• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ରବିବାର। ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୧୨ଶୀ ସନ୍ଧ୍ୟା ୦୬.୧୨ ଗତେ ୧୩ଶୀ। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬.୧୨ ଗତେ ୧ ପାଦ-କୃଷିହାନି ଭୂମିଦାନ।

ଶୁଭ ସମୟ-

ପ୍ରାତଃ- ୦୫.୩୫ ରୁ ୦୯.୪୦

ଦିବା- ୦୧.୧୨ ରୁ ୦୧.୪୨

ସନ୍ଧ୍ୟା- ୦୬.୩୩ ରୁ ୦୮.୫୫

ରାତ୍ରି- ୧୨.୦୫ ରୁ ୦୧.୧୦

ରାତ୍ରି- ୦୨.୩୯ ରୁ ୦୩.୨୫

ଅଶୁଭ ସମୟ-

ରାହୁକାଳ- ଦିବା ୦୪.୧୪ ରୁ ୦୫.୪୫

କାଳବେଳା- ଦିବା ୧୧.୪୧ ରୁ ୦୧.୧୨

ବାରବେଳା- ଦିବା ୧୦.୧୦ ରୁ ୧୧.୪୧

କାଳରାତ୍ରି- ରାତ୍ରି ୦୧.୧୦ ରୁ ୦୨.୩୯

OTV is now on Whatsapp

Join and get latest news update delivered to you via whatsapp

Join Now