• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

sunny_deol-wife
୩୩ ବର୍ଷ ତଳେ ଲୁଚିଲୁଚି ବାହା ହୋଇଥିଲେ ସନ୍ନି ଦେଓଲ

ମୁମ୍ୱାଇ : ବଲିଉଡ଼ରେ ଲମ୍ୱା ଇନିଂସ ଖେଳିବା ପରେ ୬୨ ବର୍ଷରେ ଭାଗ୍ୟ ପରୀକ୍ଷା କରିବାକୁ ରାଜନୀତିକୁ ଡେଇଁଛନ୍ତି ବ଼ଲିଉଡ଼ର ଘାୟଲ ଷ୍ଟାର ସନ୍ନି ଦେଓଲ। ନିଜ ଫିଲ୍ମ କ୍ୟାରିଅରରେ ବହୁ ହିଟ୍ ଦେଇଥିବା ସନ୍ନିଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ କେବେ ଲାଇମଲାଇଟ୍‌କୁ ଆସିପାରିନି। ମିଡ଼ିଆରେ ସନ୍ନି ଓ ଡିମ୍ପଲ କାପାଡିଆଙ୍କ ଲଭ୍‌ ଲାଇଫ୍‌କୁ ନେଇ ବେଳେବେଳେ ଗସିପ୍‌ ଜୋର ଧରେ। କିନ୍ତୁ ତାଙ୍କ ମ୍ୟାରେଜ, ସ୍ତ୍ରୀ, ପିଲାଙ୍କ ବିଷୟରେ ବହୁ କମ୍‌ ଆଲୋଚନା ହୁଏ । […]

  • Wednesday, 21 July 2021
priyanka
‘ମେଟ୍‌ ଗାଲା’ ଓ ସେଲିବ୍ରିଟିଙ୍କ ଅଜବ୍‌ ପୋଷାକ…

ମୁମ୍ବାଇ: ଆମେରିକା ସିଙ୍ଗର୍‌ ନିକ୍‌ ଜୋନ୍ସଙ୍କ ସହ ବିବାହ କଲା ପରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି। ଏବେ ସୋଶାଲ୍‌ ମିଡିଆରେ ପୁଣି ଥରେ ପ୍ରିୟଙ୍କା ଚର୍ଚ୍ଚାକୁ ଆସି ଟ୍ରଲ୍‌ର ଶିକାର ହୋଇଛନ୍ତି। ତେବେ ଏଥର ପ୍ରିୟଙ୍କା ତାଙ୍କ ହେୟାର୍‌ ଷ୍ଟାଇଲ୍‌କୁ ନେଇ ଟ୍ରଲ୍‌ ହୋଇଛନ୍ତି। ପ୍ରିୟଙ୍କା ‘ମେଟ୍‌ ଗାଲା’ ନାମକ ଏକ ଶୋ’ରେ ଅଜବ୍‌ ଡ୍ରେସ୍‌ ଏବଂ ଅଜବ୍‌ ହେୟାର୍‌ ଷ୍ଟାଇଲ୍‌ କରିଥିବା ଦେଖିବାକୁ ମିଳିଥିଲା। ଶୋ’ରେ ପ୍ରିୟଙ୍କାଙ୍କ […]

