• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

OTV
OTV ସୋସିଆଲ ମିଡିଆରେ ଭାଇରାଲ ଅଡିଓ ପୋଷ୍ଟ ମାମଲା, ଇନପୁଟ ଏଡିଟରଙ୍କ ବିରୋଧରେ ଅପରାଧିକ ମାମଲା ଖାରଜ

ଅଭିଯୋଗର ଆଧାର ନଥିବା କହି ମାମଲା ଖାରଜ କଲେ ହାଇକୋର୍ଟ । ଏଭଳି ମାମଲା ପ୍ରେସ ସ୍ୱାଧୀନତା ଉପରେ ନକାରତ୍ମକ ପ୍ରଭାବ ପକାଇବ କହିଲେ କୋର୍ଟ ।

Social Media-Viral Video
ଜିପ୍‌ଲାଇନ୍‌ରେ ଅଚାନକ ଅଟକି ଗଲା ଛୁଆ, ୪୦ ଫୁଟ୍‌ ତଳକୁ ଖସି ପଡ଼ିଲା ! ତାପରେ... ଦେଖନ୍ତୁ ଭିଡିଓ

ଅଧିକାଂଶଙ୍କ ମତ ଛୋଟ ଛୁଆକୁ ନେଇ ଏଭଳି ବିପଦଜ୍ଜନକ ଆଡ୍‌ଭେଞ୍ଚର କରିବା ଉଚିତ୍ ନଥିଲା । ଏହି ଦୁର୍ଘଟଣା ଗତ ୨୫ ତାରିଖରେ ଘଟିଛି ।

Odisha Politics
କଂଗ୍ରେସ କହିଲା ଟିକଟ କଟିବା ଭୟରେ ସଚିବଙ୍କୁ ସମର୍ଥନ କରୁଛନ୍ତି ବିଜେଡି ନେତା

ବିଜେଡି ନେତା ପାଣ୍ଡିଆନଙ୍କୁ ସମର୍ଥନ କରୁଛନ୍ତି । ପ୍ରଚ୍ଛଦପଟ୍ଟର ଲୋକ ଶାସନ ଚଲାଉଛନ୍ତି କହିଲେ ପୃଥ୍ୱୀରାଜ ।

Kalma Barrage
ପୁଣି ଛତିଶଗଡ଼ର ମନମାନି ! ଖୋଲିଦେଲା କଲମା ବ୍ୟାରେଜର ସମସ୍ତ ୬୪ ଗେଟ୍ 

ପ୍ରବଳ ବର୍ଷା ଯୋଗୁଁ ସବୁ ଗେଟ୍ ଖୋଲିଦେଲା ଛତିଶଗଡ଼ । କଲମା ବ୍ୟାରେଜ ଦେଇ ମହାନଦୀକୁ ପଶୁଛି ୧.୧୮ ଲକ୍ଷ କ୍ୟୁସେକ୍ ।

Bhartruhari Mahatab
ସୌମ୍ୟଙ୍କ ପରେ ଭର୍ତ୍ତୃହରି ମାରିଲେ ତୀର ! ହେଲେ ବାଜିଲା କାହାକୁ..?

ନୂଆଦିଲ୍ଲୀରେ ଫକୀରମୋହନ ସେନାପତିଙ୍କ 'ଦ ମେକିଂ ଅଫ୍ ଆନ ଅଥର' ପୁସ୍ତକର ଉନ୍ମୋଚନ ଅବସରରେ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।

Twitter
ଟ୍ୱିଟରକୁ କୋର୍ଟଙ୍କ ଜବରଦସ୍ତ ଝଟ୍‌କା, ଆବେଦନ ଖାରଜ ସହ ୫୦ ଲକ୍ଷ ଜରିମାନା

ଗତବର୍ଷ ଜୁଲାଇ ମାସରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଟ୍ୱିଟର । ଇଲେକ୍ଟ୍ରୋନିକ ଓ ଇନଫର୍ମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଆଇଟି ଆକ୍ଟର ଧାରା ୬୯ ଅଧୀନରେ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶକୁ ସଂସ୍ଥା ଚ୍ୟାଲେଞ୍ଜ କରିଥିଲା। 

Nabarangpur Disha Meeting
ଦିଶା ବୈଠକରେ 5T ଝଡ଼, ବିଗିଡିଲେ ଉମରକୋଟ ବିଧାୟକ

5T ଅଧୀନରେ ଚାଲିଥିବା କାମ ନିମ୍ନ ମାନର ହେଉଥିବା ଅଭିଯୋଗ କରି ବୈଠକ ଅଧାରୁ ଉଠି ଚାଲିଯାଇଥିଲେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।

Suna Besha
ମହାପ୍ରଭୁଙ୍କ ଶ୍ରୀପୟର ଦର୍ଶନ କଲେ ମୋକ୍ଷ ମିଳେ

ଆଜି ମହାପ୍ରଭୁଙ୍କ ସୁନାବେଶ.. ୧୩୮ ପ୍ରକାର ସ୍ୱର୍ଣ୍ଣାଭୂଷଣରେ ସଜେଇ ହେବେ ଜଗନ୍ନାଥ ।

Puri Suna Besha 2023 | Auspicious Suna Besha ritual of Holy Trinity to begin soon
ଶ୍ରୀଜିଉ ପିନ୍ଧିବେ ମହଣ ମହଣ ସୁନା

