• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

 arrest job fraud racket’s
ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଚଳୁ କରୁଥିଲା, ଏବେ ବନ୍ଧାହେଲା

ଓଡ଼ିଶାରେ ଲମ୍ବିଛି ଜବ୍ ଫ୍ରଡର ମାୟାଜାଲ। ନକଲି ୱେବସାଇଟ୍ କରି ହଜାର ହଜାର ଚାକିରି ଆଶାୟୀଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଉଛନ୍ତି ଠକ। କେବେ ସରକାରୀ ଢାଞ୍ଚାରେ ଅନଲାଇନରେ ବିଜ୍ଞାପନ ଦେଇ ତ କେବେ ଓଡ଼ିଆ ଖବର କାଗଜରେ ନିଯୁକ୍ତି ସୂଚନା ଦେଇ ଲୁଟିଛନ୍ତି ଯୁବକ ଯୁବତୀଙ୍କୁ।

Pramila mallik
ନିୟମକୁ ଫୁ କରିଦେଲେ ପ୍ରମିଳା; ବିନା ଲାଇଫ୍ ଜ୍ୟାକେଟରେ ଜଳଯାତ୍ରା

ମହାନଦୀର ଭରା ଜଳରାଶିରେ ସୁଅ କାଟି ଚାଲୁଥିବା ଏ ମୋଟର ବୋଟରେ ୧୦ରୁ ଅଧିକ ଯାତ୍ରୀ ରହିଛନ୍ତି । ହେଲେ କେହି ଜଣେ ବି ପିନ୍ଧି ନାହାନ୍ତି ଲାଇଫ୍ ଜ୍ୟାକେଟ୍ । ଏ ଦୃଶ୍ୟ କଟକ ଧବଳେଶ୍ୱର ଶୈବପୀଠକୁ ଯାତ୍ରା ସମୟର। ତେବେ ଯାତ୍ରୀ ଆଉ କେହିଁନୁହନ୍ତି, ଖୋଦ୍...

Union state quarrel for PMShri scheme
ପିଏମ୍‌ଶ୍ରୀ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ତୁ… ତୁ… ମେ... ମେ…

ଆୟୁଷ୍ମାନ ଭାରତ ପରେ ଏବେ ପିଏମ୍‌ଶ୍ରୀ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ତୁ… ତୁ… ମେ... ମେ… ହେବାରେ ଲାଗିଛନ୍ତି। ସ୍ୱାସ୍ଥ୍ୟ ପରେ ଶିକ୍ଷା କ୍ଷେତ୍ରକୁ ନେଇ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ର ରାଜ୍ୟ କଳି ଭିତରେ ବଳି ପଡିବେନି ତ ଛାତ୍ରଛାତ୍ରୀ।

Crowd in Shivpitha on Mahashivratri
ମହାଶିବରାତ୍ରୀରେ ଚଳଚଞ୍ଚଳ ଶୈବପୀଠ; ମହାଦୀପ ଦର୍ଶନ ଅପେକ୍ଷାରେ ଭକ୍ତ

ଆଜି ପବିତ୍ର ମହାଶିବରାତ୍ରୀ। ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ। ଶିବ ଆରାଧନାରେ ମଗ୍ନ ସାରା ଜଗତ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତର ଅପେକ୍ଷା ମହାଦୀପ ଦର୍ଶନର ସେ ମହାର୍ଘ...

Leopard
କୁନୋକୁ ଆସିଲେ ଆଉ ୧୨ ଚିତା

ବାୟୁସେନାର MI-17 ହେଲିକପ୍ଟରରେ ଚିତାମାନେ ଆସିଥିଲେ ୧୬୫ କିଲୋମିଟର ଦୂର ନିଜର ସ୍ଥାୟୀ ନିବାସ କୁନୋ ଅଭିମୁଖେ । କୁନୋ ଜାତୀୟ ଉଦ୍ୟାନରେ ନବନିର୍ମିତ ସ୍ୱତନ୍ତ୍ର ୧୦ଟି କ୍ୱାରେଣ୍ଟିନ ଏନକ୍ଲୋଜରରେ ୧୨ଟି ଚିତାକୁ ଛଡ଼ାଯାଇଥିବା ବେଳେ, ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯିବ...

Jayanarayan Mishra
ବିଧାନସଭାରେ ଏକ୍ସପୋଜ୍ ହେବ ନବ ହତ୍ୟାକାଣ୍ଡ; ଚେତାବନୀ ଦେଲେ ଜୟନାରାୟଣ

ନବ ଦାସ ହତ୍ୟା ଓ ଅନ୍ୟ ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଗୁମର ଖୋଲୁଥିବାରୁ ତାଙ୍କୁ ଶାସକ ଦଳ ଟାର୍ଗେଟ କରୁଛି ବୋଲି ଜୟନରାୟଣ ଅଭିଯୋଗ କରିଛନ୍ତି । ତେବେ ଆଗକୁ ବିଧାନସଭା ବଜେଟ୍ ଅଧିବେଶନ ଥିବାରୁ ଗୃହରେ ନବ ଦାସ ହତ୍ୟାକାଣ୍ଡ ଏକ୍ସପୋଜ୍ ହେବ, ଘଟଣା ପଛରେ...