  • Wednesday, 21 July 2021
sankara-2
ମା’ଙ୍କ ପାଇଁ ବଦଳାଇ ଦେଲେ ନଦୀର ଧାରା

ଭୁବନେଶ୍ୱର: କେରଳର କାଲାଡି ଗ୍ରାମ ନିକଟରେ ରହିଥିଲା ପବିତ୍ର ପୂର୍ଣ୍ଣା ନଦୀ। ସବୁଦିନ ପରି ସେଦିନ ଆର୍ଯ୍ୟମ୍ମା ବାହାରିଥିଲେ ପାଣି ଆଣିବାକୁ। ଘରେ ଥିଲେ ବାଳକ ଶଙ୍କର। ହେଲେ କିଛି ବାଟ ଯାଉ ଯାଉ ହଠାତ୍‌ ଆଶ୍ଚର୍ଯ୍ୟ ହୋଇଗଲେ ସେ। ଏ କ’ଣ ! ପୂର୍ଣ୍ଣା ନଦୀର ଧାର, ତାଙ୍କ ଘର ନିକଟ ଦେଇ ବହିଯାଉଛି। ଚକିତ ହୋଇଥିଲେ ବି ଜଳପୂର୍ଣ୍ଣ କୁମ୍ଭ ଧରି ଘରକୁ ଫେରିଲେ। ରାତିକ ମଧ୍ୟରେ ନଦୀର ଧାର ଏମିତି ବଦଳିଯିବାର ରହସ୍ୟ […]

  • Wednesday, 21 July 2021
otv
“ଖିରସ୍ତାନୀ” ପୁଅକୁ ଛୁଇଁ ବାରମ୍ବାର ବୁଡ଼ ପକାଉଥିଲା “ବୋଉ”

ଭୁବନେଶ୍ୱର: ଶ୍ରୀମନ୍ଦିରକୁ ନେଇଯିବାକୁ ଚକ୍ରାନ୍ତ କରିଥିବା ଫିରିଙ୍ଗି ଫିସାଦି ଫୁ ହେଇଗଲା। ମଧୁ ବାରିଷ୍ଟରଙ୍କ ପାଇଁ ଶ୍ରୀମନ୍ଦିର ସତ୍ୱ ଗଜପତିଙ୍କ ହାତରେ ରହିଲା। କଥାଟା ବିଜୁଳି ବେଗରେ ପ୍ରଚାର ହୋଇଗଲା। ବାଲେଶ୍ୱର, କଟକ ଆଉ ପୁରୀ ସବୁଠି ଖେଳିଗଲା ଖୁସିର ଲହରୀ। ପୁରୀରୁ ସନନ୍ଦ ଆସିଲା ମଧୁସୂଦନଙ୍କ ପାଖକୁ। ତୁରନ୍ତ ଶ୍ରୀନହର ଯିବାକୁ ପଡ଼ିବ। ମଧୁବାବୁ କଲିକତାରୁ ଶ୍ରୀମନ୍ଦିର କେସ୍‌ ଜିତି ଫେରୁଥିବା ଜାଣି, ଓଡ଼ିଶା ସୀମାରୁ ଆରମ୍ଭ ହେଲା ସ୍ୱାଗତ ସମ୍ବର୍ଦ୍ଧନା। ପୁରୀରେ ପହଞ୍ଚିବା ପରେ ରାଜମାତା […]

  • Wednesday, 21 July 2021
cooli
ଆସୁଛି 'କୁଲି ନମ୍ବର ୱାନ୍‌'ର ରିମେକ୍: ଲିଡ୍‌ ରୋଲରେ ନଜର ଆସିବେ ଏହି ଅଭିନେତା

ମୁମ୍ୱାଇ : ୧୯୯୫ ମସିହାରେ ଆସିଥିବା ସୁପରହିଟ୍‌ ଫିଲ୍ମ ‘କୁଲି ନମ୍ୱର ୱାନ’ର ରିମେକ୍‌ ହେବାକୁ ଯାଉଛି। ସେତେବେଳେ ଗୋବିନ୍ଦା ଓ କରିସ୍ମାଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରିଥିଲେ ଦର୍ଶକ। ୨୫ ବର୍ଷ ପରେ ହେବାକୁ ଯାଉଛି ଏହାର ରିମେକ୍‌। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବରୁଣ ଧୱନ ଓ ସାରା ଅଲ୍ଲୀ ଖାନ। ହେଲେ ଏହି ଖବର ଖାସ୍‌ ପସନ୍ଦ ଆସିନି ଗୋବିନ୍ଦାଙ୍କୁ।  ତାଙ୍କ ବିନା ତାଙ୍କ ସୁପରହିଟ୍‌ ଫିଲ୍ମର ରିମେକ୍‌ ଖବରକୁ ସହଜେ […]

