• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

 wrestlers to join protest against Wrestling Federation of India
ରେସଲିଂ ମହିଳା କ୍ୟାମ୍ପରେ କଣ ଚାଲିଛି ? ଜବାବ ମାଗିଲା କ୍ରୀଡ଼ା ମନ୍ତ୍ରଣାଳୟ

ଭାରତୀୟ କୁସ୍ତି ମହାସଂଘର ସଭାପତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି ଅଲମ୍ପିଆନ୍

Today Panchang
Today Panchang 19th Jan 2023: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ କେଉଁ ମୁହୂର୍ତ୍ତ ହେବ ଶୁଭ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Even after 75 years of independence, misfortune does not leave India
ସ୍ୱାଧୀନତାର ୭୫ବର୍ଷ ପରେ ବି ଦୁର୍ଭାଗ୍ୟ ପିଛା ଛାଡୁ ନାହିଁ

କରୋନା ମହାମାରୀ ସମୟରେ ହଜାର ହଜାର ଭୋକିଲା ଶ୍ରମିକ ନିଜ ପିଲାଛୁଆମାନଙ୍କୁ ଧରି ଶହ ଶହ କିଲୋମିଟର ଚାଲୁଥିବାର ଦେଖାଯାଇଥିଲା। ଅନେକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ଯଦି କେହି ଖାଦ୍ୟାଭାବରୁ ମୃତ୍ୟୁମୁଖରେ ପଡ଼େ ତେବେ କୁହାଯିବ ଯେ ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଦୁର୍ଭାଗ୍ୟ ଆମ ପିଛା ଛାଡୁ ନାହିଁ।

IND vs NZ Highlights 1st ODI: IND beat NZ by 12 runs(AP)
ହାରିଲା ନ୍ୟୁଜିଲାଣ୍ଡ, ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ

ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ସେ ୭୮ ବଲରୁ ଧୂଆଁଧାର ୧୪୦ରନ୍ କରିଥିଲେ। ତେବେ ତାହା ଦଳକୁ ବିଜୟୀ କରିପାରିନଥିଲା। 

Pakistan
ଶିକ୍ଷା ପାଇଲା ପାକିସ୍ତାନ ! ଭାରତ ସହ ଶାନ୍ତି ଚାହୁଁ କହିଲେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କଥା ଲଙ୍କାରେ ହରିଶବ୍ଦ ଭଳି ଲାଗୁଛି ।

Horrifying Incident
VIDEO : କ୍ୟାମେରାରେ କଏଦ୍‌ ଲାଇଭ୍‌ ମୃତ୍ୟୁ, ବସ୍‌ ଆଗକୁ ଡେଇଁ ପଡ଼ିଲେ ଯୁବକ

ତୁରନ୍ତ ହସ୍ପିଟାଲ ନେଇଥିଲେ ସୁଦ୍ଧା ବଞ୍ଚାଇ ପାରିନଥିଲେ ଡାକ୍ତର ।

officer on contract post in exim bank
EXIM ବ୍ୟାଙ୍କରେ ଅଫିସର୍ ପଦବୀ ପାଇଁ ନିଯୁକ୍ତି; ଚାଲିଛି ଆବେଦନ

EXIM ବ୍ୟାଙ୍କ୍‌ ଅଫିସର୍ ପଦବୀ ପାଇଁ ନିଯୁକ୍ତି ସୁଯୋଗ ଦେଇଛି । ଏହି ନିଯୁକ୍ତି ଚୁକ୍ତି ଆଧାରରେ ହେବ। ବିଭିନ୍ନ ବିଭାଗରେ ମୋଟ ୩୦ଟି ପଦବୀ ପୂରଣ ହେବ।

Assembly Election
ତ୍ରିପୁରାରେ ୧୬ ଫେବ୍ରୁଆରୀ, ମେଘାଳୟ ଓ ନାଗାଲାଣ୍ଡରେ ୨୭ରେ ଭୋଟିଂ

ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ବିଧାନସଭା ନିର୍ବାଚନ(Assembly Election 2023) ପାଇଁ ବାଜିଲା ବିଗୁଲ୍ ।

lovers die by suicide, families get their statues married
ଆଶ୍ଚର୍ଯ୍ୟ ! ! ! ମୃତ୍ୟୁର ୬ ମାସ ପରେ ବାହା ହେଲେ ପ୍ରେମୀ ଯୁଗଳ !

