• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

KBN Gang
ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ... ଯାହାକୁ ଦେଖିଲେ, ତାକୁ ହାଣିଲେ

ଆଜି ସଂଧ୍ୟାରେ କିଛି ନିଶାସକ୍ତ ଯୁବକ ନୟାପଲ୍ଲୀ ବ୍ରିଟ୍‌ କଲୋନିରେ ପ୍ରବେଶ କରିଥିଲେ। ଯିଏ ସେମାନଙ୍କ ହାବୁଡ଼ରେ ପଡ଼ିଲା, ତାକୁ ଆକ୍ରମଣ କରିଥିଲେ।

Bomb Blast
ସମ୍ବଲପୁରରେ ଫୁଟିଲା ବୋମା, ୨ ଆହତ

ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍‌ ପୀରବାବା ଛକ ନିକଟରେ ଠିଆ ହୋଇଥିବା ଏକ ବୁଲେଟ୍‌ ଉପରେ ବୋମାମାଡ଼ ହୋଇଛି।

Crime
ସୈତାନର ନାରକୀୟ କାଣ୍ତ, ଟଙ୍କା ପାଇଁ ୯ବର୍ଷର ବାଳକକୁ କଲା ହତ୍ୟା!

୯ ବର୍ଷର ବାଳକକୁ ଅପହରଣ । ପ୍ରାର୍ଥନା ପାଇଁ ମସଜିଦକୁ ଯିବା ବେଳେ ଅପହରଣ କରିନେଲା ସ୍ଥାନୀୟ ଟେଲର୍ । ସନ୍ଧ୍ୟା ପ୍ରାର୍ଥନା ଶେଷ ପରେ ବାହାରକୁ ଆସିବା ପରେ ଅପହରଣ କରି ନେଲା । ପରେ ମୁଣ୍ତ ଜାମିନ ପାଇଁ ଦାବି କରିଥିବା ୨୩ ଲକ୍ଷ ଟଙ୍କା ନମିଳିବାକୁ କଲା ହତ୍ୟା ।

Loot
ଚୋରି ପୂର୍ବରୁ ଫିଟ ରହିବାର ଚେଷ୍ଟା, କଲେ ଯୋଗ; ଭାଇରାଲ ହେଲା ଭିଡିଓ

ଚୋରି କରିବା ପୂର୍ବରୁ ନିଜକୁ ଫିଟ ରଖିବା ପାଇଁ ଚୋରର ଯୋଗାଭ୍ୟାସ । ଏପରି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଚୋରଟିଏ ଚୋରି କରିବା ଆଗରୁ ଯୋଗ ଅଭ୍ୟାସ କରିଛି ।

Fake Notes Seized
ଜେଲ୍‌ରୁ ଶିଖିଲେ ପ୍ରିଣ୍ଟିଂ କୌଶଳ; ଖଲାସ ପରେ ଛାପିଲେ ଜାଲି ନୋଟ୍‌

ଜେଲ୍‌ ଯାଇଥିଲେ ଭଲ ମଣିଷ ହେବେ ବୋଲି। ମିଳିଥିଲା ଧନ୍ଦାମୂଳକ ପ୍ରଶିକ୍ଷଣ। ହେଲେ ତାହାକୁ ଭୁଲ ବାଟରେ ଲଗାଇ ଏବେ ପୁଣି ଜେଲ୍‌ ଗଲେ।

Lootera
ଚୋର ତ ଚୋର, ପୁଣି କୋଟିପତି ଚୋର

କଥାରେ ଅଛି ‘ନେଇ ଆଣି ଥୋଇଜାଣିଲେ ଚୋରି ବିଦ୍ୟା ଭଲ’। ବୋଧହୁଏ, ଏକଥାକୁ ଅକ୍ଷରେ ଅକ୍ଷରେ ପାଳୁଥିଲା ରାଜଧାନୀର ଜଣେ କୁଖ୍ୟାତ ଚୋର।

