• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

sanjay raut
ଶିବ ସେନାର ଧନୁତୀର ଚିହ୍ନ ପାଇଁ କରାଯାଇଛି କି ୨୦୦୦ କୋଟିର ଡିଲ୍ ?

ଶିବସେନା-ଉଦ୍ଧବ ଠାକରେ ଗୋଷ୍ଠୀର ମୁଖପାତ୍ର ସଂଜୟ ରାଉତ ଆଣିଲେ ଏଭଳି ସାଂଘାତିକ ଅଭିଯୋଗ । ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଡ ଡିଲ୍ ।

Pakistan- Turkey
କି ଅବସ୍ଥା ! ବର୍ଷେ ତଳର ତୁର୍କୀର ରିଲିଫ୍‌କୁ ନୂଆ ପ୍ୟାକେଟ୍‌ରେ ତାକୁ ହିଁ ରିଲିଫ୍ ଦେଲା ପାକିସ୍ତାନ

ଜାତୀୟ ଓ ଅନ୍ତର୍ଜାତୀୟ ଗଣମାମଧ୍ୟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ନିକଟରେ ଭୂକମ୍ପ କ୍ଷତିଗ୍ରସ୍ତ ତୁର୍କୀକୁ ରିଲିଫ୍ ସାମଗ୍ରୀ ପଠାଇଥିଲା ପାକିସ୍ତାନ ।

Job opportunity for 513 posts in IOCL
IOCLରେ ଚାକିରି ସୁଯୋଗ; ୧୦ମ ପିଲା ବି ଆବେଦନ କରିପାରିବେ

IOCLରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଇଞ୍ଜିନିୟର୍ ପଦବୀରେ ନିଯୁକ୍ତି ପାଇଁ IOCL ଆବେଦନ ମାଗିଛି। ୫୧୩ଟି ପ୍ରାର୍ଥୀ ପାଇବେ ନିଯୁକ୍ତି। ଦରମା ୧ ଲକ୍ଷ ଉପରେ।

Anupam kher furiously reacts on prakash raj
'ଦ କାଶ୍ମୀର ଫାଇଲ୍ସ'କୁ ‘ବକ୍‌ବାସ୍’ କହିଲେ ପ୍ରକାଶ ରାଜ୍; ଜବାବ ରଖିଲେ ଅନୁପମ

ପ୍ରକାଶ ରାଜ 'ଦ କାଶ୍ମୀର ଫାଇଲ୍ସ'କୁ ନିନ୍ଦା କରିଛନ୍ତି। ଚଳଚ୍ଚିତ୍ର ଉପରେ ଏକ ସମାଲୋଚନାମୂଳକ ମତ ଦେଇଛନ୍ତି, ଯାହାକୁ ଅନୁପମ ଖେର ଆଦୌ ପସନ୍ଦ କରି ନାହାନ୍ତି। ଅନୁପମ ଖେର ବର୍ତ୍ତମାନ ଏହାର ଜବାବରେ କହିଛନ୍ତି….

Why karisma kapoor and govinda stopped working with each other
ଗୋବିନ୍ଦା–କରିସ୍ମା ବଲିଉଡ୍‌କୁ ଦେଇଥିଲେ ୧୧ ହିଟ୍ ଫିଲ୍ମ; କାହିଁକି ଭାଙ୍ଗିଲା ଯୋଡି

କମେଡି କିଙ୍ଗ୍ ଗୋବିନ୍ଦା ଏବଂ ଚୁଲ୍‌ବୁଲି ନାୟିକା କରିସ୍ମା କପୁରଙ୍କ ବଲିଉଡ୍କୁ ଦେଇଛନ୍ତି ୧୧ଟି ହିଟ୍ ଫିଲ୍ମ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏମିତି ହଠାତ କ’ଣ ହେଲା ଯେ ସେମାନଙ୍କ ଯୋଡି ଭାଙ୍ଗିଗଲା। ଆସନ୍ତୁ ଏହା ପଛର କାରଣ ଜାଣିନେବା।

Palazzo Pants
ବଜାରକୁ ଆସିଲା ଝୋଟରେ ତିଆରି ଅଖା ପ୍ୟାଣ୍ଟ; ଦାମ୍ ୬୦ ହଜାର ଟଙ୍କା !

