• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Habisiyalis
Cyclone Dana: ଦୁଇ ଦିନ ଯାଏ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ହବିଷ୍ୟାଳି

ବାତ୍ୟା ଦାନା ମାଡ଼ରୁ ବର୍ତ୍ତିବା ପାଇଁ ଚାଲିଛି ବଡ଼ ତୟାରି। ବାତ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେଥିପାଇଁ ମନ୍ଦିର ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି।

Cyclone
Cyclone Dana: ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ‘ଦାନା’

ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏବେ ତାହା ପାରାଦୀପଠାରୁ ୨୮୦ କିଲୋମିଟର ଏବଂ ଧାମରାରୁ ୩୧୦ କିଲୋମିଟର ଦୂରରେ ରହିଛି...

Sunita Williams
କ୍ରୁ-୮ ମିଶନ ସ୍ଥଗିତ, ଘୂର୍ଣ୍ଣିବଳୟ ପାଇଁ ଅଟକିଲା ସୁନୀତାଙ୍କ ଘର ବାହୁଡ଼ା

ମହାକାଶରୁ କେବେ ଫେରିବେ ସୁନୀତା ୱିଲିୟମ୍ସ ? ସୁନୀତା ଓ ତାଙ୍କ ସାଥିଙ୍କୁ ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପାଇଁ ଅନେକ ଚେଷ୍ଟା କରାଯାଉଥିଲେ ସୁଦ୍ଧା ଏଥିରେ ବିଳମ୍ୱ ଘଟୁଛି। ମାତ୍ର ଫ୍ଲୋରିଡାରେ ଭୀଷଣ ଝଡ଼ ତୋଫାନ ଓ ଘୂର୍ଣ୍ଣିବଳୟ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି।

fake court
ନକଲି କୋର୍ଟ, ଫେକ୍ ଜଜ୍; ଜାଲିଆତି କରି ନେଇଗଲେ ୧୦୦ ଏକର ଜମି

ଆପଣ ନକଲି ଆଇଏଏସ୍, ପୋଲିସ୍ ଅଧିକାରୀ, ଡାକ୍ତର ଏବଂ ପିଏମଓ କାର୍ଯ୍ୟାଳୟ ବିଷୟରେ ଶୁଣିଥିବେ ନିଶ୍ଚୟ। ବର୍ତ୍ତମାନ ଗୁଜୁରାଟରେ ଏକ ନକଲି କୋର୍ଟର ଖୁଲାସା ହୋଇଛି।ଏହି ମାମଲାରେ ନକଲି ବିଚାରପତି ସାଜିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

Cyclone
ବାତ୍ୟା ପାଇଁ ସବୁ ଛାନିଆ; ଜାଣନ୍ତୁ ବାତ୍ୟା ବେଳେ କ’ଣ କରିବେ, କିପରି ରହିବେ ସୁରକ୍ଷିତ...

ବାତ୍ୟା ଆସିଲେ କଣ କରିବେ ? କଣ କରିବେନି ? ବାତ୍ୟା ଦାନାରୁ କେମିତି ରକ୍ଷା ପାଇବେ ?

oxygen-cylinder-blast
ଫାଟିଲା ଅକ୍ସିଜେନ୍ ସିଲିଣ୍ଡର; ମାଟିରେ ମିଶିଲା ୨ମହଲା, ଚାଲିଗଲା ୬ଜୀବନ

ଉତ୍ତରପ୍ରଦେଶର ଲକ୍ଷ୍ନୌର ବୁଲନ୍ଦ ସହରରେ ବଡ ଅଘଟଣ। ଅକ୍ସିଜେନ୍ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ଓ ଜଣେ ଶିଶୁ ରହିଛନ୍ତି ।

Cyclone Dana has formed
ସୃଷ୍ଟି ହେଲା ବାତ୍ୟା 'ଦାନା'; ଘଣ୍ଟାପ୍ରତି ୧୮ କିମି ବେଗରେ ମାଡ଼ି ଆସୁଛି

ସୃଷ୍ଟି ହେଲା ବାତ୍ୟା 'ଦାନା' । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ଦାନା'। ଗଭୀର ଅବପାତ ଆଜି ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଘଣ୍ଟାପ୍ରତି ଏବେ ୧୮ କିମି ବେଗରେ ଆଗକୁ ବଢୁଛି ।

organ donation
ବ୍ରେନଡେଡ୍‌ ପରେ ହେଉଥିଲା ଅଙ୍ଗଦାନ; ହଠାତ୍ ଥରିଲା ଶରୀର, ଉଠି ବସିଲେ ଯୁବକ !

ଜଣେ ବ୍ରେନ୍‌ ଡେଡ୍ ଘୋଷିତ ରୋଗୀ ଅଂଗଦାନ ପ୍ରସ୍ତୁତି ଚାଲିଥିବା ବେଳେ ଉଠି ଚାଲିବାକୁ ଲାଗିଲେ। ଏହି ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି।

NDRF
ବାତ୍ୟା ମୁକାବିଲା ପ୍ରସ୍ତୁତି; ପଞ୍ଜାବରୁ ଆସିଲେ ମହିଳା NDRF ସଦସ୍ୟ

ବାତ୍ୟା ମୁକାବିଲା ନେଇ ଚାଲିଛି ପ୍ରସ୍ତୁତି।ପଞ୍ଜାବ ଭଟିଣ୍ଡାରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ୫ଟି NDRF ଟିମ୍। ଗତକାଲି ମଧ୍ୟରାତିରେ ଏହି ଟିମ୍ ଭୁବନେଶ୍ବର ବିମାନବନ୍ଦରେ ପହଞ୍ଚିଛନ୍ତି। ତେବେ ବଡ଼ କଥା ହେଉଛି ଏହି ଟିମ୍‌ରେ ମହିଳା ସଦସ୍ୟ ମଧ୍ୟ ଅଛନ୍ତି।

