• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

ratho
ଗୁଣ୍ଡିଚା ମନ୍ଦିର ଆଗରେ ତିନି ଠାକୁର

ପୁରୀ: ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲେ ତିନି ଠାକୁର। ପୁରୀ ବଡଦାଣ୍ଡରୁ ୩ ରଥରେ ବସି ଜଗନ୍ନାଥ, ବଳଭଦ୍ର ଓ  ମା ସୁଭଦ୍ରା ମାଉସୀ ମନ୍ଦିର ଆଗରେ ଲାଗିଛନ୍ତି। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ, ଶେଷରେ ନନ୍ଦିଘୋଷ ଲାଗିଲା। ଅପରାହ୍ନ ୩ଟା ୫୨ରେ ଗୁଣ୍ଡିଚା ମନ୍ଦିରରେ ତାଳଧ୍ୱଜରେ ବଡ଼ଠାକୁର ବଳଭଦ୍ର ଆସିଥିଲେ। ଅପରାହ୍ନ ୪ଟା ୧୧ରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା ସୁଭଦ୍ରାଙ୍କ ଦର୍ପଦଳନ। ଶେଷରେ ଅପରାହ୍ନ ୫ଟା ୧୦ରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଲାଗିଲା।

  • Wednesday, 14 July 2021
plix
ଜନ୍ମବେଦୀକୁ ଯିବ କାଳିଆ, ଚମତ୍କାର କଲେ କି ମହାପ୍ରଭୁ!

ଭୁବନେଶ୍ୱର: ଅଲୌକିକ ନା କାଳିଆର ଚମତ୍କାର। ୪ ଦିନ ତଳେ ଯେଉଁ ସୁପ୍ରିମକୋର୍ଟ କୋଭିଡ୍ ମହାମାରୀକୁ ଦେଖି ଏବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି କିନ୍ତୁ ବଦଳାଇଛନ୍ତି ରାୟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡ଼େଙ୍କ ନେତୃତ୍ୱାଧିନ ସେହି ୩ ଜଣିଆ ଖଣ୍ଡପୀଠ ରଥଯାତ୍ରା ପରମ୍ପରା ରକ୍ଷା ଲାଗି ଦାଏର ଏକାଧିକ ପିଟିସନ ଉପରେ ଶୁଣାଣି କରି ପୁରୀରେ ସର୍ତ୍ତମୂଳକ ରଥଯାତ୍ରା ଆୟୋଜନ ପାଇଁ ଦେଇଛନ୍ତି ଅନୁମତି। ତେବେ ରଥଯାତ୍ରା ଅନୁଷ୍ଠିତ […]

  • Wednesday, 14 July 2021
ratha-yatra
କେମିତି ଟଣାହେବ ୩ ରଥ, କହିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ଗୋଟିଏ ରଥ ଟାଣିବାରେ ୫୦୦ରୁ ଅଧିକ ଲୋକ ନିୟୋଜିତ ହେବେ ନାହିଁ। ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ସମେତ ପ୍ରତି ରଥ ଟାଣିବା ପାଇଁ ଅତିବେଶୀରେ ୫୦୦ ଜଣ ନିୟୋଜିତ ହେବେ। ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ସର୍ତ୍ତାବଳୀରେ ଏହା ଉଲ୍ଲେଖ ରହିଛି। ସୁପ୍ରିମ୍‌କୋର୍ଟର ରଥଯାତ୍ରାକୁ ବିସ୍ତୃତ ସର୍ତ୍ତାବଳୀ:- ପ୍ରତି ରଥ ଟାଣିବା ପାଇଁ ଅତିବେଶୀରେ ୫୦୦ ଜଣ ନିୟୋଜିତ। ରଥଟଣାରେ ନିୟୋଜିତ ସେବାୟତଙ୍କ କରୋନା ଟେଷ୍ଟ ଜରୁରୀ। ରିପୋର୍ଟ ନେଗେଟିଭ ହେଲେ ହିଁ ରଥଯାତ୍ରାରେ ସାମିଲ […]

  • Wednesday, 14 July 2021
Rath Yatra 2020
ରଥଯାତ୍ରା 2020:ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ- ଜାଣନ୍ତୁ, ପହଣ୍ଡି ଆରମ୍ଭର ସମୟ

