ମାତ୍ର ୩ ଟଙ୍କାରେ ଏହି ହୋଟେଲ୍ରେ ମିଳୁଛି ମାଛ ବେସର ଓ ଭାତ। ଏହା ସାଙ୍ଗକୁ ରହିଛି ଅନେକ ପ୍ରକାର ସ୍ୱାଦିଷ୍ଟ ତରକାରୀ।
ଆଜି ଆମେ ଇଲିଶି ମାଛର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘‘ସିଝା ଇଲିଶି ମାଛ ବେସର । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।