/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680751950.jpg)
Today Panchang
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ଗୁରୁବାର । ଚନ୍ଦ୍ର – କନ୍ୟା ରାତ୍ରି ୦୧.୦୯ ଗତେ ତୁଳା,ତିଥି – ପୂର୍ଣ୍ଣିମା ଦିବା ୧୦.୦୪ ଗତେ ପ୍ରତିପଦ,ଘାତ ଚନ୍ଦ୍ର – ବୃଷ ରାତ୍ରି ୦୧.୦୯ ପର୍ଯ୍ୟନ୍ତ,ଘାତ ବାର – ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନାସ୍ତି
Advertisment
ଶୁଭ ସମୟ:
- ପ୍ରାତଃ ୦୫.୪୦ ରୁ ୦୭.୧୮
- ଦିବା ୧୦.୩୫ ରୁ ୦୧.୦୩
- ରାତ୍ରି ୦୨.୩୨ ରୁ ୦୩.୧୯
ଅଧିକ ପଢ଼ନ୍ତୁ: ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ
ଅଶୁଭ ସମୟ:
- ଋାହୁକାଳ – ଦିବା ୦୧.୨୧ରୁ ୦୨.୫୩
- କାଳବେଳା – ଦିବା ୦୨.୫୩ ରୁ ୦୪.୨୬
- ବାରବେଳା – ଦିବା ୦୪.୨୬ ରୁ ୦୮.୫୮
- କାଳରାତ୍ରି – ରାତ୍ରି ୧୧.୪୮ ରୁ ୦୧.୧୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)