ଏବେ ଚାଲିଛି ପର୍ବ ଓ ପର୍ବାଣର ଋତୁ । ଘରେ ଆପଣ ବିନା ପିଆଜ ରସୁଣରେ ବହୁତ ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ବିନା ପିଆଜ ରସୁଣରେ ଏକ ନୂଆ ରେସିପି ପ୍ରସ୍ତୁତ କରିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଲାଉ ପଲାଉ’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପୟରେ ବନେଇ ପାରିବେ ।