ଆସୁଛି ଭାରତର ଦୁଇ ବିଶିଷ୍ଠ ବୈଜ୍ଞାନିକ ହୋମି ଜାହାଙ୍ଗୀର ଭାବା ଓ ବିକ୍ରମ ସାରାଭାଇଙ୍କୁ ନେଇ ଜବରଦସ୍ତ ଫିଲ୍ମ ‘ରକେଟ୍ ବୟସ୍’। ଏହି ଦୁଇ ଚରିତ୍ରରେ ଜିମ୍ ସର୍ଭ ଓ ଇଶ୍ୱାକ ସିଂହଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ।
ଆମ ଭାରତରେ ପ୍ରାୟ ସମସ୍ତ ସ୍ଥାନରେ ପାନର ଚାହିଦା ରହିଛି । ଏହାକୁ ପ୍ରାୟ ସମସ୍ତେ ବିଭିନ୍ନ ମସଲା ଦ୍ଵାରା ଖାଇବାକୁ ପସନ୍ଦ କରି ଥାଆନ୍ତି । କେହି କେହି ସାଧା ଓ ଅନ୍ୟ କେହି କଡ଼ା ପାନ ଖାଇବାକୁ ଈଛା କରନ୍ତି । ପାନ କେବଳ ପାଟିର ସ୍ଵାଦ ପାଇଁ ଖାଇ ନଥାଆନ୍ତି । ଏହାର ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି ।
ଆଜିର ଦୁନିଆଁରେ ପ୍ରେମ ମହଙ୍ଗା ହୋଇଯାଇଛି। ପ୍ରେମର ଆଢୁଆଳରେ ମିଳୁଛି ପ୍ରତାରଣା। କିନ୍ତୁ ଜଣେ ମହିଳା ୭୩ ବର୍ଷରେ ପହଞ୍ଚିଥିଲେ ବି ତାଙ୍କୁ ମିଳିଛି ପ୍ରକୃତ ପ୍ରେମ। ଆସନ୍ତୁ ଜାଣିବା କିଏ ଏହି ସୌଭାଗ୍ୟବତୀ…
ନାରୀଶିକ୍ଷାର ବିକାଶ, ଜାତିପ୍ରଥା ଓ ଲିଙ୍ଗଗତ ବୈଷମ୍ୟ ଯୋଗୁଁ ସାମାଜିକ ଭେଦଭାବ ତଥା ଶୋଷଣର ଶିକାର ହେଉଥିବା ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରିବା ଓ ସମାଜକୁ ଏକ ଶୃଙ୍ଖଳିତ ପଥରେ ନେବା ନେଇ ଅନେକ ନାରୀ ଆଗକୁ ଆସିଛନ୍ତି। ତେବେ ଆସନ୍ତୁ ସେଭଳି କିଛି ନାରୀମାନଙ୍କ ଉପରେ ନଜର ପକେଇବା।
ଚୀନ୍ ବିରୋଧରେ ଭାରତର ଆଉ ଏକ ଡିଜିଟାଲ୍ ଷ୍ଟ୍ରାଇକ୍ । ବ୍ୟାନ୍ ହେଲା ଆଉ ୫୪ ଚାଇନିଜ୍ ଆପ୍ । ସୁରକ୍ଷା ଦୃଷ୍ଟିରୁ ଏସବୁ ଆପ୍କୁ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର ।
ସୌର ଜଗତରେ ଆଉ ଦିଶିବ ନାହିଁ ତାରା। ଏମିତି ଚାଚଂଲ୍ୟକର ତଥ୍ୟ ଦେଇଛନ୍ତି ବେଜ୍ଞାନିକ। ଯାହାକୁ ନେଇ ଏବେ କେବଳ ଦେଶରେ ନୁହେଁ ବରଂ ପୂରା ବିଶ୍ୱରେ ଚର୍ଚ୍ଚା ଚାଲିଛି।
ଉପଗ୍ରହଭିତିକ ବ୍ରଡ୍ବ୍ୟାଣ୍ଡ୍ କ୍ଷେତ୍ରକୁ ପ୍ରବେଶ କଲା ଜିଓ। ଏସ୍ଇଏସ୍ ସହିତ ଦେଶରେ ଆରମ୍ଭ କରିବ ସେବା। ମିଳିତ ଉଦ୍ୟୋଗର ନେଟ୍ୱର୍କ ଏସ୍ଇଏସ୍ର ଉପଗ୍ରହ ଦ୍ୱାରା ପରିଚାଳିତ ହେବ। ଦୂରଦୂରାନ୍ତ ଦୁର୍ଗମ କ୍ଷେତ୍ରରେ ମଧ୍ୟ ମିଳିବ ବ୍ରଡବ୍ୟାଣ୍ଡ୍ ସେବା।
ଆମ ଭିତରେ ଖୁବ୍ କମ୍ ଲୋକ ଥିବେ ଯେଉଁମାନେ ନିରାମିଷ ଭୋଜନ କରୁଥିବେ । ପ୍ରାୟ ଅଧିକାଂଶ ଲୋକ ଆମିଷ ଭୋଜନ କରିବାକୁ ପସନ୍ଦ କରି ଥାଆନ୍ତି । କିନ୍ତୁ ଅଧିକ ଆମିଷ ଭୋଜନ କରିବା ମଧ୍ୟ ଶରୀର ପକ୍ଷରେ କ୍ଷତି କାରକ ଅଟେ ।