Cyclone
ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ; ଘଣ୍ଟାପ୍ରତି ୩ କିମି ବେଗରେ ମାଡ଼ି ଆସୁଛି

ବଙ୍ଗୋପସାଗରରୁ ବଳ ଗୋଟାଇ ଆଗକୁ ବଢୁଛି ଗଭୀର ଅବପାତ। ଆଜି ସୃଷ୍ଟି ହେବ ବାତ୍ୟା, କାଲି ଭୀଷଣ ରୂପ ନେବ। ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ବାତ୍ୟା ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।

Blast At Ordnance Factory
ଯୁଦ୍ଧାସ୍ତ୍ର ତିଆରି କାରଖାନାରେ ଫୁଟିଲା ବୋମା; ୧୦ରୁ ଅଧିକ ଗୁରୁତର

ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ଏକ ଯୁଦ୍ଧାସ୍ତ୍ର ତିଆରି କାରଖାନାରେ ବଡ଼ ବିସ୍ଫୋରଣ। ଏଥିରେ ୧୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ଜଣାପଡିଛି।

mirrors
ଲିଫ୍ଟରେ କାହିଁକି ଲଗାଯାଏ ଦର୍ପଣ ? କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...

ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।

Man tries to jump
୧୪ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ; ଫିଲ୍ମ ଷ୍ଟାଇଲ୍‌ରେ ବଞ୍ଚାଇଲେ ପଡୋଶୀ

୧୪ମହଲାରୁ ଡେଇଁ ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ନୋଏଡାର ଏକ ସୋସାଇଟିରେ ଜଣଏ ମାନସିକ ବିକୃତ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

VigilanceRaid
ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର; ଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ। କେନ୍ଦୁଝର ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି ।

depression
ସୃଷ୍ଟି ହେଲା ଅବପାତ; ୨୩ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ 'ଦାନା'

ସୃଷ୍ଟି ହେଲା ଅବପାତ। ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋ ପ୍ରେସର ଆଜି ଡିପ୍ରେସନରେ ପରିଣତ ହୋଇଛି। ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ।

Panchang
Panchang Today 22nd October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର। ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୦୧.୨୯ ଗତେ ୭ମୀ। ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର।

Cyclone 'Dana'
ଆଜି ଅବପାତ, କାଲି ବାତ୍ୟା; ୧୦୦ରୁ ୧୧୦ କିମି ବେଗରେ ବହିବ ପବନ !

ଓଡ଼ିଶାରେ ମାଡ଼ ହୋଇପାରେ ସମ୍ଭାବ୍ୟ ସାଇକ୍ଲୋନ। ବଙ୍ଗୋପସାଗରରୁ ବଳ ଗୋଟାଉଥିବା ଲଘୁଚାପ ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଅତିକ୍ରମ କରିପାରେ। ଆଜି ୱେଲ ମାର୍କ ଲୋ ପ୍ରେସର ଅବପାତରେ ପରିଣତ ହେବ।

Cabinet Secretary
କ୍ୟାବିନେଟ ସଚିବଙ୍କ ବାତ୍ୟା ପ୍ରସ୍ତୁତି ସମୀକ୍ଷା; ଆଲର୍ଟ ରହିବାକୁ ନିର୍ଦ୍ଦେଶ

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର କ୍ୟାବିନେଟ ସଚିବ। କ୍ୟାବିନେଟ ସଚିବ ଟି.ଭି. ସୋମନାଥଙ୍କ ଅଧ୍ୟକ୍ଷତାରେ ଜାତୀୟ ଆପାତ ପରିଚାଳନା କମିଟି- NCMCର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

cyclone
ବାତ୍ୟା ନାଁ ଶୁଣି ଉପକୂଳିଆଙ୍କ ଛାତି ଧଡ଼ଧଡ଼; ଧନଜୀବନ ବଞ୍ଚାଇବାକୁ କସରତ ଆରମ୍ଭ

ବାତ୍ୟା ନାଁ ଶୁଣି ଉପକୂଳିଆଙ୍କ ଛାତି ଧଡ଼ଧଡ଼ । ଭୟଭୀତ ଅବସ୍ଥାରେ ଅଛନ୍ତି ଜଗତସିହଂପୁର ଏରସମା ବ୍ଲକ ପଦ୍ମପୁରର ଲୋକେ । ବାତ୍ୟା ହେଲେ କେମିତି ବଞ୍ଚାଇବେ ଧନଜୀବନ, ସେନେଇ କସରତ ଆରମ୍ଭ କଲେଣି ପଦ୍ମପୁର ଲୋକ ।

First OAS Officer Emerges from Bondaghati
ବଣ୍ଡା ଘାଟିର ପ୍ରଥମ OAS

ଦୁର୍ଗମ ଅଞ୍ଚଳରେ ଫୁଟିଲା ବଣମଲ୍ଲୀ, ଝଲସିଲା ଆଶାର କିରଣ। ଚମକିଲେ ଉପାନ୍ତ ବଣ୍ଡା ଘାଟିର ଝିଅ। ସବୁ ବାଧା ବିଘ୍ନକୁ ଲଂଘି ସେ ବନିବାକୁ ଯାଉଛନ୍ତି OAS ଅଫିସର। ଶୁଣନ୍ତୁ ତାଙ୍କର ସଂଘର୍ଷମୟ ଯାତ୍ରା ।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।