Pramila Mallick
ନିୟମକୁ ଫୁ କରିଦେଲେ ପ୍ରମିଳା; ବିନା ଲାଇଫ୍ ଜ୍ୟାକେଟରେ ଜଳଯାତ୍ରା

ମହାନଦୀର ଭରା ଜଳରାଶିରେ ସୁଅ କାଟି ଚାଲୁଥିବା ଏ ମୋଟର ବୋଟରେ ୧୦ରୁ ଅଧିକ ଯାତ୍ରୀ ରହିଛନ୍ତି । ହେଲେ କେହି ଜଣେ ବି ପିନ୍ଧି ନାହାନ୍ତି ଲାଇଫ୍ ଜ୍ୟାକେଟ୍ । ଏ ଦୃଶ୍ୟ କଟକ ଧବଳେଶ୍ୱର ଶୈବପୀଠକୁ ଯାତ୍ରା ସମୟର। ତେବେ ଯାତ୍ରୀ ଆଉ କେହିଁନୁହନ୍ତି, ଖୋଦ୍...

World's Most Dangerous Tribes
ଏ କେମିତିକା ପରମ୍ପରା... ବାପା ହୁଏ ଝିଅର ସ୍ୱାମୀ !

ଆଜ୍ଞା ହଁ ଏମିତି ଏକ ଜନଜାତି ରହିଛି । ସେମାନେ ବିବାହକୁ ନେଇ ଏକ କୁପ୍ରଥା ପାଳନ କରିଥାଆନ୍ତି । ପରମ୍ପରା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ଅନ୍ୟ ଜଣେ ପୁରୁଷ ବିବାହ କରିଥାଆନ୍ତି ।

bijay Shankar das
ବିରୋଧୀଙ୍କ ଦାବି; ବିଜୟଶଙ୍କରଙ୍କୁ ଗିରଫ କର

ବିରୋଧୀ ବିଜେପି ଓ କଂଗ୍ରେସ ଦଳ ତରଫରୁ ଶୋଭାଯାତ୍ରା ଓ ବିକ୍ଷୋଭପ୍ରଦର୍ଶନ କରି ବିଜୟଶଙ୍କରଙ୍କ ଗିରଫ ଦାବି କରାଯାଇଥିଲା । ଗତ ୨ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ, ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାଶ ଜଗତସିଂହପୁର ସଦର ଥାନାରେ ସାନି ଏତଲା ଦେଇଥିଲେ ।

bjb college function
‘ସବୁ ଦୁର୍ବଳତାକୁ ପଦାରେ ପକାଇଦେଇଛି କୋଭିଡ୍‌ ମହାମାରୀ’

ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ, କୋଭିଡ ମହାମାରୀ ଆମର ବିଭିନ୍ନ କ୍ଷେତ୍ରରେ ଥିବା ବହୁ ଦୋଷ ଦୁର୍ବଳତାକୁ ପଦାରେ ପକାଇବାରେ ସଫଳ ହୋଇଛି । ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରି ଉକ୍ତ...

Kim Jong Un's daughter
କିମ୍‌ଙ୍କ ଅଜବ ନିର୍ଦ୍ଦେଶ, ‘କେହି ରଖିପାରିବେନି ମୋ ଝିଅର ନାଁ’

ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ୍‌ ତାଙ୍କ ଝିଅ ସହ ନଜର ଆସିଥିଲେ । ଏକ କାର୍ଯ୍ୟକ୍ରମରେ ପତ୍ନୀ ଓ ଝିଅଙ୍କ ସହ ଯୋଗଦେଇଥିଲେ କିମ୍ ଜଙ୍ଗ ଉନ୍‌ । ସେହି ସମୟରେ ଉତ୍ତର କୋରିଆର ସେନା ଅଧିକାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

Marriage Certificate
ପ୍ରେମର ପ୍ରମାଣ... ହାତରେ ଟାଟୁ କଲେ ମ୍ୟାରେଜ୍ ସାର୍ଟିଫିକେଟ୍, ପତ୍ନୀଙ୍କୁ ଦେଲେ ଉପହାର

ପତ୍ନୀଙ୍କୁ ଭାଲେଣ୍ଟାଇନ୍ ଡେ’ରେ ଉପହାର ଦେଇଛନ୍ତି ଯୁବକ । ତାଙ୍କ ଭାଷାରେ ପ୍ରେମକୁ ସବୁଦିନ ପାଇଁ ସାଇତି ରଖିବାକୁ ୟା ଠାରୁ ଭଳି ଭଲ ଉପହାର ଆଉ କିଛି ନାହିଁ।

pratap sarangi
ଦିଲ୍ଲୀରେ ନନାଙ୍କ ମାଟିଘର; କେମିତି ତିଆରି ହୋଇଛି ଦେଖନ୍ତୁ...

