ଘରକୁ କୁଣିଆ ଆସିଲେ ଖାଇବା କଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତାହେଲେ ଆଜିର ରେସିପିକୁ ଘରେ ବନେଇ ଅତିଥି ଚର୍ଚ୍ଚା କରିପାରିବେ । ଆଜି ଆମେ ଆପଣଙ୍କ ପାଇଁ ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ନବରତ୍ନ ପଲାଉ’ । ଏହି ରେସିପଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।