Advertisment

ବିଜେପି ଛାଡ଼ି ବିଜେଡିକୁ ଆସିଥିବା ନେତାଙ୍କ ସହ ନବୀନଙ୍କ ଭେଟଘାଟ୍

ନବୀନଙ୍କ ସହ ଭେଟଘାଟ୍ ନେଇ ପ୍ରତିକ୍ରିୟାରେ ଇରାନୀ ରାୟ କହିଛନ୍ତି, ଏହା ସୌଜନ୍ୟମୂଳକ ସାକ୍ଷାତକାର ଥିଲା।

author-image
Satyendu Shekher Mishra

ବିଜେପି ଛାଡ଼ି ବିଜେଡିକୁ ଆସିଥିବା ନେତାଙ୍କ ସହ ନବୀନଙ୍କ ଭେଟଘାଟ୍ । ଆଲୋଚନା କଲେ ଆଉ ପ୍ରତିଶ୍ରୁତି ବି ଦେଲେ। ଯାହାକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା। ବ୍ରହ୍ମପୁର ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମେତ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂ, ନୟାଗଡ଼ର ନେତ୍ରୀ ଇରାନୀ ରାୟ ଓ ତାଙ୍କ ସ୍ବାମୀ, କବିସୂର୍ଯ୍ୟନଗରର ରଞ୍ଜନ ପଲେଇ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ୧୦ରୁ ଅଧିକ ନେତା ଗତକାଲି ନବୀନଙ୍କୁ ଭେଟିଛନ୍ତି। ନବୀନଙ୍କ ସହ ଭେଟଘାଟ୍ ନେଇ ପ୍ରତିକ୍ରିୟାରେ ଇରାନୀ ରାୟ କହିଛନ୍ତି, ଏହା ସୌଜନ୍ୟମୂଳକ ସାକ୍ଷାତକାର ଥିଲା। 

Advertisment
Advertisment
Advertisment