• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Mukesh Ambani
କେତେ ଟଙ୍କା ରୋଜଗାର କରନ୍ତି ଅମ୍ବାନୀଙ୍କ ଡ୍ରାଇଭର୍, ଶୁଣିଲେ ଉଡ଼ିଯିବ ହୋସ୍!

ଭାରତରେ ସେଲିବ୍ରିଟି, ଶିଳ୍ପପତି ଓ ରାଜନେତାମାନଙ୍କର ଜୀବନଶୈଳୀ ଉପରେ ଜାଣିବାକୁ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଥାଏ । କିପରି ଭାବେ ସେମାନେ ଜୀବନଯାପନ କରନ୍ତି, ସେମାନେ ବେଶ ପୋଷାକ ଆଦି ଉପରେ ସାଧାରଣ ଲୋକଙ୍କର ନଜର ରହିଥାଏ ।

Odisha Congress
ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC, ପଦବୀରୁ ହଟିଲେ ସମସ୍ତ ପଦାଧିକାରୀ

ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC । କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି ।

Guru Purnima
ପବିତ୍ର ଗୁରୁ ପୂର୍ଣ୍ଣିମାରେ ଭକ୍ତିମୟ ପରିବେଶ, ଗୁରୁ ପୂଜନ କଲେ ଛାତ୍ରଛାତ୍ରୀ

ମହର୍ଷି ବେଦବ୍ୟାସ ଦେଇଥିବା ଜ୍ଞାନକୁ ଆଧାର କରି ଏହି ଗୁରୁ ପୂଜନ ପରମ୍ପରା ଚାଲି ଆସିଛି । ଶିକ୍ଷାର ଆଲୋକରେ ସମାଜକୁ ଆଲୋକିତ କରୁଥିବା ଗୁରୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Budget Session
କାଲିଠାରୁ ଆରମ୍ଭ ହେଉଛି ରାଜ୍ୟ ବିଧାନସଭା, ୨୫ ତାରିଖରେ ରାଜ୍ୟ ବଜେଟ

ରାଜ୍ୟରେ କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ଅଧିବେଶନ । ଆସନ୍ତାକାଲି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଏହି ଅଧିବେଶନ ।

Heavy Rainfall
ପ୍ରବଳ ବର୍ଷାରେ ଉବୁଟୁବୁ ମାଲକାନଗିରି! ଖସୁଛି ପାଣି, କମିନି ଦୁର୍ଦ୍ଦଶା ...

ପୋଟେରୁ ପୋଲ୍ କିଛିଟା ଅଂଶ ନଷ୍ଟ ହୋଇଛି । ପ୍ରବଳ ଜଳ ପ୍ରବାହ ଯୋଗୁଁ ପୋଲର ସ୍ଲାବ୍‌ର କିଛି ଅଂଶ ଧୋଇ ନଷ୍ଟ ହୋଇଛି ।

Biju Patnaik Sports Award
'ମୋ ସରକାର ବରପୁତ୍ରଙ୍କୁ ସମ୍ମାନ ଦିଏ, କ୍ରୀଡା ପୁରସ୍କାରର ନାଁ ବଦଳିବନି'

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାଁ ବଦଳାଯାଇ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ହୋଇଥିବା ନେଇ ଗତକାଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।

Padma Shri Kamala Pujari
ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ । ୨ଦିନ ତଳେ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ କଟକ SCBରେ ଦେହାନ୍ତ । ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର ।

Biju Patnaik Sports Award
ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳିଲା

ବଦଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ । ନୂଆ ନାଁ ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ।

Padma Shri Kamala Pujari
ମା ସିରିୟସ୍ ଥିଲା ମେଡିକାଲ୍ ଆଣିଥିଲି

'ମୁଁ ତାଙ୍କ ସାନ ପୁଅ.. ମା ସିରିୟସ୍ ଥିଲା ମେଡିକାଲ୍ ଆଣିଥିଲି...ଆଜି ୫ଟାରେ ଚାଲିଗଲେ।' କହି ଭୋ ଭୋ କାନ୍ଦି ପକାଇଲେ ପଦ୍ମଶ୍ରୀ କମଲା ପୂଜାରୀଙ୍କ ସାନପୁଅ ।

Depression
ତାଣ୍ଡବ ରଚିଲା ବର୍ଷା

ମାଲକାନଗିରିରେ ଲଗାଣ ବର୍ଷାର ପ୍ରଭାବ । ଗତକାଲିଠୁ ପ୍ରବଳ ବର୍ଷା ଲାଗି ରହିବାରୁ ଜିଲ୍ଲାର ୫ଟି ସ୍ଥାନରେ ବୁଡ଼ିଛି ପୋଲ । ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Weather Update
୨୩ ଯାଏଁ ନିର୍ଧୂମ ଛେଚିବ ବର୍ଷା! ଅବପାତରେ ପରିଣତ ହୋଇଛି ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି ।

Panchang
Panchang Today 20th July 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି- ୧୪ଶୀ ସନ୍ଧ୍ୟା ୦୫.୫୯ ଗତେ ପୂର୍ଣ୍ଣିମା ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ...

