• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

judicial-investigation
ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା; ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ହେବ ବିଚାର ବିଭାଗୀୟ ତଦନ୍ତ । ମଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

panchang
Panchang Today 22nd September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର। ଚନ୍ଦ୍ର- ମେଷ ପ୍ରାତଃ ୦୬.୦୯  ଗତେ ବୃଷ । ତିଥି- ୫ମୀ ଦିବା ୦୩.୪୩ ଗତେ ୬ଷ୍ଠୀ ଘାତଚନ୍ଦ୍ର- ମେଷ ରାଶିର , ପ୍ରାତଃ ୦୬.୦୯ ଗତେ ବିଛା ରାଶିର।

Crow CPR
ଅଚେତ କାଉକୁ CPR ଦେଇ ନୂଆ ଜୀବନ ଦେଲେ ଅଗ୍ନିଶମ କର୍ମଚାରୀ ! ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଜଣେ ଅଗ୍ନିଶମ ବାହିନୀ କର୍ମଚାରୀ CPR ଦେଇ କାଉର ଜୀବନ ରକ୍ଷା କରୁଛନ୍ତି ।

congress
ଭରତପୁର କାଣ୍ଡ: ରାଜରାସ୍ତାରେ ବିଜେଡି, ପୋଲିସ ଉପରକୁ କଂଗ୍ରେସର ଅଣ୍ଡା-ଟମାଟୋ ମାଡ଼

ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ତେଜିଛି ରାଜନୀତି । ବିରୋଧୀ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

 bharatpur case
ମେଜର ଓ ବାନ୍ଧବୀଙ୍କୁ ରାସ୍ତାରେ ଦୁର୍ବ୍ୟବହାର ଘଟଣା; ବନ୍ଧାହେଲେ ୭ ରୋଡ୍ ରୋମିଓ

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଘଟଣା । ମାମଲାରେ ୭ ଦୁର୍ବୃତ୍ତଙ୍କୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ ।

Modi
‘ମୋ ମା’ ରହୁଥିବା ଘର ଆପଣଙ୍କ କାର୍‌ଠୁ ବି ଛୋଟ’; ଓବାମାଙ୍କୁ କାହିଁକି ଏମିତି କହିଲେ ମୋଦି ?

୨୦୧୪ରେ ମୋଦି ଓ ବାରାକ୍ ଓବାମାଙ୍କ ସାକ୍ଷାତକାର ସମୟର ଏକ ବିଶେଷ ଘଟଣା ସେୟାର କରିଛନ୍ତି ପୂର୍ବତନ ବୈଦେଶିକ ସଚିବ ତଥା ବର୍ତ୍ତମାନର ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା।

pager blasts
ପେଜର୍‌ ବ୍ଲାଷ୍ଟର କେରଳ ଲିଙ୍କ ! କାହିଁକି ଚର୍ଚ୍ଚାରେ ‘ବାପ-ପୁଅ’ ?

ଲେବାନନ୍‌ରେ ପେଜର୍ ଓ ୱାକି-ଟକି ବିସ୍ଫୋରଣ ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ବିସ୍ଫୋରଣରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ତେବେ ଏହି ବ୍ଲାଷ୍ଟ ପଛରେ କେରଳ ଲିଙ୍କ ଥିବା ଚର୍ଚ୍ଚା ଜୋର୍ ଧରିଛି।

Gavisiddeshwara Swamiji
ଛାଡ଼ପତ୍ର ପାଇଁ କୋର୍ଟ ଆସିଥିଲେ ଦମ୍ପତି; ଜଜ୍‌ କହିଲେ, ପ୍ରଥମେ ସ୍ୱାମିଜୀଙ୍କୁ ଭେଟ...