Lootera
ଚୋର ତ ଚୋର, ପୁଣି କୋଟିପତି ଚୋର... ଗାଁରୁ ରାଜଧାନୀ ଯାଏଁ ଛିଡ଼ା କରିଛି ଘର

କଥାରେ ଅଛି ‘ନେଇ ଆଣି ଥୋଇଜାଣିଲେ ଚୋରି ବିଦ୍ୟା ଭଲ’। ବୋଧହୁଏ, ଏକଥାକୁ ଅକ୍ଷରେ ଅକ୍ଷରେ ପାଳୁଥିଲା ରାଜଧାନୀର ଜଣେ କୁଖ୍ୟାତ ଚୋର।

Retired Army Jawan
ଗିରଫ ହେଲେ ପୂର୍ବତନ ସେନା କର୍ମଚାରୀ; ପୋଲିସକୁ ଅନେକ ଥର କରିଥିଲେ ଆକ୍ରମଣ...

ପୋଲିସକୁ ଦୁଇ ଦୁଇ ଥର ଆକ୍ରମଣ କରି ଲହୁ ଲୁହାଣ କରିଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସଙ୍କୁ ଗିରଫ କରିଛି ପୋଲିସ । କଟକ ଗ୍ରାମାଞ୍ଚଳ ପୋଲିସ ଓ ବାଙ୍କି ପୋଲିସର ନିଦ ହଜେଇ ଦେଇଥିଲେ । 

Loot
ପଢ଼ା ମାତ୍ର ନବମ ଶ୍ରେଣୀ, କିନ୍ତୁ ଚୋରି କରି ବଞ୍ଚୁଥିଲା ଅୟସର ଜୀବନ

କାମ ଚୋରି, କିନ୍ତୁ କୋଟିପତିଙ୍କ ଭଳି ରହଣୀ । କମିଶନରେଟ ପୋଲିସ ଗିରଫ କରିଥିବା ଜଣେ ଡକାୟତର ଜୀବନଶୈଳୀର କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଭୁବନେଶ୍ୱରର ଏକାଧିକ ସ୍ଥାନରୁ ଚୋରି କରି ଧରାପଡିଛି ପର୍ଶୁରାମ ଗିରି ।

  • Sunday, 24 March 2024
  • Loot
GANJA
ମାନିବାକୁ ପଡ଼ିବ ସାହସ; କରଜ ଶୁଝିବାକୁ ଗଞ୍ଜେଇ ଚାଷ

କେଶନାପାଲ୍ଲୀ ପ୍ରଥମେ ଗଞ୍ଜେଇ ମଞ୍ଜି କିଣି ଚଣା କ୍ଷେତରେ ଲଗାଇଥିଲେ। ଏନେଇ ଖବର ପାଇବା ପରେ SEB ଇନ୍ସପେକ୍ଟର ନାଗେଶ୍ୱରା ରାଓଙ୍କ ନେତୃତ୍ୱରେ ଏକ ଟିମ୍ ଚାଷ ଜମିରେ ଚଢାଉ କରିବା ସହ ଯାଞ୍ଚ କରିଥିଲେ।

Crime
କାରରୁ ମିଳିଲା ତିନି ଶବ, ଗୁପ୍ତ ଧନ ପାଇଁ ହତ୍ୟା ସନ୍ଦେହ!

କାରରୁ ମିଳିଲା ମୃତଦେହ । ଜଳି ଯାଇଥିବା କାରରୁ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଘଟଣାଟି ଘଟିଛି ମାଙ୍ଗାଲୁରୁ ତୁମାକୁରୁରେ । ଟଙ୍କା ପାଇଁ ଏପରି କାଣ୍ତ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

Son Killed Father
ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ, ମା ଗୁରୁତର !

ମା ପାଲି ମୁଣ୍ଡାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ପୁଅକୁ ଅଟକ ରଖି ତଦନ୍ତ କରୁଛି ଚମ୍ପୁଆ ଥାନା ପୋଲିସ ।

Crime
କି ଦୁଃଖ ! ସ୍ତ୍ରୀ ମୃତ୍ୟୁର ଦୁଃଖ ସହିନପାରି ସ୍ୱାମୀର ଆତ୍ମହତ୍ୟା !

ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ ଜିନେସ କାଣ୍ଡୁଲାନା ।

  • Sunday, 24 March 2024
Prayaskanti Samal
ଶେଷରେ ସଭାପତି ପଦ ଛାଡ଼ିଲେ ପ୍ରୟାସକାନ୍ତି

ପୂର୍ବରୁ ଏହି କଲେଜ ଜମି ଦୁର୍ନୀତି ମାମଲାରେ ଜେରା କରିଥିଲା ଇଡି । ସଭାପତି ପଦରେ ୨୦୧୦ ମସିହାରୁ ଥିଲେ ପ୍ରୟାସକାନ୍ତି ସାମଲ।

  • Sunday, 24 March 2024
Police SI Arrested
ଲାଞ୍ଚ ନେଇ ଗିରଫ ହେଲେ ପୋଲିସ SI, ଜବତ ଡିଏଲ୍ ଫେରାଇବା ପାଇଁ ନେଉଥିଲେ ଲାଞ୍ଚ

ଡ୍ରଙ୍କ୍ ଆଣ୍ଡ ଡ୍ରାଇଭରେ ଜବତ ଗୋଟିଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ଫେରାଇବା ପାଇଁ ସେ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ।

Lady Drugs Peddler
ରାଜଧାନୀରେ ସୁନ୍ଦରୀ ବିକୁଛନ୍ତି ସ୍ଲୋ ପଏଜନ୍

ରାଜଧାନୀରେ ସୁନ୍ଦରୀ ବିକୁଛନ୍ତି ସ୍ଲୋ ପଏଜନ୍ । ଧଳା ଜହରର କାୟା ମେଲାଇଛନ୍ତି କର୍ପୋରେଟ୍ ଲେଡି। ଯଦୁପୁର ଭଡ଼ାଘରୁ ୨ ଉଚ୍ଚଶିକ୍ଷିତା ଯୁବତୀଙ୍କୁ ଧରିଲା ପୋଲିସ। ୨୬ ଲକ୍ଷର ବ୍ରାଉନସୁଗାର ଜବତ। କିଙ୍ଗପିନକୁ ଧରିବା ପାଇଁ ମିଶନ୍ ଜାରି ।

Lady Drugs Peddler
ରାଜଧାନୀରେ ସୁନ୍ଦରୀ ବିକୁଛନ୍ତି ସ୍ଲୋ ପଏଜନ୍, ଧଳା ଜହରର କାୟା ମେଲାଇଛନ୍ତି କର୍ପୋରେଟ୍ ଲେଡି

ରାଜଧାନୀରେ ଧଳାଜହର ବେପାରର ନୂଆ ଟ୍ରେଣ୍ଡ। ଆଉ ଯୁବକ ନୁହଁନ୍ତି, ଏବେ ଯୁବତୀ ସାଜିଛନ୍ତି ବ୍ରାଉନସୁଗାର ବେପାରର ମୁଖ୍ୟ ବାହକ।

obscene-acts-with-minor-student
ଦ୍ୱିତୀୟ ଶ୍ରେଣୀର ଛାତ୍ରକୁ ଅସଦାଚରଣ ! କାନ୍ଦି କାନ୍ଦି ଘରେ କହିଲା ମାଡାମ୍ ମୋତେ...

ଦୁଇଦିନ ପୂର୍ବେ ସ୍କୁଲରେ ମଧ୍ୟାହ୍ନ ଭୋଜନରେ କଦଳୀ ଦିଆଯାଇଥିଲା। ଯାହାକି କଳା ପଡ଼ି ଖରାପ ହୋଇଯାଇଥିଲା। ଏନେଇ ପିଲାଟି ଘରକୁ ଆସି ବାପାଙ୍କୁ ଏ ବିଷୟରେ କହିଥିଲା ।

Excise Department
ମଦ ମାଫିଆଙ୍କ ଆତଙ୍କରାଜ, ରେଡ୍‌ ବେଳେ ଅବକାରୀ ଟିମ୍‌ ଉପରେ କଲେ ଆକ୍ରମଣ

ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ଟିମ୍‌ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣ ପରେ ଖୁଣ୍ଟୁଣୀ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି।

Sindoor
ବିବାହିତ ମହିଳାମାନେ ମଥାରେ ସିନ୍ଦୁର ନପିନ୍ଧିବା, ସ୍ୱାମୀଙ୍କ ପ୍ରତି ନିଷ୍ଠୁରତା: କୋର୍ଟ