ପୁରୀ: ରାତି ପାହିଲେ ପବିତ୍ର ରଥଯାତ୍ରା। ସେଥିପାଇଁ ପୁରୀ ସହର ଚଳଚଞ୍ଚଳ ହୋଇଉଠିଛି। ତେବେ ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। କେଉଁ ସମୟରେ କଣ ହେବ:- ଆସନ୍ତାକାଲି ଭୋର ୩ଟାରେ ମଙ୍ଗଳ ଆଳତି ଭୋର ୩.୧୫ରୁ ୫ଟା ପର୍ଯ୍ୟନ୍ତ ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟ ପୂଜା ସକାଳ ୫ଟାରେ ହେବ ବେଶ ଶେଷ ନୀତି ସକାଳ ୫.୩୦ରୁ ୬.୪୫ ହେବ ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଭୋଗ) ସକାଳ ୬ଟା ୪୫ରେ […]

TAKEN-PART
୪୧ ଘଣ୍ଟା ପାଇଁ ପୁରୀ ଜିଲ୍ଲା ସଟ୍‌ଡାଉନ

ପୁରୀ: ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ ସଟଡାଉନ ଘୋଷଣା। ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପୁରୀ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି। ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ତମାମ ପୁରୀ ଜିଲ୍ଲାକୁ ସଟଡାଉନ କରାଯାଇଥିବାରୁ କର୍ଫ୍ୟୁ ଭଳି ସ୍ଥିତି ରହିବ। ତେଣୁ ପୁରୀ ଜିଲ୍ଲାକୁ କୌଣସି ବାହାର ଲୋକ ଆସନ୍ତୁନି ଏବଂ ପୁରୀ ଜିଲ୍ଲା ଲୋକ ବି ବଡ଼ଦାଣ୍ଡକୁ ଆସନ୍ତୁନି କହିଛନ୍ତି ଡିଜିପି। ରଥଯାତ୍ରା ପାଇଁ ପୋଲିସ […]

  • Wednesday, 14 July 2021
jhsbajhd
'ଭକ୍ତର ଗୁହାରୀ ଶୁଣିଲେ ଭାବଗ୍ରାହୀ'

ଭୁବନେଶ୍ୱର: ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଜଗନ୍ନାଥ ପ୍ରେମୀ ଓ କୋଟି କୋଟି ଭକ୍ତଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି। ଏନେଇ ଗୃହ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ନେତା ଓ ମହାରାଜା ଖୁସି ବ୍ୟକ୍ତ କରିଛନ୍ତି। ରଥଯାତ୍ରାକୁ ଅନୁମତି ନେଇ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ‘ଭାବଗ୍ରାହୀ ମହାପ୍ରଭୁ ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ। ଭାବଗ୍ରାହୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଗଣିତ ଭକ୍ତଙ୍କ ଗୁହାରୀ ଶୁଣିଲେ। ପୂର୍ବ ରାୟକୁ ପୁନର୍ବିଚାର କରିଥିବାରୁ […]

  • Wednesday, 14 July 2021
cm naveen
ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ସଂଧ୍ୟା ୫ଟାରେ ଭିଡିଓ କନ୍ଫରେନସିଂରେ  ନବୀନ ପଟ୍ଟନାୟକ ସମୀକ୍ଷା କରିବେ। ରଥଯାତ୍ରା ପାଇଁ ଅନୁମତି ପରେ ପୁରୀ ଭକ୍ତ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପି ଉପସ୍ଥିତ ଅଛନ୍ତି। ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଡିଜି କ୍ରାଇମବ୍ରାଞ୍ଚ, କେନ୍ଦ୍ରାଞ୍ଚଳ ଡିଆଇଜି ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି। ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ […]

  • Wednesday, 14 July 2021
ratho-main
'ପୁରୀ ନୁହେଁ, ସାରା ରାଜ୍ୟର ରଥଯାତ୍ରା ନେଇ ଯୁକ୍ତି ବାଢିଥିଲେ ସରକାର'

