ରତ୍ନଭଣ୍ଡାର ଖୋଲିଲା । ସ୍ଥିତି ବି ପରଖାଗଲା । ଆଉ ଭିତରୁ ପ୍ରାପ୍ତ ହୋଇଥିବା ଦୁର୍ମୂଲ୍ୟ ଅଳଙ୍କାର ସବୁ ସୁରକ୍ଷିତ ସ୍ଥାନାନ୍ତର ବି ହେଲା । ଏ ସବୁ ସତ୍ତ୍ୱେ ଏବେ ବି ରହସ୍ୟ ଘେରରେ ଡୁପ୍ଲିକେଟ ଚାବି । କ’ଣ ଏ ଡୁପ୍ଲିକେଟ ଚାବି? ସେତେବେଳର ଜିଲ୍ଲାପାଳ ଦେଇଥିବା ଚାବି ସମ୍ପର୍କିତ ତଥ୍ୟ ସତ୍ୟ ନା ଭ୍ରମାତ୍ମକ ? ଯଦି ଜିଲ୍ଲାପାଳ ସତ କହିଥିଲେ, ତେବେ କ’ଣ ପାଇଁ ଏହି ଚାବିରେ ଖୋଲିଲାନି ଭିତର ରତ୍ନଭଣ୍ଡାରର ତାଲା?
Published By: Sonali Ojha
Last updated: 27 July 2024, 11:21 AM IST
ପଶ୍ଚିମବଙ୍ଗରୁ ଆସୁଥିବା ଶତାଧିକ ଆଳୁ ବୋଝେଇ ଟ୍ରକକୁ ଓଡ଼ିଶା ସୀମାରେ ଅଟକାଇଥିଲା ପଶ୍ଚିମବଙ୍ଗ ପୋଲିସ । ଆଳୁ ମୂଲ୍ୟ ବୃଦ୍ଧି ପରେ ମମତା ସରକାର ସୀମାରୁ ଆଳୁ ବୋଝେଇ ଟ୍ରକକୁ ବି ଫେରାଇ ନେଇଛନ୍ତି ।