କିଛି ଦିନ ହେବ ମହିଳା ଜଣକ ସ୍ୱାମୀଙ୍କଠାରୁ ଅଲଗା ହୋଇ ଅନ୍ୟ ଏକ ଘରେ ରହୁଛନ୍ତି । ତେଣୁ ସ୍ୱାମୀ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଉ ନ୍ୟାୟ ଭିକ୍ଷା କଲେ । କୋର୍ଟଙ୍କ ସମ୍ମୁଖରେ ନିଜ ବୈବାହିକ ଅଧିକାର ପାଇଁ ଆବେଦନ କଲେ ।

Crime
ସାହସିକତାର ଦେଲେ ପ୍ରମାଣ, ଲୁଟେରା ସହ ଲଢ଼ି ଘରୁ ବାହାର କରିଦେଲେ ମାଆ-ଝିଅ...ଦେଖନ୍ତୁ ଭିଡିଓ

ଚୋର ସହ ଲଢ଼ିଲେ ମାଆ ଓ ଝିଅ । ଲୁଟିବା ଉଦ୍ଦେଶ୍ୟରେ ଆସିଥିବା ଦୁଇଜଣ ସଶସ୍ତ୍ର ଚୋରଙ୍କ ସହ ଲଢ଼ିଥିଲେ ଉଭୟ ମାଆ ଝିଅ ।

Instagram
ଠକିଦେଲା ଇନ୍‌ଷ୍ଟାଗ୍ରାମ ପ୍ରେମ ! ଦୁଷ୍କର୍ମ କରି ଷ୍ଟେସନ୍‌ରେ ଛାଡ଼ିଲା, ଫୋନ୍‌ ନେଇଗଲା...

ଦୁଷ୍କର୍ମ କରିବା ପରେ ତାଙ୍କୁ ପୁଣି ଷ୍ଟେସନ୍‌ରେ ଛାଡ଼ିଥିଲା । ଆଉ ଏକ ଲୋକାଲ ଟ୍ରେନ୍‌ ଟିକେଟ କରି ଧରାଇ ଦେଇଥିଲା ।

Prisoner
କଏଦୀ ମୃତ୍ୟୁର ରହସ୍ୟ କ’ଣ, ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ ?

କେମିତି ହେଲା କେନ୍ଦୁଝର ଜେଲ କଏଦୀ ଅଜୟ ଦାସଙ୍କ ମୃତ୍ୟୁ? ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ? ଏହାପଛରେ ଆଉ କିଛି ରହସ୍ୟ ରହିଛି କି?

Bride Firing
ବିବାହ ଉତ୍ସବରେ ବନ୍ଧୁକ ଫୁଟାଇ ଭାଇରାଲ ହେଲେ ରିଭଲଭର ରାଣୀ..!

ଭିଡିଓରେ, ଊତ୍ତର ପ୍ରଦେଶର ଏକ ବିବାହ ଉତ୍ସବରେ ନବବଧୂ ବନ୍ଧୁକ ଚଳାଉଛନ୍ତି । ଥରେ ନୁହେଁ ବାରମ୍ବାର ଆକାଶକୁ ଗୁଳି ଫୁଟାଉଛନ୍ତି । ଭିଡିଓରେ ତାଙ୍କ ବର ମଧ୍ୟ ରହିଛନ୍ତି ।

  • Saturday, 23 March 2024
  • Firing
Jayram Pangi
ଜୟରାମଙ୍କ ଉପରେ ଅଦାଲତଙ୍କ ଛାଟ, ଗିରଫ ପାଇଁ ନୟାଗଡ଼ ଉପଖଣ୍ଡ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶ

କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ବଢିଲା ଅଡୁଆ । ଜୟରାମ ପାଙ୍ଗୀ ନିଜର ପୂର୍ବତନ ଡ୍ରାଇଭରଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକିବା ସହ ଆକ୍ରମଣ ଅଭିଯୋଗ ଘଟଣାରେ ତାଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ।

  • Saturday, 23 March 2024
  • MP