ଫ୍ୟାସନର କଥା କହିଲେ ଆପଣ ବିଭନ୍ନ ପ୍ରକାର ସାର୍ଟ, ଲେହେଙ୍ଗା, ଶାଢ଼ି ଓ ଅନେକ ଡିଜାଇନର ପୋଷାକ କିଣିଥିବେ ଏବଂ ପିନ୍ଧିବି ଥିବେ ନିଶ୍ଚୟ । ହେଲେ ଆପଣ କେବେ ଭାବିଛନ୍ତି କି ଫ୍ୟାସନ ପାଇଁ ଅଖାରେ ତିଆରି ପ୍ୟାଣ୍ଟ ପିନ୍ଧିବା କଥା ।

କିପରି ହୋଇଥିଲା ଛତ୍ରପତି ଶିବାଜୀଙ୍କ ମୃତ୍ୟୁ… ଥିଲା କି ଷଡଯନ୍ତ୍ର…
କିପରି ହୋଇଥିଲା ଛତ୍ରପତି ଶିବାଜୀଙ୍କ ମୃତ୍ୟୁ… ଥିଲା କି ଷଡଯନ୍ତ୍ର…

ଜଣେ ମହାନ ଯୋଦ୍ଧା ଥିଲେ ଛତ୍ରପତି ଶିବାଜୀ। ମରାଠା ସମାଜ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବାହୁବଳରେ ସେ ଅନେକ ଯୁଦ୍ଧ ଲଢିଛନ୍ତି ଆଉ ଜିତିଛନ୍ତି। ହେଲେ କିପରି ହେଲା ଏହି ମହାନ ନାୟକଙ୍କ ମୃତ୍ୟୁ?

15 Surprising Benefits
ସ୍ୱାସ୍ଥ୍ୟ ପାଇଁ ବରଦାନ ଚଣା; ଭଲ କରିଥାଏ ଅନେକ ରୋଗ !

ଗୁଡ଼ ଓ ଚଣା ଖାଇବା ଦ୍ୱାରା ରକ୍ତର ଶର୍କରା ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ସବୁଠାରୁ ବଡ଼ କଥା କ’ଣ ଜାଣିଛନ୍ତି ? ଏଥିରେ ଭରପୁର ଆଇରନ୍ ରହିଥାଏ । ଯାହାକି ରକ୍ତ ଅଭାବଠୁ ଦୂରରେ ରଖିଥାଏ । ଗର୍ଭବତୀ ମହିଳା ମାନେ ଚଣା ସେବନ କରିବା ଦ୍ୱାରା ବେଶ୍‌ ଉପକାର ମିଳିଥାଏ ।

Latter
ଯେବେ ଠିକଣା ଜାଗାରେ ୧୦୦ ବର୍ଷ ପରେ ପହଞ୍ଚେ ଚିଠି...

ରାଜା ପଞ୍ଚମ ଜର୍ଜଙ୍କ ଚିତ୍ର ଥିବା ଗୋଟିଏ ଏକ ପଇସିଆ ମୂଲ୍ୟର ଡାକ ଟିକେଟ୍‌ ଲଗାଯାଇଥିବା ଏହି ଚିଠିଟିରେ ବେଥ୍ ଓ ସିଡେନ୍‌ହାମ୍‌ ଡାକ ମୋହର ବି ବାଜିଛି । ଏହି ଚିଠିଟିକୁ ୨୦୨୧ରେ ଥି‌ଏଟର୍‌ ନିର୍ଦ୍ଦେଶକ ଫିନ୍‌ଲେ ଗ୍ଲେନ୍‌ଙ୍କ ‘କ୍ରିଷ୍ଟାଲ୍‌ ପାଲେସ୍‌’ ଫ୍ଲାଟ୍‌ରେ ଥିବା ଚିଠି ବାକ୍ସରେ ପକାଯାଇଥିଲା । ହେଲେ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିନଥିଲା ।

Bihar News
ବୁଲେଟ୍‌ ପାଇଁ ବୋହୂକୁ ମାରିଦେଲେ ଶାଶୁଘର ଲୋକେ; ଶବ ଗାଏବ କରି କହିଲେ, ହୋଇଯାଇଛି ଫେରାର