  • Wednesday, 21 July 2021
stoy
ରିଲିଜ ହେଲା ‘ଷ୍ଟୁଡେଣ୍ଟ ଅଫ ଦି ଇୟର-୨’

ମୁମ୍ୱାଇ :  କଲେଜ ଜୀବନର ମଜାମସ୍ତି, ହାଲକାଫୁଲକା ଲାଇଫ  ଓ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ କରନ ଜୋହରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ଶୁକ୍ରବାର ରିଲିଜ୍‌ ହୋଇଛି। ହେଲେ ସୋଶାଲ୍ ମିଡ଼ିଆରେ ଏହାକୁ ଦର୍ଶକଙ୍କ ଆଶା ମୁତାବକ ରେସପନ୍ସ ମିଳି ନାହିଁ। କିଛି ଦର୍ଶକ ଏହାକୁ ଠିକ୍‌ଠାକ୍ କହୁଥିବା ବେଳେ ଆଉ କିଛି ଏହା  ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ର ପୁରା କପି ବୋଲି କହିଛନ୍ତି। ଏଥିରେ ଟାଇଗର ସ୍ରଫ୍‌ […]

  • Wednesday, 21 July 2021
Shilpa-Raj
ରାଜ କୁନ୍ଦ୍ରାଙ୍କ ମାମଲାରେ ଶିଳ୍ପା ସେଟ୍ଟୀଙ୍କ ଭୂମିକା!

ପର୍ଣ୍ଣୋଗ୍ରାଫି ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ନାମ ସାମ୍ନାକୁ ଆସିଛି। ପୋଲିସ ତାଙ୍କୁ ଜୁଲାଇ ୨୩ନ୍ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ତେବେ ରାଜଙ୍କ ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କ ଭୂମିକା ଥିବା କୁହାଯାଉଛି।

malkhan
ପତ୍ନୀଙ୍କ ସହ ଏକ ନୂଆ ଦୁନିଆରେ ପ୍ରବେଶ କଲେ ଟିଭି ଆକ୍ଟର ଦୀପେଶ

ମୁମ୍ବାଇ: ପପୁଲାର୍‌ ଟିଭି ଶୋ’ ‘ଭାବୀ ଜୀ ଘର ପର ହେଁ’ରେ ମଲଖାନ୍‌ ଭୂମିକାରେ ଅଭିନୟ କରୁଥିବା ଦୀପେଶ ଭାନ୍ ନିକଟରେ ବିବାହ କରିଛନ୍ତି। ସେ ତାଙ୍କ ବାହାଘରର ଏକ ଫଟୋ ସୋଶାଲ୍ ମିଡିଆରେ ସେୟାର କରିଛନ୍ତି। ଏଥିରେ ସେ ତାଙ୍କ ପତ୍ନୀଙ୍କ ସହିତ ଅଛନ୍ତି। ଫଟୋ ତଳେ ସେ ଲେଖିଛନ୍ତି,“ମୁଁ ବାହା ହୋଇଗଲି। ଏବେ ମୁଁ ମୋ ସୁନ୍ଦରୀ ପତ୍ନୀଙ୍କ ସହିତ ଏକ ନୂଆ ଦୁନିଆରେ ପ୍ରବେଶ କରିଛି।” ସୋଶାଲ୍ ମିଡିଆରେ ଦୀପେଶଙ୍କ ବାହାଘର ଫଟୋ […]

  • Wednesday, 21 July 2021
salman
ରିଲିଜ୍ ହେଲା ଫିଲ୍ମ ‘ଭାରତ’ର ନୂଆ ଗୀତ ‘ଚାଶ୍‌ନୀ’