ଆଜିକାଲି ସାମାନ୍ୟ ଘଟଣାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛି। ଏପରିକି ଛାଡପତ୍ର ଯାଏଁ କଥା ଚାଲିଯାଉଛି। ହେଲେ ବିବାହକୁ ବଞ୍ଚାଇବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଏପରି ପରାମର୍ଶ ଦେଇଛନ୍ତି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିବ।

atishi-marlena
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶି; ସମ୍ଭାଳିବେ ଦିଲ୍ଲୀ ଶାସନ ଗାଦି

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ୍ ଆଦମୀ ପାର୍ଟିର ଫାୟାରବ୍ରାଣ୍ଡ୍ ନେତ୍ରୀ ଆତିଶି ମାର୍ଲେନା। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶି।

 Bedi Jagannath in Kakatpur
ଏଠି କଥା କହନ୍ତି ଜଗନ୍ନାଥ

କାକଟପୁର ବେଡି ଜଗନ୍ନାଥ ମନ୍ଦିର । ଏହି ମନ୍ଦିର ପଛରେ ରହିଛି ଅନେକ କାହାଣୀ । କିଆ ଫୁଲ ଓ ନାଗ ସାପକୁ ନେଇ ରହିଛି କଥା...

Divyang
ମୋ ପାଇଁ ଅପହଞ୍ଚ ନୁହେଁ ୨୨ ପାହାଚ

ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକିଛି କାଳିଆ ସାଆଁନ୍ତ । ଚାଲିବାକୁ ଶକ୍ତି ନାହିଁ... ହେଲେ ଜଗା ଲଗେଇ ଦେଇଛି ଭାବର ଡୋରୀ । ଏଇ ବାଡ଼ି ଖଣ୍ଡକ ଯୁବତୀଙ୍କ ପାଇଁ ସାଜିଛି ସାହାରା... ଧୀରେ ଧୀରେ ବଡ଼ଦାଣ୍ଡ ଅତିକ୍ରମ କରି ସିଂହ ଦ୍ୱାର ଦେଇ...

Elderly Couple in Baripada Abandoned by Children
ବୁଢ଼ା ବାପା ମା' ଖୋଜୁଛନ୍ତି ବୃଦ୍ଧାଶ୍ରମ ବାଟ

ଏ ଶୁଖିଲା ଆଖି ଦୁଇଟି ପରିବାରକୁ ଖୋଜୁଛି । ବୃଢ଼ା ବାପାଟା ପରାଲିସିସ୍‌ରେ ଆକ୍ରାନ୍ତ । ବୟସ ୮୦ ଟପିଲାଣି । ଏ ବୃଦ୍ଧ ଦମ୍ପତିଙ୍କ ସବୁ ଥାଇ ମଧ୍ୟ ଆଜି ଏମାନେ ବେସାହାରା । ଦୁଇ ପୁଅ ଓ ବୋହୂ ଶିକ୍ଷିତ... ନାତିନାତୁଣୀ ବି ଅଛନ୍ତି ।

Panchang
Panchang Today 20th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର। ତିଥି- ୩ୟା ରାତ୍ରି ୦୯.୧୫ ଗତେ ୪ର୍ଥୀ। ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର। ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ନାସ୍ତି।

Elephants to Be Hunted
ମଣିଷ ପାଇଁ କଟିବେ ହାତୀ

ଭୋକ ବିକଳରେ ହାତୀ ମାଂସ ଖାଇବ ଜିମ୍ବାୱେ । ଜଙ୍ଗଲରୁ ୨ଶହଟି ହାତୀ ଶିକାର କରି ସେମାନଙ୍କ ମାଂସକୁ କ୍ଷୁଧାର୍ଥଙ୍କ ମଧ୍ୟରେ ବାଣ୍ଟିବ । ବିଭିନ୍ନ ଦକ୍ଷିଣ ଆଫ୍ରିକୀୟ ଦେଶରେ ମରୁଡ଼ି ଓ ଖାଦ୍ୟାଭାବ ଗମ୍ଭୀର ରୂପ ଧାରଣ କରିଥିବା ବେଳେ, ପୂର୍ବରୁ ନାମ୍ବିଆ ବି ୭ଶହରୁ ଅଧିକ...

panchang
Panchang Today 19th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର। ଚନ୍ଦ୍ର- ମୀନ ନିଶାନ୍ତ ୦୫.୧୫ ଗତେ ମେଷ । ତିଥି- ୨ୟା ରାତ୍ରି ୧୨.୪୦ ଗତେ ୩ୟା ।

