• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Amitabh bachchan film fakt purusho maate trailer out
Trailer Release: ଅମିତାଭ ବଚ୍ଚନଙ୍କ ଏହି ଫିଲ୍ମର ଟ୍ରେଲର୍ ରିଲିଜ୍; ନିଆରା ଭୂମିକାରେ ଦେଖାଦେବେ ବିଗ୍ ବି'

ଅମିତାଭ ବଚ୍ଚନ ବର୍ତ୍ତମାନ 'କଲ୍‌କୀ ୨୮୯୮ ଏଡି' ଫିଲ୍ମର ସଫଳତାକୁ ଉପଭୋଗ କରୁଛନ୍ତି। ବର୍ତ୍ତମାନ ଅମିତାଭ ଫିଲ୍ମ 'ଫକ୍ତ୍ ପୁରୁଷୋ ମାତେ' ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିବେ।

Income tax returns
ହ୍ୱାଟ୍ସଆପରେ ବି କରିହେବ ଇନକମ ଟ୍ୟାକ୍ସ ଫାଇଲିଂ, ଜାଣନ୍ତୁ ଉପାୟ..

ହ୍ୱାଟ୍ସଆପ ମାଧ୍ୟମରେ ହେଉଛି ଆୟକର ରିଟର୍ଣ୍ଣ ଦାଖଲ । ଟ୍ୟାକ୍ସ ଫାଇଲିଂକୁ ଅଧିକ ସରଳ ଓ ସୁଗମ କରିବା ପାଇଁ ନୂଆ ବିକଳ୍ପ ।

NABARD Recruitment 2024  Apply for 102 posts
NABARD Recruitment 2024: NABARD ରେ ପୂରଣ ହେବ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ; ସୁଯୋଗ ନେବେ ଏହି ପିଲା

NABARDରେ ଚାକିରି ପାଇବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏନେଇ NABARD ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

UPSC Case
ଦିଲ୍ଲୀ ଟ୍ରାଜେଡ଼ି ... ଆହୁରି ୧୦ରୁ ୧୨ IAS ଆଶାୟୀ ନିଖୋଜ : ପପୁ ଯାଦବ

ଗତ କିଛିଦିନ ତଳେ ଦିଲ୍ଲୀ କେସ୍‌ ତ ଆପଣମାନଙ୍କର ମନେ ଥିବ । ବେସ୍‌ମେଣ୍ଟରେ ପାଣି ପଶିଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

Whatsapp
ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍ ? କ’ଣ କହିଲେ ସରକାର...

ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍ ? ଏବେ ଏମିତି ଆଶଙ୍କାକୁ ନେଇ ଚିନ୍ତାରେ ଭାରତୀୟ ହ୍ୱାଟ୍ସଆପ୍ ୟୁଜର୍ସ ।

International Friendship Day 2024 six tips to make strong friendship
International Friendship Day 2024: ନିଜ ବନ୍ଧୁତାକୁ ସବୁଦିନ ମଜବୁତ ରଖିବା ପାଇଁ ଏହି ୬ଟି ଦିଗକୁ ଦୃଷ୍ଟି ଦିଅନ୍ତୁ

କୌଣସି ବି ବ୍ୟକ୍ତି ନିଜ ବନ୍ଧୁଠାରୁ ଅଲଗା ହେବାକୁ ଚାହାନ୍ତି ନାହିଁ। କିନ୍ତୁ ବେଳେବେଳେ ଏମିତି ସମୟ ଆସିଥାଏ ଭଲ ବନ୍ଧୁ ବି ପର ହୋଇଯାଏ। ଏଭଳି ପରିସ୍ଥିତିକୁ ଏଡେଇବା ପାଇଁ କେତେକ ଦିଗ ପ୍ରତି ଧ୍ୟାନଦେବା ନିହାତି ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିନେବା।

