ସବୁଠି ଏବେ ପୂଜାର ମାହୋଲ । ମାଆଙ୍କ ଆଗମନ ପାଇଁ ଘରେ ଘରେ ପ୍ରସ୍ତୁତ ହୁଏ ବିଭିନ୍ନ ପ୍ରକାରର ମିଠା ଭୋଗ । ଏହି ଦୂର୍ଗାଷ୍ଟମୀ ଅବସରରେ ଘରେ ଏହି ମିଠାର ରେସିପି ବନେଇ ମାଆଙ୍କ ନିକଟରେ ଭୋଗ ଲଗାନ୍ତୁ । ଏହି ରେସିପିର ନାଁ ହେଉଛି ‘ବାଲୁସାହି’ । ଏହି ରେସିପିଟୁକୁ ଆପଣ ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଦୂର୍ଗାପୂଜାରେ ମାଆଙ୍କ ନିକଟରେ ଲାଗିଥାଏ ଭଳି ଭଳିକି ଭୋଗ । ଆପଣ ଘରେ ବିଭିନ୍ନ ମିଠାର ରେସିପି ତିଆରି କରି ମାଆଙ୍କ ନିକଟରେ ଭୋଗ ଲଗାଇ ପାରିବେ । ଆଗରୁ ଆପଣ ଛେନାରେ ପ୍ରସ୍ତୁତ ରସମଲାଇ ଖାଇଥିବେ । କେବେ ଚାଉଳରେ ପ୍ରସ୍ତୁତ ରସମଲାଇ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ଏକ ମିଠାର ଏକ ନୂଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚାଉଳ ରସମଲାଇ’ ।
ସାଧାରଣତଃ ନିରାମିଷରେ ପନିରରେ ତିଆରି ରେସିପି ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଘରେ ଆମେ ପନିରରେ ବିଭିନ୍ନ ପ୍ରକାରର ରେସିପି ତିଆରି କରିଥାଉ । ଆଜି ଆମେ ପନିରରେ ଏକ ନୂଆ ରେସିପି ବିଷୟରେ ଜଣେଇବୁ । ଏହି ରେସିପିର ନାଁ ହେଉଛି ‘ପନିର କୁଲ୍ଚା’। ଏହି ରେସିପିଟି ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଏବେ ଚାଲିଛି ପ୍ରାର୍ବଣର ଋତୁ । ନବରାତ୍ରୀରେ ଭଳି କି ଭଳି ମିଠାର ରେସିପି ପ୍ରସ୍ତୁତ କରାଯାଏ । ଆଜି ଆମେ ଏକ ମିଠାର ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ବାଦାମ୍ ଫିର୍ନି’ । ଘରକୁ କୁଣିଆ ଆସିଲେ ଏହି ରେସିପିଟି ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।
ମାତ୍ର ୩ ଟଙ୍କାରେ ଏହି ହୋଟେଲ୍ରେ ମିଳୁଛି ମାଛ ବେସର ଓ ଭାତ। ଏହା ସାଙ୍ଗକୁ ରହିଛି ଅନେକ ପ୍ରକାର ସ୍ୱାଦିଷ୍ଟ ତରକାରୀ।
ଏବେ ଚାଲିଛି ପାର୍ବଣର ଋତୁ । ପାର୍ବଣ ସମୟରେ ଠାକୁରଙ୍କ ନିକଟରେ ବିଭିନ୍ନ ପ୍ରକାରର ମିଠା ଭୋଗ ଲଗାଯାଇଥାଏ । ଆପଣ ଘରେ ମଧ୍ୟ ମିଠାର ରେସିପି ବନେଇ ପାରିବେ । ଆଜି ଆମେ ଆପଣଙ୍କୁ ବ୍ରେଡ଼ରେ ତିଆରି ଏକ ମିଠା ରେସିପି ବିଷୟରେ କହିବୁ । ଏହି ରେସିପି ନାଁ ହେଉଛି 'ବ୍ରେଡ଼ ଗୁଲାପ ଜାମୁନ୍ '। ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।
ସାଧାରଣତଃ ଚିଙ୍ଗୁଡିରେ ପ୍ରସ୍ତୁତ ରେସିପି ଖାଇବାକୁ ବେଶୀ ସୁଆଦିଆ ଲାଗିଥାଏ । ଘରେ ଆମେ ଚିଙ୍ଗୁଡ଼ିର ଅନେକ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆପଣଙ୍କୁ ଚିଙ୍ଗୁଡ଼ିର ଏକ ଦେଶୀ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡ଼ି ଲାଉ ରାଇ’। ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଘରେ ଆପଣ କଙ୍କଡ଼ାରେ ତିଆରି ବହୁ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କୁ କଙ୍କଡ଼ାର ଦେଶୀ ଶୈଳୀରେ ଏକ ରେପିପି ବିଷୟରେ କହିବୁ । ଏହି ରେସିପି ର ନାଁ ହେଉଛି ‘ନଡ଼ିଆ ଦିଆ କଙ୍କଡ଼ା ରସା’ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ସକାଳୁ ଉଠିବା ମାତ୍ରେ ଆମେ ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତି। କେମିତି ଓ କଣ ଖାଇବା? ସେନେଇ ଅନେକ ସମୟରେ ଆଲୋଚନା ହୋଇଥାଏ। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଖାଦ୍ୟକୁ ବେଶ୍ ଗୁରୁତ୍ୱ ଦିଅନ୍ତି। ଆଉ ଯେଉଁମାନେ ଖାଦ୍ୟ ପ୍ରିୟ ସେମାନଙ୍କ ପାଇଁ ଏହା ବଡ଼ ଖବର। କାରଣ ଖାଇବା ପ୍ରତିଯୋଗିତା ଜିତିଲେ ଆପଣଙ୍କୁ ବି ମିଳିବ ୨୦ ହଜାର ଟଙ୍କାର ପୁରସ୍କାର
ସାଧାରଣତଃ ପିଲାମାନଙ୍କୁ ଚଟପଟା ରେସିପି ବେଶୀ ସୁଆଦିଆ ଲାଗିଥାଏ । ପିଲାମାନଙ୍କ ପାଇଁ ସଂଧ୍ୟା ଟିଫିନ୍ ପାଇଁ ପ୍ରସ୍ତୁତ କରନ୍ତୁ ଏକ ଚଟପଟା ରେସିପି । ଆଜି ଆମେ ଆପଣଙ୍କ ପାଇଁ କାବୁଲି ଚଣା ବା ବଡ଼ ଚଣାରେ ଏକ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିଲି ଚଣା’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।
ଆମେ ଅତି କମ୍ ଖର୍ଚ୍ଚରେ ଘରେ ଚକଲେଟ୍ ବିସ୍କୁଟରେ କେକ୍ ବନେଇ ପାରିବା । ଆଜି ଆମେ ଆପଣଙ୍କ ପାଇଁ ବିନା ଓଭେନ୍ରେ ବିସ୍କୁଟର ଏକ କେକ୍ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିଟି ଘରେ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।
ସାଧାରଣତଃ ରେଷ୍ଟୁରାଣ୍ଟରେ ବା ହୋଟେଲରେ ପ୍ରସ୍ତୁତ ହୋଇଥିବା ରେସିପି ଖାଇବାକୁ ସୁଆଦିଆ ଲାଗିଥାଏ । ଆପଣ ମାନେ ମଧ୍ୟ ଘରେ ରେଷ୍ଟୁରାଣ୍ଟ୍ ଷ୍ଟାଇଲରେ ବିଭିନ୍ନ ରେସିପି ବନେଇ ପାରିବେ । ଆଜି ଆମେ ଆପଣଙ୍କୁ ଚିକେନର ଏକ ରେଷ୍ଟୁରାଣ୍ଟ ଷ୍ଟାଇଲରେ ରେସିପି ବିଷୟରେ କହିବୁ। ଏହି ରେସିପିର ନାଁ ହେଉଛି ‘ଚିକେନ୍ ଜାଫରାନୀ ‘।
ଛତୁର ବିଭିନ୍ନ ରେସିପି ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ଆଗରୁ ଆମେ ଛତୁର ଭିନ୍ନ ଭିନ୍ନ ରେସିପି ବିଷୟରେ ଆପଣଙ୍କୁ କହିଛୁ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମସରୁମ୍ କୋର୍ମା’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆଜି ଆମେ ଆପଣଙ୍କ ପାଇଁ ଅତି ସହଜ ଓ ସରଳ ଉପାୟରେ ମିଠାର ଏକ ରେସିପି ବିଯୟରେ କହିବାକୁ ଯାଉଛୁ । ବେସନ ଓ ନଡ଼ିଆରେ ଏକ ମିଠାର ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ନଡ଼ିଆ ବେସନ ବର୍ଫି । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ସାଧାରଣତଃ ଆମିଷ ଖାଉଥିବା ଲୋକେ ମାଛ ଖାଇବାକୁ ପସନ୍ଦ କରିଥାନ୍ତି । ଆଜି ଆମେ ମାଛ ମଞ୍ଜିରେ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମାଛ ମଞ୍ଜି ବରା ତରକାରି’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରିବା ।