ମୁମ୍ବାଇ: ସଲ୍‌ମାନ୍‌ ଖାନ୍‌ଙ୍କ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ନୂଆ ଗୀତ ‘ଚାଶ୍‌ନୀ’ ରିଲିଜ୍‌ ହୋଇଯାଇଛି। ଏହି ନୂଆ ଗୀତରେ ସଲ୍‌ମାନ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ଅନ୍‌ ସ୍କ୍ରିନ୍‌ ରୋମାନ୍ସ ଦେଖିବାକୁ ମିଳିଛି। ଏହି ଗୀତର ଲିରିକ୍ସ ଲେଖିଛନ୍ତି ଇର୍‌ଶାଦ କାମଲୀ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି, ଭିଶାଲ୍‌ ଶେଖର। ଗୀତଟିକୁ କଣ୍ଠଦାନ କରିଛନ୍ତି ଅଭିଜିତ୍‌ ଶ୍ରୀ ବାସ୍ତବ। ଏହି ଗୀତ ଆରମ୍ଭ ହେଉଛି ଏକ ଡାଏଲଗ୍‌ରୁ ଯେଉଁଥିରେ ସଲ୍‌ମାନ୍‌ କହୁଛନ୍ତି… ଭାରତକୁ ମିଳିଗଲା ତାର ପ୍ରଥମ […]

  • Wednesday, 21 July 2021
ASARAM-BAPU
ତିଆରି ହେବ ଆଶାରାମ ବାପୁଙ୍କ ବାୟୋପିକ୍

ମୁମ୍ବାଇ: ବଲିଉଡ୍‌ରେ ଏବେ ବାୟୋପିକ୍‌ ବା ଜୀବନୀ ଉପରେ ସିନେମା ତିଆରି କରାଯାଉଛି। ଦର୍ଶକମାନେ ଏହି ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରୁଛନ୍ତି। ଫିଲ୍ମ ଗୁଡ଼ିକ ବକ୍ସ ଅଫିସ୍‌ରେ ମଧ୍ୟ ଭଲ ବ୍ୟବସାୟ କରୁଛି। କିନ୍ତୁ ଏବେ ଏକ ଖବର ଆସୁଛି ଯାହାକୁ ଶୁଣିଲେ ଆପଣ ଚିନ୍ତିତ ହୋଇଯିବେ। କାରଣ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିବା ଆଶାରାମ ବାପୁଙ୍କୁ ନେଇ ଏବେ ବାୟୋପିକ୍‌ ତିଆରି ହେବାକୁ ଯାଉଛି। ଏକ ରିପୋର୍ଟ ଅନୁସାରେ, ଆଶାରାମ […]

  • Wednesday, 21 July 2021
dad-saheb-falke
ପ୍ରଥମ ସିନେମା ତିଆରି ପାଇଁ ପତ୍ନୀଙ୍କଠୁ ଧାର ଆଣିଥିଲେ ଟଙ୍କା

ମୁମ୍ବାଇ: ଦାଦା ସାହେବ୍‌ ଫାଲ୍‌କେଙ୍କୁ ଭାରତୀୟ ସିନେମା ଜଗତର ଜନ୍ମଦାତା ବୋଲି କୁହାଯାଏ। ଆଜି ହେଉଛି ସେହି ଜନ୍ମଦାତାଙ୍କ ଜନ୍ମଦିନ। ଫାଲ୍‌କେଙ୍କ ଜନ୍ମ ୩୦ ଏପ୍ରିଲ୍‌ ୧୮୭୦ ମସିହାରେ ମୁମ୍ୱାଇର ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା। ସେ ଦେଶରେ ସିନେମା ଆରମ୍ଭ କରିବା ସହ ୧୯୧୩ ମସିହାରେ ‘ରାଜା ହରିଶ୍ଚନ୍ଦ୍ର’ ନାମରେ  ପ୍ରଥମ ଫିଲ୍ମ ନିର୍ମାଣ କରିଥିଲେ। ତେବେ ତାଙ୍କର ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା। ଦାଦା ସାହେବ୍‌ ଫାଲ୍‌କେଙ୍କ ପାରିବାରିକ ଜୀବନ […]

