ସାଧାରଣତଃ ପିଲାମାନଙ୍କୁ ଚଟପଟା ରେସିପି ବେଶୀ ସୁଆଦିଆ ଲାଗିଥାଏ । ପିଲାମାନଙ୍କ ପାଇଁ ସଂଧ୍ୟା ଟିଫିନ୍ ପାଇଁ ପ୍ରସ୍ତୁତ କରନ୍ତୁ ଏକ ଚଟପଟା ରେସିପି । ଆଜି ଆମେ ଆପଣଙ୍କ ପାଇଁ କାବୁଲି ଚଣା ବା ବଡ଼ ଚଣାରେ ଏକ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିଲି ଚଣା’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।