• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Arun Sahoo
ଅରୁଣଙ୍କ ଗଡ଼ରେ ଅରୁଣଙ୍କୁ ଅଡ଼ୁଆ ! ଘେରିଗଲେ ଚାଷୀ, ପଚାରିଲେ ପ୍ରଶ୍ନ...

କଟନିଛଟନି ବନ୍ଦ ଦାବିରେ ତାତିଲେ ଚାଷୀ। ଚାଷୀଙ୍କୁ ସାମ୍ନା କରି ନପାରି ଆଲୋଚନା କରିବା କହି ପଳାଇଲେ ନୟାଗଡ଼ ବିଧାୟକ ଅରୁଣ ସାହୁ।

Sarat Pattnaik, Congress
‘କଂଗ୍ରେସ ଯୋଗାଯୋଗରେ ବିଜେଡି ନେତା’, ୨୦୨୪ରେ କଂଗ୍ରେସର ସୂର୍ଯ୍ୟ ଉଇଁବ

‘ମଣ୍ଡିରେ ଧାନ ବିକ୍ରି ହୋଇପାରୁନି’ । କଂଗ୍ରେସ ଆକ୍ଷେପର ଜବାବ ରଖିଲା ବିଜେଡି ।

China Rocket
ଆକାଶରୁ ଖସି ପଡ଼ିଲା ଚାଇନା ରକେଟ୍, ଜଙ୍ଗଲରେ ହେଲା ବିରାଟ ବିସ୍ଫୋରଣ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେଲା। ଆଉ କୁହାଗଲା, ସେଇ ଭିଡିଓରେ ଆକାଶରୁ ଯାହା ଖସୁଛି ତାହା ଚୀନ୍‌ ପକ୍ଷରୁ ପ୍ରେରଣ କରାଯାଇଥିବା ବୁଷ୍ଟର ।

AI
AI କହିଦେବ ଆପଣ କେତେ ଦିନ ବଞ୍ଚିବେ, ଆଉ କେବେ ଆସିବ ମୃତ୍ୟୁ !

ଏବେ କୁହାଗଲାଣି, AI ମଣିଷର ମୃତ୍ୟୁ କଥା କହିପାରିବ । କେଉଁ ମଣିଷ କେତେ ଦିନ ବଞ୍ଚିବ ତାହା AI କହିପାରିବ ବୋଲି ଏବେ ଦାବି କରାଯାଉଛି ।

Vinesh Phogat
ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ଫେରାଇଲେ ଭିନେଶ ଫୋଗତ

ନୂଆ ଆଡହକ୍ କମିଟି ଗଠନ ପାଇଁ ଭାରତୀୟ ଅଲିମ୍ପିକ ସଂଘକୁ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି। ଏହାପରେ ବି ରେସଲରଙ୍କ ପ୍ରତିବାଦ ଜାରି ରହିଛି।

Mumbai
ମୁମ୍ବାଇର ୧୧ ସ୍ଥାନରେ ବୋମା ବିସ୍ଫୋରଣ ଧମକ

କେନ୍ଦ୍ର ଅର୍ଥମନ୍ତ୍ରୀ, RBI ଗଭର୍ଣ୍ଣର, କିଛି ଉଚ୍ଚପଦସ୍ଥ ବ୍ୟାଙ୍କ୍ ଅଧିକାରୀ ଏବଂ ଦେଶର କିଛି ଖ୍ୟାତନାମା ମନ୍ତ୍ରୀ ସଂପୃକ୍ତ ଅଛନ୍ତି ।

Srimandir, Lord Jagannath
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ, ଏକାମ୍ର କ୍ଷେତ୍ର ଅଧିପତିଙ୍କୁ ଶ୍ରୀକ୍ଷେତ୍ର ଆମନ୍ତ୍ରଣ

ଲୋକାର୍ପଣ ଉତ୍ସବକୁ ମୁଖ୍ୟମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ । ଉତ୍ସବ ଲାଗି ଶ୍ରୀକ୍ଷେତ୍ରରେ ଭବ୍ୟ ଆୟୋଜନ ।

Dhana Mandi
ଖୋଲୁଛି ସରକାରଙ୍କ ଧାନମଣ୍ଡି ପୋଲ୍, ଛତିଶଗଡକୁ ହେଉଛି ଚୋରା ଚାଲାଣ

କଳାହାଣ୍ଡିରୁ ଧରାପଡିଲା ଦୁଇ ଶହ କ୍ୱିଣ୍ଟାଲ ଧାନ । ଆଜିବି ରାଜ୍ୟପାଳଙ୍କ ଆଗରେ ମଣ୍ଡି ଦୁଃଖ ବଖାଣିଲେ ଚାଷୀ ।

BJD
ବିଜେଡିରେ ଜଳ ଜଳ ଗୋଷ୍ଠି କନ୍ଦଳ ! ବିଭିନ୍ନ ସ୍ଥାନରେ ପାରାଲାଲ ପ୍ରତିଷ୍ଠା ଦିବସ ପାଳନ

ସମାନ୍ତରାଳ କାର୍ଯ୍ୟକ୍ରମକୁ ନେଇ ବଢିଲା ଦଳର ଟେନ୍ସନ୍ । ବିଜେଡି ପାଇଁ ଅଧିକ ଚ୍ୟାଲେଞ୍ଜିଂ ହେବ କି ଅନ୍ତଃକନ୍ଦଳ ?