ମୃତ୍ୟୁ ପରେ ବାହାଘର। କିନ୍ତୁ ଏହା କ’ଣ ସମ୍ଭବ ? ହଁ, ଏହା ସମ୍ଭବ । ଆମ କଥା ଆପଣଙ୍କୁ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିବ। କିନ୍ତୁ ଏହା ଏକ ବାସ୍ତବ ପ୍ରେମ କାହାଣୀ।

Pathaan Starcasts won't give media interviews before film release
ଫିଲ୍ମ ରିଲିଜ୍ ପୂର୍ବରୁ ଏହି କାମ କରିପାରିବେ ନାହିଁ ଶାହରୁଖ, ଦୀପିକା, ଜନ୍ ଆବ୍ରାହମ

ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ'ର ରିଲିଜ୍ ତାରିଖ ଯେତିକି ପାଖେଇ ଆସୁଛି ଲୋକଙ୍କ ଉତ୍ସାହ ସେତିକି ବଢି ବଢି ଚାଲିଛି। ଏହାରି ଭିତରେ ଏହାର ଷ୍ଟାରକାଷ୍ଟ ଉପରେ ଲାଗିଛି ପ୍ରତିବନ୍ଧକ। ଏହାର ନିର୍ମାତା ଶାହରୁଖ, ଦୀପିକା ଓ ଜନ୍ ଆବ୍ରାହମଙ୍କୁ ଏହି କାମ କରିବାକୁ ମନା କରାଯାଇଛି।

How to know pure gold what is 22 and 24kt
କିପରି ଜାଣିବେ ସୁନାର ଶୁଦ୍ଧତା; କ’ଣ ଏହି ୨୨ ଏବଂ ୨୪ କ୍ୟାରେଟ୍

ସେ ବାହାଘର ହେଉ ବା ଅନ୍ୟାନ୍ୟ ପାର୍ଟି ଫଙ୍କସନ୍‌ ହେଉ ଆଜିକାଲି ସୁନା ଅଳଙ୍କାର ଅତି ଜରୁରୀ ହୋଇପଡିଛି। ଏହି ସୁନା ପୁଣି ବିଭିନ୍ନ କ୍ୟାରେଟ୍‌ର ମିଳିଥାଏ। ଏସବୁ ବିଷୟରେ ନ ଜାଣିଲେ ବେଳେବେଳେ ଠକାମିର ମଧ୍ୟ ଶିକାର ହେବାକୁ ପଡେ। ଆସନ୍ତୁ ସେ ବିଷୟରେ ଜାଣିନେବା।

Bodies of mother-son duo found in water tank in Rajasthan
ପାଣି ଟାଙ୍କିରୁ ମିଳିଲା ମା’,ପୁଅଙ୍କ ମୃତଦେହ; ମହିଳାଙ୍କ ଶରୀରରେ ରହିଛି କ୍ଷତ ଚିହ୍ନ

ପାଣି ଟାଙ୍କିରୁ ମିଳିଲା ମା’,ପୁଅଙ୍କ ମୃତଦେହ। ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଥିବାବେଳେ ଯୌତୁକ ପାଇଁ ଶାଶୁ ଘର ଲୋକେ ତାଙ୍କୁ ମାରି ଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

Gold Price Today 18th Jan 2023
Gold Price Today 18th Jan 2023: ଜାଣନ୍ତୁ କେତେ ରହିଛି ସୁନା-ରୂପା ରେଟ୍