ପୁରୀ: ଶ୍ରୀଜିଉଙ୍କ ଘୋଷଯାତ୍ରାକୁ ନେଇ ନିନ୍ଦିତ ହେବା ପରେ ଶେଷରେ ସ୍ପଷ୍ଟୀକରଣ ରଖିଛି ରାଜ୍ୟ ଆଇନ ବିଭାଗ। ରଥଯାତ୍ରା ହେବ କି ନହେବ ତାହା ଏବେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଥିବା ବେଳେ ଆସନ୍ତାକାଲି ଶୁଣାଣି ବେଳେ ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଆଇନ ବିଭାଗ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛି। ଗତ ୧୮ ତାରିଖରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ବେଳେ ରାଜ୍ୟ ସରକାର ମୂଳପୀଠ ପୁରୀ ନୁହେଁ, ବରଂ ସାରା ରାଜ୍ୟର ହଜାର […]

  • Wednesday, 14 July 2021
puri rath yatra 2020
Puri Rath Yatra 2020:କାଲି ରଥରେ ଆଜ୍ଞାମାଳ ବିଜେ ନୀତି

ପୁରୀ: ଆସନ୍ତାକାଲି ରଥରେ ହେବ ଆଜ୍ଞାମାଳ ବିଜେ ନୀତି। କାଲି ସକାଳଧୂପ ପରେ ଆଜ୍ଞାମାଳ ବିଜେ ନୀତି ହେବ। ଆଜ୍ଞାମାଳ ଆସିବା ପରେ ରଥ ନଗଡ଼ିଲେ ନୀତି ବନ୍ଦ ଆଶଙ୍କା କରାଯାଇଛି। ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ପରିଚାଳନା କମିଟି ସଦସ୍ୟ। ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଆନ୍ତୁ ବୋଲି କହିଛନ୍ତି। ବିଧି ଅନୁସାରେ ରଥଯାତ୍ରାର ପୂର୍ବଦିନ ଶ୍ରୀଜିଉଙ୍କ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆସି ତିନି […]

maharaja
'ଆଇନ୍ ଅନୁଯାୟୀ ରଥଯାତ୍ରା କରିବାକୁ ବାଧ୍ୟ'

ପୁରୀ: ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଯେମିତି ହେଉ ପୁରୀ ରଥଯାତ୍ରା କରାଇବାକୁ ପଦକ୍ଷେପ ନେବାକୁ ଚିଠିରେ ଲେଖିଛନ୍ତି। ରାୟର ପୁନର୍ବିଚାର ଲାଗି ସୁପ୍ରିମକୋର୍ଟ ଯିବାକୁ ଚିଠିରେ ଅନୁରୋଧ କରାଯାଇଛି। ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ଚିଠିରେ ଗଜପତି ଲେଖିଛନ୍ତି। ବିଭିନ୍ନ ପୁରାଣ ଓ ଇତିହାସର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ଚିଠି ଲେଖିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ, ଜଗନ୍ନାଥ ଅବତାର ନୁହନ୍ତି […]

  • Wednesday, 14 July 2021
dibya
Puri Rath Yatra 2020:'ସରକାର ବୁଝିଲେନି ଭକ୍ତଙ୍କ ଭାବନା'

ପୁରୀ: ରଥଯାତ୍ରା ପ୍ରସଙ୍ଗକୁ ନେଇ ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ବସିଥିଲା। ତେବେ ବୈଠକ ଶେଷ ହେବାପରେ ମହାରାଜା ଦିବ୍ୟସିଂହ ଦେବ କହିଥିଲେ, ବୈଠକରେ ପ୍ରାୟ ସାଢେ ୩ ଘଣ୍ଟା ଧରି ଆଲୋଚନା ହେଲା। ସୁପ୍ରିମକୋର୍ଟରେ ସରକାର ସାନି ମତ ରଖିବା ଉପରେ ମତ ପ୍ରକାଶ ପାଇଥିଲା। ମୂଳପୀଠରେ ରଥଯାତ୍ରା ବନ୍ଦ ହେବା କଥା ନୁହେଁ। ବିନାଭକ୍ତରେ ରଥଯାତ୍ରା ଲାଗି ପରିଚାଳନା କମିଟି ପ୍ରସ୍ତାବ ଦେଇଥିଲା। ଭକ୍ତମାନଙ୍କ ଭାବନାକୁ ରାଜ୍ୟ ସରକାର ଗ୍ରହଣ କଲେନି। ସେ […]

ratha-yatrra
Puri Rath Yatra 2020:ରଥଯାତ୍ରା ପାଇଁ ମଉଳିନି ଆଶା, ସୁପ୍ରିମକୋର୍ଟରେ ଦାୟର ହେଲା ୩ ପିଟିସନ

