• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Chanakya Niti
ଚାଣକ୍ୟ ନୀତି: ଜୀବନରେ ଦୁଇଟି ଜିନିଷକୁ ଡରନ୍ତୁ ନାହିଁ, ସଫଳତା ନିଶ୍ଚୟ ପାଇବେ..

ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଛୋଟ ଛୋଟ ସମସ୍ୟାକୁ ଖୁବ୍‌ ଡରନ୍ତି । ସେଇ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ସେମାନେ ଡରି ଡରି ସମସ୍ୟା ଅଧିକ ବଡ଼ କରିଥାନ୍ତି ।

Cuttack
ଆସିଲାଣି ପାର୍ବଣ ଋତୁ, ହେଲେ ସୁଧୁରିନି କଟକ ରାସ୍ତା-ଗଳିକନ୍ଦି ଅବସ୍ଥା

ରିଂ ବନ୍ଧଠୁ ନେଇ ଗଣେଶଘାଟ, ଖାନନଗର । ସବୁଠି ରାସ୍ତା ଦୁରବସ୍ଥାର ଜଳଜଳ ଚିତ୍ର ।

Crime
ଥାନାରେ ଦିବ୍ୟାଙ୍ଗଙ୍କ ପ୍ରତି ପୋଲିସର ଅତ୍ୟାଚାର, ଛାତିକୁ ମାରିଛନ୍ତି ଗୋଇଠା..!

ଝଗଡ଼ା ଦେଖି ପାଖଲୋକେ ଆସି ବୁଝାସୁଝା କରିବା ସମୟରେ ପିସିଆର୍‌ ଭ୍ୟାନ୍‌ ଆସି ଦୁଇପକ୍ଷଙ୍କୁ ଥାନାକୁ ଉଠାଇ ନେଇଥିଲା। ପୁଅକୁ ବି ଥାନାକୁ ନେଇ ଯାଇଥିଲା। ଥାନାରେ ପୁଅକୁ ଅପରାହ୍ଣ ୩ଟାରୁ ରାତି ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଟକ ରଖାଗଲା।

Gaganyaan
ମିଶନ୍ ଗଗନଯାନ ପୂର୍ବରୁ ମହାକାଶକୁ ଯିବେ ଗଗନଯାତ୍ରୀ

ପୃଥିବୀ ପୃଷ୍ଠରୁ ୪ଶହ କିଲୋମିଟର ଉଚ୍ଚତାରେ ପରିକ୍ରମା କରୁଥିବା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ସେମାନେ ବୈଜ୍ଞାନିକ ଗବେଷଣା ଏବଂ ଟେକ୍ନୋଲୋଜି ଡେମନଷ୍ଟ୍ରେସନ କରିବେ ।

Nursing College
ରାଜ୍ୟରେ ବେଆଇନ୍ ଭାବେ ଗଢ଼ି ଉଠିଛି ପୁଳା ପୁଳା GNM-ନର୍ସିଂ କଲେଜ !

ତାଗିଦ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଡିଏମଇଟି । ୧୪୭ଟି ଜିଏନଏମ ଏବଂ ନର୍ସିଂ କଲେଜର ଏନଓସି ରବ୍ଦ ।

Bad Habbit
ଟେନ୍‌ସନ୍‌ ଫ୍ରି ରହିବାକୁ ଚାହୁଛନ୍ତି ଯଦି, ଛାଡ଼ନ୍ତୁ ଏହି ୭ ଅଭ୍ୟାସ..

ଦୈନନ୍ଦିନ ଜୀବନରେ ଛାଡ଼ନ୍ତୁ ଏହି ୭ଟି ଅଭ୍ୟାସ, ଆଉ ଖୁସିରେ ରୁହନ୍ତୁ

Dristhi IAS
ବିକାଶ ଦିବ୍ୟକିର୍ତ୍ତୀଙ୍କ ବିଶାଳ ହୃଦୟ, ୪ ମୃତକଙ୍କ ପରିବାକୁ ୧୦ ଲକ୍ଷ ଲେଖାଏଁ ଦେବେ..

ପୁରୁଣା ରାଜେନ୍ଦ୍ରନଗର ଦୁର୍ଘଟଣା ପରେ ଏମସିଡି ନିୟମ ଉଲ୍ଲଂଘନ କରିଥିବା କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଇଏଏସ୍ କୋଚିଂ ସେଣ୍ଟର ତଳ ମହଲାରେ ପାଣି ପଶିବା କାରଣରୁ ତିନି ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ MCD ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ...

Swapnil Kusale
ଅଟକି ରହିଥିଲା ପ୍ରମୋସନ୍‌ ! ଗୋଟିଏ ମେଡାଲ ବଢ଼ାଇଦେଲା ଫାଇଲ୍‌ର ସ୍ପିଡ୍‌...