  • Wednesday, 21 July 2021
MALA
ମଲାଇକାଙ୍କ ବିକିନି ଫଟୋ ପାଇଁ ଟ୍ରୋଲ୍ ହେଲେ ‌ଅର୍ଜୁନ କପୁର

ମୁମ୍ବାଇ: ଅରବାଜ ଖାନଙ୍କ ସହ ଛାଡପତ୍ର ହେବା ପରଠାରୁ ଅଭିନେତ୍ରୀ ମଲାଇକା ଅରୋରା ଖାନ୍‌ ନିଜ ପର୍ସନାଲ୍‌ ଲାଇଫ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଗତ ବର୍ଷରୁ ଏମିତି ଖବର ଆସୁଛି ଯେ, ମଲାଇକା ଅର୍ଜୁନ୍‌ କପୁରଙ୍କୁ ଡେଟ୍‌ କରୁଛନ୍ତି। ଦୁହେଁ ଏ ପର୍ଯ୍ୟନ୍ତ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ୱୀକାର କରି ନାହାନ୍ତି। କିନ୍ତୁ ଅର୍ଜୁନ୍‌ଙ୍କ ଫ୍ୟାନ୍‌ମାନେ ମଲାଇକାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଆଦୌ ଖୁସି ନାହାନ୍ତି। ତେଣୁ ସୋଶାଲ୍‌ ମିଡିଆରେ ମଲାଇକାଙ୍କ ସହ […]

  • Wednesday, 21 July 2021
Shilpa-Raj
୧୪ ବର୍ଷର ସଂପର୍କରେ ରାଜ-ଶିଳ୍ପା : ଜୀବନ ଥିଲା ସିନେମାର କାହାଣୀ

ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କ ପ୍ରେମ ଜୀବନ ଠାରୁ ଆରମ୍ଭ କରି ବିବାହିତ ଜୀବନ ପର୍ଯ୍ୟନ୍ତ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍‌ କୌତୁହଳପୂର୍ଣ୍ଣ ନୁହେଁ। ସେମାନଙ୍କ ଜୀବନରେ ବିବାଦ, ଭାବନା ଏବଂ ପ୍ରେମ ବଲିଉଡର ସ୍କ୍ରିପ୍ଟ ପରି, ଏହା ସତ୍ତ୍ୱେ ସମୟ ସହିତ ଏହି ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଅଧିକ ଶକ୍ତିଶାଳୀ ହୋଇଗଲା।

bharat
ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’ର ଟ୍ରେଲର

ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଓ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ଟ୍ରେଲର।  ରିଲିଜ୍ ହେବାର ମାତ୍ର କେଇ ଘଣ୍ଟାରେ ଟ୍ରେଲର୍‌ଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ‘ଭାରତ୍‌’ର ଏହି ୩ମିନିଟ୍‌ର ଟ୍ରେଲର୍‌କୁ ଫ୍ୟାନ୍‌ଙ୍କର ଜବରଦସ୍ତ ରେସ୍‌ପନ୍ସ ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ଟ୍ରେଲର୍‌କୁ ପାଖାପାଖି ୨କୋଟିରୁ ଅଧିକ ଭ୍ୟୁ ମିଳିସାରିଲାଣି। Kya baat hai bhai!! Bahut Khoob. https://t.co/0t8hQoUSbJ — Shah Rukh Khan (@iamsrk) April 22, 2019 Osm — Salman Khan […]

  • Wednesday, 21 July 2021
stoy
ୟୁଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ପ୍ରଥମ ଗୀତ

