କୋର୍ଟ ସାମ୍ନାରେ ସ୍ୱାମୀ-ସ୍ତ୍ରୀଙ୍କ ହାଇଡ୍ରାମା। ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଆସିଥିଲେ ସ୍ୱାମୀ। ଖବର ପାଇ ପହଞ୍ଚିଗଲେ ସ୍ତ୍ରୀ। ଆଉ ଆରମ୍ଭ ହୋଇଗଲା ମହାଭାରତ।
CBSE ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ। ୨୦୨୫ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ।
ଖାଁ ଖାଁ ପୂଜା ମଣ୍ଡପ । ଶାରଦୀୟ ପୂଜା ପରେ ମା'ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ । ପୁଣି ଆସନ୍ତା ବର୍ଷକୁ ଅପେକ୍ଷା । ଦୀର୍ଘ ୯ଦିନ ଧରି ଜଗତଜନନୀ ମା' ଦୁର୍ଗାଙ୍କୁ ବିଭିନ୍ନ ପୂଜା ମଣ୍ଡପରେ ପୂଜାର୍ଚ୍ଚନା ପରେ ବିସର୍ଜନ କରାଯାଇଛି।
ଧରାପୃଷ୍ଠରେ ଲୀଳାଖେଳା ସାରି ଭକ୍ତଙ୍କ ଗହଣରୁ ମେଲାଣି ନେଲେ ମା’ ଦଶଭୂଜା। ଶାରଦୀୟ ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ଯାତ୍ରା ହୋଇଛି। ପୌରୁଷ ଓ ବୀରତ୍ୱର ପ୍ରତୀକ ନାଗା ଶ୍ରୀକ୍ଷେତ୍ରରେ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଛନ୍ତି। ଗୋଷାଣୀ ଏବଂ ନାଗା ପୂଜା ପୁରୀରେ ସ୍ବତନ୍ତ୍ର ଓ...
ଦଶହରା ଶେଷ ହେବା ପରେ ବିଭିନ୍ନ ସ୍ଥାନରେ ବେଶ୍ ଜାକଜମକରେ ଭସାଣ ଉତ୍ସବ କରାଯାଇଛି। ଭସାଣି ବେଳେ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ନବରଙ୍ଗପୁରରେ ଭସାଣି ବେଳେ ଛୁରାମାଡରେ ନାବାଳରର ମୃତ୍ୟୁ ହୋଇଥିବା ବେଳେ ଖଲ୍ଲିକୋଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।
ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜିଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ରାଉରକେଲା ବନ୍ଧୋମୁଣ୍ଡାରେ ଅଭାବନୀୟ ଘଟଣା। ଗତକାଲି ରାତିରେ ଲୋକେ ହାତୀ ପଲଙ୍କୁ ଘଉଡ଼ାଇବା ବେଳେ ହାତୀଙ୍କ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ୍। ଚଳନ୍ତା ଟ୍ରେନ୍ ଚକା ତଳେ ଚାଲିଗଲା ଗୋଟିଏ ଛୁଆହାତୀର ଜୀବନ।
ତୀବ୍ର ହେଲା ଭାରତ-କାନାଡା କୂଟନୈତିକ ବିବାଦ। କାନାଡା ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ। କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କରିବା ସହ କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଭାରତ ।
ବଢ଼ିଲା ବିଜେଡି କନ୍ଦଳ। ଅମରଙ୍କୁ ବିଜେଡି ଛାଡ଼ି ପଳାଇବାକୁ କହିଲେ ଲେନିନ୍ ମହାନ୍ତି। ବରିଷ୍ଠ ନେତା ଅମର ଶତପଥିଙ୍କ ବିସ୍ଫୋରକ ବୟାନ ପରେ ଲେନିନ୍ ଅମରଙ୍କୁ ଏପରି କହିଛନ୍ତି।
ଦିନେ ଗଞ୍ଜେଇ ଚାଷ କରୁଥିଲେ କିନ୍ତୁ ଏବେ କାଙ୍କଡ଼ ଚାଷ କରି ବେଶ୍ ଦୁଇ ପଇସା ଲାଭ ପାଉଛନ୍ତି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ପ୍ରାୟ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଆଉ ଏ ଅଞ୍ଚଳ ବି ହେଉଛି ମାଓବାଦୀ ଇଲାକା ।
ବଡ଼ ନିଆରା ଏ ପରମ୍ପରା... ଅଦ୍ଭୂତ ଏମାନଙ୍କ ନୀତିକାନ୍ତି । ଏଇ ଦେଖୁନାହାନ୍ତି ଏ ମହିଳାଙ୍କୁ... ଲୋକେ କହୁଛନ୍ତି ୟାଙ୍କ ଦେହରେ କୁଆଡେ ଠାକୁରାଣୀ ସବାର ହୋଇଛନ୍ତି... ଆଉ ଦେଖନ୍ତୁ ଏ ଲାଠିଯାତ୍ରାକୁ ।
ଜେଲରେ ଚାଲିଥିଲା ରାମଲୀଲା... ବାନର ଭୂମିକାରେ ଅଭିନୟ କରୁଥିଲେ କଏଦୀ । ନାଟକରେ ସୀତା ମାତାଙ୍କ ହରଣ ହେବା ପରେ ବାନର ସୀତା ମାତାଙ୍କୁ ଖୋଜିବାକୁ ଗଲେ ଯେ ଆଉ ଫେରିଲେନି । ପାଚେରି ଡେଇଁ ମାରିଲେ ଚମ୍ପଟ ।
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର। ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୧୧ଶୀ ପ୍ରାତଃ ୦୬.୪୧ ଗତେ ୧୨ଶୀ । ରାତ୍ରି ୦୩.୪୨ ଗତେ ୧୩ଶୀ ।
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଚନ୍ଦ୍ର- ମକର ଦିବା ୦୩.୪୩ ଗତେ କୁମ୍ଭ । ତିଥି- ୧୦ମୀ ଦିବା ୦୯.୦୯ ଗତେ ୧୧ଶୀ। ଘାତଚନ୍ଦ୍ର- ସିଂହ ରାଶିର , ଦିବା ୦୩.୪୩ ଗତେ। ଘାତବାର- ମେଷ ରାଶିର। ପୁଷ୍କର...