ଭୁବନେଶ୍ୱର: ଏବେ ବି ବନ୍ଦ ହୋଇନି ଶ୍ରୀକ୍ଷେତ୍ରରେ ଘୋଷଯାତ୍ରାର ବାଟ। ରଥଯାତ୍ରା ପାଇଁ ପୁଣି ସୁପ୍ରିମକୋର୍ଟରେ ଦାୟର ହେଲା ୩ ପିଟିସନ। ଏବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ କୋର୍ଟରେ ମୋଡିଫିକେସନ ପିଟିସନ ଦାୟର ହୋଇଛି। ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ ଏହି ପିଟିସନ ଦାୟର କରିଛନ୍ତି। ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ସେ ଆବେଦନ କରିଛନ୍ତି। ଏବର୍ଷ କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ସେ ପିଟିସନରେ ଆବେଦନ କରିଛନ୍ତି। ପୁରୀ ସହରକୁ […]

puri rath yatra 2020
Puri Rath Yatra 2020: ରଥଯାତ୍ରାକୁ ନେଇ ପୁଣି ପିଟିସନ୍: 'ସଟଡାଉନ୍ ଘୋଷଣା କରି ରଥଯାତ୍ରା କରାଯାଉ'

ଭୁବନେଶ୍ୱର: ରଥଯାତ୍ରା ପାଇଁ ପୁଣି ପିଟିସନ। ପୁରୀରେ ରଥାଯାତ୍ରା ପାଇଁ ସୁପ୍ରିମକୋର୍ଟରେ ଦାୟର ହେଲା ମୋଡିଫିକେସନ ପିଟିସନ। ରାୟରେ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରିଯାଇଛି। ଗତକାଲି ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ ନେଇ ରାୟ ଦେବା ପରେ ମୋଡିଫିକେସନ ପିଟିସନ ଦାୟର କରାଯାଇଛି। ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ ପିଟିସନ ଦାୟର କରିଛନ୍ତି। ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରାଯାଇଛି। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ସେ ଆବେଦନ କରିଛନ୍ତି। ପୁରୀ ସହରକୁ […]

jaguni
'ରଥଯାତ୍ରା ବନ୍ଦ କରିବା ଅର୍ଥ କଳଙ୍କମୟ ଇତିହାସ'

ପୁରୀ: ରଥଯାତ୍ରା ବନ୍ଦ ହେଲେ ଓଡ଼ିଶା ସରକାର, ଭକ୍ତଙ୍କ ପାଇଁ ଖରାପ ହେବ। ରଥଯାତ୍ରା ହେଲେ କରୋନା ଭୟ ଦୂର ହୋଇଯିବ। ଏହି ଯାତ୍ରା ସରକାରଙ୍କ ପାଇଁ ବଡ଼ ଚାଲେଂଜ, ସରକାର ନିଶ୍ଚିତ କରିବେ। ରଥ ବନ୍ଦ ହେଲେ କଳଙ୍କମୟ ଇତିହାସ ସୃଷ୍ଟି ହେବ କହିଲେ ଜଗୁନି। ରଥଯାତ୍ରା ପ୍ରସଙ୍ଗକୁ ନେଇ ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ (ଜଗୁନି) ମହାପାତ୍ର ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ମଣିଷ ହୋଇ କେବେ […]

  • Wednesday, 14 July 2021
puri rath yatra 2020
‘ହାତୀ ମିଳୁନାହାନ୍ତି, ରଥ ଟାଣିବା ଲାଗି ସେବାୟତ ପ୍ରସ୍ତୁତ’

ପୁରୀ: ରଥଯାତ୍ରାକୁ ଆଉ ରହିଲା ମାତ୍ରେ ଏକ ସପ୍ତାହ। କିନ୍ତୁ ଏହାକୁ ନେଇ ରାଜ୍ୟ ସରକାର ଏଯାଏ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। ବିନା ଭକ୍ତରେ ରଥଯାତ୍ରା କିପରି ହେବ ସେନେଇ ସରକାର ତୁରନ୍ତ ଘୋଷଣା କରିବାକୁ ଦଇତାପତି ଦାବି କରିଛନ୍ତି। ବର୍ତ୍ତମାନ ହାତୀ ମିଳୁନଥିବାରୁ ରଥ କିପରି ଟଣାଯିବ ସେନେଇ ଦଇତାପତିମାନେ ପ୍ରଶ୍ନ ଉଠାଇଛନ୍ତି। ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ରଥଯାତ୍ରା ଓ ରଥ ଟଣା ନେଇ ଶୀଘ୍ର […]

swami
'ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରଥଯାତ୍ରା ପାଳନ ହେଉ'