ଯଦି ଆପଣ ପୂର୍ବରୁ ‘ନାୟକ’ ଚଳଚିତ୍ର ଦେଖିଥିବେ, ତେବେ ଏହି ଘଟଣାଟି ଆପଣଙ୍କୁ ଏହାର ପୁନରାବୂର୍ତ୍ତୀ ବୋଲି ଲାଗିବ, କାରଣ ୫ମ ଶ୍ରେଣୀର ଝିଅକୁ ଗୋଟିଏ ଦିନ ପାଇଁ କଲେକ୍ଟରର କ୍ଷମତା ଦିଆଯାଇଛି ।
ପୁରୁଷମାନେ ବିଭିନ୍ନ କାରଣରୁ ନିଜ ତ୍ୱଚାର ଆବଶ୍ୟକ ଯତ୍ନ ନେଇପାରନ୍ତି ନାହିଁ। କେବଳ ଆବଶ୍ୟକ ପଡ଼ିଲେ, ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ସାମଗ୍ରୀ ମନଇଚ୍ଛା ବ୍ୟବହାର କରିଥା’ନ୍ତି। ଫଳରେ ସେମାନଙ୍କ ଚେହେରା ବିଗିଡ଼ିଯାଇଥାଏ। ତେବେ ପୁରୁଷମାନେ ହ୍ୟାଣ୍ଡସମ୍ ଦେଖାଯିବା ଲାଗି ନିଜ ତ୍ୱଚାର କିପରି ଯତ୍ନ ନେବେ, ସେ ବିଷୟରେ ଆମେ ବତାଇବୁ।
ଜଣେ ମହିଳା ଭାବେ ସୁଷମା ସ୍ୱରାଜ ନାରୀ ସମାଜ ପାଇଁ ପ୍ରେରଣା। ତାଙ୍କର କାମ ଓ ଉଦାର ଗୁଣ ନେଇ ସେ ଆଜି ବି ଲୋକଙ୍କ ହୃଦୟରେ ରହିଯାଇଛନ୍ତି। ଖାଲି ଦେଶ ପାଇଁ ନୁହେଁ ବିଦେଶ ପାଇଁ ମଧ୍ୟ ଅନେକ କିଛି କରିଯାଇଛନ୍ତି। ଆଜି ବି ତାଙ୍କୁ ଦେଶ ଝୁରେ ଆଉ ବିଦେଶ ବି।
ଜଣେ ଯୁବକ ପୋଷ୍ଟର ମାଧ୍ୟମରେ ନିଜର ଏକୁଟିଆପଣକୁ ବଖାଣିଛନ୍ତି । ନିଜ ଯନ୍ତ୍ରଣାକୁ ସମସ୍ତଙ୍କ ଆଗରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ।
ଆପଣ ବ୍ୟଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ତେବେ ଏ ନେଇ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏ ନେଇ ଆବେଦନ କରିପାରିବେ ।
ବଢିଲା ସୁନା ଦର । ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ତାହେଲେ ଜାଣି ନିଅନ୍ତୁ ଆଜିର ସୁନାର ଦାମ୍ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୮୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୨୦ ଟଙ୍କା ରହିଛି ।
ବିହାରର ସମ୍ପ୍ରିତି ଯାଦବ । ବୟସ ୨୪ । ଦିଲ୍ଲୀ ଟେକ୍ନୋଲୋଜି ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ କରିଛନ୍ତି । ଜଣେ ମେଧାବୀ ଛାତ୍ରୀ ହୋଇଥିଲେ ସୁଦ୍ଧା ଭାଗ୍ୟ ତାଙ୍କର ସାଥ୍ ଦେଇନଥିଲେ
ଦିନ ଥିଲା ଏହି ଦମ୍ପତିମାନେ ମଧ୍ୟ ଭାଲେଣ୍ଟାଇନ୍ ସପ୍ତାହକୁ ଏକାଠି ପାଳନ କରୁଥିଲେ। ଏହି ତାରକାମାନେ ମଧ୍ୟ ସେମାନଙ୍କ ପ୍ରେମକୁ ବିବାହର ରୂପ ଦେଇଥିଲେ ଆଉ ସାତ ଜନମ ପାଇଁ ଏକାଠି ରହିବା ନେଇ କଥା ଦେଇଥିଲେ। କିନ୍ତୁ ସେମାନଙ୍କୁ ପରିସ୍ଥିତି ବାଧ୍ୟ କଲା ପରସ୍ପର ଠାରୁ ଅଲଗା ନେଇ। କିଏ ସେମାନେ…