Manu Bhaker
Paris 2024 Olympics: ଡବଲ୍ ମେଡାଲ ଜିତି ଇତିହାସ ରଚିଲେ ମନୁ

ଇତିହାସ ରଚିଲେ ଯୁବ ସୁଟର ମନୁ ଭାକର । ବନିଲେ ଗୋଟିଏ ଅଲିମ୍ପିକ୍ସ ସଂସ୍କରଣରେ ଏକରୁ ଅଧିକ ମେଡାଲ ଜିତିଥିବା ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ।

Jaya Bachchan
ସଂସଦରେ ରାଗିଗଲେ ଜୟା, ଉପାଧ୍ୟକ୍ଷଙ୍କୁ ଶୁଣାଇଲେ ଏମିତି କଥା...

ମହିଳାଙ୍କର ନିଜର କୌଣସି ପରିଚୟ ନାହିଁ ? ସେମାନଙ୍କର କୌଣସି ଉପଲବ୍ଧି ନାହିଁ ? ସଂସଦରେ ଡେପୁଟି ଚେୟାରମ୍ୟାନଙ୍କୁ ଏମିତି ଶୁଣାଇଲେ ଜୟା ବଚ୍ଚନ

Shah rukh khan cataract operation will be treated
ହେବ ସର୍ଜରୀ; ଆମେରିକା ଯିବେ ବଲିଉଡ୍ ବାଦଶାହ ଶାହରୁଖ; ଜାଣନ୍ତୁ କାହିଁକି…

ଶାହରୁଖଙ୍କୁ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ସେ ଆଖି ପାଇଁ ଡାକ୍ତରଖାନା ଯାଇଥିଲେ। ଜୁଲାଇ ୨୯ରେ ତାଙ୍କ ଆଖି ସର୍ଜରୀ ହୋଇଛି। କିନ୍ତୁ ଏହି ସର୍ଜରୀ ସଠିକ୍ ଭାବରେ ହୋଇପାରି ନାହିଁ, ଯେଉଁଥିପାଇଁ ସେ ଆମେରିକା ଯିବେ ବୋଲି କୁହାଯାଉଛି।

Train Accident
ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନ୍ ଟ୍ରାଜେଡି: ମୃତ ଦୁଇଜଣ ହେଲେ ଓଡ଼ିଆ

ହାୱଡା-ମୁମ୍ବାଇ ମେଲ୍ ଦୁର୍ଘଟଣା ନେଇଛି ୨ ଓଡ଼ିଆଙ୍କ ଜୀବନ । ମୃତକଙ୍କ ଘର ରାଉରକେଲାରେ ।

 Paris Olympics 2024
ଇତିହାସ ରଚିଲେ ମନୁ; ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଦ୍ବିତୀୟ ପଦକ...

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଦ୍ବିତୀୟ ପଦକ । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦ ହାସଲ କଲା ଭାରତ  । 

Manu Bhaker
ଏତେ ସହଜ ନଥିଲା ମନୁଙ୍କ ଅଲିମ୍ପିକ ଯାତ୍ରା; ଜାଣନ୍ତୁ କେମିତି ଭାଗ୍ୟ ଦେଇନଥିଲା ସାଥ୍...

୨୨ ବର୍ଷୀୟ ମନୁଙ୍କ ଏହି ଅଲିମ୍ପକ ଯାତ୍ରା ଏତେ ସହଜ ନ ଥିଲା । ଦିନ ଏମିତି ବି ଥିଲା, ଯେତେବେଳେ ତାଙ୍କ ମା’ଙ୍କୁ ମନୁଙ୍କ ସାମ୍ନାରୁ ଲୁଚାଇ ନେବାକୁ ପଡିଥିଲା ତାଙ୍କ ପିସ୍ତଲ । ହେଲେ କ’ଣ ପାଇଁ  ? ଜାଣନ୍ତୁ...

