ଲିନିକାଲ୍ ପରୀକ୍ଷଣ

ବାୟୋଫାବ୍ରି ସହଯୋଗରେ ଭାରତ ବାୟୋଟେକ୍ ଦ୍ୱାରା ଏହି ପରୀକ୍ଷଣ କରାଯାଇଛି। MTBVACର ନିରାପତ୍ତା ଏବଂ ପ୍ରତିରୋପଣର ମୂଲ୍ୟାଙ୍କନ ପାଇଁ ପରୀକ୍ଷା ଏକ ପ୍ରମୁଖ ସୁରକ୍ଷା, ପ୍ରତିରୋପଣ ଏବଂ କାର୍ଯ୍ୟକ୍ଷମତା ପରୀକ୍ଷା ସହିତ ଆରମ୍ଭ ହୋଇଛି ।