Odisha Politics
ପଲଟିଲା ସତ୍ତା। ହେଲେ ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ପରାଜିତ ପ୍ରାର୍ଥୀ। ଯେଉଁଥିପାଇଁ ହାଇକୋର୍ଟରେ ରୁଜୁ ହୋଇଛି ରେକର୍ଡ ମାମଲା। କିଏ ଭୁଲ ତଥ୍ୟ ପାଇଁ ତ ଆଉ କିଏ ବିଜୟୀ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଜାତିଗତ ପ୍ରମାଣପତ୍ରକୁ ନେଇ ମାମଲା ଦାୟର କରିଛନ୍ତି। ତେବେ ବିଜେଡି ବିଧାୟକଙ୍କ ବିରୋଧରେ ସର୍ବାଧିକ ମାମଲା ଦାୟର ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)