/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692076918.jpg)
Know about Laxmi Barik, who served Mahatma Gandhi during Salepur visit
ଦଶେ ପାଳନ କରୁଛି ସ୍ୱାଧୀନତାର ଅମୃତ ମହୋତ୍ସବ । ସଂଗ୍ରାମୀଙ୍କ ବଳିଦାନକୁ ଆଜି ନମନ କରୁଛନ୍ତି ସଭିଏ । ଆଜିର ଦିନରେ ମନେପଡ଼ନ୍ତି କଟକ ସାଲପେୁର ବହୁଗ୍ରାମର ଲକ୍ଷ୍ମୀ ବାରିକ । ହଁ ତାଙ୍କରି ସ୍ମୃତି ବହନ କରୁଛି ତାଙ୍କର ସଲେୁନ୍ । ସେ ଏମିତି ଜଣେ ମହିଳା ଥିଲେ ଯିଏ ଗାନ୍ଧିଜୀଙ୍କୁ ସବୋ କରିଥିଲେ ଓ ଗରିବି ମଧ୍ୟରେ ସ୍ୱାଧୀନତା ସଂଗ୍ରାମ ପାଇଁ ନିଜ ସୁନା ଅଳଙ୍କାର ସବୁ ଦାନ ଦେଇ ଦେଇଥିଲେ ।
ସେ ହେଉଛନ୍ତି ଏହି ବହୁଗ୍ରାମ ବଜାରର ଲକ୍ଷ୍ମୀ ବାରିକ । ଲକ୍ଷ୍ମୀ ଗାନ୍ଧିଜୀଙ୍କୁ ଖିଅର କରିଥିଲେ । ଆଉ ତାଙ୍କର ସ୍ମୃତିରେ ଆଜି ବି ସମୋନଙ୍କ ବଂଶଜ ସଲେୁନ କରି ପରିବାର ଚଳାଉଛନ୍ତି ।
୧୯୩୪ ମସିହାର କଥା । ଏହି ଗାଁ ଦେଇ ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରା ଆଗକୁ ବଢ଼ିଥିଲା । ଖାଲି ସତେିକି ନୁହେଁ । ଗାନ୍ଧିଜୀ ମଧୁବାବୁଙ୍କ ବ୍ୟକ୍ତିତ୍ୱରେ ମଧ୍ୟ ବହୁଭାବେ ପ୍ରଭାବିତ ହୋଇଥିଲେ । ସଥେିପାଇଁ ସଦେିନ ରାତିରେ ଗାନ୍ଧିଜୀ ପଦଯାତ୍ରା ସମୟରେ ମଧୁବାବୁ ସତ୍ୟଭାମାପୁରର ଏହି ଘରେ ବିଶ୍ରାମ ନେଇଥିଲେ । ଯାହା ସେ ଦିନର ସ୍ମୃତିକୁ ର୍ପଯ୍ୟଟକଙ୍କୁ ପରସି ଦେଉଛି...
ଗାନ୍ଧିଜୀଙ୍କ ସ୍ୱାଧୀନତା ସଂଗ୍ରାମ ଓ ସମାଜ ସଂସ୍କାର ବଳେର ଯାତ୍ରାର ମୁକସାକ୍ଷୀ ହୋଇ ରହିଛି ଏହି ସ୍ଥାନ । କଟକ ଜିଲ୍ଲା ସାଲପେୁର ବହୁଗ୍ରାମ ବି ଆଜି ଗାନ୍ଧିଜୀଙ୍କୁ ଝୁରୁଛି ଓ ସେଦିନର ସ୍ମୃତି ସବୁ ବଖାଣୁଛି । ଏଇ ସଲେୁନ୍ ବି ସେଇ ସ୍ମୃତିକୁ ନେଇ ଆଗକୁ ବଢୁଛି । ହଁ... ଜଣେ ସାଧାରଣ ମହିଳାଙ୍କ ଅସାଧାରଣ କାମ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)