ବିବାହର କିଛି ଦିନ ଯାଏଁ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା । ହେଲେ ବାହାଘରର କିଛି ଦିନ ବିତିବାପରେ ଲଭଲୀଙ୍କୁ ତାଙ୍କ ଘରୁ ଏକ ବୁଲେଟ୍‌ ଆଣିବାକୁ ଶାଶୁଘର ଲୋକେ କହିଥିଲେ । ସ୍ୱାମୀ, ଶାଶୁ, ଶ୍ୱଶୁର ଓ ନଣନ୍ଦ ଏଥିପାଇଁ ଲଭଲୀଙ୍କୁ ନିର୍ଯାତନା ଦେବା ସହ ମାଡ଼ ମଧ୍ୟ ମାରୁଥିଲେ ।

Today Panchang
Today Panchang 19th Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Manish Sisodia
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇ ସମନ୍

କେନ୍ଦ୍ର ସରକାର ତାଙ୍କ ବିରୋଧରେ ସିବିଆଇ ଓ ଇଡିର ପୁରା ଶକ୍ତି ପ୍ରୟୋଗ କରୁଥିବା ସିସୋଦିଆ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ପୂର୍ବରୁ ସିବିଆଇ ତାଙ୍କ ଘର ରେଡ୍ କରିଛି । ବ୍ୟାଙ୍କ ଲକ୍କର ମଧ୍ୟ ଯାଞ୍ଚ୍ କରିଛି । ହେଲେ ଯାଞ୍ଚ କରିବା ସତ୍ତ୍ୱେ କିଛି ବି ପାଇନାହିଁ ।

Leopard
କୁନୋକୁ ଆସିଲେ ଆଉ ୧୨ ଚିତା

ବାୟୁସେନାର MI-17 ହେଲିକପ୍ଟରରେ ଚିତାମାନେ ଆସିଥିଲେ ୧୬୫ କିଲୋମିଟର ଦୂର ନିଜର ସ୍ଥାୟୀ ନିବାସ କୁନୋ ଅଭିମୁଖେ । କୁନୋ ଜାତୀୟ ଉଦ୍ୟାନରେ ନବନିର୍ମିତ ସ୍ୱତନ୍ତ୍ର ୧୦ଟି କ୍ୱାରେଣ୍ଟିନ ଏନକ୍ଲୋଜରରେ ୧୨ଟି ଚିତାକୁ ଛଡ଼ାଯାଇଥିବା ବେଳେ, ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯିବ ।

Golden opportunity become assistant manager in IDBI bank
IDBI ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ହେବାର ସୁବର୍ଣ୍ଣ ସୁଯୋଗ; ଦରମା ୬୩ ହଜାର ଉପରେ

IDBI ବ୍ୟାଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରିକରିଛି। ଆବେଦନ ପ୍ରକ୍ରିୟା ଫେବୃଆରୀ ୧୭ରୁ ଆରମ୍ଭ ହୋଇଛି। ମନୋନୀତ ପ୍ରାର୍ଥୀ ମାସକୁ ୬୩ ହଜାର ଉପରେ ଦରମା ପାଇବେ।

Deepika padukone baahubali star prabhas upcoming film project-k
ଆସୁଛି PROJECT-K; ପ୍ରଭାସଙ୍କ ସହ ଆକ୍ସନ କରିବେ ଦୀପିକା ପାଦୁକୋନ

ଦୀପିକା ପାଦୁକୋନ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ରର ରିଲିଜ ତାରିଖର ପୋଷ୍ଟର ଶେୟାର କରିଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହିତ ପ୍ରଶଂସକମାନେ ପ୍ରଭାସ ଏବଂ ଦୀପିକାଙ୍କ ଯୋଡି ଦେଖି ସୋସିଆଲ ମିଡିଆରେ କମେଣ୍ଟ ପରେ କମେଣ୍ଟ ଦେଇଚାଲିଛନ୍ତି।

World's Most Dangerous Tribes
ଏ କେମିତିକା ପରମ୍ପରା... ବାପା ହୁଏ ଝିଅର ସ୍ୱାମୀ !

ଆଜ୍ଞା ହଁ ଏମିତି ଏକ ଜନଜାତି ରହିଛି । ସେମାନେ ବିବାହକୁ ନେଇ ଏକ କୁପ୍ରଥା ପାଳନ କରିଥାଆନ୍ତି । ପରମ୍ପରା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ଅନ୍ୟ ଜଣେ ପୁରୁଷ ବିବାହ କରିଥାଆନ୍ତି ।

Gold Price Today 18th Feb 2023
Gold Price Today 18th Feb 2023: ସୁନା-ରୂପା କାରବାରରେ ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ଆଜିର ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୯୫୦ ଟଙ୍କା ହୋଇଛି।

