ଆପଣ ଲଞ୍ଚ୍ରେ କଣ ଖାଇବା ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତେବେ ବିଲ୍କୁଲ୍ ବି ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚିକେନର ଏକ ସୁଆଦିଆ ରେସିପି । ଆଜି ବୁଧବାର ରାନ୍ଧଣାରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ‘ଟମାଟୋ ଚିକେନ୍’ ।
ଆପଣ କେବେ ‘ବାମ୍ଫ ଦହି ଛତୁ’ର ରେସିପି ଖାଇଛନ୍ତି କି । ଯଦି ଖାଇନାହାଁନ୍ତି । ଆଜି ହି ଘରେ ବନାନ୍ତୁ ‘ ବାମ୍ଫ ଦହି ଛତୁ’ ରେସିପି । ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
ଆପଣ କେବେ ପୋସ୍ତଦିଆ ଚିକେନର ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ମାଟି ହାଣ୍ଡି ପୋସ୍ତ ଚିକେନ’ । ଏହି ରେସିପିର ବିଶେଷତ୍ୱ ହେଲା ଏହାକୁ ଆମେ ସଂପୂର୍ଣ୍ଣ ଦେଶୀ ଶୈଳୀରେ ମାଟି ହାଣ୍ଡିରେ ପ୍ରସ୍ତୁତ କରିବୁ ।
ସାଧାରଣତଃ ଇଲିସି ମାଛ ଖାଇବାକୁ ସମସ୍ତୁଙ୍କୁ ଭଲ ଲାଗିଥାଏ । ଇଲିସି ମାଛରେ ପ୍ରସ୍ତୁତ ରେସିପିର ସ୍ୱାଦ ପୂରା ନିଆରା । ଆଜି ଆମେ ଆପଣଙ୍କୁ ଇଲିସି ମାଛର ଏକ ନୂଆ ଦେଶୀ ଶୈଳୀରେ ପ୍ରସ୍ତୁତ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଅଳେଇଚ କଞ୍ଚା ଇଲିସି’ ।
ପାରମ୍ପରିକ ଖାଦ୍ୟର ସ୍ୱାଦ ନିଆରା । ବିଶେଷ କରି ଆମ ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟର ଜବାବ ନାହିଁ । ଆଜି ଆମେ ଆପଣଙ୍କ ପ୍ରସ୍ତୁତ କରିବୁ ଏକ ସୁଆଦିଆ ରେସିପି । ଏହି ରେସିପିର ନାଁ ହେଉଛି ‘ଛେଚା ମସଲା ଖାସି ମାଂସ’ । ଏହି ରେସିପିକୁ ଅତି ସହଜ ଓ ଦେଶୀ ଉପାୟରେ ବନେଇ ପାରିବା ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ପର୍ବପର୍ବାଣୀ ଆସିଲେ ଘରେ ତିଆରି ହୁଏ ଭଳିକି ଭଳି ପିଠା । ପିଠାର ରେସିପି କଥା ମନକୁ ଆସିଲେ, ଆଗ ଆରିସା ପିଠା କଥା ମନକୁ ଆସେ । ଆଗରୁ ଆପଣ ଆରିସା ପିଠା ଖାଇଥିବେ, ହେଲେ କେବେ ରାଶିରେ ପ୍ରସ୍ତୁତ ଆରିସା ପିଠା ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ ‘ରାଶି ଆରିସା’ ।
ଓଡ଼ିଆ ଘରେ ବାର ମାସରେ ତେର ପର୍ବ , ଆଉ ଏହି ପର୍ବପର୍ବାଣୀରେ ଘରେ ତିଆରି ହୁଏ ଭଳିକି ଭଳି ପିଠା । ଆଜି ଆମେ ଆପଣଙ୍କ ପାଇଁ ଓଡ଼ିଆ ଘରର ଏକ ପାରମ୍ପରିକ ପିଠା ପ୍ରସ୍ତୁତ କରିବୁ । ଏହି ପିଠା ରେସିପିର ନାଁ ହେଉଛି ‘ସାତପୁରୀ ପଠା’ । ଏହି ପିଠାର ବିଶେଷ୍ୱତ ହେଉଛି ସାତଟି ପୁରୀରେ ଏହା ପ୍ରସ୍ତୁତ କରାଯାଏ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ କେବେ ‘ଚିକେନ୍ ମଲାଇ ଟିକ୍କା’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ ମଲାଇ ଟିକ୍କା’ । ତେବେ ଚାଲନ୍ତୁ ଜାଣିବା ‘ଚିକେନ୍ ମଲାଇ ଟିକ୍କା’ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।