Rajnath Singh
‘ଜାହାଜ ଉପରେ ଯିଏ ଆକ୍ରମଣ କରିଛି, ତାକୁ ପାତାଳରୁ ବି ଖୋଜି ଆଣିବୁ’

ନିକଟରେ ଆରବ ସାଗରରେ ତେଲ ଧରି ଆସୁଥିବା ଜାହାଜ ଏମଭି ଚେମ୍ ପ୍ଲୁଟୋ ଉପରେ ଆକ୍ରମଣ ଘଟଣାକୁ ଭାରତ ଗୁରୁତର ସହ ନେଇଛି ।

Criminal
ଚେନ୍ନାଇରେ ହତ୍ୟା, ବ୍ରହ୍ମପୁରରୁ ଗିରଫ ! ୨୮ ବର୍ଷ ପରେ ଧରାପଡ଼ିଲା ହତ୍ୟାକାରୀ

ଶାଶୁ ହତ୍ୟା ଘଟଣାର ଅଭିଯୁକ୍ତକୁ ଧରିଲା ଚେନ୍ନାଇ ପୋଲିସ । ୧୯୯୮ରେ ଚେନ୍ନାଇରେ ଶାଶୁକୁ ହତ୍ୟା କରି ଫେରାର ହୋଇଥିଲା ।

Ram Mandir Issued, Minakhi Lekhi
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ କିଏ ଆସିବେ କିଏ ଆସିବେନି...ମିନାକ୍ଷୀ କହିଲେ....

ରାଜନୈତିକ ବୟାନବାଜୀ ମଧ୍ୟରେ ଏବେ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି ବିରୋଧୀଙ୍କ କୋଟକୁ ବଲ ଗଡ଼ାଇ ଦେଇଛନ୍ତି ।

Balangir - Harishankar
5T କାମରେ ଦୁର୍ନୀତି, ମୁହଁ ଖୋଲିବାରୁ ସରପଞ୍ଚଙ୍କୁ ନିସ୍ତୁକ ମାଡ଼ !

ସରପଞ୍ଚ-ପୂର୍ତ୍ତ ବିଭାଗର OSD ମାରପିଟ୍ । ହରିଶଙ୍କର ପୀଠରେ ଉଭୟ ହାତାହାତି ।

Narendra Modi
ମୋଦି ବିଶ୍ୱର ପ୍ରଥମ ନେତା, ଯାହାଙ୍କର ୨୦ ମିଲିଅନ୍‌ ସବ୍‌ସ୍କ୍ରାଇବର

ଅନ୍ୟପଟେ ଏହି ତାଲିକାର ଦ୍ୱିତୀୟରେ ଅଛନ୍ତି ବ୍ରାଜିଲର ପୂର୍ବ ରାଷ୍ଟ୍ରପତି ଜାୟର ବୋଲ୍ସନୋରା । ଯାହାଙ୍କର ମାତ୍ର ୬୪ ଲକ୍ଷ ସବ୍‌ସ୍କ୍ରାଇବର ରହିଛନ୍ତି । ଏହି ସଂଖ୍ୟା ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲର ଏକ ତୃତୀୟାଂଶରୁ ବି କମ୍।

Narendra Modi
Year Ender 2023: ମହୁଆଙ୍କ ସହ ପିନାକୀଙ୍କ କି ସମ୍ପର୍କ ? ଗୃହରୁ ରେକର୍ଡ ସଂଖ୍ୟକ ସାଂସଦ ନିଲମ୍ବିତ

ନୂଆ ଭାରତକୁ ସାଲ୍ୟୁଟ କରୁଛି ସାରା ବିଶ୍ୱ । ଆଉ ଦେଶ ଭିତରେ ଅନେକ ରାଜ୍ୟରେ ବଦଳିଛି ରାଜନୈତିକ ପାଣିପାଗ । ସେମିତି କିଛି ବଡ଼ ଘଟଣାକୁ ପୁଣି ମନେ ପକାଇବା ।

Love story
ସମ୍ପର୍କ ରଖିବାକୁ ମନା କରିବାରୁ ଚେନରେ ବାନ୍ଧି ଜୀଅନ୍ତା ପୋଡ଼ି ମାରିଦେଲା

ଇଞ୍ଜିନିୟର୍ ଯୁବତୀଙ୍କର ୨୬ତମ ଜନ୍ମଦିନରେ ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ତାଙ୍କ ପିଲାଦିନର ସାଥୀ

Srimandir
ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବାଟାଲିୟନ

ଖୁବଶୀଘ୍ର ଶ୍ରୀମନ୍ଦିର ଏସି ଟନେଲ ଖୋଲାଯିବା ସହ ଏଥର ସୁରକ୍ଷା ବ୍ୟବସ୍ଥା ଦେଢ ଗୁଣା ବଢ଼ାଯିବ ।

Farmer Isuue
ରାଜ୍ୟପାଳଙ୍କ ଦରବାରରେ ଏଥର ଚାଷୀ ସମସ୍ୟା

ଶୀତୁଆ ରାତିରେ ଉଜାଗର ହୋଇ ଧାନକୁ ଜଗି ବସୁଛି ଚାଷୀ ।

Politics
୨୪'ରେ କେମିତି ଓଡ଼ିଶା ଦଖଲ କରିବ ବିଜେପି ?

ମାହୋଲ ବନାଇବାକୁ ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ୍ବ ଓଡିଶା ଆସୁଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ।

Musilm MLA
'ଅହଂ ଜୁବେର୍ ଖାନ୍', 'ଅହଂ ୟୁନୁସ୍ ଖାନ୍'; ସଂସ୍କୃତରେ ଶପଥ ନେଲେ ମୁସଲିମ ବିଧାୟକ

ସଂସ୍କୃତ ଉପରେ ସମସ୍ତଙ୍କର ଅଧିକାର ରହିଛି। ଏହି ଭାଷା ଭାରତର ସବୁଠୁ ପ୍ରାଚୀନ ଭାଷା। ତେଣୁ ଭାରତୀୟ ଭାବେ ଏନେଇ ଆମେ ଗର୍ବିତ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।