ଭୁବନେଶ୍ୱର: ବିଧି ପାଳନ କରାଯିବା ଆବଶ୍ୟକ, ପରମ୍ପରା ରହିବା ଦରକାର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରଥଯାତ୍ରା ପାଳନ ହେବା ଆବଶ୍ୟକ। ଟିଭି ମାଧ୍ୟମରେ ଭକ୍ତ ରଥଯାତ୍ରା ଦେଖିବାର ମଧ୍ୟ ସୁଯୋଗ ରହିଛି ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି। ନିର୍ଣ୍ଣାୟକ ମତ ଦେଇ ନଥିଲେ ବି ଜଗତଗୁରୁ ଅନୁକଳ୍ପ ଚିନ୍ତା କରିଛନ୍ତି। ପୁରୀ ରଥଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ବିଧି ପାଳନ କରାଯିବା ଆବଶ୍ୟକ, ପରମ୍ପରା ରହିବା ଦରକାର। କେନ୍ଦ୍ର […]

  • Wednesday, 14 July 2021
jagannath
ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା, ଏବେ କେମିତି ଅଛନ୍ତି ଶ୍ରୀଜିଉ?

ପୁରୀ: ସ୍ନାନ ଯାତ୍ରାରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ। ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା। ଅନବସରର ଆଜି ତୃତୀୟ ଦିନରେ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେବ। ଦ୍ୱିପହର ଧୂପ ପରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରୁ ଓଦା ବସ୍ତ୍ରକୁ ଓଲାଗି କରିବେ ଦଇତାପତି ସେବକ। ଅନବସରର ଗୁପ୍ତ ସେବା ପ୍ରକାରେ ଦ୍ୱିପହର ଧୂପ ପରେ ଅଣସର ତାଟି ଖୋଲାଯିବ। ଦଇତାପତି ସେବକ ତିନି ଠାକୁରଙ୍କ ଶ୍ରୀଅଙ୍ଗରୁ ଓଦା ବସ୍ତ୍ରକୁ ଓଲାଗି କରିବା […]

  • Wednesday, 14 July 2021
Lord Jagannath
ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଆଡ଼ପ ମଣ୍ଡପରେ ହେବ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି

ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥରେ ଦିନଟିଏ କାଟିବା ପରେ ଗତକାଲି ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତିଅ କାଳିଆ ସାଆନ୍ତଙ୍କ ସହ ଭାଇ ବଡ଼ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରା ।

Jagannath
ପହଣ୍ଡିରେ ଯାଉଛନ୍ତି ଶ୍ରୀ ଜଗନ୍ନାଥ

ଗୋଟି ପହଣ୍ଡିରେ ଯାଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଆଗରେ ସୁଦର୍ଶନ, ପରେ ବଡ଼ଭାଇ ଆଉ ତାହା ପଛକୁ ଦେବୀ ସୁଭଦ୍ରା ଓ ସର୍ବାଶେଷରେ ଯାଉଛନ୍ତି କାଳିଆ ଗୋସାଇଁ

Bol
ଏଥର ବି ବୋଲ୍‌ବମ୍ ଉପରେ ରୋକ୍ ଲଗାଇଲେ ରାଜ୍ୟ ସରକାର

ଚଳିତ ବର୍ଷ ମଧ୍ୟ ବୋଲ୍‌ବମ୍ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ କୌଣସି ଧାର୍ମିକ ସ୍ଥାନ କି ଜଳାଶୟରୁ ପାଣି ଉଠାଇ ପାରିବେନି କାଉଡ଼ିଆ

Balabhadra Pahandi
ଶ୍ରୀଗୁଣ୍ଡିଚା ଘରକୁ ଯାଉଛନ୍ତି ଶ୍ରୀଜିଉ, ଗୋଟି ପହଣ୍ଡିରେ ବିଜେ ହେବେ ମହାପ୍ରଭୁ