ଡଦାଣ୍ଡରେ ଲାଗିଲାଣି ପ୍ରବଳ ଗହଳି ।

Ratha Jatra- Suna Besha- Bahuda Jatra
ଫରଫର ହୋଇ ଉଡୁଛି ଶ୍ରୀମନ୍ଦିର ନେତ

ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ ।

Suna Besha
ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଅସମ୍ଭାଳ ହେଲାଣି ଭକ୍ତ ପ୍ରାଣ

ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଅସମ୍ଭାଳ ହେଲାଣି ଭକ୍ତ ପ୍ରାଣ

Suna Besha
ଶ୍ରୀମନ୍ଦିର ସାମ୍ନାରେ ଛିଡା ହୋଇଛନ୍ତି ରଥ

ମଣିମାଙ୍କୁ ଶାଢି ପିନ୍ଧାଇ ସଜ କରୁଛନ୍ତି ସେବାୟତ

Pickup Van Accident
ପୁଣି ଏକ ଭୟଙ୍କର ଦୁର୍ଘଟଣା, ଖାଇକୁ ଖସିଲା ପିକ୍‌ଅପ୍‌ ଭ୍ୟାନ୍ !

ଖବର ପାଇ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା ।

Hanuman Paisa Racket
ପୁଣି ସାମ୍ନାକୁ ଆସିଲା ହନୁମାନ ପଇସା ରାକେଟ, ୫ ଗିରଫ

ସାକ୍ଷୀଗୋପାଳ ନୂଆଗାଁ ଢ଼ିହିରେ ଗଦାଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ହନୁମାନ ପଇସା କାରବାର ପାଇଁ ଡିଲ୍ ଚାଲୁଥିଲା ।

Bahuda Jatra, Sudarshan Pahandi
ଆରମ୍ଭ ହେଲା ପହଣ୍ଡି, ପ୍ରଥମେ ଚକ୍ରରାଜ ସୁଦର୍ଶନ ଚଢ଼ିଲେ ରଥରେ

ଦର୍ପଦଳନରେ ବିରାଜମାନ କଲେ ଶ୍ରୀସୁଦର୍ଶନ ।

Bahuda Jatra
ନବଦିନାତ୍ମକ ଯାତ୍ରାର ଆଉ ଏକ ପର୍ବ ବାହୁଡ଼ା, ଭାଇ ଭଉଣୀଙ୍କ ସହ ରତ୍ନବେଦୀକୁ ଫେରିବେ ମହାବାହୁ

ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ।

Barajatri Accident
ଭୟଙ୍କର ଦୁର୍ଘଟଣା ! ଟ୍ରକ୍ ଧକ୍କାରେ ୫ ବରଯାତ୍ରୀ ମୃତ, ବାହା ନହୋଇ ଫେରିଗଲା ବର

ସ୍ଥାନୀୟ ଲୋକଙ୍କ ଦ୍ୱାରା ରାଜମୁଣ୍ଡା-ପାଣିକୋଇଲି NH ଅବରୋଧ କରାଯାଇଛି ।

DoPT asks Odisha chief secretary to take action against IAS officer
ଅଡ଼ୁଆରେ ସଚିବ ଓ ସରକାର ! କେନ୍ଦ୍ରରୁ ଆସିଛି କଡ଼ା ନିର୍ଦେଶ, କେମିତି କରିବେ ସାମ୍ନା..?

ଦଳୀୟ କାର୍ଯ୍ୟକ୍ରମରେ ସଂପୃକ୍ତି, ରଜାନୈତିକ ସଭାସମିତି କରିବା, ବିଭିନ୍ନ ପ୍ରକାର ପ୍ରକଳ୍ପ ଘୋଷଣା କରିବା, ପୋଲିସ୍ ବିଭାଗକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲର ଉଲ୍ଲଂଘନ, ଅର୍ଡର ଅଫ୍ ପ୍ରିସିଡେନସିର ଉଲ୍ଲଂଘନ, ମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କୁ ଅବମାନନା ଏବଂ ଦୁର୍ବ୍ୟବହାର, ବ୍ୟକ୍ତିଗତ ପ୍ରଚାରରେ ଲିପ୍ତ ଆଦି ଅଭିଯୋଗ ଫାଇଭ୍-ଟି...

Narendra Modi
ଦେଶରେ ୟୁନିଫର୍ମ ସିଭିଲ କୋଡ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱ

ୟୁସିସିକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି ଓ ମୁସଲିମ ସଂପ୍ରଦାୟର ଲୋକଙ୍କୁ ଉସକା ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Highest Paid Singer In India
ଏହି ବଲିଉଡ ଗାୟକ ଗୀତ ପିଛା ନେଇଥାନ୍ତି ୩ରୁ୫ କୋଟି ! ସେ ଶ୍ରେୟା କି ସୁନିଧି ନୁହଁନ୍ତି..

ଏନେଇ କୌଣସି ସ୍ପଷ୍ଟ ପ୍ରମାଣ ନଥିଲେ ମଧ୍ୟ ଏହି ଗାୟକଙ୍କ ପାଉଣାକୁ ନେଇ ସବୁବେଳେ ଖୁବ୍‌ ଚର୍ଚ୍ଚା ହୋଇଥାଏ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।