କରନ୍ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ଫାଷ୍ଟ ଗୀତ ‘ଜବାନି’ ରିଲିଜ ହୋଇଯାଇଛି। ୭୦ ଦଶକରେ ଆସିଥିବା  କିଶୋର କୁମାର ଓ ଆର . ଡି ବର୍ମନଙ୍କ ଲୋକପ୍ରିୟ ଗୀତ ‘ଜବାନି’ କୁ ରିକ୍ରିଏଟ କରାଯାଇ ଦର୍ଶକଙ୍କ ସମ୍ମୁଖରେ ନୂଆ ଭାବେ ଉପସ୍ଥାପନ କରାଯାଇଛି। ଗୀତଟି ଏବଏ ୟ୍ୟୁଟ୍ୟୁବ୍‌ର ଟପ୍‌ ଟ୍ରେଣ୍ଡରେ ରହିଛି। ବର୍ତ୍ତମାନ ସୁଧା ଗୀତଟିକୁ ୨ କୋଟିରୁ ଅଧିକ ଥର ଦେଖାସରିଲାଣି। ୧୯୭୨ ମସିହାରେ ଆସିଥିବା ଫିଲ୍ମ […]

  • Wednesday, 21 July 2021
Barsha Anubhab
ହାଇକୋର୍ଟର ଦ୍ୱାରସ୍ତ ହେଲେ ଅନୁଭବ ମହାନ୍ତି

ବର୍ଷା-ଅନୁଭବ ବିବାଦ ସମାଧାନର ନା ଧରୁନି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଆଜି ହାଇକୋର୍ଟ ଯାଇଛନ୍ତି ଅନୁଭବ ମହାନ୍ତି ।

Kareena Kapoor
ପୁସ୍ତକର ନାମକରଣକୁ ନେଇ ଫସିଲେ କରୀନା

ବଲିଉଡ ଅଭିନେତ୍ରୀ କରୀନା କପୁର ତାଙ୍କ ପୁସ୍ତକକୁ ନେଇ ଏକ ଆଇନଗତ ସମସ୍ୟାରେ ଫସିଯାଇଛନ୍ତି। ତାଙ୍କ ପୁସ୍ତକର ନାମକୁ ନେଇ ସାରା ଦେଶରେ ସମାଲୋଚନା ହେଉଛି। ଏପରିକି କରୀନା କପୁରଙ୍କ ବିରୋଧରେ ଏଫ୍‌ଆଇଆର୍‌ ଜାରି କରିବାକୁ ଦାବି ହେଉଛି।

Arbaaz Khan
ଟ୍ରୋଲ୍ ଓ ଡ୍ରଗ୍ସକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତକଲେ ଅରବାଜ ଖାନ

ବଲିଉଡ୍‌ ଅଭିନେତା ଅରବାଜ ଖାନ ଖୋଲାଖୋଲି ଟ୍ରୋଲ୍‌ ସହ ଡ୍ରଗ୍ସ କାରବାର ଉପରେ ମତ ରଖିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକମାନେ ଟ୍ରୋଲ୍‌ ହୁଅନ୍ତି, ସେମାନଙ୍କୁ କେତେ ମାନସିକ ଏବଂ ବୃତ୍ତିଗତ ସମସ୍ୟାର ସାମ୍ନା କରିବାକୁ ପଡେ ତାହା କଳ୍ପନା କରିବା କଷ୍ଟକର।

