• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଗୁରୁବାର । ଚନ୍ଦ୍ର- କୁମ୍ଭ ଦିବା ୧୨.୪୫ ଗତେ ମୀନ। ତିଥି- ୫ମୀ ରାତ୍ରି ୦୧.୫୮ ଗତେ ୬ଷ୍ଠୀ। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୧୦.୪୫ ଗତେ ଧନୁ ରାଶିର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୧୬ ପର୍ଯ୍ୟନ୍ତ।

ଶୁଭ ସମୟ 

ପ୍ରାତଃ-୦୫.୨୩ ରୁ ୦୭.୦୭
ଦିବା -୧୦.୩୫ ରୁ ୦୧.୧୦
ରାତ୍ରି- ୦୨.୨୭ ରୁ ୦୩.୧୧

ଅଧିକ ପଢ଼ନ୍ତୁ: ସ୍ୱପ୍ନରେ ମାଛ ଦେଖୁଛନ୍ତି କି ? ମିଳିଥାଏ ଏହି ସଂକେତ


ଅଶୁଭ ସମୟ 
ରାହୁକାଳ- ଦିବା ୦୧.୩୦ ରୁ ୦୩.୦୭
କାଳବେଳା- ଦିବା ୦୩.୦୭ ରୁ ୦୪.୪୫
ବାରବେଳା- ଦିବା ୦୪.୪୫ ରୁ ୦୬.୨୨
କାଳରାତ୍ରି- ରାତ୍ରି ୧୧.୫୩ ରୁ ୦୧.୧୬

OTV is now on Whatsapp

Join and get latest news update delivered to you via whatsapp

Join Now