• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ମଙ୍ଗଳବାର । ଚନ୍ଦ୍ର – ବୃଷ (ଅହୋରାତ୍ର),ତିଥି- ୧୨ଶୀ ରାତ୍ରି ୧୦.୦୨ ଗତେ ୧୩ଶୀ,ଘାତ ଚନ୍ଦ୍ର- ବିଛା (ଅହୋରାତ୍ର).ଘାତ ବାର – ମକର,ପୁଷ୍କର ଦୋଷ – ୩ ପାଦ – କୃଷି, ପଶୁ ଓ ବଂଶହାନି ଭୂମି- ଅନ୍ନ ଓ ତିଳକାଞନ ଦାନ ଦିବା ୦୪.୨୫ ଗତେ ୨ ପାଦ ।

ଶୁଭ ସମୟ:

ପ୍ରାତଃ ୦୬.୨୫ ରୁ ୦୭.୦୯

ଦିବା ୦୯.୦୮ ରୁ ୧୧.୨୯

ସନ୍ଧ୍ୟା ୦୫.୧୬ ରୁ ୦୬.୫୪

ରାତ୍ରି ୦୯.୩୯ ରୁ ୧୨.୧୭

ରାତ୍ରି ୦୨.୦୨ ରୁ ୦୩.୪୮

ଅଧିକ ପଢ଼ନ୍ତୁ: ଆପଣ ଘର ତିଆରି ପାଇଁ ଢାଲୁ ଜମି କିଣିଛନ୍ତି କି; ଏହା ଶୁଭ ନା ଅଶୁଭ ଜାଣନ୍ତୁ

ଅଶୁଭ ସମୟ:

ଋାହୁକାଳ - ଦିବା ୦୨.୩୩ ରୁ ୦୩.୫୪

କାଳବେଳା – ଦିବା ୦୧.୧୨ ରୁ ୦୨.୩୩

ବାରବେଳା – ପ୍ରାତଃ ୦୭.୪୭ ରୁ ୦୯.୦୮

କାଳରାତ୍ରି – ସନ୍ଧ୍ୟା ୦୬.୫୪ ରୁ ୦୮.୩୩

OTV is now on Whatsapp

Join and get latest news update delivered to you via whatsapp

Join Now