Advertisment

Today Panchang 20th Feb 2023: କେଉଁ ମୁହୂର୍ତ୍ତ ହେବ ଶୁଭ,ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 20th Feb 2023

Today Panchang

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର,ତିଥି – ଅମାବାସ୍ୟା ଦିବା ୧୨.୩୫ ଗତେ ପ୍ରତିପଦ,ଘାତ ଚନ୍ଦ୍ର – ମିଥୁନ ଓ ମୀନ ଅହୋରାତ୍ର,ଘାତ ବାର- ମିଥୁନ,ପୁଷ୍କର ଦୋଷ – ନାସ୍ତି ।

Advertisment

ଶୁଭ ସମୟ:

  • ପ୍ରାତଃ ୦୬.୧୬ ରୁ ୦୭.୪୨
  • ଦିବା ୧୦.୫୧ ରୁ ୦୧.୦୯
  • ସନ୍ଧ୍ୟା ୦୬.୩୪ ରୁ ୦୯.୦୪
  • ରାତ୍ରି ୧୨.୦୦ ରୁ ୦୨.୫୫

ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା

Advertisment

ଅଶୁଭ ସମୟ:

  • ଋାହୁକାଳ - ପ୍ରାତଃ ୦୭.୪୨ ରୁ ୦୯.୦୮
  • କାଳବେଳା – ପ୍ରାତଃ ୦୭.୪୨ ରୁ ୦୯.୦୮
  • ବାରବେଳା – ଦିବା ୦୨.୫୨ ରୁ ୦୪.୧୮
  • କାଳରାତ୍ରି – ରାତ୍ରି ୧୦.୨୬ ରୁ ୧୨.୦୦
Panchang
Advertisment
Advertisment