ନିଜର ପରିଚୟ ଗୋପନ ରଖିବାକୁ କହି ଜଣେ ସହକର୍ମୀ କହିଛନ୍ତି, ସ୍ୱପ୍ନିଲ ଯେତେବେଳେ ବି ସିନିଅର ଅଫିସରଙ୍କୁ ପ୍ରମୋସନ୍‌ କଥା କହନ୍ତି ସେତେବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଶୁଣିବାକୁ ପଡ଼େ । ତେଣୁ ଏହି କାରଣ ପାଇଁ ମଧ୍ୟ ତାଙ୍କ ମନ ସବୁବେଳେ ଦୁଃଖିତ ଥିଲା ।

Lincon House
ସାରା ଭାରତରେ ବଡ଼ ଘର ମଧ୍ୟରୁ ଅନ୍ୟତମ, ଆଣ୍ଟିଲିଆ ବି ଫିକା ପଡ଼ିବ...

୨୦୧୧ରେ ଏହି ଘରକୁ US କନ୍‌ସୁଲେଟ୍‌ ରିଲୋକେଟ୍‌ କରିବାକୁ ଚାହିଁଲେ ଏବଂ ଲିଜ୍‌ ହସ୍ତାନ୍ତର କରିବାକୁ ଘୋଷଣା କଲେ । ସେପ୍ଟେମ୍ବର ୨୦୧୫ରେ ସାଇରସ ପୁନାୱାଲା ଏହି ଘରକୁ ୯୩୪ କୋଟି ଟଙ୍କାରେ କିଣିଲେ ।

Social Media
ମରିଗଲା ଭାବି ପୋତି ଦେଇଥିଲେ, ବୁଲା କୁକୁର ମାଂସ ଖାଇବା ଲୋଭରେ ଖୋଳି ବାହାର କଲେ...

କୁକୁରମାନେ ରକ୍ତ ଗନ୍ଧ ବାରି ସେଠାକୁ ଖୋଳି ତାଙ୍କ ମାଂସ ଖାଇବାକୁ ଲାଗିଲେ । ସୌଭାଗ୍ୟବଶତଃ ରୂପକିଶୋରଙ୍କ ଚେତା ଫେରିଥିଲା ଆଉ ସେ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ ।

Samrat WU Zetain
ବିଶ୍ୱର ସବୁଠୁ ଧନୀ ମହିଳା ସମ୍ରାଟ ! ଜାଣନ୍ତୁ ସେ କିଏ, ତାଙ୍କର ସମ୍ପତ୍ତି କେତେ ?

ମହାରାଣୀ ‘ୱୁ’ ଜେଟିୟାନ୍‌ଙ୍କ ଜନ୍ମ ୬୨୪ ଖ୍ରୀଷ୍ଟାବ୍ଦରେ ଶାଂକ୍ସି ପ୍ରଦେଶରେ ହୋଇଥିଲା । ତାଙ୍କ ପିତା ଜଣେ କାଠ ବ୍ୟବସାୟୀ ଥିଲେ । ସେ ପିଲାଦିନରୁ ବହୁତ ବୁଦ୍ଧିମାନ ଥିଲେ । ୧୪ ବର୍ଷ ବୟସରେ ସେ ଟାଙ୍ଗ କୋର୍ଟରେ ସଚିବ ହୋଇଥିଲେ।

aishwarya rai bachchan
ପାପାରାଜିଙ୍କ ପ୍ରଶ୍ନର ହସି ହସି ବଢ଼ିଆ ଉତ୍ତର ଦେଲେ ଐଶ୍ୱର୍ଯ୍ୟା..!

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ କ’ଣ ଚାଲିଛି ? ଉଭୟଙ୍କ ମଧ୍ୟରେ ମତଭେଦ ରହିଛି କି ? ନା ଏହା କେବଳ ଗୁଜବ ? ଏହି ସବୁ ପ୍ରଶ୍ନର ଉତ୍ତର ଫ୍ୟାନ୍ସମାନେ ଜାଣିବାକୁ ଚାହାଁନ୍ତି ।

Delhi Posh Area
ଦିଲ୍ଲୀର ଦାମୀ ଏରିଆ, ଯେଉଁଠି ରହିଛି ଆର୍ଯ୍ୟନ୍‌ଙ୍କ ୨୭୦୦ ବର୍ଗଫୁଟ୍‌ର ଘର

ସବୁଠୁ ଭଲ କଥା ହେଉଛି ଏଠାରୁ ସହରର ପ୍ରତ୍ୟେକ କୋଣରେ ପହଞ୍ଚିବା ପାଇଁ ଖୁବ୍‌ ସହଜ । ମେଟ୍ରୋ ଷ୍ଟେସନଗୁଡ଼ିକ ଖୁବ୍‌ ପାଖରେ ରହିଛି ।