Raj Kundra
ଜୁଲାଇ ୨୩ ପର୍ଯ୍ୟନ୍ତ ପୋଲିସ୍ ରିମାଣ୍ଡରେ ରାଜ କୁନ୍ଦ୍ରା

ପୋର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୩ ପର୍ଯ୍ୟନ୍ତ କୋର୍ଟ ରିମାଣ୍ଡରେ ପଠାଇଛନ୍ତି। ସୋମବାର ରାତିରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚର ପ୍ରପର୍ଟୀ ସେଲ୍ ଗିରଫ କରିଛି। ଅଶ୍ଳୀଳ ସିନେମା ନିର୍ମାଣ କରି କିଛି ଆପ୍ ମାଧ୍ୟମରେ ସେସବୁକୁ ରିଲିଜ୍ କରିବା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି।

padma-awards
ପ୍ରଭୁଦେବା ଓ ଶଙ୍କରଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ରାଷ୍ଟ୍ରପତି ଭବନରେ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି। ଅଭିନେତା ତଥା ଡ୍ୟାନସର ପ୍ରଭୁଦେବା, ବିଶିଷ୍ଟ ଗାୟକ ଶଙ୍କର ମହାଦେବନ ଏବଂ ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟର (ମରଣୋତ୍ତର) ଓ ଉଦ୍ୟୋଗପତି ଜନ୍‌ ଚ୍ୟାମ୍ବର୍ସ ପ୍ରମୁଖଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି। ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୧୧୨ ଜଣଙ୍କୁ ପଦ୍ମ ପରୁସ୍କାର ପାଇଁ ମନୋନୀତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୯୪ ଜଣ ପଦ୍ମଶ୍ରୀ, ୧୪ ଜଣ ପଦ୍ମଭୂଷଣ ଏବଂ ୪ ଜଣଙ୍କୁ […]

  • Tuesday, 20 July 2021
ranbir
ଭାଇରାଲ ହେଉଛି ‘ବ୍ରହ୍ମାସ୍ତ୍ର’ ପାଇଁ ରଣବୀରଙ୍କ ଟେଷ୍ଟ ଲୁକ୍‌

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟ ଷ୍ଟାରର ‘ବ୍ରହ୍ମାସ୍ତ୍ର’ର କାହାଣୀ ଏବେ ବି ସସ୍‌ପେନ୍ସରେ ରହିଛି। ଏଥିରେ ଲିଡ୍‌ ରୋଲ୍‌ କରୁଥିବା ରଣବୀର କପୁରଙ୍କର ଲୁକ୍‌ ଟେଷ୍ଟର ଏକ ଫଟୋ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ନିଜେ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଏହାକୁ ପୋଷ୍ଟ କରିଛନ୍ତି। ହେଲେ ଦୁଃଖର ବିଷୟ ହେଲା କୁଲ୍‌ ଓ ହ୍ୟାଣ୍ଡସମ୍‌ ଦିଶୁଥିବା ଏହି ଲୁକ୍‌ ରିଜେକ୍ଟ ହଇଯାଇଛି। ଫିଲ୍ମ ପାଇଁ ତାଙ୍କ ନୂଆ ଲୁକ୍‌ […]

twinkle
ଅକ୍ଷୟଙ୍କୁ ମାରି ଦେବାକୁ ଧମକ ଦେଲେ ପତ୍ନୀ ଟ୍ୱିଙ୍କିଲ୍‌

ମୁମ୍ବାଇ: ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର ସବୁବେଳେ ନିଜର ଭିନ୍ନ ଅନ୍ଦାଜ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସେ ନିଜ ଫିଲ୍ମର ଚରିତ୍ର ପାଇଁ ହେଉକି କେତେବେଳେ ଅନ୍ୟ କୌଣସି କାରଣ ପାଇଁ ହେଉ। ଏବେ କିନ୍ତୁ ସେ ଦୁଇଟି ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି। ଗୋଟିଏ କାରଣ ହେଉଛି ଏକ ନୂଆ ପ୍ଲାଟ୍‌ଫର୍ମରେ ପାଦ ଦେବା ଓ ଅନ୍ୟଟି ପତ୍ନୀ ଟ୍ୱିଙ୍କିଲ୍‌ ଖାନାଙ୍କ ଠାରୁ ମିଳିଥିବା ଧମକ୍‌। ତେବେ ଚାଲନ୍ତୁ ଜାଣିବା କ’ଣ […]