ଆଜି ସୁନା ଓ ରୂପା ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। ଭାରତରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୫୨,୩୫୦ ଟଙ୍କା ରହିହି। ସେହିପରି, ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୭,୧୦୦ ଟଙ୍କା ରହିଛି। ପୂର୍ବ ଦିନ ମଧ୍ୟ ଏହାର ମୂଲ୍ୟ ସମାନ ଥିଲା।

In China, Doctors Warned For Not To Write COVID On Death Certificates
ଚୀନ୍ ଡାକ୍ତରଙ୍କୁ ଚେତାବନୀ- ମୃତ୍ୟୁ ପ୍ରମାଣପତ୍ରରେ କୋଭିଡ୍ ଲେଖନ୍ତୁ ନାହିଁ

ଚୀନରେ କୋଭିଡ ସ୍ଥତି ଏବେ ପିକ୍‌ରେ ପହଞ୍ଚିବାକୁ ଯାଉଥିବା ବେଳେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।

Gleeden, An Extramarital Dating App, Has 2 Million Indian Users
ଭାରତରେ ବଢୁଛି Extramarital Dating App ର ଚାହିଦା

‘ଗ୍ଲିଡେନ୍’ ନିକଟରେ ଘୋଷଣା କରିଛି ଯେ ଏହା ବିଶ୍ୱରେ ୧୦ମିଲିୟନ୍ ଉପଭୋକ୍ତା ହାସଲ କରିଛି। ସେଥିମଧ୍ୟରୁ ୨ ମିଲିୟନ୍ ଉପଭୋକ୍ତା କେବଳ ଭାରତରୁ ଆସିଛନ୍ତି। ଏହି ସଂଖ୍ୟା ସେପ୍ଟେମ୍ବର ୨୦୨୨ ଠାରୁ ୧୧% ବୃଦ୍ଧି ପାଇଛି।

Oldman in station eating throwing roti after washing
Viral Video: ଏହି ଭିଡିଓ ଦେଖିବା ପରେ ଆପଣ ଆଉ ବଳକା ଖାଦ୍ୟ ଫିଙ୍ଗିବେ ନାହିଁ

ସୋସିଆଲ ମିଡିଆରେ ଏବେ ଏକ ଭାବପ୍ରବଣ ଭିଡିଓ ଭାଇରାଲ ହେଉଛି। ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ବୃଦ୍ଧ ଷ୍ଟେସନର ଟ୍ୟାପ୍ ନିକଟରେ ଏକ ରୁଟିକୁ ଧୋଉଚନ୍ତି ଆଉ ତା’ପରେ ଏହାକୁ ଖାଉଛନ୍ତି।

A success story of two woman justices
ଦୁଇ ନ୍ୟାୟ ରକ୍ଷିକା; ଜଣେ ପ୍ରଥମ ମହିଳା ଜଷ୍ଟିସ୍, ଜଣେ ପ୍ରଥମ ମହିଳା ସୁପ୍ରିମକୋର୍ଟ ଜଜ୍

ଭାରତର ଦୁଇ ଜଣ ଯଶସ୍ୱିନୀ ନ୍ୟାୟ ରକ୍ଷିକା। ଉଭୟ ପ୍ରାକ୍ ସ୍ୱାଧୀନତା ସମୟର। ଜଣେ ଭାରତର ପ୍ରଥମ ମହିଳା ଜଷ୍ଟିସ୍ ଓ ପ୍ରଥମ ହାଇକୋର୍ଟ ଜଷ୍ଟିସ୍। ଅନ୍ୟ ଜଣେ ଆମ ଦେଶର ପ୍ରଥମ ମହିଳା ସୁପ୍ରିମକୋର୍ଟ ଜଜ୍। ଯେତେବେଳେ ମହିଳାଙ୍କୁ ଘର ବାହାରକୁ ଯିବା ଲଗାମ ଥିଲା ସେତେବେଳେ ଏହି ଦୁଇ ମହିଳା କିପରି ଏହି ସଫଳତା ପାଇଲେ ଆସନ୍ତୁ ଜାଣିବା।