Gold Price Today
Gold Price Today 30th July 2024: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ଦାମ୍

ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Olympics 2024
ମନୁ ଷ୍ଟାର୍...ମୁଁ ବେକାର, ମୋର ଚାକିରି ନାହିଁ, ଏମିତି କହି ଭାବପ୍ରବଣ ହେଲେ କୋଚ୍

ମନୁ ଷ୍ଟାର, ମୁଁ କେବଳ ଜଣେ ବେକାରିଆ କୋଚ୍ । ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜେତା ମନୁ ଭାକରଙ୍କ କୋଚ୍ ଜଶପାଲ୍ ରାଣାଙ୍କ ଚାଞ୍ଚଲ୍ୟକର ଖୁଲାସା ।

Have you started missing bachelor life after marriage know how to get it
Relationship Tips: ବିବାହ ପରେ ବ୍ୟାଚ୍‌ଲର୍ ଜୀବନକୁ ମିସ୍ କରୁଛନ୍ତି କି… ଜାଣନ୍ତୁ କିପରି ଫେରି ପାଇବେ

ବିବାହ ପରେ ଅନେକ ଲୋକ ଦାୟିତ୍ୱରେ ଛନ୍ଦି ହୋଇ ନିଜର ମଜାମସ୍ତି ଭୁଲିଯାଆନ୍ତି। ତେବେ ବିବାହ ପରେ ମଧ୍ୟ ଜଣେ ଚାହିଁଲେ ନିଜ ଜୀବନରେ ପୂର୍ବ ପରି ସୁଖଶାନ୍ତି, ମଜାମସ୍ତି ପାଇପାରିବେ। ଏଥିପାଇଁ କିନ୍ତୁ କିଛି ଜିନିଷକୁ ଧ୍ୟାନରେ ରଖିବାକୁ ପଡିବ।

Massive landslides hit Kerala
କେରଳରେ ବଡ଼ ଧରଣର ଭୂସ୍ଖଳନ; ୪୩ ମୃତ, ଫସିଛନ୍ତି ଶତାଧିକ...

ଭୂସ୍ଖଳନରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଫସି ରହିଥିବା ନେଇ ସୂଚନା ମିଳିଛି । ପ୍ରବଳ ବର୍ଷା ପରେ ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ନେଇ ସୂଚନା ମିଳିଛି  । 

Panchang Today
Panchang Today 30th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Train Accident
ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା; ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍  ଲାଇନଚ୍ୟୁତ... 

ଟ୍ରାକରୁ ଖସିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ। ଓଡ଼ିଶା ସୀମାନ୍ତ ଛତିଶଗଡ଼ର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍। 

Delhi Government
ଆଇଏଏସ୍ କୋଚିଂ ସେଣ୍ଟର ଟ୍ରାଜେଡି; ହୁଲୁସ୍ତୁଲ ହେଲାଣି ରାଜରାସ୍ତାରୁ ସଂସଦ, ବୁଲିଲାଣି ବୁଲଡୋଜର

ରାଜଧାନୀ ଦିଲ୍ଲୀରେ ଆଇଏଏସ୍ କୋଚିଂ ସେଣ୍ଟର ଟ୍ରାଜେଡି ଘଟଣାରେ ହୁଲୁସ୍ତୁଲ ହେଲାଣି ରାଜରାସ୍ତାରୁ ପାର୍ଲିଆମେଣ୍ଟ । ଘଟଣାରେ ଦିଲ୍ଲୀ ସରକାରଙ୍କୁ ସଂପୂର୍ଣ୍ଣ ଭାବେ ଦାୟୀ କରିବା ସହ ଆନ୍ଦୋଳନକୁ ତୀବ୍ର କରିଛି ବିଜେପି ।