କେବେ ଆପଣ ନୁଡୁଲ୍ସର ପକୋଡ଼ା ଖାଇଛନ୍ତି କି? ଆଜି ଆମେ ଆପଣଙ୍କୁ ଏକ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ନୁଡୁଲ୍ସ ପକୋଡ଼ା’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ସାଧାରଣତଃ ଅଧିକାଂଶ ଲୋକ ଚିକେନ ଖାଇବାକୁ ଭଲ ପାଆନ୍ତି । ଆଜି ଆମେ ଚିକେନର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିକେନ ଆଚାରୀ ଚମ୍ଚମ୍’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ରେସିପିଟିକୁ କିଭଳି ପ୍ରସ୍ତୁତ କରାଯାଏ ।
ଆଜି ଆମେ ଆପଣଙ୍କ ପାଇଁ ଏକ ଚଟ୍ପଟା ରେସିପି ବିଷୟରେ ଜଣେଇବୁ । ଏହି ରେସିପିର ନାଁ ହେଉଛି ରାଜ୍ କଚୋରୀ’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ରେସିପିଟିକୁ କିଭଳି ପ୍ରସ୍ତୁତ କରାଯାଏ ।
ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମସରୁମ୍ ଚପ୍’। ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ପୂର୍ବରୁ ଚିକେନରେ ଅନେକ ରେସିପି ବିଷୟରେ ଆପଣଙ୍କୁ କହିଛୁ । ଆଜି ଆମେ ଆପଣଙ୍କୁ ମରାଠୀ ଷ୍ଟାଇଲରେ ଚିକେନର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମରାଠୀ ସ୍ପାଇସି ଚିକେନ୍’ ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ବର୍ଷାଦିନେ ସଂଧ୍ୟାରେ ଚଟପଟା ଜଳଖିଆ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ଆଜି ଆମେ ଏକ ଦେଶୀ ସ୍ନାକ୍ସ ରେସିପି ବିଷୟରେ କହିବାକୁ ଯାଉଛୁ ଯାହା ଆପଣମାନେ ଆପଣଙ୍କର ସଂଧ୍ୟା ଜଳଖିଆ ଭାବେ ବନେଇ ପାରିବେ। ଏହି ସ୍ନାକ୍ସର ନାଁ ହେଉଛି ‘କଦଳୀ ମଞ୍ଜା ବରା’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ଆଜି ଆମେ ଆପଣଙ୍କୁ ମଟନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମଟନ୍ ବେସର’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ। ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ଆଜି ଆମେ ଆପଣଙ୍କୁ ଅଣ୍ଡାର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଅଣ୍ଡା କୋରମା’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ଆମ ଓଡ଼ିଆ ଖାଦ୍ୟର ଏକ ନିଆରା ସ୍ୱାଦ ଥାଏ । ଆଜି ଆମେ ଆପଣଙ୍କୁ ଓଡ଼ିଶାର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚାଉଳ ଦିଆ ଚୁନା ମାଛ ବରା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ଦେଶୀ ଉପାୟରେ ଘରେ ବନେଇ ପାରିବେ ।
ଆଜି ଆମେ ବଳକା ରୁଟିରେ ପ୍ରସ୍ତୁତ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ରୁଟି ସମୋସା’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।