Duplicate Doctor
ସରକାରୀ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, କ୍ୱାକ୍ ଜାଲରେ ଗଞ୍ଜାମ ଗ୍ରାମାଞ୍ଚଳ

କେଉଁଠି ମେଡିସିନ୍ ଷ୍ଟୋରରେ ଡେଣ୍ଟାଲ କ୍ଲିନିକ୍ ଚାଲିଛି ତ କେଉଁଠି ଜୀବନ ନେଉଛି ନକଲି ଡାକ୍ତରଙ୍କ ଚିକିତ୍ସା ।

MP Bhartruhari Mahtab
ଭର୍ତ୍ତୃହରିଙ୍କ ଅଳିଆ ଉପାଖ୍ୟାନ; ସରଗରମ୍ ରାଜନୀତି, ଜେଲରେ ପୂରାଇବାକୁ ଦେବାଶିଷଙ୍କ ଆହ୍ୱାନ

ଚର୍ଚ୍ଚାରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଳିଆ ସଫା ଉପାଖ୍ୟାନ । ନିଶ୍ଚିନ୍ତକୋଇଲିର ଏକ ସ୍କୁଲର ଜୟନ୍ତୀ ସମାରୋହରେ ନିଶାନା କଲେ, ତେରେଛା ବାଣ ମାରିଲେ ।

Justice Biswanath Rath
ଜଷ୍ଟିସ୍ ରଥଙ୍କ ବୟାନ୍, ‘ମୁକୁଟ ଦେଖିଛି ହେଲେ ସଂଖ୍ୟା କହିବିନି’

ରତ୍ନଭଣ୍ଡାରରେ ଭିତରେ ରହିଛି ଯୁଦ୍ଧାସ୍ତ୍ର ... ଅଛି ତେଣ୍ଟା, ବର୍ଚ୍ଛା ଭଳି ରାଜା ରାଜୁଡ଼ା ଅମଳର ଅସ୍ତ୍ରଶସ୍ତ୍ର । ଅଛି ମଧ୍ୟ ଚର୍ଚ୍ଚା ହେଉଥିବା କେତେକ ରାଜା ମୁକୁଟ ।

JP Nadda
ଓଡ଼ିଶା ବିଜୟ ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ, ଥ୍ରୀ ଏସ୍ ଫର୍ମୁଲା ଉପରେ ଜୋର୍

ଓଡ଼ିଶାରେ ସରକାର ଗଢିବା ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ । ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଜଗନ୍ନାଥଙ୍କ ଧାମରେ ରାଜ୍ୟର ସର୍ବାଙ୍ଗୀନ ବିକାଶ ନେଇ ପ୍ରସ୍ତୁତ ହୋଇଛି ରୋଡମ୍ୟାପ ।

Microsoft
ଦିଲ୍ଲୀରୁ ଲଣ୍ଡନ, ଭୁବନେଶ୍ୱରରୁ ନ୍ୟୁୟର୍କ; ଗୋଟିଏ ଝଟକାରେ ଜରୁରୀ ସେବା ଗୁଲ୍

ସବୁଠି ଅଚଳାବସ୍ଥା, ହାହାକାର ସ୍ଥିତି । ମାଇକ୍ରୋସଫ୍ଟ ଆଉଟେଜ୍ ପାଇଁ ସୋସିଆଲ ମିଡିଆରେ ବିଶ୍ୱ ବ୍ୟାପୀ ଟ୍ରେଣ୍ଡ୍ କରୁଛି ବ୍ଲୁ ସ୍କ୍ରିନ୍ ଅଫ୍ ଡେଥ୍ । ତେବେ ଏହା କଣ ଏବଂ କାହିଁକି ବିଶ୍ୱର ସବୁଠୁ ବଡ଼ ଓ ପ୍ରତିଷ୍ଠିତ କଂପାନୀରେ ଏଭଳି ସ୍ଥିତି ଉପୁଜିଲା ।

5T School
ସ୍କୁଲ ନାଁ 5T... ଛାତ୍ର ସଂଖ୍ୟା ୨୩୦... ଶିକ୍ଷକ ଜଣେ

ପୁଣି ପଦାରେ ପଡ଼ିଲା 5T ସ୍କୁଲର ବିକଳ ଚିତ୍ର । ପୂର୍ବ ସରକାରଙ୍କ 5T ସ୍କୁଲ ଓ ତା’ର କଳା ସତ ବର୍ତ୍ତମାନ ପଦାରେ ପଡ଼ିଛି । ବିକାଶ ନାଁରେ ଡିଣ୍ତିମ ପିଟୁଥିଲେ ନବୀନ ସରକାର । କୁନି କୁନି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସହ ଚାଲିଥିଲା ଖେଳ ।...

Ratna Bhandar
ଲୋମ ଟାଙ୍କୁରା କଥା କହିଲେ ଜଷ୍ଟିସ୍ ବିଶ୍ୱନାଥ ରଥ : '୯ରୁ ୧୦ ଘଣ୍ଟା ଧରି ଅଖିଆ ଅପିଆ ଭିତରେ ଥିଲୁ'

୪୬ ବର୍ଷ ପରେ ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ପ୍ରଥମ ଥର ପାଇଁ ଭିତର ରତ୍ନଭଣ୍ତାର ଖୋଲିଛି ।

Ratna Bhandar
ରତ୍ନଭଣ୍ତାର ଭିତରେ ତେଣ୍ଟା ଆଉ ବର୍ଚ୍ଛା, ଜଷ୍ଟିସ ବିଶ୍ୱନାଥ ରଥ କଲେ ବଡ଼ ଖୁଲାସା...

ପ୍ରତୀକ୍ଷାର ଅବସାନ ହୋଇଛି । ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ତେବେ ଭଣ୍ତାର ଭିତରେ କଣ କଣ ସାମଗ୍ରୀ ରହିଛି, ଏସବୁ ନେଇ ଜନତାଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।