ପ୍ରବାସୀ ଓଡ଼ିଆ ଗଢିଲେ ଇକୋ-ଫ୍ରେଣ୍ଡଲି ଗଣପତି। ମୁମ୍ବାଇ ସହରରେ ଏବେ ଚର୍ଚ୍ଚିତ ଏହି ଗଣେଶ ପ୍ରତିମା। ଗଣପତି ବାପ୍ପା ଅଟୋ ରିକ୍ସାରେ ବସିଥିବା ବେଳେ ଗାଡି ଚଳାଉଛନ୍ତି ମୂଷକ ମହାରାଜ।
Published By: Sonali Ojha
Last updated: 15 September 2024, 01:01 PM IST
ଆୟୁର୍ବେଦ ମତ ଅନୁଯାୟୀ, ଶୀତଦିନେ କାଞ୍ଜି ଶରୀର ପାଇଁ ବେଶ୍ ଲାଭଦାୟକ। ଏହା ପେଜ ଓ ତୋରାଣିରୁ ପ୍ରସ୍ତୁତ ହେଉଥିବାରୁ ଏହାକୁ ଖାଇଲେ ପେଟ ଥଣ୍ଡା ରହିଥାଏ। ଆସନ୍ତୁ ଜାଣିବା ଏହାର ଅନ୍ୟାନ୍ୟ ଫାଇଦା।