BJP President JP Nadda
ଦୃଢ଼ ହୋଇଛି ସଂଗଠନ, ଜିତିବୁ ୨୪ ଇଲେକ୍ସନ: ଶାହା

କୋଭିଡ୍ ସମୟରେ ନଡ୍ଡାଙ୍କ ଆହ୍ବାନରେ ବିଜେପି କାର୍ଯ୍ୟକର୍ତ୍ତା ଦେଶରେ ଅତୁଳନୀୟ ସେବା ଯୋଗାଇଛନ୍ତି।

South central railway recruitment notification
୧୦ମ ପାଶ୍ ସହ ITI କରିଛନ୍ତି କି; ରେଳବାଇରେ ଚାକିରି ସୁଯୋଗ

SCR ରେ ବାହାରିଛି ନିଯୁକ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଏସି ମେକାନିକ୍, କାର୍‌ପେଣ୍ଟର୍‌, ଫିଟର୍, ମେସିନିଷ୍ଟ୍‌, ୱେଲଡର୍ ସହିତ ବିଭିନ୍ନ ପ୍ରକାରର ପୋଷ୍ଟ ଏହା ମାଧ୍ୟମରେ ପୂରଣ ହେବ। ଏହା ମାଧ୍ୟମରେ ସମୁଦାୟ ୪୧୦୩ଟି ପୋଷ୍ଟ ପୂରଣ ହେବ।

Rashmika Mandanna beauty secrets skin care routine
ଆପଣ ରଶ୍ମିକା ମନ୍ଦାନାଙ୍କ ପରି ଗ୍ଲୋଇଙ୍ଗ୍ ସ୍କିନ୍ ପାଇବାକୁ ଚାହାନ୍ତି କି; ଦେଖନ୍ତୁ…

'ପୁଷ୍ପା' ସୁପର-ଡୁପର ହିଟ୍ ହେବା ପରେ ରଶ୍ମିକା ମନ୍ଦାନାଙ୍କ କ୍ରେଜ୍ ବଢିଯାଇଛି। ତାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା ଏବେ ଚାରିଆଡେ। ସବୁ ଯୁବତୀମାନେ ଏବେ ତାଙ୍କ ପରି ଗ୍ଲୋଇଙ୍ଗ୍ ସ୍କିନ୍ ପାଇବାକୁ ଚାହାନ୍ତି। ସେ ତାଙ୍କ ସୌନ୍ଦର୍ଯ୍ୟର ରାଜ୍ କହିଛନ୍ତି। ଆସନ୍ତୁ ଜାଣିବା…

Nepal plane crash
ଅସୁରକ୍ଷିତ ନେପାଳ ଆକାଶ ! ୩୦ ବର୍ଷରେ ଘଟିଛି ୨୭ଟି ମର୍ମନ୍ତୁଦ ବିମାନ ଦୁର୍ଘଟଣା

ପଡ଼ୋଶୀ ଦେଶ ନେପାଳରେ ବିମାନ ଦୁର୍ଘଟଣା କିଛି ନୂଆ କଥା ନୁହେଁ

When will the advance booking of pathan start in india
ଭାରତରେ ‘ପଠାନ’ର ଆଡଭାନ୍ସ ବୁକିଂ କେବେଠାରୁ ଆରମ୍ଭ….

ଫିଲ୍ମ ‘ପଠାନ’ର ଆଡଭାନ୍ସ ବୁକିଂକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି। ବିଦେଶରେ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ଆପଣ କେବେଠାରୁ ଭାରତରେ ଏହି ଚଳଚ୍ଚିତ୍ର ପାଇଁ ଟିକେଟ୍‌ ବୁକ୍ କରିପାରିବେ?

Tenure of JP Nadda as BJP President has been extended till 2024
ନଡ୍ଡାଙ୍କ ସଭାପତିତ୍ୱରେ ୨୪ ନିର୍ବାଚନରେ ହେବ ଲଢେଇ

କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି।