• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୪ ତାରିଖ ରବିବାର । ଚନ୍ଦ୍ର- କନ୍ୟା ଦିବା ୦୮.୪୨ ଗତେ ତୁଳା । ତିଥି- ୮ମୀ ସନ୍ଧ୍ୟା ୦୫.୨୬ ଗତେ ୯ମୀ ।

ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୮.୪୨ ପର୍ଯ୍ୟନ୍ତ

ଘାତବାର- ମେଷ ରାଶିର

ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ 

ପ୍ରାତଃ-୦୭.୦୪ ରୁ ୦୯.୪୧
ଦିବା- ୦୧.୩୦ ରୁ ୦୨.୫୫
ଦିବା- ୦୪.୪୦ ରୁ ୦୪.୪୭
ସନ୍ଧ୍ୟା- ୦୬.୨୫ ରୁ ୦୭.୫୨
ରାତ୍ରି- ୧୦.୪୭ ରୁ ୧୨.୫୮

ଅଶୁଭ ସମୟ 

ରାହୁକାଳ- ଦିବା ୦୪.୪୭ ରୁ ୦୬.୨୫
କାଳବେଳା- ଦିବା ୧୧.୫୨ ରୁ ୦୧.୩୦
ବାରବେଳା- ଦିବା ୧୦.୧୪ ରୁ ୧୧.୫୨
କାଳରାତ୍ରି- ରାତ୍ରି ୦୧.୧୪ ରୁ ୦୨.୩୬

OTV is now on Whatsapp

Join and get latest news update delivered to you via whatsapp

Join Now