John Abraham not worked for money in dhoom but for bike
ଟଙ୍କା ପାଇଁ ନୁହେଁ, ବାଇକ୍ ପାଇଁ ଏହି ଫିଲ୍ମରେ କାମ କରିଥିଲେ ଜନ୍‌

ଖୁବ୍ କମ ଟଙ୍କାରେ ତିଆରି ହୋଇଥିଲା 'ଧୂମ୍'। ନିର୍ମାତା କେବଳ ବାଇକ୍‌ରେ ଦେଇଥିଲେ ଧ୍ୟାନ। ତେବେ ଜନ୍‌ଙ୍କୁ ସେମିତି କିଛି ଡାଏଲଗ୍‌ ମିଳି ନଥିଲା। କାହିଁକି ଏହି ଫିଲ୍ମ୍ ସାଇନ୍ କଲେ ଜାଣନ୍ତୁ…

Viral
କ୍ରିଉ ମେମ୍ବର ଉପରେ ରାଗି ଗଲେ ବିମାନ ଯାତ୍ରୀ, ଖୋଲିଦେଲେ ପୋଷାକ

ମହିଳା ଜଣକ କକ୍‌ପିଟ୍‌ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଯାତ୍ରୀଙ୍କୁ କହୁଥିଲେ, ତୁମେ ସବୁ ମରିବାକୁ ଯାଉଛ ।

Job Fraud
ନକଲି ସରକାରୀ ୱେବ୍‌ସାଇଟ୍‌ ଖୋଲି ୧୭ ରାଜ୍ୟରେ କରୁଥିଲା ଚାକିରି ଠକେଇ

EOW କବ୍‌ଜାରେ ଜବ୍ ଠକେଇ ମାଷ୍ଟରମାଇଣ୍ଡ ଧରମପାଲ ସିଂ ।

Contact Lense
କେତେ ମାରାତ୍ମକ ! କଣ୍ଟାକ୍ଟ ଲେନ୍‌ସ ଲଗାଇ ଶୋଇଲେ, ସକାଳକୁ ଆଖି ନାହିଁ..

ସକାଳୁ ଉଠି ଦେଖନ୍ତି ତ, ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗୋଟିଏ ଆଖିକୁ ବିଲକୁଲ ଦେଖାଯାଉନି ।

Cheetah
ଆଫ୍ରିକାରୁ ଆସିଲେ ଚିତା, ରହିବେ କ୍ୱାରେଣ୍ଟିନ୍‌ରେ

ଏକଦା ଭାରତୀୟ ଜଙ୍ଗଲରେ ରାଜ୍ କରୁଥିବା ଏସୀୟ ଚିତାବାଘ ୪୦ ଦଶକ ବେଳକୁ ଦେଶରୁ ଲୋପ ପାଇଯାଇଥିଲେ ।

Dream of India winning the Test Championship
ସାକାର ହେବ କି ଭାରତର ଟେଷ୍ଟ ଚାମ୍ପିଅନ୍‌ସିପ୍ ବିଜୟ ସ୍ୱପ୍ନ

ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ପ୍ରଥମ ସିଜନ୍‌ରେ ଭାରତୀୟ ଟିମ୍ ଫାଇନାଲକୁ ଯାଇଥିଲେ ମଧ୍ୟ ଟ୍ରଫି ଜିତିପାରି ନ ଥିଲା। ଏବେ ଦମ୍‌ଦାର୍‌ ଫର୍ମରେ ଅଛି ଟିମ୍ ଇଣ୍ଡିଆ। ଏଥର ମୁକୁଟ ବିଜୟ ସ୍ୱପ୍ନ ସାକାର ହେବ ତ

Story behind Mahashivratri
Mahashivratri: ଅଜାଣତରେ ପାଳିଲେ ଶିବରାତ୍ରୀ, ପାଇଲେ ରାଜାସନ

ଆଜି ମହାଶିବରାତ୍ରୀ। ଦେବଦେବ ମହାଦେବଙ୍କ ଦ୍ୱାରା ଏହିଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି।

Uddhav Thakrey
ଉଦ୍ଧବ ଠାକରେ ଗୋଷ୍ଠୀକୁ ନିର୍ବାଚନ କମିଶନଙ୍କ ଜବରଦସ୍ତ ଝଟକା !

ଠାକରେ ପରିବାର ହାତରୁ ଶିବସେନା ଦଳ ଖସିଯିବା ନିଶ୍ଚିତ ହୋଇଯାଇଛି ।