• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Paris Olympics
ଭାରତକୁ ଷଷ୍ଠ ପଦକ ! ଫ୍ରି ଷ୍ଟାଇଲ୍ ରେସଲିଂରେ ଅମନ ସେରାୱତଙ୍କୁ ବ୍ରୋଞ୍ଜ

ବର୍ତ୍ତମାନ ସୁଦ୍ଧା ଭାରତକୁ ମିଳିଛି ୫ ବ୍ରୋଞ୍ଜ, ଗୋଟିଏ ସିଲଭର । ଅମନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।

VK Pandian
ବଢ଼ିଲା ପାଣ୍ଡିଆନଙ୍କ ଅଡ଼ୁଆ, ଧରାପଡ଼ିବ ହେଲିକପ୍ଟର ବୁଲା ଖର୍ଚ୍ଚ...!

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଖର୍ଚ୍ଚ କେଉଁଠୁ ଆସିଛି । କିଏ ବହନ କରିଛି ଏତେ ଟଙ୍କା ?

V Kartik
ଅଧିକ ମହିଳା କର୍ମଚାରୀ ଥିଲେ ଭି-କାର୍ତ୍ତିକ୍‌ଙ୍କ ନିଯୁକ୍ତି ମନା !

କୌଣସି ଟ୍ରେନିଂ ଇନଷ୍ଟିଚ୍ୟୁଟରେ ନିଯୁକ୍ତି ନଦେବାକୁ ପରାମର୍ଶ । ବିଶେଷ କରି ଅଧିକ ମହିଳା କାର୍ଯ୍ୟ କରୁଥିବା ସଂସ୍ଥାରେ ନିଯୁକ୍ତି ନଦେବାକୁ ସୁପାରିଶ ।

freedom fighter
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା

ଏହି ଦିନକୁ ଭାରତର ସ୍ୱାଧୀନତା ଆନ୍ଦୋଳନରେ କ୍ରାନ୍ତି ଦିବସ ଭାବେ ମଧ୍ୟ ପାଳନ କରାଯାଏ। 

Mahanadi Water
ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ, ହେକ୍ଟର ହେକ୍ଟର ଚାଷ ଜମି ବାଲିଚର

ସନ୍ଧ୍ୟା ସୁଦ୍ଧା ମୁଣ୍ଡଳି ବ୍ୟାରେଜ୍ ଦେଇ ୫ ଲକ୍ଷ ୮୭ ହଜାର କ୍ୟୁସେକ୍ ବନ୍ୟା ପାଣି ପାସ କରୁଥିଲା।

Odia Film Ava
ଲୋକାର୍ପଣ ହେଲା ଓଡ଼ିଆ ଫିଲ୍ମ ‘ଆଭା’ର ଅଡିଓ-ପୋଷ୍ଟର

ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶିତ  ଚମତ୍କାର ଗୀତ ସହିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ନୂତନ ସ୍ୱାଦର ରସର ଚିନ୍ତା କରିବାକୁ ଶିଖାଇବ l ନିକଟରେ ଏହି ସିନେମାର ସୁଟିଂ ଶେଷ ହୋଇଛି। ପୋଷ୍ଟ ପ୍ରଡକସନ କାର୍ଯ୍ୟ ଚାଲିଛି ।

Vinesh Phogat
ଭିନେଶ ପାଇବେ କି ରୌପ୍ୟ ପଦକ, କୋର୍ଟ କରିବେ ଫୈସଲା..!

ପ୍ୟାରିସ୍ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ କୁସ୍ତିରୁ ସନ୍ୟାସ ନେଇ ବଡ଼ ଘୋଷଣା କରିସାରିଛନ୍ତି। 

Muhammad Yunus
୩ ମାସରେ ସରିବ ନିର୍ବାଚନ, ନୂଆ PM ବାଛିବେ ବାଂଲାଦେଶୀ

ଅନ୍ତରୀଣ ସରକାରର ମୁଖିଆ ଭାବେ ଶପଥ ନେଲେ ୟୁନୁସ୍ । ହଟୁନି ଶେଖ୍ ହାସିନାଙ୍କ ଶରଣ ସସପେନ୍ସ ।

Neeraj Chopra
ଜାଭେଲିନ୍ ଥ୍ରୋରେ ନୀରଜଙ୍କୁ ରୌପ୍ୟ, ଭାରତର ପଦକ ସଂଖ୍ୟା ୫

ଚତୁର୍ଥ ଭାରତୀୟ ଭାବେ ବ୍ୟକ୍ତିଗତ ଦୁଇଟି ଅଲିମ୍ପିକରେ ମେଡାଲ । ପାକିସ୍ତାନର ଅର୍ସଦ ନଦୀମ ଜିତିଲେ ସ୍ବର୍ଣ୍ଣପଦକ ।