ଆପଣ ଅନେକ ପ୍ରକାରର ଚିଙ୍ଗୁଡ଼ି ଆଇଟମ୍ ଖାଇଥିବେ କିନ୍ତୁ କେବେ କ’ଣ ଚିଙ୍ଗୁଡ଼ି ଚକ୍ମା ଖାଇଛନ୍ତି। ଏହାକୁ ଆପଣ ଘରେ ଅତି ସହଜରେ ପ୍ରସ୍ତୁତ କରି ଏହାର ମଜା ନେଇ ପାରିବେ। ତେବେ ଚାଲନ୍ତୁ ଜାଣିବା କିଭଳି ପ୍ରସ୍ତୁତ କରିବେ ଚିଙ୍ଗୁଡ଼ି ଚକ୍ମା।
ଜନ୍ମଦିନ ହେଉ ବା ଖ୍ରୀଷ୍ଟମାସ୍, ଆପଣ ବଜାରରୁ ବିଭିନ୍ନ ପ୍ରକାରର କେକ୍ ଅର୍ଡର କରି ସେଲିବ୍ରେସନ କରିଥିବେ । ଆପଣ ମଧ୍ୟ ଘରେ ସୁଆଦିଆ କେକ୍ ତିଆରି କରି ଖାଇ ପାରିବେ । ଆପଣ କେବେ ଘର ତିଆରି ପ୍ଲମ୍ କେକ୍ ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ ‘ପ୍ଲମ୍ କେକ୍’ ଓ ଏହି ଖ୍ରୀଷ୍ଟମାସକୁ ବନାନ୍ତୁ ଖାସ୍ ।
ଶୀତଦିନରେ ଗରମ ଗରମ ସୁପ୍ ପିଇବାର ମଜା ନିଆରା । ସୁପ୍ ପାଟିକୁ ଯେତେ ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ଏକ ସୁଆଦିଆ ସୁପ୍ । ଯାହାର ନାଁ ହେଉଛି ‘ସୁଇଟ୍ କର୍ନ ସୁପ୍’ ।
ଖାଇବାରେ ଚିଙ୍ଗୁଡ଼ିର ରେସିପି ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ । ସେଥିପାଇଁ ଘରେ ଆମେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ବନେଇ ଖାଇଥାଉ । ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ସୁଆଦିଆ ଦେଶୀ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ପୋଇ ଚିଙ୍ଗୁଡ଼ି ରସା’ ।
ଆପଣ କେବେ ମଲାଇ ମଶରୁମର ରେସିପି ଖାଇଛନ୍ତି କି ?ଯଦି ଖାଇ ନାହାନ୍ତି । ଆଜି ହିଁ ଘରେ ବନାନ୍ତୁ ‘ମଲାଇ ମଶରୁମ୍’ ।ଏହି ରେସିପିଟି ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ପ୍ରାୟତଃ ସମସ୍ତଙ୍କୁ ରୋସଗୋଲା ଖାଇବାକୁ ଭଲ ଲାଗିଥାଏ । କିନ୍ତୁ ଆପଣ କେବେ ଚାଉଳରେ ପ୍ରସ୍ତୁତ ରସଗୋଲା ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଚାଉଳ ରସଗୋଲା ‘। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ସବୁ ଦିନେ ଡାଲମା, ରାଇତା ଖାଇ ଖାଇ ଆପଣ ଚିଡି ଗଲେଣି କି? ଯଦି ହଁ, ତେବେ ଆଉ ନଚିଡି ପାନ ମଧୁରୀ ଦେଇ ତିଆରି କରନ୍ତୁ ମଧୁ ରୁଚି। ଏହି ସୁଆଦିଆ ଆଲଟମଟିକୁ ନିଜେ ଖାଆନ୍ତୁ ଓ ଅନ୍ୟକୁ ଖାଇବାକୁ ଦିଅନ୍ତୁ...
