Justice Biswanath Rath
ରତ୍ନଭଣ୍ଡାର ଖୋଲିଲା । ସ୍ଥିତି ବି ପରଖାଗଲା । ଆଉ ଭିତରୁ ପ୍ରାପ୍ତ ହୋଇଥିବା ଦୁର୍ମୂଲ୍ୟ ଅଳଙ୍କାର ସବୁ ସୁରକ୍ଷିତ ସ୍ଥାନାନ୍ତର ବି ହେଲା । ଏ ସବୁ ସତ୍ତ୍ୱେ ଏବେ ବି ରହସ୍ୟ ଘେରରେ ଡୁପ୍ଲିକେଟ ଚାବି । କ’ଣ ଏ ଡୁପ୍ଲିକେଟ ଚାବି? ସେତେବେଳର ଜିଲ୍ଲାପାଳ ଦେଇଥିବା ଚାବି ସମ୍ପର୍କିତ ତଥ୍ୟ ସତ୍ୟ ନା ଭ୍ରମାତ୍ମକ ? ଯଦି ଜିଲ୍ଲାପାଳ ସତ କହିଥିଲେ, ତେବେ କ’ଣ ପାଇଁ ଏହି ଚାବିରେ ଖୋଲିଲାନି ଭିତର ରତ୍ନଭଣ୍ଡାରର ତାଲା?
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)