ଗୋଟିଏ ପଟେ ଦଳକୁ ସଂଗଠିତ କରିବାକୁ ନବୀନଙ୍କ ପ୍ରୟାସ, ଅନ୍ୟପଟେ ଅଡୁଆ ସାଜିଲେଣି ଦଳୀୟ ନେତା। ଦିନେ ନବୀନଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଅମର, ଆଜି ସୁପ୍ରିମୋଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଦେଶରେ ବଢ଼ିଚାଲିଛି ଅନିଚ୍ଛାକୃତ ଆଘାତ ମୃତ୍ୟୁ। ଅଜାଣତରେ ଘଟୁଛି ଦୁର୍ଘଟଣା, ଚାଲିଯାଉଛି ଲକ୍ଷ ଲକ୍ଷ ଜୀବନ। ଅନିଚ୍ଛାକୃତ ଆଘାତ ମୃତ୍ୟୁ କ୍ଷେତ୍ରରେ ଆମ ରାଜ୍ୟର ସ୍ଥାନ ଦେଶରେ ଅଷ୍ଟମ। ଯୁବଗୋଷ୍ଠୀଙ୍କ ବେପରୁଆ ଗାଡ଼ି ଚାଳନା ଓ ରିଲସ ନିଶା ଏଭଳି ମୃତ୍ୟୁର ସବୁଠୁ ବଡ଼ କାରଣ।
ଚାଞ୍ଚଲ୍ୟକର ଘଟଣା । ଓଡ଼ିଶାର ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ! ସରାଇ କାଲେ ଖାନ୍ ଅଞ୍ଚଳର ଘଟଣା ଏଭଳି ଜଘନ୍ୟ ଘଟଣା ଘଟିଛି ବୋଲି କୁହାଯାଉଛି । ଦୁଷ୍କର୍ମ ପରେ ପରିତ୍ୟକ୍ତ ଅଞ୍ଚଳରେ ଫୋପାଡ଼ି ମହିଳାଙ୍କୁ ଦେଇଥିଲେ ।
ସୁଭଦ୍ରା ପାଇଁ ଆବେଦନ କରି କୌଣସି ମହିଳା ଯଦି ଟଙ୍କା ନପାଇ ଦ୍ବନ୍ଦ୍ବରେ ଅଛନ୍ତି, ତେବେ ନିଶ୍ଚିନ୍ତ ରୁହନ୍ତୁ। କାରଣ ଆପଣଙ୍କ ପାଖକୁ ତ୍ରୁଟି ସୁଧାରିବାକୁ ସରକାରଙ୍କ ତରଫରୁ ଯିବ ଫୋନ୍ କଲ୍। ଦରକାର ପଡ଼ିଲେ ଅଙ୍ଗନବାଡ଼ି କର୍ମୀ ଘରକୁ ଯାଇ ସୁଭଦ୍ରା ଟଙ୍କା ପାଇବା ପାଇଁ ନିଶ୍ଚିତ...
ବିଶ୍ବର ସର୍ବବୃହତ୍ ମରୁଭୂମିରେ ବନ୍ୟା। ଅଚାନକ ବର୍ଷା ପରେ ପାଣିରେ ବୁଡ଼ିଲା ଆଫ୍ରିକା ସାହାରା ମରୁଭୂମିର ଅନେକ ଅଞ୍ଚଳ। ଦୀର୍ଘ ୫୦ ବର୍ଷ ପରେ ସାହାରା ମରୁଭୂମିରେ ଥିବା ଇରିକି ହ୍ରଦ ପାଣିରେ ଭରିଯାଇଛି।
ମୃତ୍ୟୁ ପରେ ବି ଅମର। ବ୍ରେନ୍ ଷ୍ଟ୍ରୋକରେ ମୃତ ପୁଅର ଅଙ୍ଗଦାନ କଲେ ପରିବାର ଲୋକେ। ୩୧ ବର୍ଷୀୟ ପୁଅର ମୃତ୍ୟୁ ପରେ ଚକ୍ଷୁ, ହୃତପିଣ୍ଡ ଓ ଯକୃତ ଦାନ କଲେ।