• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର। ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୦୧.୨୯ ଗତେ ୭ମୀ। ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର। ଘାତବାର- ମକର ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୧.୨୯ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନ ଦାନ ନିଶାନ୍ତ ୦୫.୩୮ ଗତେ ପୁନର୍ବସୁ ୩ ପାଦ-କୃଷି , ପଶୁ ଓ ବଂଶହାନି-ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ-

ପ୍ରାତଃ– ୦୫.୪୭ ରୁ ୦୬.୩୩

ଦିବା- ୦୮.୩୯ ରୁ ୧୧.୦୮

ସନ୍ଧ୍ୟା- ୦୫.୧୪ ରୁ ୦୬.୪୮

ରାତ୍ରି- ୦୮.୨୨ ରୁ ୦୮.୩୫

ରାତ୍ରି- ୦୯.୨୫ ରୁ ୧୧.୫୬

ରାତ୍ରି- ୦୧.୩୬ ରୁ ୦୩.୧୭

ରାତ୍ରି- ୦୪.୦୭ ରୁ ୦୫.୪୭

ଅଶୁଭ ସମୟ-

ରାହୁକାଳ- ଦିବା ୦୨.୨୨ ରୁ ୦୩.୪୮

କାଳବେଳା- ଦିବା ୧୨.୫୬ ରୁ ୦୨.୨୨

ବାରବେଳା- ପ୍ରାତଃ ୦୭.୧୩ ରୁ ୦୮.୩୯

କାଳରାତ୍ରି- ସନ୍ଧ୍ୟା ୦୬.୪୮ ରୁ ୦୮.୨୨

OTV is now on Whatsapp

Join and get latest news update delivered to you via whatsapp

Join Now