Advertisment

ହାତ ଧରିଲେ ଭିନେଶ-ବଜରଙ୍ଗ; ହରିୟାଣା ନିର୍ବାଚନରେ ମଇଦାନକୁ ଓହ୍ଲାଇବେ...

ଭିନେଶ ଫୋଗଟ-ବଜରଙ୍ଗ ପୁନିଆ ବିଧିବଦ୍ଧ ଭାବେ ଆଜି ହାତ ଧରିଛନ୍ତି। ଦିଲ୍ଳୀ AICC କାର୍ଯ୍ୟାଳୟରେ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Vinesh Phogat Bajrang Punia

Vinesh Phogat Bajrang Punia

କଂଗ୍ରେସରେ ମିଶିଲେ ଦୁଇ ଅଲମ୍ପିଆନ୍। ଭିନେଶ ଫୋଗଟ-ବଜରଙ୍ଗ ପୁନିଆ ବିଧିବଦ୍ଧ ଭାବେ ଆଜି ହାତ ଧରିଛନ୍ତି। ଦିଲ୍ଳୀ AICC କାର୍ଯ୍ୟାଳୟରେ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। 

Advertisment

ମିଳିଥିବା ସୂଚନା ମୁତାବକ ହରିୟାଣା ନିର୍ବାଚନରେ ଉଭୟଙ୍କୁ ମଇଦାନକୁ ଓହ୍ଲାଇପାରେ କଂଗ୍ରେସ। ନିକଟରେ ପ୍ୟାରିସ୍ ଅଲମ୍ପିକ୍ସର ଫାଇନାଲରେ ଇଭେଣ୍ଟରୁ ବାଦ୍ ପଡ଼ିଥିଲେ ଭିନେଶ। ଏହାକୁ ନେଇ ସାରା ଦେଶରେ ସେ ଚର୍ଚ୍ଚା ସାଉଁଟିଥିଲେ।

ଏହାପୂର୍ବରୁ ରେସଲିଂ ଫେଡରେସନ୍ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ବି ଚର୍ଚ୍ଚାରେ ଥିଲେ। ଆସନ୍ତା ମାସ ୫ ତାରିଖରେ ହରିୟାଣା ନିର୍ବାଚନ। 

Advertisment

Vinesh Phogat Congress Bajrang Punia Politics
Advertisment
Advertisment