/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726644723.jpeg)
SpaceX Dragon Spacecraft
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726644723.jpeg)
1/6
ଆସନ୍ତାବର୍ଷ ଫେବୃଆରୀରେ ଅନ୍ତରୀକ୍ଷରୁ ଫେରିବେ ସୁନୀତା ୱିଲିୟମ୍ସ ଏବଂ ବ୍ରୁଚ ୱିଲମୋର
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726644879.jpeg)
2/6
ଆସନ୍ତା ସେପ୍ଟେମ୍ୱର ୨୪ରେ ଲଞ୍ଚ ହେବ ମିଶନ୍ କ୍ରୁ-୯। ଏହି ମିଶନ ଯୋଗେ ପୃଥିବୀ ଫେରିବେ ସୁନୀତା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726645017.jpeg)
3/6
ସୁନୀତାଙ୍କୁ ଫେରାଇ ଆଣିବା ପାଇଁ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲକୁ ବାଛିଛି NASA
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726645202.jpeg)
4/6
ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲ ବିଶ୍ୱର ପ୍ରଥମ ଘରୋଇ ସ୍ପେଶକ୍ରାଫ୍ଟ ଯାହା ମହାକାଶଚାରୀଙ୍କୁ ଅନ୍ତରୀକ୍ଷ ନେଇଥାଏ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726645302.jpeg)
5/6
ଏହାର ୨୧୦ଦିନ ପର୍ଯ୍ୟନ୍ତ ଅନ୍ତରୀକ୍ଷରେ ରହିବାର କ୍ଷମତା ରହିଛି
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726645433.jpeg)
6/6
ଡ୍ରାଗନ୍ କ୍ରୁ କ୍ୟାପସୁଲର ଉଚ୍ଚତା ୧୫ ଫୁଟ । କ୍ୟାପସୁଲର ଭିତରର ବ୍ୟାସ ୧୩ ଫୁଟ ଏବଂ ମୋଟେଇ ୧୨ଫୁଟ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)