Olympics 2024
Paris 2024 Olympics: ବଢ଼ିଲା ପଦକ ଆଶା, ପୁଣି ମେଡାଲ ରାଉଣ୍ଡରେ ମନୁ ଭାକର

ବଢ଼ିଲା ପଦକ ଆଶା, ପୁଣି ମେଡାଲ ମ୍ୟାଚ୍ ଖେଳିବେ ସୁଟିଂ ଷ୍ଟାର ମନୁ ଭାକର । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟର ମେଡାଲ୍ ରାଉଣ୍ଡରେ ମନୁ ଭାକର ଓ ସରବଜୋତ୍ ସିଂହ ।

RRB JE Recruitment 2024
RRB JE Recruitment: RRBରେ ପୂରଣ ହେବ ଜୁନିୟର୍ ଇଂଜିନିୟରିଂ ପଦବୀ; ପାଖାପାଖି ୮ହଜାର ପିଲା ନେବେ ସୁଯୋଗ

RRB ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ପାଖାପାଖି ୮ହଜାର ପଦବୀ ପୂରଣ ହେବ। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

Women
ଜଙ୍ଗଲ ଭିତରେ ଏକାକୀ ମହିଳା; ପାଦରେ ଶିକୁଳି, ପକେଟ୍‌ରେ ଆମେରିକା ପାସପୋର୍ଟ

ଜଙ୍ଗଲ ଭିତରେ ଥିଲେ ମହିଳା । ବନ୍ଧା ହୋଇଥିଲା ଚେନ୍ । ଏପରି ଏକ ଘଟଣା ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାର ଏକ ଜଙ୍ଗଲ ମଧ୍ୟରେ ଦେଖିବାକୁ ମିଳିଛି ।

Olympics
ଅଲିମ୍ପିକ୍ସରେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା, ଯାହାକୁ କେବେ ଭୁଲିପାରିବେନି ଭାରତୀୟ

ଅଲିମ୍ପିକ୍ସ ଇତିହାସରେ ଭାରତର ଅନେକ ଦୁର୍ଭାଗ୍ୟପୂର୍ଣ୍ଣ ସ୍ମୃତି ରହିଛି । ଏକ ଫଟୋ ଉଠାଇବାକୁ ଲାଗୁଥିବା ସମୟ ବ୍ୟବଧାନରେ ହାରିଯାଇଛନ୍ତି ଭାରତୀୟ ଆଥଲେଟ୍ ।

Snake
VIDEO: ଅଫିସ୍ ଭିତରୁ ସାପକୁ ଭିଡ଼ିନେଲେ ମହିଳା କର୍ମଚାରୀ, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ ...

ସାପକୁ ଦେଖିଲେ ଆପଣଙ୍କୁ ଡ଼ର ଲାଗିବ କି ନାହିଁ .. ଭାବିଲେ ଅଫିସରେ କାମ କରିବା ବେଳେ ଯଦି ଆପଣ ସାପ ଦେଖନ୍ତି ତେବେ କ’ଣ ହେବ ? ଆପଣ ହୁଏ ତ ସବୁ କାମ ଛାଡ଼ି ଦୌଡ଼ି ପଳାଇବେ ।

International Tiger Day 2024
International Tiger Day 2024 : ଭାରତରେ ବଢୁଛି ବାଘ ସଂଖ୍ୟା; ଜାଣନ୍ତୁ କେତେରେ ପହଞ୍ଚିଲେଣି

ଯଦି ବାଘ ବଂଶ ଲୋପ ପାଇଯାଏ, ତେବେ ସମଗ୍ର ଇକୋସିଷ୍ଟମରେ ନକରାତ୍ମକ ପ୍ରଭାବ ପଡିପାରେ। ତେଣୁ ଏମାନଙ୍କ ଗୁରୁତ୍ୱକୁ ବୁଝିବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୨୯ ଜୁଲାଇରେ ସମଗ୍ର ବିଶ୍ୱରେ ‘ଅନ୍ତର୍ଜାତୀୟ ବାଘ ଦିବସ’ ପାଳନ କରାଯାଏ।