ସେପଟେ ଆସନ୍ତାକାଲି ଆଡ଼ପ ଅବଢା ମିଳିବ ବୋଲି ଜଣାପଡ଼ିଛି। ତେବେ ୭ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିବେ ଶ୍ରୀଜିଉ। ଏହା ପରେ ପଞ୍ଚମୀ ଦିନ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏହିଦିନ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ବିଧି ରହିଛି।

Makes Chariot For Ratha Jatra
କୁନି ଭକ୍ତଙ୍କ କୁନିରଥ

ଭକତ ଡୋରିରେ ବନ୍ଧା କାଳିଆ ଠାକୁର । କୁନି ଭକତର କୁନି ରଥ । ପୁରୀ ଯିବାକୁ ଇଛା ଥିଲା ହେଲେ ସେ ଯାଇ ପାରିଲାନି ଜଗାକୁ ଦର୍ଶନ କରିବା ପାଇଁ , ସେଥିପାଇଁ ତ କୁନି ରଥ ତିଆରି କରି ରଥ ଟାଣିଛି କୁନି ଭକ୍ତ । କାଳିଆ ପ୍ରେମରେ ପଡିଯାଇଛି ସୁନ୍ଦରଗଡ଼ ଜିଲ୍ଲାର ୨ ବର୍ଷର ବାଳକ ।

Baripada Jagannath Temple
ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ

ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ। ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ହୋଇଛି। ଆାଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ। ଶାନ୍ତିଶୃଂଖଳା ରକ୍ଷା ପାଇଁ ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦ ଅଫିସରଙ୍କୁ ମୁତୟନ କରାଯାଇଛି। ପରମ୍ପରା ଅନୁସାରେ ପୁରୀ ରଥ ଯାତ୍ରାର ପର ଦିନ ଏଠାରେ ରଥଯାତ୍ରା ହୋଇଥାଏ।

dry food
ରଥାଋଢ ଚତୁର୍ଦ୍ଧାମୃର୍ତ୍ତିଙ୍କୁ ଶୁଖିଲା ଭୋଗ କାହିଁକି ଅର୍ପଣ କରାଯାଏ ?

ରଥାଋଢ ଚତୁର୍ଦ୍ଧାମୃର୍ତ୍ତିଙ୍କୁ ଅର୍ଣ୍ଣ ଭୋଗ ଲାଗିନଥାଏ । ପୂର୍ବ କାଳରୁ ଚାଲି ଆସିଛି ଏହି ପରମ୍ପରା। ପ୍ରଭୁଙ୍କ ନିକଟରେ ଶଂଖ କୋରା,ନଡିଆ କୋରା,ବଡ଼ କୋରା,ସାନ କୋରା ଓ ମଝାଲ କୋରା ସହିତ ବିଭିନ୍ନ ଫଳ ଭୋଗ ଲାଗି କରାଯାଏ ।

abhada
ଆଜି ବାହାରିବ ନୀଳାଚଳ ଅବଢ଼ା

ପୁରୀ: ଆଜି ବାହାରିବ ନୀଳାଚଳ ଅବଢ଼ା। ଗତକାଲି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ସରିବା ପରେ ଆଜି ନୀଳାଚଳ ଅବଢ଼ା ବାହାରିବ। ତେବେ ଭକ୍ତ କେମିତି ଅବଢ଼ା ପାଇବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ସୁଆର ମହାସୁଆର ନିଯୋଗ ପକ୍ଷରୁ କୁହାଯାଇଛି। ଶ୍ରୀଜିଉ ଆଡ଼ପ ମଣ୍ଡପରେ ଥିବା ବେଳେ ଯେମିତି ଆଡ଼ପ ଅବଢ଼ା ପାଇଁ ବସ୍‌ ଷ୍ଟାଣ୍ଡ୍‌ ପାଖରେ ବ୍ୟବସ୍ଥା କରାଯାଇଥିଲା, ନୀଳାଚଳ ଅବଢ଼ା ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା କରିବାକୁ ଉପଜିଲ୍ଲାପାଳଙ୍କ ସହ କଥା ହୋଇଥିବା ନେଇ […]

  • Tuesday, 13 July 2021