• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ମାର୍ଚ୍ଚ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା

 

ମାର୍ଚ୍ଚ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ୬୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ ପ୍ରିକସନ ଡୋଜ୍ । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମାଣ୍ଡଭିୟ ସୂଚନା ଦେଇଛନ୍ତି ।

ପୂର୍ବରୁ ଶିଶୁଙ୍କୁ ଏହି ଟିକା ପ୍ରଦାନ ନେଇ ତଥ୍ୟ ରହିଥିଲା । ୫ରୁ ୧୨ ବର୍ଶରୁ ଶିଶୁଙ୍କୁ ଏହି ଟିକା ପ୍ରଦାନ କରାଯିବ । ଟିକାର ସୁରକ୍ଷା ଏବଂ ରୋଗ ପ୍ରତିରୋଧକାରୀ ଶକ୍ତି ସୃଷ୍ଟି କରୁଥିବା ତଥ୍ୟର ସମୀକ୍ଷା ପରେ ଅନୁମତି ପ୍ରଦାନ କରାଯିବ ବୋଲି ସୂଚନା ରହିଥିଲା । ନିର୍ଦ୍ଧାରିତ ବ୍ୟବଧାନରେ ପିଲାଙ୍କୁ ୨ ଥର ନେବାକୁ ପଡିବ ବୋଲି ଲୂଚନା ଦିଆଯାଇଥିଲା । ।