ଆପଣ କେବେ ‘କଡାଇ ମଟନ୍’ର ରେସିପି ଖାଇଛନ୍ତି କି ? ଆଜି ରବିବାର ରାନ୍ଧଣାରେ ଘରେ ବନାନ୍ତୁ ‘କଡାଇ ମଟନ୍’ । ଏହି ରେସିପିଟିକୁ ଅତି ସହଜ ସରଳ ଉପାୟରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆଜି ରବିବାର। ଆମିଷ ବାର। ଜମିଲା ଆଜିର ଖାଇବା। ମାଂସ ନଖାଇ ଖାଆନ୍ତୁ ‘ଖାସି ଗୋଡ଼ ସୁରୁମା’। କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ...
କବାବ୍ର ସ୍ୱାଦ ନିଆରା । ସାଧାରଣତଃ କବାବ୍ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ସେଥିପାଇଁ ଆଜିର ରାନ୍ଧଣାରେ ଆମେ ପ୍ରସ୍ତୁତ କରିବୁ ‘ମଟନ୍ ସିକ୍ କବାବ୍’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ ଅନେକ ପ୍ରକାର ଚିକେନର ରେସିପି ଖାଇଥିବେ । ଯେମିତିକି ଦେଶୀ ଚିକେନ୍. ଚିକେନ୍ କଷା,ଚିକେନ୍ ମସଲା । କିନ୍ତୁ ଚିକେନର ଖଟା ତଥା ଆମ୍ବୁଲ ତିଆରି ରେସିପି କେବେ ଖାଇଛନ୍ତି କି ? ସେଥିପାଇଁ ଆଜି ଆମେ ଚିକେନର ଏକ ନିଆରା ଓ ଦେଶୀ ରେସିପି ବିଷୟରେ ଜଣେଇବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ‘ଆମ୍ବୁଲ ଚିକେନ୍’ ।
ଆପଣ କେବେ ସାବୁଦାନାରେ ପ୍ରସ୍ତୁତ ଲଡ଼ୁ ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ସାବୁଦାନା ଲଡ଼ୁ’ । ଏହି ରେସିପିଟି ବନେଇବା ଅତି ସହଜ ଓ ଦେଶୀ ଉପାୟରେ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ କେବେ ମଟନର ଏହି ଦେଶୀ ରେସିପି ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ ‘ରସୁଣ ମାଂସ’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ବନ୍ଧାକୋବି ପୂର ସାରୁ ଫ୍ରାଏ, ଥରେ ଖାଇଲେ ହାତକୁ ବାରମ୍ବାର ଚାଟିବେ...ସକାଳେ ମାର୍କେଟ୍ ଯାଇ ଏଇ ସବୁ ଜିନିଷ ନେଇ ଆସନ୍ତୁ, ସନ୍ଧ୍ୟାରେ ଘରେ ବନାନ୍ତୁ। ନିଜେ ଖାଆନ୍ତୁ ଆଉ ସମସ୍ତଙ୍କୁ ବି ଖୁଆନ୍ତୁ...
ଆପଣ କେବେ ଓଡ଼ିଆର ଏକ ପାରମ୍ପରିକ ରେସିପି ‘ପାରିଜାତ’ ମିଠା ଖାଇଛନ୍ତି କି । ତାହେଲେ ଆଜି ହିଁ ଘରେ ବନାନ୍ତୁ ପାରମ୍ପରିକ ଓଡ଼ିଆ ମିଠା ପାରିଜାତ । ଏହି ରେସିପି ବନେଇବା ଅତି ସହଜ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ ଖିରି ଖାଇଥିବେ । କିନ୍ତୁ ଏମିତିକା ଖିରି ଆଗରୁ କେବେ ଖାଇନଥିବେ । ତିଆରି ହୋଇଛି ଫୁଲକୋବି ଓ କ୍ଷୀରରେ । ତିଆରି ପ୍ରଣାଳୀ ଏମିତି ।
ଆପଣ 'ମଲାଇ ପନିର'ର ରେସିପି ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ 'ମଲାଇ ପନିର' । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ପ୍ରସ୍ତୁତ କରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।