ପରିବେଶ ଅନୁକୂଳ ରହିଛି ଏହି ଘର । ଘରେ ପାଇଖାନା ସହ ଗାଧୁଆ ଘର ‍‍ବି ଅଛି । ଏହି ଘରେ ଦୁଇଟି ବେଡରୁମ୍ ସହ ଗୋଟିଏ ବୈଠକ କୋଠରୀ ରହିଛି । ଘରେ ବସିବା ଓ ଶୋଇବା ପାଇଁ ମାଟିରେ ପିଣ୍ଡା ନିର୍ମାଣ କରାଯାଇଛି ।

Chetan Sharma
BCCI ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ଚେତନ ତାଙ୍କ ଇସ୍ତଫା ପତ୍ରକୁ BCCI ସମ୍ପାଦକ ଜୟ ଶାହାଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି । ଏକ ଭାଇରାଲ ଭିଡିଓ ପାଇଁ ବିବାଦକୁ ଆସିଥିଲେ ଚେତନ ଶର୍ମା ।

Jagara
ଆସନ୍ତାକାଲି ଜାଗରଯାତ୍ରା; ଶେଷ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି

କଟକ ଆଠଗଡ ଧବଳେଶ୍ୱର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଝୁଲାପୋଲ କିମ୍ବା ଡଙ୍ଗା ଉପରେ ଭକ୍ତମାନଙ୍କ ଯିବା ଆସିବା ବାରଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମହାନଦୀ ଭିତରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି ।  

Pak Hikes Fuel Prices
ପାକ୍‌ରେ ରେକର୍ଡ ଭାଙ୍ଗିଲା ପେଟ୍ରୋଲ ଓ ଡିଜେଲ୍ ଦର; ଆକାଶ ଛୁଆଁ ଅତ୍ୟାବଶ୍ୟକ ସାମଗ୍ରୀ

ତୈଳଦରରେ ରେକର୍ଡ ବୃଦ୍ଧି ପାକିସ୍ତାନବାସୀଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ଆହୁରି ଦୋହଲାଇ ଦେଇଛି । ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୨୨ ଟଙ୍କା ବଢ଼ି ୨୭୨ ଟଙ୍କାରେ ପହଞ୍ଚିଛି ।

BJP PROTEST
ଓଡ଼ିଶାରେ ଶାସନ ଚଳାଉଛି କିଏ ?

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ପୁରାପୁରି ବିଗିଡ଼ି ଯାଇଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପିର ହେଭିୱେଟ୍ ନେତା ।

arup patnaik
ଜୟନାରାୟଣଙ୍କୁ ଅରୂପଙ୍କ ଖାକି ଅନ୍ଦାଜରେ ଧମକ !

ଜୟନାରାୟଣଙ୍କ ପ୍ରତି ବିଦ୍ରୁପ ଓ ସମ୍ମାନହାନୀ ଭଳି ମନ୍ତବ୍ୟ ରଖିଛନ୍ତି ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ଅରୂପ ପଟ୍ଟନାୟକ । ଅରୂପଙ୍କ ଏଭଳି ମନ୍ତବ୍ୟକୁ ନେଇ ଜୟନାରାୟଣ ବି ଜବାବ ରଖିଛନ୍ତି ।

medical college
ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ମେଡିକାଲ କଲେଜ ପ୍ରକଳ୍ପ ! ସଂପୂର୍ଣ୍ଣ ଠିକା କର୍ମଚାରୀଙ୍କୁ ନେଇ ଚାଲିଛି ଡାକ୍ତରୀ ପାଠପଢା

କେନ୍ଦୁଝର ମେଡିକାଲ୍ କଲେଜରେ ୮୦ ପ୍ରତିଶତରୁ ଅଧିକ ଷ୍ଟାଫ୍ ନିଯୁକ୍ତ ହୋଇନାହାନ୍ତି । ମାତ୍ର ୧୯ ଜଣ ଠିକା କର୍ମଚାରୀରେ ଚାଲିଛି ଏହି ମେଡିକାଲ୍ କଲେଜ୍ ।

Medical Condition, sleeping, girl
ଶୋଇଥିଲେ ୩୨ ବର୍ଷର ମହିଳା; ଉଠିବା ବେଳକୁ ହୋଇଗଲେ ୧୭ ବର୍ଷୀୟ ଯୁବତୀ

ଘଟଣାକୁ ନେଇ ଡାକ୍ତର କଲେ ବଡ଼ ଖୁଲାସା । ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ସତରେ ଏମିତି କ’ଣ ଜଣେ ମହିଳାଙ୍କ ସହ ହୋଇଥାଏ ?

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।