  • Tuesday, 20 July 2021
salman0new
ସଲ୍‌ମାନ୍‌ଙ୍କ ସହ ରୋମାନ୍ସ କରିପାରନ୍ତି ନୀଳ ନୟନା

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ସଲ୍‌ମାନ୍‌ ଖାନ୍‌ ଓ ସଞ୍ଜୟଲୀଲା ଭଂଶାଲୀ ଏକ ରୋମାଣ୍ଟିକ୍‌ ପ୍ରୋଜେକ୍ଟରେ  ଏକାଠି କାମ କରିବାକୁ ଯାଉଛନ୍ତି। ଏହାର ନାଁ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ -୨’ ରହିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏନେଇ ବିଧିବଦ୍ଧ ଭାବେ ଉଭୟ କିଛି ଘୋଷଣା କରିନାହାନ୍ତି। ଏହାଠାରୁ ବଡ଼ କଥା ହେଲା ଫିଲ୍ମରେ ସଲ୍‌ମନ୍‌ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ସହ ଫିଲ୍ମରେ ରୋମାନ୍ସ କରିବେ ବୋଲି ଜଣାପଡ଼ିଛି। ଏହି ଏକ୍ସ ଗର୍ଲଫ୍ରେଣ୍ଡ […]

  • Tuesday, 20 July 2021
iDiva_bottle-cap-challenge_Lead_5d1f03e9e1e66
ସେଲେବ୍ରେଟିଙ୍କୁ ପାଗଳ କରିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆର ନୂଆ ସେନ୍‌ସେସନ ପାଲଟିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ। କାଜାକିସ୍ତାନର ତାଇରୋଣ୍ଡୋ ଫାରବି ଡେବଲଚିନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଚ୍ୟାଲେଞ୍ଜ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି। ଗତ ମାସରେ ସେ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ତେବେ ଭାରତରେ ପ୍ରଥମେ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ ଆକ୍ସନ ଷ୍ଚାର ଅକ୍ଷୟ କୁମାର। ନିଜ ମାର୍ଶାଲ ଆର୍ଟ ଦକ୍ଷତାର ଚମତ୍କାର ନମୁନାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଖିଲାଡ଼ି କୁମାର। ଏହା […]

  • Tuesday, 20 July 2021
Capture 7......
ଫିଲ୍ମ ‘ନୋଟ୍‌ବୁକ୍‌’ର ଟ୍ରେଲର୍ ରିଲିଜ୍

ମୁମ୍ବାଇ: ପୁଣି ଥରେ ପରଦାକୁ ଆସିବ କଶ୍ମୀର ଷ୍ଟୋରୀ । ଉପତ୍ୟକାର କାହାଣୀକୁ ନେଇ ଆଧାରିତ ହିନ୍ଦୀ ଫିଲ୍ମ ‘ନୋଟ୍‌ବୁକ୍‌’ର ଟ୍ରେଲର୍ ରିଲିଜ୍ ହୋଇଛି । ଲଭ, ରୋମାନ୍ସ, ବ୍ରେକ୍ଅପ୍ ଆଉ ତା ସାଙ୍ଗକୁ ସସପେନ୍ସକୁ ନେଇ ଫିଲ୍ମର କାହାଣୀ ଆଧାରିତ । ଫିଲ୍ମ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି ପ୍ରନୂତନ ବେହଲ୍ ଓ ଜାହିର୍ ଇକବାଲ୍ । ପ୍ରନୂତନ ହେଉଛନ୍ତି ପ୍ରଖ୍ୟାତ ବଲିଉଡ ଅଭିନେତ୍ରୀ ନୂତନଙ୍କ ନାତୁଣି ଓ ଅଭିନେତା ମହନିଷ ବେହଲଙ୍କ ଝିଅ । […]

  • Tuesday, 20 July 2021