/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682740828.jpg)
Today Panchang
ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଶନିବାର । ଚନ୍ଦ୍ର – କର୍କଟ ଦିବା ୧୨.୪୬ ଗତେ ସିଂହ । ତିଥି – ୯ମୀ ସନ୍ଧ୍ୟା ୦୬.୨୨ ଗତେ ୧୦ମୀ । ଘାତ ଚନ୍ଦ୍ର – ଦିବା ୧୨.୪୬ ଗତେ କର୍କଟ, ମକର । ଘାତ ବାର – ବୃଷ, ସିଂହ ଓ କନ୍ୟା । ପୁଷ୍କର ଦୋଷ – ୧ପାଦ - କୃଷିହାନୀ- ଭୂମିଦାନ ।
Advertisment
ଶୁଭ ସମୟ
- ଦିବା ୧୦.୦୮ରୁ ୦୧.୦୦
- ରାତ୍ରି ୦୮.୨୦ରୁ ୧୦.୩୬
- ରାତ୍ରି ୧୨.୦୬ରୁ ୦୧.୩୬
- ରାତ୍ରି ୦୨.୨୧ରୁ ୦୩.୫୨
ଅଶୁଭ ସମୟ
- ରାହୁକାଳ – ଦିବା ୦୮.୩ ରୁ ୧୦.୦୮
- କାଳବେଳା – ପ୍ରାତଃ ୦୫.୨୩ ରୁ ୦୬.୫୮ ଓ ଦିବା ୦୪.୩୦ ରୁ ୦୬.୦୫
- ବାରବେଳା – ଦିବା ୦୧.୧୯ରୁ ୦୨.୫୪
- କାଳରାତ୍ରି – ସନ୍ଧ୍ୟା ୦୬.୦୫ରୁ ୦୭.୩୦ ଓ ରାତ୍ରି ୦୩.୫୭ରୁ ୦୫.୨୨
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)