IIT Student Aryan Roshan
ବାପା ଆରପାରିରେ, ମାଆ ଦିନ ମଜୁରିଆ… ପୁଅ ପାଇଲା IIT

ପ୍ରଥମ ଦିନରୁ ହିଁ ସେ ଭାରି ଦୁଃଖୀ ଜଣାପଡ଼ୁଥିଲେ । କାରଣ ତାଙ୍କ ମନରେ ଗୋଟିଏ ପ୍ରଶ୍ନ ‘ମୁଁ ଚାରି ବର୍ଷ ଏହି କଲେଜ୍‌ରେ ରହି ପାଠ ପଢ଼ିପାରିବି ତ ?’

Cyber Attack
ସାଇବର ଆକ୍ରମଣ.. ବ୍ୟାଙ୍କ ନେଣ ଦେଣ ଠପ୍‌ !

NPCI କହିଛି ଯେ ସି-ଏଜ୍ ଦ୍ୱାରା ସେବା ପାଉଥିବା ବ୍ୟାଙ୍କଗୁଡିକର ଗ୍ରାହକମାନେ ଏହି ସମୟରେ ପେମେଣ୍ଟ ସିଷ୍ଟମ ବ୍ୟବହାର କରିପାରିବେ ନାହିଁ ।

Dog
୨୫୦ କିଲୋମିଟର ଦୂରରୁ ଫେରିଲା ହଜିଲା କୁକୁର, ଗାଁରେ ହେଲା ଭୋଜି ଭାତର ଆସର

କମଲେଶଙ୍କ କହିବାନୁଯାୟୀ, ମହାରାଜକୁ ସର୍ବଦା ଭଜନ ଶୁଣିବାକୁ ଭଲ ଲାଗେ । ଏଥର ସେ ମୋ ସାଙ୍ଗରେ ମହାବାଲେଶ୍ୱର ନିକଟ ଜ୍ୟୋତିବା ମନ୍ଦିରକୁ ପଦଯାତ୍ରାରେ ଯାଇଥିଲା ।

JOBS, Recruitment
IBPS ପକ୍ଷରୁ ଜାରି ହେଲା ନିଯୁକ୍ତି ବିଜ୍ଞପ୍ତି, ଶୀଘ୍ର କରନ୍ତୁ ଆବେଦନ

ଅଗଷ୍ଟ ୨୧ ତାରିଖ ଆବେଦନ ପ୍ରକ୍ରିୟାର ଶେଷ ତାରିଖ । ଅଗଷ୍ଟ ୧ ରୁ ୨୧ ତାରିଖ ମଧ୍ୟରେ ରେଜିଷ୍ଟ୍ରେସନ କରିବା ସହ ଆପଣଙ୍କୁ ଆବେଦନ କରିବାକୁ ହେବ ଏବଂ ପେମେଣ୍ଟ କରିବାକୁ ମଧ୍ୟ ପଡ଼ିବ ।

PMFBY
ଅଗଷ୍ଟ ୧୦ ଯାଏଁ ବଢ଼ିଲା କୃଷି ବୀମା ଆବେଦନ

ଚାଷୀମାନେ ପଞ୍ଜିକରଣ କରିବା ଲାଗି ନ୍ୟାସନାଲ କର୍ପ ଇନସ୍ୟୁରାନ୍ସ ପୋର୍ଟାଲ ଖୋଲା ରହିବ ବୋଲି କେନ୍ଦ୍ର କୃଷି ମନ୍ତ୍ରାଳୟର କୃଷି ବିମାନ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି।

Wayanad Landslide
ଆକାଶରେ ସିନ୍ଦୁରା ଫାଟିବା ଆଗରୁ, ତାଣ୍ଡବ ରଚିଦେଇ ଗଲା ପ୍ରକୃତି

ସୋମବାର ବଡ଼ି ଭୋରରୁ କେରଳ ୱାୟନାଡ଼ ଜିଲ୍ଲାରେ ତିନି ତିନିଟି ଭୂସ୍ଖଳନରେ ନିଶ୍ଚିହ୍ନ ହୋଇଯାଇଛି ୫ଟି ଗାଁ।

Ayushman
୬ବର୍ଷ ଚାଲିବା ପରେ ଏବେ ହଜିଯିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା !

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ- ଜନ ଆରୋଗ୍ୟ ଯୋଜନା ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ରାଜ୍ୟର ନିଜସ୍ୱ ପାଣ୍ଠିରେ ଚାଲିବାକୁ ଥିବା ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା ରଖାଯାଇଛି।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।