BJD
ଅସଜଡା ଘର ସଜାଡିବାକୁ ବିଜେଡିର ପ୍ରୟାସ ଆରମ୍ଭ

ଆଗାମୀ ରଣନୀତି ନେଇ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍ ।

Rice ATM
ରାସନ୍ ଚାଉଳ ପାଇଁ ଆଉ ଡିଲର୍ ପାଖକୁ ଯିବାକୁ ପଡିବନି

ମଞ୍ଚେଶ୍ୱର ଚାଉଳ ଗୋଦାମଠାରେ ଏହି ଏଟିଏମ୍‌କୁ ଉଦ୍‌ଘାଟନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Mines
ମାଫିଆ କୋରି ଖାଇଗଲେ ମହାପ୍ରଭୁଙ୍କ ମୂଲ୍ୟବାନ ଖଣି

୧୯ ଜଣ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ

Coastal Odisha
ଅସ୍ଥିର ବାଂଲାଦେଶ... ଆଲର୍ଟରେ ଓଡ଼ିଶା

ଅତ୍ୟାଚାର ଭୟରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଶେଖ୍ ହାସିନାଙ୍କ ଆୱାମୀ ଲିଗ୍ ନେତା ଓ ସମର୍ଥକଙ୍କ ସହିତ; ଅପରାଧୀ ଓ ଅସାମାଜିକ ତତ୍ତ୍ବ ବି ଜଳସୀମା ଡେଇଁବାର ଆଶଙ୍କା ରହିଛି।

Potato price
ହାଟରେ ଆଉ ଦିଶୁନି ଆଳୁ

ଗୋଟିଏ ପଟେ ସଙ୍କଟ, ଆରପଟେ ଆଳୁର ଭାଉ ଶୁଣି ଛାନିଆ ଗ୍ରାହକ ଏବଂ ଗୃହିଣୀ।

Potato
ନାଫେଡ ମାଧ୍ୟମରେ UPରୁ ଆସିବ ଆଳୁ, ୩୦ ଟଙ୍କାରେ ବିକିବେ ସରକାର

ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ।

OTV
OTVରୁ ସାଢ଼େ ୫ ଲକ୍ଷ ଟଙ୍କାର ଠକେଇ !

ଗିରଫଦାରି ଏଡ଼ାଇବାକୁ ମୁହଁ ଲୁଚାଇ ବୁଲୁଛନ୍ତି ସମୀର । ତଥ୍ୟ ପ୍ରମାଣ ସହ ଗତ ଜୁନ୍ ୨୩ରେ ଓଟିଭି ପକ୍ଷରୁ ଏତଲା ।

BJD
ଦଳୀୟ କନ୍ଦଳ BJD ପାଇଁ ଚିନ୍ତା ଘାରିଛି, ସଂଗଠନ ସଜାଡ଼ିବାକୁ ନବୀନଙ୍କ ବୈଠକ

କଟାକ୍ଷ କରି ବିଜେପି କହିଛି, ପୂର୍ବରୁ ଦଳୀୟ ନେତାଙ୍କୁ ପଚାରୁ ନଥିବା ନବୀନ ଏବେ ଗଡ ଭୁଶୁଡୁଥିବା ଦେଖି ଘନ ଘନ ବୈଠକ କରୁଛନ୍ତି। 

Rice ATM
ଏଣିକି ଡିଲର ପାଖେ ଧାଡ଼ି ବାନ୍ଧିବାକୁ ପଡ଼ିବନି, ATMରୁ ଚାଉଳ ଉଠାଇବେ ହିତାଧିକାରୀ

କାର୍ଡ ନମ୍ବର ମାରି ଫିଙ୍ଗର ପ୍ରିଣ୍ଟ୍ ଦେଲେ ମେସିନରୁ ବାହାରିବ ଚାଉଳ । ସଫଳ ହେଲେ ପ୍ରତି ବ୍ଲକରେ ଖୋଲାଯିବ ଚାଉଳ ଏଟିଏମ୍  ।

BJD
ନିର୍ବାଚନର ଦୁଇ ମାସ ପରେ EVMକୁ ଦୋଷ ଦେଲେଣି ବିଜେଡି-କଂଗ୍ରେସ

ଟାମ୍ପରିଂ ହେଲା ୫୧ଟା ସିଟ୍ ପାଇଲେ କେମିତି। ଗତ ୨୪ ବର୍ଷରେ ବିଜେଡି କେତେ ଥର ଇଭିଏମ ଗଣ୍ଡଗୋଳ କରିଛି କହୁ ବୋଲି କହିଛି ବିଜେପି।

RERA
ଓଡ଼ିଶା RERAର କାର୍ଯ୍ୟନୁଷ୍ଠାନ ! ଏଭସ୍ ବିଲ୍ଡକନ୍ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା

୨ ମାସ ମଧ୍ୟରେ ଏହି ଜରିମାନା ଅର୍ଥ ଦାଖଲ ପାଇଁ ଏଭସକୁ ନିର୍ଦ୍ଦେଶ ଦେଇଛି ଓରେରା।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।