Chandrayaan-4
ଆରମ୍ଭ ହେବ ରୋମାଞ୍ଚକର ଅଭିଯାନ; ଚନ୍ଦ୍ରାୟନ-୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ଏଣିକି ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଦୁଇ ପାଦ ଆଗକୁ ଯିବ ଭାରତ। ଚନ୍ଦ୍ରାୟନ-୩ର ଅଭୂତପୂର୍ବ ସଫଳତା ପରେ ଚନ୍ଦ୍ରାୟନ-୪ ମିଶନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମଞ୍ଜୁରି ପ୍ରଦାନ କରାଯାଇଛି।

Konark Sun Temple
କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୬ ଜଣିଆ ASI ଟିମ୍‌; ଗର୍ଭଗୃହରୁ କଢ଼ା ହେବ ବାଲି !

କୋଣାର୍କ ସୂର୍ଯ୍ୟମନ୍ଦିରରେ ASI ଟିମର ଅନୁଧ୍ୟାନ। ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ଅନୁଧ୍ୟାନ ଚଳାଇଛନ୍ତି। ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢ଼ା ସ୍ଥିତି ନେଇ ଅନୁଧ୍ୟାନ କରିଥିବା ସୂଚନା ମିଳିଛି।

CAF
CAF କ୍ୟାମ୍ପରେ ଅଘଟଣ; ୨ ସାଥି ଯବାନଙ୍କୁ ଗୁଳିକରି ହତ୍ୟା କଲେ ଯବାନ

ଛତିଶଗଡ଼ ସଶସ୍ତ୍ର ବାହିନୀ କ୍ୟାମ୍ପ (CAF)ରେ ଅଘଟଣ। ଯବାନଙ୍କ ଗୁଳିରେ ପ୍ରାଣ ହରାଇଲେ ୨ ସାଥୀ ଯବାନ। ଏଥିରେ ଅନ୍ୟ ୨ଜଣ ଯବାନ ଗୁରୁତର ହୋଇଥିବା ଜଣାପଡିଛି। ଅଭିଯୁକ୍ତ ଯବାନଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ପୋଲିସ।

SpaceX Dragon Spacecraft
କିପରି ଅନ୍ତରୀକ୍ଷରୁ ଫେରିବେ ସୁନୀତା ? ଦେଖନ୍ତୁ ଫଟୋରେ ଖବର...

ମହାକାଶରେ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଓ ଅନ୍ୟଜଣେ ସାଥୀ ବୁଚ୍ ବ୍ଲିମୋର। ତେବେ ଏଲନ ମସ୍କଙ୍କ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ଅନ୍ତରୀକ୍ଷ ଯାନରେ ଉଭୟଙ୍କୁ ଫେରାଇ ଆଣିବାକୁ ଯୋଜନା କରାଯାଇଛି। ଏହାର ନାଁ ରହିଛି ସ୍ପେସ୍ ଏକ୍ସ ଡ୍ରାଗନ୍ ସ୍ପେସକ୍ରାଫ୍ଟ।

Lebanon Pager Blast
ଲେବାନନ୍‌ରେ ମୃତ୍ୟୁର ବ୍ଲୁ ପ୍ରିଣ୍ଟ ରଚିଥିଲା ଇସ୍ରାଏଲ ! ଜାଣନ୍ତୁ ପେଜର୍‌ ବ୍ଲାଷ୍ଟର ପୂରା କାହାଣୀ…

କିଛି ଦିନ ପୂର୍ବରୁ ହିଜବୁଲ୍ଲାହ ଗୋଲ୍ଡ ଆପୋଲୋ ନାମକ ଏକ ତାଇୱାନ କମ୍ପାନୀକୁ ପ୍ରାୟ ତିନି ହଜାର ପେଜର୍ ତିଆରି ପାଇଁ ଅର୍ଡର ଦେଇଥିଲା। କମ୍ପାନୀ ଚଳିତ ବର୍ଷ ଏପ୍ରିଲରୁ ମେ ମଧ୍ୟରେ ତାଇୱାନରୁ ଲେବାନନକୁ ଏହି ପେଜର୍ ପଠାଇଥିଲା।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।