ଗିରଫ ହୋଇଥିବା ଅଭିଯୁକ୍ତମାନେ କୋରାପୁଟ, ରାୟଗଡ଼ା ଓ ଆନ୍ଧ୍ରପ୍ରଦେଶର। ସେମାନେ ଟ୍ରେନରେ ଆସି ପ୍ରଥମେ ରେକି କରନ୍ତି,ପରେ ଡକାୟତି କରନ୍ତି ବୋଲି ସମ୍ବଲପୁର ଏସପି କହିଛନ୍ତି।
ଆହତ ନାବାଳକ ଘର ବିଷମକଟକ, ବେଲକଣା ବନ୍ଧୁ ଘରକୁ ଆସିଥିଲା । ଆହତ ନାବାଳକଙ୍କୁ ମନ୍ତ୍ରୀ ନିଜ ଗାଡ଼ିରେ ନେଇ ଡାକ୍ତରଖାନା ଗଲେ ।
୫୧ ଇଞ୍ଚର ଏହି ବିଗ୍ରହର ପ୍ରତିଷ୍ଠା ୨୨ ତାରିଖ ଦିନ ହେବ ।
ସୂର୍ଯ୍ୟଙ୍କ କକ୍ଷପଥରେ ଘୂର୍ଣ୍ଣନ କରି ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ ଆଦିତ୍ୟ L1 । ମିଶନ ମୁନ୍ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ମହାକାଶରେ ଆଉ ଏକ ଉପଲବ୍ଧି ହାସଲ କରିଛି ।
ବଡ଼ କଥା ହେଉଛି ଏହି ମୁସଲମାନ ମହିଳାମାନେ ଜାନୁୟାରୀ ୨୨ରେ ଏହି ଅଖଣ୍ଡ ଜ୍ୟୋତିରୁ ପ୍ରଦୀପ ପ୍ରଜ୍ୱଳନ କରି ବାରାଣାସୀରୁ ହିଁ ରାମ ଲାଲାଙ୍କ ପ୍ରତିଷ୍ଠା ଉତ୍ସବ ସହ ଯୋଡ଼ିହେବେ।
ଏହି ସବୁ ଚାକିରି ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଅନ୍ୟୁନ ୧୮ ରୁ ୨୬ ବର୍ଷ ମଧ୍ୟ ହୋଇଥିବା ଆବଶ୍ୟକ ।
ଡାକ୍ତରଖାନାରେ ସଂକ୍ରମଣ ହେତୁ ୯ ରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି।
ଆମେରିକାର ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ଟ୍ୱିଟରରେ ଏକ ପୋଷ୍ଟରେ କହିଛି ଯେ ଅଲାସ୍କା ଏୟାରଲାଇନ୍ସର ବିମାନ ନମ୍ବର - ୧୨୮୨ ସହିତ ଜଡିତ ଏକ ଘଟଣାର ଯାଞ୍ଚ ଜାରି ରହିଛି ।
ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ଟ୍ରେନ୍, ୪ ଜୀବନ୍ତ ଦଗ୍ଧ । ଢାକା ଯାଉଥିବା ବେନାପୋଲ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।
ଆନ୍ଦୋଳନ ଯୋଗୁଁ ଓମଫେଡ୍ କ୍ଷୀର ଯୋଗାଣ ପ୍ରଭାବିତ । ହିଟ୍ ଆଣ୍ଡ ରନ୍ ପାଇଁ ନୂଆ ଆଇନକୁ ନେଇ ଆନ୍ଦୋଳନ ।
ଗୀତ ଗାଉଥିବା ବେଳେ ତାଙ୍କ ଏକ୍ସପ୍ରେସନ୍ ଖୁବ୍ ଆକର୍ଷଣୀୟ ଥିଲା । ଯିଏ ବି ଏହି ଭିଡିଓ ଦେଖିଲା ସେ ଟିକେ ଥମି ଯାଇ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚାହିଁଲା ।
ସରକାରଙ୍କ ଅନୁସାରେ ଉଚିତ୍ ଗୁଣବତ୍ତ ସମ୍ପନ୍ନ ଜିନିଷ ଉତ୍ପାଦନ କରିବାକୁ କମ୍ପାନୀ ମାନେ ବାଧ୍ୟ ।
ସ୍ୱାମୀ ଦିଲୀପଙ୍କ ମୃତ୍ୟୁଖବର ଶୁଣି ଆତ୍ମହତ୍ୟା କରିଥିଲେ ପତ୍ନୀ । ଆହତ ଜ୍ୟୋତି ରଞ୍ଜନଙ୍କୁ ଫେରାଇବାକୁ ପରିବାରର ଦାବି ।
କଟକ ବିଜେଡି ନେତାଙ୍କୁ ପାଣ୍ଡିଆନଙ୍କ ଲଲିପପ୍ । 'ଯିଏ ବଡ଼ ମାର୍ଜିନରେ ଜିତିବ, ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନା କରାଇବି' ।
ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଡିସିପି । ହାଇଟେକ୍ ଯାଚୁଛି ୧୦ ଲକ୍ଷ ଲାଂଚ କହିଲେ ଜ୍ୟୋତିଙ୍କ ମାମୁ ।
ଜାହାଜ ଭିତରେ ୫/୬ଜଣ ଅଜ୍ଞାତ ଅସ୍ତ୍ରଧାରୀ ବ୍ୟକ୍ତି ପ୍ରବେଶ କରିଥିବା ନେଇ ଜାହାଜ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ଜଣାପଡିଛି।
ସରକାରୀ ଭିତ୍ତିଭୂମି ପ୍ରକଳ୍ପ ଏବଂ ବହୁରାଷ୍ଟ୍ରୀୟ ପୁଞ୍ଜି ବିନିଯୋଗ ଦ୍ୱାରା ଭାରତ ୨୦୨୩ ରେ ଦୃଢ଼ ପୁଞ୍ଜି ବିନିଯୋଗ ପ୍ରଦର୍ଶନ କରିଥିଲା।
ଗୁପ୍ତା ପରିବାର କରିଥିବା ଚୁକ୍ତିନାମା ଭାଇରାଲ ହେବା ପରେ ଜୋମାଟୋ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇଛି। ସଂସ୍ଥା କହିଛି ଯେ “ମୁଝେ କିୟୁଁ ତୋଡା?” ଏହା ବଲିଉଡ ଫିଲ୍ମ ୱେଲକମର ଏକ ଚର୍ଚ୍ଚିତ ଡାଏଲଗ। ଏବେ ସୋସିଆଲ ମିଡିଆରେ ଏହି ଖବରଟି ଭାଇରାଲ ହେବାରେ ଲାଗିଛି।
DGCI ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶ । କେବଳ ରକ୍ତ ଯୋଗାଇବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆଦାୟ ହେବ ।
ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଖନନ କରାଯାଇଥିବାର ତଥ୍ୟ ପ୍ରମାଣ ମଧ୍ୟ ED ହାତରେ ଲାଗିଛି ।