ଭାଲେଣ୍ଟାଇନ୍ ଡେ’ ପୁର୍ବରୁ ଯୁବତୀଙ୍କ ଗଳାକାଟି ହତ୍ୟା କଲା ଯୁବକ। ସମ୍ପୃକ୍ତ ଯୁବକ, ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ ବୋଲି ଜଣାପଡ଼ିଛି।
ଭାଲେନ୍ଟାଇନ୍ ଡେ’ ଦମ୍ପତି ଓ ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ହୋଇ ଆସିଥାଏ। ଏହି ଦିନ କେତେକ ନିଜର ମନର କଥାକୁ ମନ ମଣିଷ ଆଗରେ ପ୍ରକାଶ କରିଥାନ୍ତି ତ ପୁଣି କେତେକେ ପରସ୍ପରଙ୍କୁ ସବୁଦିନ ପାଇଁ ନିଜର କରି ନେଇଥାନ୍ତି। ବଲିଉଡର୍ ମଧ୍ୟ ସେମିତି କିଛି ଦମ୍ପତି ଅଛନ୍ତି, ଯେଉଁମାନେ ଏହି ଦିନ ବିବାହ କରିଥିଲେ। ଆସନ୍ତୁ ଜାଣିବା…
ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣ ରହିବ । ଏହି ସପ୍ତାହରେ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ଶୁଭ ଫଳାଫଳ ପାଇବେ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ ।
ସ୍କୁଲରେ ପିଲାମାନଙ୍କୁ ନିରାପଦରେ ରଖିବା ପାଇଁ ପ୍ରଶାସନ ଯଥାସମ୍ଭବ ଚେଷ୍ଟା କରୁଛି । ରବିବାର ଦିନ ପୋଲିସ ଶିବାମୋଗାରେ ଫ୍ଲାଗ ମାର୍ଚ୍ଚ କରିଥିଲା ।
ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ୫୪ଟି ଚାଇନିଜ ଆପ୍ ବ୍ୟାନ୍ କରିଛନ୍ତି ।
୨ ଫୁଟର ଝିଅ। ୫ ଫୁଟର ପୁଅ। ଝିଅର ବୟସ ୩୨। ପୁଅର ବୟସ ମାତ୍ର ୧୯। ହେଲେ ଦୁହଁଙ୍କ ଭିତରେ ହୋଇ ଯାଇଛି ପ୍ରେମ। ଏବେ ସାରା ବିଶ୍ୱରେ ଏହି ପ୍ରେମ କାହାଣୀର ଚର୍ଚ୍ଚା
ଆଜି ୩ ରାଜ୍ୟରେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟୟରେ ୯ଟି ଜିଲ୍ଲାର ୫୫ଟି ସିଟ୍ରେ ମତଦାନ ଚାଲିଥିବାବେଳେ ଉତ୍ତରାଖଣ୍ଡର ୭୦ ଓ ଗୋଆରେ ୪୦ଟି ସିଟ୍ରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର ।
ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୪ ତାରିଖ, ସୋମବାର, କୂମ୍ଭ୨ ଦିନ, ମାଘମାସ,ଶୁକ୍ଳପକ୍ଷ, ତ୍ରୟୋଦଶ ତିଥି, ପୁନର୍ବସୁ ନକ୍ଷତ୍ର, କର୍କଟ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ୨୦୨୨ର ପ୍ରଥମ ସାଟେଲାଇଟ୍ ଉତ୍କ୍ଷେପଣ କରାଯାଇଛି। ଗୋଟିଏ ରାଡାର ଇମେଜିଂ ସାଟେଲାଇଟ୍ ସହ ଆଉ ୨ଟି କ୍ଷୁଦ୍ର ସାଟେଲାଇଟ୍କୁ ନେଇ PSLV-C52 ମହାକାଶକୁ ଯାଇଛି।